ଜାତୀୟ

ଦୁର୍ଗା ପୂଜା ପେଣ୍ଡାଲରେ ଅଘଟଣ: ଦଳାଚକଟାରେ ୩ ମୃତ

ପାଟନା,୨୪।୧୦: ଦୁର୍ଗା ପୂଜା ପେଣ୍ଡାଲ ପରିଦର୍ଶନ କରିବା ସମୟରେ ଗୋପାଳଗଞ୍ଜରେ ଏକ ଦଳାଚକଟା ହୋଇଥିଲା। ଏଥିରେ ଜଣେ ଶିଶୁ ଏବଂ ମହିଳାଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଏବଂ ଦୁଇଜଣ ମହିଳା ଥିବାବେଳେ ଏକ…

ନିଲାମ ହେଉଛି ମୋଦିଙ୍କ ଉପହାର, ଆପଣ ବି ଲଗାଇ ପାରିବେ ବୋଲ

ନୂଆଦିଲ୍ଲୀ,୨୪।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ତଥା ବିଦେଶ ଗସ୍ତ ସମୟରେ ଗ୍ରହଣ କରିଥିବା ସମସ୍ତ ଉପହାରର ନିଲାମ ପୁଣି ଥରେ ଚାଲିଛି। ଅକ୍ଟୋବର ୨ ରୁ ଆରମ୍ଭ ହୋଇଥିବା ଏହି ନିଲାମ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଚାଲିବ। ପ୍ରଧାନମନ୍ତ୍ରୀ ଗ୍ରହଣ…

ତ୍ରିରଙ୍ଗା ଧରି ଷ୍ଟାଡିୟମ ଯାଉଥିବା ଦର୍ଶକଙ୍କୁ ରୋକିଲା ପୋଲିସ: ତଦନ୍ତ ଆରମ୍ଭ

ଚେନ୍ନାଇ,୨୪।୧୦: ଚେନ୍ନାଇର ଚେପାକ ଷ୍ଟାଡିୟମରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା କ୍ରିକେଟ ମ୍ୟାଚ ସମୟରେ ନିଆଯାଇଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଚେନ୍ନାଇ ପୋଲିସର ଜଣେ କର୍ମଚାରୀ ଦର୍ଶକଙ୍କ ଠାରୁ ତ୍ରିରଙ୍ଗା ଛଡ଼ାଇ…

ଏଥର ରାବଣ ପୋଡିରେ ରାବଣ ସହ ଦାହ କରାଯିବ ସନାତନ ଧର୍ମ ବିରୋଧୀ, ଆତଙ୍କବାଦୀଙ୍କର ପୁତ୍ତଳିକା

ନୂଆଦିଲ୍ଲୀ,୨୪।୧୦: ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ବିଜୟା ଦଶମୀଙ୍କ ଦିନ ଶେଷରେ ଆସିଛି ଯେତେବେଳେ ରାମଲିଳାରେ ଲଙ୍କାପତୀ ରାବଣ ବଦ୍ଧ ସହିତ ଏହାର ପୁତ୍ତଳିକା ପୋଡି ଦିଆଯିବ। ଏଥି ସହିତ, କିଛି ରାମଲିଳାରେ, ସନାତନ ବିରୋଧୀଙ୍କ ଚତୁର୍ଥ ପ୍ରଭାବ ମଧ୍ୟ…

ନିର୍ବାଚନୀ ଇସ୍ତାହାର ପୂର୍ବରୁ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ବଡ଼ ଘୋଷଣା

ରାୟପୁର,୨୪।୧୦: ନିର୍ବାଚନକୁ ଦୃଷ୍ଟିରେ ରଖି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କଂଗ୍ରେସ ସରକାର ପୁଣି କ୍ଷମତାକୁ ଫେରିଲେ ସବୁ କୃଷିଋଣ ଛାଡ଼ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ସେ…

ରାମ-ରାବଣ ଯୁଦ୍ଧ ଦେଖିବାକୁ ଏକାଠି ହେବେ ନେତା, ସାମିଲ ହେବେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,୨୪।୧୦: ରାଜଧାନୀ ଦିଲ୍ଲୀରେ ରାମଲିଳା ମଞ୍ଚସ୍ଥ କରୁଥିବା କମିଟିଗୁଡିକ ଆୟୋଜନ ସ୍ଥଳରେ ଦଶହରା ପର୍ବ ପାଳନ କରିବାକୁ ମଙ୍ଗଳବାର ନେତାମାନେ ଏକାଠି ହେବେ। ଲାଲକିଲା ମଇଦାନରେ ରାମଲିଳା କରୁଥିବା ଶ୍ରୀ ଧାର୍ମିକ ଲିଳା କମିଟି ଓ ଲବକୁଶ ରାମଲିଳା କମିଟିର ଆୟୋଜନରେ…

‘ଲିଭ୍ ଇନ୍ ରିଲେସନସିପ୍ କେବଳ ଟାଇମ୍ ପାସ୍’: ଆହ୍ଲାବାଦ ହାଇକୋର୍ଟ

ନୂଆଦିଲ୍ଲୀ, ୨୩।୧୦: ‘ଲିଭ୍ ଇନ୍ ରିଲେସନସିପ୍ ପ୍ରାୟତଃ ଟାଇମ୍ ପାସ୍ ପାଇଁ ରହିଥାନ୍ତି।’ ଭିନ୍ନ ଜାତିରେ ସମ୍ପର୍କକୁ ବିଶ୍ୱାସ ରଖୁଥିବା ଲିଭ୍ ଇନ୍ ଦମ୍ପତିଙ୍କୁ ପୋଲିସ ସୁରକ୍ଷା ଦେବାକୁ ମନା କରି ଏହି ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ। କୋର୍ଟ…

ଇଣ୍ଡିଆନ ପାନୋରାମା ୨୦୨୩ରେ ସାତଭାୟାର କାହାଣୀ: ଅଣ-ଫିଚର ବର୍ଗରେ ଓଡିଆ ଫିଲ୍ମ ‘ଦ ସି ଆଣ୍ଡ ସେଭେନ ଭିଲେଜ’ ଚୟନ…

ନୂଆଦିଲ୍ଲୀ/ଭୁବନେଶ୍ୱର,୨୩।୧୦: ଇଣ୍ଡିଆନ ପାନୋରାମା ୨୦୨୩, ୫୪ତମ ଭାରତୀୟ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ(ଆଇଏଫଏଫଆଇ) ପାଇଁ ଅଣ-ଫିଚର ବର୍ଗରେ ଓଡିଆ ଫିଲ୍ମ ‘ଦ ସି ଆଣ୍ଡ ସେଭେନ ଭିଲେଜ’କୁ ଚୟନ କରାଯାଇଛି। ଏହି ଓଡିଆ ଡକ୍ୟୁମେଣ୍ଟାରୀ ବିଶିଷ୍ଟ ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆଙ୍କ ଦ୍ୱାରା…

ଭାରତରେ ନିଜ ବ୍ୟବସାୟକୁ ରିଲିଏନ୍ସ କମ୍ପାନୀକୁ ବିକ୍ରିକଲା ଡିଜନୀ: ରିପୋର୍ଟ

ନୂଆଦିଲ୍ଲୀ, ୨୩।୧୦: ଅନେକ ଚର୍ଚ୍ଚା ମଧ୍ୟରେ ଡିଜନୀ ଭାରତରେ ଏହାର ବ୍ୟବସାୟକୁ ଏସିଆ ତଥା ଭାରତର ସବୁଠୁ ଧନୀ ବ୍ୟକ୍ତିଙ୍କ କମ୍ପାନୀ ରିଲାଏନ୍ସକୁ ବିକ୍ରି କରିବା ପାଇଁ ଚୁକ୍ତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ଏହି ଚୁକ୍ତି ଅନୁଯାୟୀ ଡିଜନୀ ଷ୍ଟାରର ନିୟନ୍ତ୍ରିତ…

ସ୍ତ୍ରୀଙ୍କ ଉପରେ ଦୋଷ ଲଦି ଭରଣ ପୋଷଣରୁ ରକ୍ଷା ପାଇପାରିବେ ନାହିଁ ସ୍ତ୍ରାମୀ: ହାଇକୋର୍ଟ…

ଭୋପାଳ,୨୩।୧୦ : ମଧ୍ୟପ୍ରଦେଶ ହାଇକୋର୍ଟ ଏକ ମାମଲାରେ ଆବେଦନକାରୀ ସ୍ବାମୀଙ୍କ ଦ୍ୱାରା ଦାଖଲ ହୋଇଥିବା ଅପରାଧିକ ସମୀକ୍ଷା ଆବେଦନକୁ ଖାରଜ କରି କହିଛନ୍ତି ସ୍ତ୍ରୀଙ୍କ ଉପରେ ଦୋଷ ଲଦି ସ୍ବାମୀ ଭରଣ ପୋଷଣରୁ ରକ୍ଷା ପାଇପାରିବେ ନାହିଁ। ଭରଣ ପୋଷଣ ଦାବି…

‘ମୋ ପାଇଁ ସେ ପିଲା ପରି’; ମହୁଆ ମୋଇତ୍ରାଙ୍କ ସହିତ ଫଟୋ ଭାଇରଲ ହେବା ପରେ ରାଗିଲେ ଶଶୀ ଥରୁର, କହିଲେ…

ନୂଆଦିଲ୍ଲୀ, ୨୩।୧୦ : ତୃଣମୂଳ କଂଗ୍ରେସ(ଟିଏମସି) ଏମପି ମହୁଆ ମୋଇତ୍ରାଙ୍କ ଫଟୋ ଭାଇରଲ ହେବା ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ଏମପି ଶଶୀ ଥରୁର। ଏହାକୁ ଅତ୍ୟନ୍ତ ନିମ୍ନ ସ୍ତରର ରାଜନୀତି ବୋଲି କହିଛନ୍ତି। ଥରୁର କହିଛନ୍ତି ଯେ…

ରାଜନୀତିରେ ପାଦ ଦେବେ ଜ୍ୟୋତିରାଦିତ୍ୟଙ୍କ ପୁଅ ଆର୍ଯ୍ୟମାନ, ଦେଲେ ସଙ୍କେତ…

ଗ୍ବାଲିୟର,୨୩।୧୦ : କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପୁଅ ଆର୍ଯ୍ୟମାନ ସିନ୍ଧିଆ କହିଛନ୍ତି ତାଙ୍କ ରାଜନୀତିରେ ପ୍ରବେଶ କରିବା ପାଇଁ କବାଟ ବନ୍ଦ ହୋଇନାହିଁ ଏବଂ ସେ ଯେ କୌଣସି ସମୟରେ ରାଜନୀତିକୁ ଆସିପାରନ୍ତି। ଏକ ସାକ୍ଷାତକାରରେ ଆର୍ଯ୍ୟମାନ କହିଛନ୍ତି ଯଦି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?