୨୦୨୬ ହେବ ଆସିଆନ୍-ଇଣ୍ଡିଆ ସାମୁଦ୍ରିକ ସହଯୋଗର ବର୍ଷ: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ/କୁଆଲାଲୁମ୍ବୁର,୨୭।୧୦: ଭାରତ-ଆସିଆନ୍ ବିସ୍ତୃତ ରଣନୈତିକ ସହଭାଗିତା ସମ୍ପ୍ରତି ବୈଶ୍ୱିକ ସ୍ଥିରତା ଓ ଅଭିବୃଦ୍ଧିର ଏକ ଶକ୍ତିଶାଳୀ ମୂଳଦୁଆ ଭାବେ ଉଭା ହେଉଛି ବୋଲି ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଭାରତ-ଆସିଆନ୍ (ଆସୋସିଏଶନ୍ ଅଫ୍ ସାଉଥ୍ଇଷ୍ଟ ଏସିଆନ୍ ନେଶନ୍ସ)ର ବାର୍ଷିକ ଶିଖର…
୧୬ ଜେଡିୟୁ ବିଦ୍ରୋହୀ ବହିଷ୍କୃତ
ପାଟନା, ୨୭୧୦(ପି.ଟି./ଏଜେନ୍ସି): ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ସଂଯୁକ୍ତ ଜନତା ଦଳ(ଜେଡିୟୁ)ରେ ବିଦ୍ରୋହର ସ୍ବର ଉଠିଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜେଡିୟୁର ଜଣେ ବିଧାୟକ ଓ ୨ ପୂର୍ବତନ ମନ୍ତ୍ରୀଙ୍କ ସମେତ ୧୬ ବିଦ୍ରୋହୀଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ବହିଷ୍କୃତ ନେତାଙ୍କ…
ଅଷ୍ଟ୍ରେଲିଆ ମହିଳା କ୍ରିକେଟ଼ରମାନଙ୍କୁ ଅସଦାଚରଣ ଉପରେ ମଧ୍ୟପ୍ରଦେଶ ମନ୍ତ୍ରୀଙ୍କ ବିବାଦୀୟ ବୟାନ
ଇଣ୍ଡୋର: ଭାରତରେ ICC ମହିଳା କ୍ରିକେଟ୍ ବିଶ୍ୱକପ୍ ୨୦୨୫ ଚାଲିଥିବା ବେଳେ ଇନ୍ଦୋରରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ହୋଟେଲ ନିକଟରେ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଦୁଇ ପ୍ରସିଦ୍ଧ ଅଷ୍ଟ୍ରେଲୀୟ ମହିଳା ଖେଳାଳିଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗ ପରେ…
ଖୁବଶୀଘ୍ର ଦେଶବ୍ୟାପୀ ହେବ ନିର୍ବାଚନ ତାଲିକା ସଂଶୋଧନ, ପ୍ରଥମ ପର୍ଯ୍ୟାୟରେ ଏସବୁ ରାଜ୍ୟ
ନୂଆଦିଲ୍ଲୀ,୨୬ା୧୦: ନିର୍ବାଚନ ଆୟୋଗ (EC) ସୋମବାର ଅକ୍ଟୋବର ୨୭ ତାରିଖରେ ଦେଶର ବିଭିନ୍ନ ରାଜ୍ୟ ପାଇଁ ସ୍ୱତନ୍ତ୍ର (Special Intensive Revision – SIR) ଭୋଟର୍ ସଂଶୋଧନ ତାଲିକାର କାର୍ଯ୍ୟସୂଚୀ ଘୋଷଣା କରିବେ। କମିଶନର୍ ଜ୍ଞାନେଶ୍ କୁମାରଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୪.୧୫…
ଆନ୍ଧ୍ରପ୍ରଦେଶ୍ ବସ୍ ଅଗ୍ନିକାଣ୍ଡ: ବସ୍ ବ୍ୟାଟେରୀରୁ ବ୍ୟାପିଥିଲା ନିଆଁ, ସ୍ମାର୍ଟଫୋନ୍ ଯୋଗୁଁ ଭୟାବହ ହୋଇଥିଲା ଅବସ୍ଥା
ଆନ୍ଧ୍ରପ୍ରଦେଶ୍,୨୬ା୧୦: କୁର୍ଣ୍ଣୁଲ୍ ଠାରେ ବାଇକ୍କୁ ଧକ୍କା ଦେଇ ଜଳିଯାଇଥିବା ମର୍ମନ୍ତୁଦ ବସ୍ ଅଗ୍ନିକାଣ୍ଡ ଘଟଣାରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ପୋଲିସ ଓ ଫରେନ୍ସିକ୍ ତଦନ୍ତରୁ ଜଣାପଡ଼ିଛି ଯେ ବସରେ ଥିବା ଦୁଇଟି ୧୨ KV ବ୍ୟାଟେରୀର ବିସ୍ଫୋରଣ ଯୋଗୁଁ ନିଆଁ…
ଆତ୍ମସମର୍ପଣ କଲେ ୨୧ ମାଓବାଦୀ
ରାୟପୁର/ମାଲକାନଗିରି,୨୬ା୧୦: ଛତିଶଗଡ଼ରେ ଆତ୍ମସମର୍ପଣ କରିଛନ୍ତି ୨୧ କ୍ୟାଡର୍ ମାଓବାଦୀ। ୧୩ ମହିଳାଙ୍କ ସହ ୮ ପୁରୁଷ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଯେଉଁମାନେ ସମସ୍ତେ ସଶସ୍ତ୍ର ସଂଘର୍ଷର ପଥ ପରିତ୍ୟାଗ କରି ଶାନ୍ତି ଏବଂ ପ୍ରଗତିକୁ ଗ୍ରହଣ କରିବାକୁ ଚାହୁଁଥିଲେ। ସେମାନଙ୍କ ନିକଟରୁ…
ଆନ୍ଧ୍ରପ୍ରଦେଶ୍ ବସ୍ ଦୁର୍ଘଟଣା: ବାଇକ୍ ଚାଳକଙ୍କ ବିରୋଧରେ ବେପରୁଆ ଡ୍ରାଇଭିଂ ପାଇଁ FIR
କୁର୍ଣ୍ଣୁଲ୍,୨୬ା୧୦: କୁର୍ଣ୍ଣୁଲ୍ ଠାରେ ଘଟିଥିବା ମର୍ମନ୍ତୁଦ ବସ୍ ଅଗ୍ନିକାଣ୍ଡରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ଉକ୍ତ ଦୁର୍ଘଟଣାର କିଛି ସମୟ ପୂର୍ବରୁ ପ୍ରାଣ ହରାଇଥିବା ବାଇକ୍ ଚାଳକ ଶିବଶଙ୍କରଙ୍କ ବିରୋଧରେ ପୋଲିସ ବେପରୁଆ ଡ୍ରାଇଭିଂ ମାମଲା ରୁଜୁ କରିଛି। ଏହି…
ଇନ୍ଦୋରରେ ଅଷ୍ଟ୍ରେଲିଆ ମହିଳା କ୍ରିକେଟରଙ୍କୁ କମେଣ୍ଟ, ରାଜନୀତି ହେଲାଣି ସରଗରମ
ଇନ୍ଦୋର,୨୬।୧୦: ଗୁରୁବାର ସକାଳେ ମଧ୍ୟପ୍ରଦେଶର ଇନ୍ଦୋରରେ ରାସ୍ତାରେ ଜଣେ ବ୍ୟକ୍ତି ଦୁଇ ଜଣ ଅଷ୍ଟ୍ରେଲିୟ ମହିଳା କ୍ରିକେଟରଙ୍କୁ କମେଣ୍ଟ କରିଥିଲେ। ଖେଳାଳିମାନେ ମହିଳା କ୍ରିକେଟ ବିଶ୍ୱକପ ପାଇଁ ଭାରତରେ ଥିଲେ। ଅଭିଯୁକ୍ତ ମୋଟରସାଇକେଲ ଚଢ଼ି ସେମାନଙ୍କ ପାଖ ଦେଇ ଚାଲିଯିବା ବେଳେ…
ମହିଳା ଡାକ୍ତର ଆତ୍ମହତ୍ୟା ମାମଲାରେ ଗିରଫ ହେଲେ ସବ-ଇନ୍ସପେକ୍ଟର
ମୁମ୍ବାଇ,୨୬।୧୦: ଅଧିକାରୀମାନେ କହିଛନ୍ତି ଯେ ମହାରାଷ୍ଟ୍ରର ସତାରାରେ ଜଣେ ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ମାମଲାରେ ପୋଲିସ ଶନିବାର ଜଣେ ସବ-ଇନ୍ସପେକ୍ଟରଙ୍କୁ ଗିରଫ କରିଛି। ଅଧିକାରୀମାନେ କହିଛନ୍ତି ଯେ ୨୯ ବର୍ଷୀୟ ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ଘଟଣାରେ ଜଣେ ପୋଲିସ ସବ-ଇନ୍ସପେକ୍ଟର ସମେତ…
‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ କୋରାପୁଟ କଫିକୁ ପ୍ରଶଂସା କଲେ ମୋଦି, କହିଲେ ଓଡ଼ିଶାର…
ନୂଆଦିଲ୍ଲୀ,୨୬ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ କୋରାପୁଟ କଫିକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶାର କୋରାପୁଟ କଫି ଅତ୍ୟନ୍ତ ସ୍ବାଦିଷ୍ଟ। କୋରାପୁଟ କଫି ହେଉଛି ଓଡ଼ିଶାର ଗୌରବ। ଚାକିରି ଛାଡ଼ି କଫି ଚାଷରେ ଅନେକ ଲୋକ…
ପାକିସ୍ତାନର ହିନମନ୍ୟତା, ସଲମାନଙ୍କୁ ଘୋଷଣା କଲା ଆତଙ୍କବାଦୀ
ନୂଆଦିଲ୍ଲୀ,୨୬।୧୦: ବଲିଉଡ ଅଭିନେତା ସଲମାନ ଖାନ ସାଉଦି ଆରବରେ ଏକ ଶୋ’ ସମୟରେ ବାଲୁଚିସ୍ତାନକୁ ପାକିସ୍ତାନଠାରୁ ଅଲଗା ଦେଶ ବୋଲି ବର୍ଣ୍ଣନା କରିଥିଲେ, ଯାହା ପଡ଼ୋଶୀ ଦେଶକୁ କ୍ରୋଧିତ କରିଛି। ଶହେବାଜ ସରକାର ସଲମାନ ଖାନଙ୍କୁ ଆତଙ୍କବାଦୀ ଘୋଷଣା କରିଛନ୍ତି। ପାକିସ୍ତାନର…
ମନ୍ କି ବାତ୍ କାର୍ଯ୍ୟକ୍ରମରେ ସ୍ବଦେଶୀ ଜିନିଷ କିଣିବାକୁ ଆହ୍ବାନ ଦେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୬ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨୭ ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଥମେ ଛଟ୍ ପର୍ବର ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଛଟ୍ ପର୍ବ ହିଁ ଏକତାର ପ୍ରତୀକ ଅଟେ। ସେ କହିଛନ୍ତି, ସମାଜର ପ୍ରତ୍ୟେକ ବର୍ଗ ଛଟ ଘାଟରେ…
Archives


