ଜାତୀୟ

କଂଗ୍ରେସର ନିର୍ବାଚନୀ ଥୋପ: ବିବାହ ସମୟରେ ମହିଳାଙ୍କୁ ସୁନା-ଛାତ୍ରୀଛାତ୍ରଙ୍କୁ ମାଗଣା ଇଣ୍ଟରନେଟ…

ହାଇଦ୍ରାବାଦ,୧୬।୧୦ : ତେଲଙ୍ଗାନାରେ ଆଗକୁ ବିଧାନସଭା ନିର୍ବାଚନ। ଏନେଇ ରାଜନୈତିକ ଦଳ ମଧ୍ୟ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏଥି ସହିତ ବିଆରଏସ ମଧ୍ୟ ଏହାର ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି। ବର୍ତ୍ତମାନ କଂଗ୍ରେସ ପକ୍ଷରୁ ଭୋଟରଙ୍କୁ ହାତେଇବା ପାଇଁ ପ୍ରତିଶ୍ରୁତିରେ…

ପାଞ୍ଚ ଜଣିଆ ଖଣ୍ଡପୀଠ କରିବ ଇଲେକ୍ଟୋରାଲ ବଣ୍ଡ ମାମଲାର ଶୁଣାଣି

ନୂଆଦିଲ୍ଲୀ,୧୬।୧୦: ବର୍ତ୍ତମାନ ସୁପ୍ରିମକୋର୍ଟର ପାଞ୍ଚ ଜଣ ବିଚାରପତିଙ୍କ ଏକ ବେଞ୍ଚ ରାଜନୈତିକ ଦଳର ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ ଚାନ୍ଦା ଗ୍ରହଣ କରିବାର ମାମଲାର ଶୁଣାଣି କରିବ। ସୋମବାର ନିଜେ ଏହି ମାମଲାରେ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିଓ୍ବାଇ…

ତେଲଙ୍ଗାନା ଭାଜପା ନେତ୍ରୀ କୁଞ୍ଜ ସତ୍ୟବତିଙ୍କ ପରଲୋକ

ହାଇଦ୍ରାବାଦ,୧୬।୧୦: ପୂର୍ବତନ ଭଦ୍ରାଚଲାମ ବିଧାୟିକା ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତ୍ରୀ କୁଞ୍ଜ ସତ୍ୟବତିଙ୍କର ସୋମବାର ସକାଳେ ପରଲୋକ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ସେ ଛାତିରେ ଭିଷଣ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକେ ହସ୍ପିଟାଲ ନେଉଥିବା ବେଳେ…

କେନ୍ଦ୍ର ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍‌: ପ୍ରଚାର ପାଇଁ ସେନାକୁ ବ୍ୟବହାର କରିବା ଶସ୍ତା ପ୍ରୟାସ

ନୂଆଦିଲ୍ଲୀ,୧୬।୧୦(୦୭): କଂଗ୍ରେସ ସୋମବାର ସେନାକୁ ରାଜନୈତିକ ଅଭିଯାନରେ ବ୍ୟବହାର କରିବା ଭାଜପାର ଏକ ଶସ୍ତା ଉଦ୍ୟମ ବୋଲି ଅଭିଯୋଗ କରିଛି। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତୁରନ୍ତ ହସ୍ତକ୍ଷେପ କରିବାକୁ କଂଗ୍ରେସ ଦାବି କରିଛି। କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ…

ଦେଶ ବିଭାଜନ ପାଇଁ ସାବରକର ଦାୟୀ: ହରିଶ ରାୱତ

ନୂଆଦିଲ୍ଲୀ,୧୬।୧୦(୦୭): ଦେଶ ବିଭାଜନ ପାଇଁ ସାବରକର ଦାୟୀ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ କହିଛନ୍ତି। ତାଙ୍କ ବିବୃତ୍ତିକୁ ନେଇ ରାଜନୀତି ସରଗରମ ହୋଇଛି। ହରିଦ୍ୱାରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ରାୱତ କହିଛନ୍ତି ଯେ, ଭାଜପା ସାବରକରଙ୍କୁ ତାଙ୍କର ପ୍ରିୟ…

ମିଜୋରାମ ବିଧାନସଭା ନିର୍ବାଚନ ଲଢିବ ଏଏପି

ନୂଆଦିଲ୍ଲୀ,୧୬।୧୦(୦୭): ଆମ୍‌ ଆଦମୀ ପାର୍ଟି (ଏଏପି) ମିଜୋରାମ ବିଧାନସଭା ନିର୍ବାଚନ ୨୦୨୩ରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛି। ଆମ ଆଦମୀ ପାର୍ଟି ଖୁବ ଶୀଘ୍ର ଏଥିପାଇଁ ଆସନ ଘୋଷଣା କରିବେ। ମିଜୋରାମରେ ପ୍ରତିଦ୍ୱନ୍ଦ୍ୱିତା ନିର୍ବାଚନ ଘୋଷଣା ହେବା ସହିତ ଆମ ଆଦମୀ…

ନିଠାରି ମାମଲା: ନିଠାରି ମାମଲାର ଅଭିଯୁକ୍ତ ସୁରେନ୍ଦ୍ର କୋଲି, ପନ୍ଦେରଙ୍କୁ ଦୋଷମୁକ୍ତ କଲେ ହାଇକୋର୍ଟ

ପ୍ରୟାଗରାଜ,୧୬।୧୦: ନୋଏଡାର ବହୁ ଚର୍ଚ୍ଚିତ ନିଠାରୀ ମାମଲାରେ ଅଭିଯୁକ୍ତ ସୁରେନ୍ଦ୍ର କୋଲିଙ୍କୁ ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅନେକ ଦିନର ବିତର୍କ ପରେ କୋର୍ଟ ଏହାର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ସୋମବାର ହାଇକୋର୍ଟ ଏହାର ନିଷ୍ପତ୍ତି ଘୋଷଣା କରିଛନ୍ତି। କୋର୍ଟ…

ଶାସନ କ୍ଷମତା କଂଗ୍ରେସ ହାତକୁ ଆସିଲେ ମହିଳାଙ୍କୁ ବିବାହ ସମୟରେ ମାଗଣାରେ ମିଳିପାରେ ୧୦ ଗ୍ରାମ ସୁନା, ୧ ଲକ୍ଷ ଟଙ୍କା

ହାଇଦ୍ରାବାଦ,୧୬।୧୦: ପାଖେଇ ଆସୁଛି ତେଲଙ୍ଗାନା ବିଧାନସଭା ନିର୍ବାଚନ। ଏହି କ୍ରମରେ ସମସ୍ତ ରାଜନୈତିକ ଦଳ ଭୋଟରଙ୍କୁ ଆକର୍ଷିତ କରିବାକୁ ଲାଗି ପଡିଛନ୍ତି। ପୁଣିଥରେ ତେଲଙ୍ଗାନାରେ କ୍ଷମତା ବଜାୟ ରଖିବାକୁ ନେଇ ଭାରତ ରାଷ୍ଟ୍ର ସମିତି (ବିଆରଏସ) ରବିବାର ଏହାର ମନିଫେଷ୍ଟୋ ପ୍ରକାଶ…

କଂଗ୍ରେସର ମାନିଫେଷ୍ଟୋ ଗ୍ୟାରେଣ୍ଟି ଟିସୁ ପେପରଠାରୁ ବି ଖରାପ: କବିତା

ହାଇଦ୍ରାବାଦ୍‌,୧୬।୧୦(୦୭): ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିଛନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଭାରତ ରାଷ୍ଟ୍ରୀୟ ସମିତି (ବିଆରଏସ) ସଭାପତି କେ ଚନ୍ଦ୍ରଶେଖର ହାଇଦ୍ରାବାଦରେ ଦଳର ମାନିଫେଷ୍ଟୋ ଘୋଷଣା କରିଛନ୍ତି। ମାନିଫେଷ୍ଟୋ…

ଉତ୍ତରାଖଣ୍ଡରେ ଭୂକମ୍ପ ଅନୁଭୂତ

ଡେରାଡୁନ୍‌,୧୬।୧୦(୦୭): ଉତ୍ତରାଖଣ୍ଡ ପିଥୋରାଗଡରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୦ ମାପ କରାଯାଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ପିଥୋରାଗଡର ୪୦ କିଲୋମିଟର ଉତ୍ତର-ପୂର୍ବରେ ଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପିଥୋରାଗଡରେ ୫…

ଜଳିଗଲା ୬୦ରୁ ଊର୍ଦ୍ଧ୍ୱ ଦୋକାନ

କୋଲକାତା,୧୬ା୧୦(୦୫): ପଶ୍ଚିମବଙ୍ଗ ଦାର୍ଜିଲିଂ ଜିଲା ସିଲିଗୁଡ଼ି ନକ୍ସଲବାରି ବଜାରରେ ରବିବାର ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବାରୁ ୬୦ରୁ ଊର୍ଦ୍ଧ୍ୱ ଦୋକାନ ଜଳିଯାଇଛି। ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଛନ୍ତି। ପୂଜା ପୂର୍ବରୁ ଲୁଗା ଦୋକାନଗୁଡ଼ିକ ଜଳିଯାଇଥିବାରୁ ଦୋକାନୀମାନେ…

ଦୁର୍ଘଟଣାରେ ଚାଲିଗଲା ୨୦ ଜୀବନ: ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶୋକ

ମୁମ୍ବାଇ/ତିରୁଭନ୍ନାମଲାଇ,୧୫ା୧୦: (୦୩) ରବିବାର ମହାରାଷ୍ଟ୍ର ଓ ତାମିଲନାଡୁରେ ଘଟିଥିବା ୨ଟି ପୃଥକ୍‌ ସଡ଼କ ଦୁର୍ଘଟଣାରେ ୨୦ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର ଜିଲାରେ ସମୃଦ୍ଧି ଏକ୍ସପ୍ରେସ୍‌ଓ୍ବେରେ ଏକ ଟ୍ରକ୍‌କୁ ମିନିବସ୍‌ ଧକ୍କା ଦେବାରୁ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?