ମିଶନ ୨୪: ଆଜି ବିଜୟ ମନ୍ତ୍ର ଦେବେ ମୋଦି
ନୂଆଦିଲ୍ଲୀ,୩୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ)ର ଏମ୍ପିମାନଙ୍କ ସହିତ ଏକ ବୈଠକ କରି ଆଗାମୀ ନିର୍ବାଚନ ସମ୍ପର୍କରେ ସେମାନଙ୍କୁ ବିଜୟ ମନ୍ତ୍ର ଦେବେ। ଏନଡିଏ ସାଂସଦମାନଙ୍କର ବୈଠକ କାର୍ଯ୍ୟକ୍ରମ ୧୧ ଦିନ ପାଇଁ ଚାଲିବ। ସୂଚନାନୁସାରେ,…
ଆର୍ନିଆ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ…
ଶ୍ରୀନଗର,୩୧।୭ : ଜମ୍ମୁ-କଶ୍ମୀରରେ ସୀମା ପାରରୁ ଅନୁପ୍ରବେଶ ଉଦ୍ୟମକୁ ପୁଣି ଥରେ ବିଏସଏଫ ଯବାନମାନେ ପଣ୍ଡ କରିଛନ୍ତି। ଯବାନମାନେ ଜଣେ ଅନୁପ୍ରବେଶକାରୀଙ୍କୁ ଗୁଳି କରିଛନ୍ତି। ରବିବାର-ସୋମବାର ରାତି ପ୍ରାୟ ସାଢ଼େ ୧ଟା ସମୟରେ ଜଣେ ଅନୁପ୍ରବେଶକାରୀ ଆରଏସ ପୁର, ଜମ୍ମୁ-କଶ୍ମୀରର ଆର୍ନିଆ…
ଜୟପୁର-ମୁମ୍ବାଇ ଏକ୍ସପ୍ରେସ ଟ୍ରେନରେ ଗୁଳିକାଣ୍ଡ: ୪ ମୃତ
ନୂଆଦିଲ୍ଲୀ,୩୧।୭: ଜୟପୁର ମୁମ୍ବାଇ ଏକ୍ସପ୍ରେସ ଟ୍ରେନରେ ଗୁଳିକାଣ୍ଡ ଘଟିଛି। ଏହି ଗୁଳି କାଣ୍ଡରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ଘଟଣା ମହାରାଷ୍ଟ୍ରର ପାଲଘରରୁ ଆସିଛି। ଗୁଳିକାଣ୍ଡ ଆରପିଏଫ ଯବାନଙ୍କ ଦ୍ୱାରା କରାଯାଇଥିଲା। ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଆରପିଏଫର…
ଏନ୍ଡିଏକୁ ୩୧୮ ଆସନ ମିଳିବ
ନୂଆଦିଲ୍ଲୀ,୩୧ା୭ : ଏବେ ଯଦି ଲୋକ ସଭା ନିର୍ବାଚନ ହୁଏ, ତେବେ ଭାଜପା ନେତୃତ୍ୱାଧୀନ ଏନ୍ଡିଏକୁ ୩୧୮ ଆସନ ସହ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିବ। ୫୪୩ ଆସନ ବିଶିଷ୍ଟ ଲୋକ ସଭାରେ କଂଗ୍ରେସ ନେତୃତାଧୀନ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ୧୭୫ ଆସନ…
ଛୁଟିରେ ଥିବା ସେନା ଯବାନ ନିଖୋଜ
ଶ୍ରୀନଗର,୩୧ା୭: ଦକ୍ଷିଣ କଶ୍ମୀରର କୁଲ୍ଗାମ ଜିଲାର ଅସ୍ଥାଲ ଅଞ୍ଚଳରୁ ଜଣେ ସେନା ଯବାନ ଶନିବାର ସନ୍ଧ୍ୟାରେ ନିଖୋଜ ହୋଇଯାଇଛନ୍ତି। ଯବାନଙ୍କ ନାଁ ଜାଭେଦ୍ ଅହମଦ ଓ୍ବାନି ଓ ଘର ଅସ୍ଥାଲରେ। ସେ ଲଦାଖରେ ଲେହରେ ଜମ୍ମୁ-କଶ୍ମୀର ଲାଇଟ୍ ଇନ୍ଫ୍ୟାଣ୍ଟ୍ରି ରେଜିମେଣ୍ଟରେ ଜଣେ…
ମୋଦିଙ୍କୁ ବାଛିଛନ୍ତି ପାଓ୍ବାର
ମୁମ୍ବାଇ/ନୂଆଦିଲ୍ଲୀ,୩୧ା୭ (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ଅତୀତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ଅଟଳ ବିହାରୀ ବାଜପେୟୀ ଓ ମନମୋହନ ସିଂଙ୍କୁ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର ଦିଆଯାଇଥିଲା। ଜନସେବା ସମେତ ଦେଶର ବିଭିନ୍ନ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ପ୍ରଦାନ କରାଯାଉଥିବା…
ପାର୍ଲାମେଣ୍ଟରେ ଆଗକୁ ବିଜେଡି ପାଇଁ ବଡ଼ ପରୀକ୍ଷା
ନୂଆଦିଲ୍ଲୀ,୩୧ା୭: ମଣିପୁର ପ୍ରସଙ୍ଗରେ ବିରୋଧୀ ପାର୍ଲାମେଣ୍ଟରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିବାବେଳେ ତାହା ଉପରେ କେଉଁଦିନ ବିତର୍କ ହେବ ତାହା ସୋମବାର ସ୍ଥିର ହେବ। ସେହିପରି ଆସନ୍ତା ସପ୍ତାହରେ ଗୁରୁତ୍ୱପୂର୍ଣ୍ଣ ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳ ସରକାର(ସଂଶୋଧନ) ବିଲ୍ ଉପରେ…
ଦିଲ୍ଲୀରେ ଶିଶୁଚାଲାଣ ୬୮% ବୃଦ୍ଧି
ନୂଆଦିଲ୍ଲୀ,୩୧ା୭: ଦେଶର ରାଜଧାନୀ ଦିଲ୍ଲୀରେ ଶିଶୁ ଚାଲାଣ ଚିନ୍ତାଜନକ ହୋଇଛି। କୋଭିଡ୍ର ପୂର୍ବ ଓ ପରବର୍ତ୍ତୀ ସମୟକୁ ତୁଳନା କଲେ ଏଠାରେ ଶିଶୁ ଚାଲାଣ ମାମଲା ୬୮% ବୃଦ୍ଧି ପାଇଛି। ତେବେ ୨୦୧୬ରୁ ୨୦୨୨ ମଧ୍ୟରେ ହୋଇଥିବା ଶିଶୁ ଚାଲାଣ ଅଭିଯୋଗ…
୧୩.୧୩ ଲକ୍ଷ ଝିଅ, ମହିଳା ନିଖୋଜ
ନୂଆଦିଲ୍ଲୀ,୩୧ା୭ (ପି.ଟି.): ଭାରତରେ ୨୦୧୯ରୁ ୨୦୨୧ ତିନି ବର୍ଷ ମଧ୍ୟରେ ୧୩.୧୩ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ଓ ଝିଅ ନିଖୋଜ ହୋଇଯାଇଛନ୍ତି। ସେଥିମଧ୍ୟରୁ କେବଳ ମଧ୍ୟପ୍ରଦେଶରେ ପାଖାପାଖି ୨ ଲକ୍ଷ ନିଖୋଜ ହୋଇଥିବାବେଳେ ଏହା ପଛକୁ ପଶ୍ଚିମବଙ୍ଗ ରହିଛି। ଏହି ସମୟ…
ସରକାର ବିଫଳ, ପ୍ରଧାନମନ୍ତ୍ରୀ ଉଦାସୀନ
ନୂଆଦିଲ୍ଲୀ,୩୧ା୭: ପ୍ରାୟ ୩ ମାସ ଧରି ହିଂସା ଲାଗିରହିଥିବା ମଣିପୁରରେ ସ୍ଥିତି ଏବେ ବି ଗମ୍ଭୀର ରହିଛି। ଏହାର ସମାଧାନ କରି ଶାନ୍ତି ଫେରାଇ ଆଣିବାରେ ଉଭୟ ରାଜ୍ୟ ଓ କେନ୍ଦ୍ରର ଭାଜପା ସରକାର ବିଫଳ ହୋଇଛନ୍ତି। ଏତେ ସବୁ ଘଟିଯିବା…
ଉମେଶ ପାଲ୍ ହତ୍ୟା ମାମଲା: ଆତିକ୍ ଅହମଦଙ୍କ ଓକିଲ ଗିରଫ
ପ୍ରୟାଗରାଜ,୩୦ା୭: ଉମେଶ ପାଲ୍ ହତ୍ୟା ମାମଲାରେ ପୋଲିସ ଗ୍ୟାଙ୍ଗଷ୍ଟର ତଥା ରାଜନେତା ଆତିକ୍ ଅହମଦଙ୍କ ଓକିଲ ବିଜୟ ମିଶ୍ରାଙ୍କୁ ରବିବାର ଗିରଫ କରିଛି। ତାଙ୍କ ବିରୋଧରେ ଏକାଧିକ ମାମଲା ବିଚାରାଧୀନ ରହିଛି। ଲକ୍ଷ୍ନୌର ଏକ ହୋଟେଲ ବାହାରୁ ମିଶ୍ରାଙ୍କୁ ଗିରଫ କରାଯାଇଥିବା…
ସୀମା ଚର୍ଚ୍ଚାକୁ ଆସିବା ପରେ ବଢିଲା ସଚିନଙ୍କ ପରିବାରର ମୁସ୍କିଲ
ନୂଆଦିଲ୍ଲୀ,୩୦।୭: ପାକିସ୍ତାନରୁ ବେଆଇନ ଭାବେ ଭାରତ ଆସି ଗ୍ରେଟର ନଏଡାରେ ଭାରତୀୟ ଯୁବକ ସଚିନ ମିଣାଙ୍କ ସହ ରହୁଥିବା ସୀମା ହାଇଦର ଏବେ ଖୁବ ଚର୍ଚ୍ଚାରେ। ଏବେ ଏହାକୁ ନେଇ ସଚିନଙ୍କ ଘରେ ଖାଇବା ପିଇବାରେ ସମସ୍ୟା ଦେଖାଯିବା ସହ ସେମାନଙ୍କ ପାଖରେ…
Archives


