ମାଗଣା ରାଶନ ଯୋଜନା ବଢ଼ାଇଲେ କେନ୍ଦ୍ର ସରକାର; କଂଗ୍ରେସ କହିଲା ଏହା ଆର୍ଥିକ ସଙ୍କଟର ଇଶାରା
ନୂଆଦିଲ୍ଲୀ,୫/୧୧: ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନାକୁ ଆସନ୍ତା ପାଞ୍ଚ ବର୍ଷ ପାଇଁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କରିବା ପରେ କଂଗ୍ରେସ ଏହି ନିଷ୍ପତିକୁ କଟାକ୍ଷ କରିଛି। କଂଗ୍ରେସ କହିଛି ଯେ, ସରକାରଙ୍କ ଏହି ନିଷ୍ପତି…
ନୀତିଶଙ୍କୁ ‘ପଲଟୁରାମ’ ଆଖ୍ୟା ଦେଲେ ଅମିତ ଶାହା
ପାଟନା,୫।୧୧: ବିହାରର ମୁଜାଫରପୁରରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ଭାଜପା ନେତା ଅମିତ ଶାହା ଏକ ରାଲିରେ ସମ୍ବୋଧିତ କରିଛନ୍ତି। ଏଠାରେ ଥିବା ଲୋକଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ମୁଁ ବିହାରର ଲୋକଙ୍କୁ ଛଠ ପର୍ବର ଶୁଭେଚ୍ଛା ଜଣାଉଛି। ମୁଁ…
ଜେଲରୁ ମୁକୁଳିବା ପରେ ଆତଙ୍କବାଦୀଙ୍କ ଗୋଡରେ ବନ୍ଧାଗଲା ପାଉଁଜି ଭଳି ଟ୍ରାକର…
ଶ୍ରୀନଗର,୫।୧୧ : ଦେଶର ବିଭିନ୍ନ ରାଜ୍ୟରୁ ପୋଲିସ ଟିମ କ୍ରମାଗତ ଭାବରେ ସେମାନଙ୍କ ହାଇ-ଟେକ ଟେକ୍ନୋଲୋଜି ମାଧ୍ୟମରେ ପୋଲିସ ସିଷ୍ଟମକୁ ମଜବୁତ କରୁଥିବା ଦେଖାଯାଉଛି। ଏପରିସ୍ଥଳେ ଜମ୍ମୁ-କଶ୍ମୀର ପୋଲିସ ଅପରାଧୀଙ୍କ ରିଅଲ ଟାଇମ ଟ୍ରାକିଂ ପାଇଁ ଏକ ସ୍ବତନ୍ତ୍ର ପ୍ରକାରର ଜିପିଏସ…
ଶୀତ ଦିନ ଆଉ ଆସିବ ନାହିଁ, ଡିସେମ୍ବରରେ ବି ହେବ ପ୍ରବଳ ତାତି, ଚେତାବନୀ ଜାରି କଲେ ବୈଜ୍ଞାନିକ…
ନୂଆଦିଲ୍ଲୀ,୫।୧୧ : କ୍ରମାଗତ ପୃଥିବୀର ତାପମାତ୍ରା ବୃଦ୍ଧି ପାଇଁ ବୈଜ୍ଞାନିକମାନେ ଉଦବେଗ ପ୍ରକାଶ କରିଛନ୍ତି। କାରଣ ବିଶ୍ୱ ତାପମାତ୍ରାର କ୍ରମାଗତ ବୃଦ୍ଧି ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି। ପୁନର୍ବାର ବୈଜ୍ଞାନିକମାନେ ଏକ ଚେତାବନୀ ଦେଇଛନ୍ତି, ଯାହା ଅତ୍ୟନ୍ତ ଭୟାନକ ଅଟେ।…
”କଂଗ୍ରେସ ପାଇଁ ନିଜ ପରିବାରଠୁ ବଡ଼ କିଛି ନାହିଁ, ସବୁ ଯୋଜନା ନିଜ ନାମରେ କରନ୍ତି”: ପ୍ରଧାନମନ୍ତ୍ରୀ ମୋଦି
ମଧ୍ୟପ୍ରଦେଶ,୫/୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମଧ୍ୟପ୍ରଦେଶର ଶିବାନୀରେ ଏକ ଜନସଭାକୁ ସମ୍ବୋଧିତ କରି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ମୋଦି କହିଛନ୍ତି ଯେ, କଂଗ୍ରେସ ପାଇଁ ପରିବାରଠୁ ବଡ଼ କିଛି ନାହିଁ। ଯେଉଁଠାରେ କଂଗ୍ରେସ ରୁହେ ସେଠାରେ ସରକାରୀ ଯୋଜନା, ରାସ୍ତା,…
ବିରାଟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମମତା
କୋଲକାତା,୫ା୧୧: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କୁ ତାଙ୍କର ୩୫ତମ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହି କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ କୋଲକାତାରେ ଖେଳିବେ। ମମତା ତାଙ୍କ ସୋସିଆଲ ମିଡିଆ ‘X’ ରେ ଲେଖିଛନ୍ତି, ‘ଖୁସି ଯେ କି…
ଆମକୁ ଗୁଳି ଚଳାଇବା ବି ଜଣା, ଭାଜପା ପ୍ରାର୍ଥୀନୀଙ୍କ ଭିଡ଼ିଓ ଭାଇରାଲ…
ଜୟପୁର,୫।୧୧ : ଭରତପୁରର କାମାଂ ଆସନର ଭାଜପାପ୍ରାର୍ଥୀ ନୀ ନୌକ୍ଷମ ଚୌଧୁରୀଙ୍କ ବିବାଦୀୟ ବିବୃତ୍ତି ସାମ୍ନାକୁ ଆସିଛି। ନିର୍ବାଚନ ପ୍ରଚାର ସମୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯଦି କେହି ଇଟା ଫିଙ୍ଗନ୍ତି, ମୁଁ ପଥର ସାହାଯ୍ୟରେ ଏହାର ଉତ୍ତର…
ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଇରଙ୍ଗପୁର,୫।୧୧: ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନଭେମ୍ବର ୨୦ରେ ଓଡିଶା ଆସି ଦୁଇଦିନିଆ ମୟୂରଭଞ୍ଜ ଗସ୍ତ କରିବେ ରାଷ୍ଟ୍ରପତି। ମୟୂରଭଞ୍ଜର ବାଦାମପାହା ରେଲୱେ ରୁଟରେ ପ୍ରସ୍ତାବିତ ୩ ନୂଆ ଟ୍ରେନ ଲୋକାର୍ପିତ କରିବେ । ଟାଟାରୁ ରାଉରକେଲାକୁ ଯାଉଥିବା…
୧୦ ନଭେମ୍ବର ପର୍ଯ୍ୟନ୍ତ ପ୍ରାଥମିକ ବିଦ୍ୟାଳୟ ବନ୍ଦ, ଷଷ୍ଠରୁ ଦ୍ୱାଦଶ ଅନଲାଇନରେ ପାଠପଢ଼ା…
ନୂଆଦିଲ୍ଲୀ,୫।୧୧ : ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣର ସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ଦିଲ୍ଲୀର ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ୧୦ ନଭେମ୍ବର ପର୍ଯ୍ୟନ୍ତ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ବନ୍ଦ…
ଏସିଆର ସର୍ବାଧିକ ପାରିଶ୍ରମିକ ପାଉଥିବା ଅଭିନେତା ରଜନୀକାନ୍ତ
ମୁମ୍ବାଇ: ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ଏହି ନିକଟରେ ମୁକ୍ତିଲାଭ କରିଥିଲା, ଯାହା ବକ୍ସ ଅଫିସରେ ବ୍ଲକବୁଷ୍ଟର ହୋଇଥିଲା। ତେବେ ରଜନୀକାନ୍ତ ଏସିଆର ସର୍ବାଧିକ ପାରିଶ୍ରମିକ ପାଉଥିବା ଅଭିନେତା ହୋଇପାରିଛନ୍ତି। ଲୋକେଶ କାନଗରାଜଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ପାଇଁ ରଜନୀକାନ୍ତଙ୍କ ମହଙ୍ଗା ଫି’…
୨୫ଟଙ୍କାରେ ବିକ୍ରି ହେଉଛି ପିଆଜ
ନୂଆଦିଲ୍ଲୀ,୫।୧୧: ଖରିଫ ଫସଲ ଆସିବାରେ ବିଳମ୍ବ ହେବା କାରଣରୁ ପିଆଜ ଦର ବୃଦ୍ଧିରୁ ଉପଭୋକ୍ତାମାନଙ୍କୁ ରକ୍ଷାକରିବା ପାଇଁ ସରକାର ବଫରରୁ ପିଆଜ କିଲୋ ପିଛା ୨୫ ଟଙ୍କା ରିହାତି ଦରରେ ଖୁଚୁରା ବିକ୍ରି ଆରମ୍ଭ କରିଛନ୍ତି । ଘରୋଇ ଉପଭୋକ୍ତାମାନଙ୍କ ପାଇଁ…
ମହିଳା ସୈନିକଙ୍କୁ ମିଳିବ ମାତୃତ୍ୱ ଛୁଟି, ପ୍ରସ୍ତାବକୁ ଅନୁମୋଦନ…
ନୂଆଦିଲ୍ଲୀ,୫।୧୧: ବର୍ତ୍ତମାନ, ସୁରକ୍ଷା ବାହିନୀର ମହିଳା ଅଧିକାରୀଙ୍କ ପରି ମହିଳା ସୈନିକମାନେ ମଧ୍ୟ ମାତୃତ୍ୱ, ଶିଶୁ ଯତ୍ନ ଏବଂ ପିଲାମାନଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପାଇଁ ଛୁଟି ଏବଂ ଅନ୍ୟାନ୍ୟ ସୁବିଧା ଭଳି ସମାନ ସୁବିଧା ପାଇବେ। କେନ୍ଦ୍ର…
Archives


