ଜାତୀୟ

ବିହାରରେ ନିର୍ବାଚନ ଲଢ଼ିବ ଏଏପି

ନୂଆଦିଲ୍ଲୀ,୨୭ା୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଆଗାମୀ ବିହାର ବିଧାନସଭା ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛି। ଫଳରେ ବିରୋଧୀ ଏକତା ଇଣ୍ଡିଆ ମେଣ୍ଟକୁ ଆଉ ଏକ ବଡ଼ ଧକ୍କା ଲାଗିଛି। ୨୦୨୫ରେ ବିହାର ବିଧାନସଭା ନିର୍ବାଚନ…

କଂଗ୍ରେସର ଦାବି: ‘ଇଣ୍ଡିଆ’ ସହ ଯୋଗାଯୋଗରେ ଅଛନ୍ତି ଏନ୍‌ଡିଏ ବୈଠକରେ ଯୋଗଦେଇଥିବା କିଛି ଦଳ

ନୂଆଦିଲ୍ଲୀ,୨୭।୮: କଂଗ୍ରେସ ମୁଖପାତ୍ର ଆଲୋକ ଶର୍ମା ରବିବାର ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଭାଜପା ନେତୃତ୍ୱାଧୀନ ଏନଡିଏ ବୈଠକରେ ଯୋଗ ଦେଇଥିବା ୩୮ଟି ଦଳ ମଧ୍ୟରୁ ୪ ଦଳ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ସହ ଯୋଗାଯୋଗରେ ଅଛନ୍ତି।…

ଚନ୍ଦ୍ରୟାନ-୩ ଚନ୍ଦ୍ରପୃଷ୍ଠରେ ମାପିଲା ମାଟିର ତାପମାତ୍ରା: ଗ୍ରାଫ୍‌ ଜାରି କଲା ଇସ୍ରୋ

ନୂଆଦିଲ୍ଲୀ,୨୮୭।୮: ଭାରତର ଚନ୍ଦ୍ରୟାନ-୩ ଚନ୍ଦ୍ର ବିଷୟରେ ସୂଚନା ଦେବା ଆରମ୍ଭ କରିଛି। ବିକ୍ରମ ଲ୍ୟାଣ୍ଡର୍‌ ଏବଂ ରୋଭର ପ୍ରଜ୍ଞାନ ଉପରେ ଥିବା ସମସ୍ତ ଯନ୍ତ୍ରଗୁଡ଼ିକ ସଠିକ ଭାବରେ କାମ କରୁଛି। ଲ୍ୟାଣ୍ଡର୍‌ ବିକ୍ରମ ଚନ୍ଦ୍ର ପୃଷ୍ଠର ତାପମାତ୍ରା ଚିହ୍ନଟ କରିଛି। ଇଣ୍ଡିଆନ…

ଅଖିଳେଶଙ୍କୁ ନାଗ ସାପ ସହ ତୁଳନା କଲେ କେଶବ ମୌର୍ଯ୍ୟ

ଲକ୍ଷ୍ନୌ,୨୭।୮: ଉତ୍ତରପ୍ରଦେଶର ମାଉ ଜିଲାର ଘୋସି ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନକୁ ନେଇ ଆଜିକାଲି ରାଜନୈତିକ ବାକ୍‌ଯୁଦ୍ଧ ଚାଲିଛି। ଏହି କ୍ରମରେ ଘୋସି ଉପନିର୍ବାଚନରେ ଭାଜପା ପ୍ରାର୍ଥୀ ଦାରା ସିଂ ଚୌହାନଙ୍କୁ ସମର୍ଥନ କରି ଏକ ସାଧାରଣ ସଭାକୁ ସମ୍ବୋଧିତ…

ଓୱାଇସିଙ୍କ ହାତରେ କେସିଆରଙ୍କ କାର୍‌ ଷ୍ଟିଅରିଂ: ଶାହା

ହାଇଦ୍ରାବାଦ୍‌,୨୭।୮: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ତେଲେଙ୍ଗାନା ଖମ୍ମମରେ ‘ରାୟଥୁ ଗୋସା-ଭାଜପା ଭରୋସା’ ସମାବେଶକୁ ସମ୍ବୋଧିତ କରିଛନ୍ତି। ଏଥର ଭାଜପା ଏଠାରେ କ୍ଷମତାକୁ ଆସିବ ବୋଲି ସେ ଦାବି କରିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ହେଉଛି ୪ଜି…

ଜି -୨୦ ଶିଖର ସମ୍ମିଳନୀକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ୍‌

ନୂଆଦିଲ୍ଲୀ,୨୭।୮: ଜି-୨୦ ଶିଖର ସମ୍ମିଳନୀକୁ ନେଇ କଂଗ୍ରେସ କେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛି। କଂଗ୍ରେସ ନେତା ପୱନ ଖେରା କହିଛନ୍ତି ଯେ, ଜି-୨୦ ହେଉଛି ଏକ ରୋଟେସ୍‌ନାଲ୍‌ ଅଧ୍ୟକ୍ଷତା, କଂଗ୍ରେସ ନେତା ପୱନ ଖେରା କହିଛନ୍ତି, ସେ (ପ୍ରଧାନମନ୍ତ୍ରୀ ମୋଦି)…

‘ଚନ୍ଦ୍ରକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କର, ଶିବଶକ୍ତି ପଏଣ୍ଟକୁ ରାଜଧାନୀ କର’, ଦାବି କରି ସ୍ବାମୀ ଚକ୍ରପାଣି କହିଛନ୍ତି, ତୋଳିବେ ମନ୍ଦିର

ମୁମ୍ବାଇ,୨୭।୮: ଅଗଷ୍ଟ ୨୩ରେ, ଭାରତର ଚନ୍ଦ୍ରୟାନ -୩ ମିଶନ ଚନ୍ଦ୍ରର ସାଉଥ ପୋଲ ଉପରେ ସପ୍ଟ ଲ୍ୟାଣ୍ଡିଂ କରି ମହାକାଶରେ ଇତିହାସ ସୃଷ୍ଟି କଲା। ଯାହା ପରେ ସମଗ୍ର ଦେଶରେ ଉତ୍ସବ ପାଳନ କରିବାର ପରିବେଶ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

୨୦୨୪ ପରେ ରାହୁଲ ହେବେ ପ୍ରଧାନମନ୍ତ୍ରୀ: କଂଗ୍ରେସ ନେତା

ନୂଆଦିଲ୍ଲୀ,୨୭।୮: ଲୋକ ସଭା ନିର୍ବାଚନ ୨୦୨୪କୁ ଆଉ ବର୍ଷକରୁ ବି କମ ସମୟ ବାକି ରହିଛି। ଏହାରି ଭିତରେ ପ୍ରାୟ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତିରେ ଲାଗି ପଡିଲେଣି। ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିବାକୁ ୨୬ ବିରୋଧୀ ଦଳ ‘ଇଣ୍ଡିଆ’…

ଫ୍ରିଜ ବିସ୍ଫୋରଣ: ଜିଅନ୍ତା ଜଳିଗଲେ ନଣନ୍ଦ-ଭାଉଜ

ପାଟ୍‌ନା,୨୭ା୮: ମୁଜାଫରପୁର ଜିଲାରେ ଏକ ଦୁଃଖଦ ଘଟଣା ଘଟିଛି। ଫ୍ରିଜ୍‌ ବିସ୍ଫୋରଣ ହୋଇ ନଣନ୍ଦ ଏବଂ ଭାଉଜଙ୍କ ମୃତ୍ୟୁ ଘଟିଛି। ଜିଲାର ଦେଓରିଆ ଥାନା ଅନ୍ତର୍ଗତ ଡୁମରୀ ପରମାନନ୍ଦପୁର ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଫ୍ରିଜ୍‌ ବିସ୍ଫୋରଣ ହୋଇ ଘରେ ନିଆଁ…

ମୁଖ୍ୟମନ୍ତ୍ରୀଙ୍କ ରାକ୍ଷୀ ଉପହାର

ଭୋପାଳ,୨୭।୮: ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନିର୍ବାଚନ ବର୍ଷରେ ପ୍ରିୟ ଭଉଣୀମାନଙ୍କ ପାଇଁ ଉପହାରର ବାକ୍ସ ଖୋଲିଛନ୍ତି। ମୁଖ୍ୟମନ୍ତ୍ରୀ ରବିବାର ତାଙ୍କ ସରକାରଙ୍କ ‘ଲାଡଲି ବେହନା’ ଯୋଜନା ଅଧୀନରେ ଆୟୋଜିତ ଏକ ସମ୍ମିଳନୀରେ ଘୋଷଣା କରିଛନ୍ତି ଯେ ଶ୍ରାବଣ…

ମୁମ୍ବାଇର ଗାଲାକ୍ସି ହୋଟେଲରେ ଲାଗିଲା ନିଆଁ, ୮ ଗୁରୁତର, ୩ ମୃତ

ମୁମ୍ବାଇ,୨୭।୮: ଦେଶର ଆର୍ଥିକ ରାଜଧାନି ମୁମ୍ବାଇର ସାନ୍ତାକ୍ରୁଜ ଅଞ୍ଚଳରେ ସ୍ଥିତ ଗାଲାକ୍ସି ହୋଟେଲରେ ଭିଷଣ ନିଆଁ ଲାଗିଛି। ଏହା ଜଣାପଡିବା ପରେ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଥିଲା। ଏହି ଅଗ୍ନିକାଣ୍ଡ ଫଳରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି…

‘ଆମର ବିଶ୍ୱାସ ବିକାଶର ପବନ ଏବେ ଚନ୍ଦ୍ରରେ ପହଞ୍ଚିଛି’, ଚନ୍ଦ୍ରାୟନ-୩ର ପ୍ରଶଂସା କଲେ ନଡ୍ଡା

ନୂଆଦିଲ୍ଲୀ,୨୭।୮: ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦିନିକିଆ ଗସ୍ତରେ ରବିବାର ହରିଦ୍ୱାରରେ ପହଞ୍ଚିଛନ୍ତି। ଏହି ସମୟରେ ସେ ହରିଦ୍ୱାରରେ ଦେବ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ବସୁଧୈବ କୁଟୁମ୍ବକମ ବ୍ୟାଖ୍ୟାନ ଶୃଙ୍ଖଳାରେ ସମ୍ବୋଧନ କରିଛନ୍ତି। ଏହି ସମ୍ବୋଧନ ସମୟରେ ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri