ଭାଇଙ୍କୁ ମିଳିଲାନି ‘ମୁଖ୍ୟମନ୍ତ୍ରୀ’ ପଦ, ଭାବପ୍ରବଣ ହେଲେ ଭଉଣୀ
ଭୋପାଳ,୧୨।୧୨: ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ମୋହନ ଯାଦବ। ଭାଜପା ବିଧାୟକ ଦଳ ବୈଠକରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ପଦ ପାଇଁ ମୋହନ ଯାଦବଙ୍କ ନାମ ରଖିଥିଲେ। ବର୍ତ୍ତମାନ ଏହି ସମୟରେ…
ମାଗିବା ଅପେକ୍ଷା ମରିବା ପସନ୍ଦ କରିବି: ଶିବରାଜ ସିଂ
ଭୋପାଳ,୧୨।୧୨: ୧୮ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ ତୁଲାଇବା ପରେ ବର୍ତ୍ତମାନ ଶିବରାଜ ସିଂ ଚୌହାନଙ୍କ ସ୍ଥାନରେ ମଧ୍ୟପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇଛି। ମୋହନ ଯାଦବଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି। ଏଭଳି ପରିସ୍ଥିତିରେ ଶିବରାଜ ସିଂ ଚୌହାନ…
ଇତିହାସ ଜାଣନ୍ତି ନାହିଁ ଅମିତ ଶାହା: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୧୨।୧୨: ଜମ୍ମୁ କଶ୍ମୀର ପ୍ରସଙ୍ଗରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁଙ୍କୁ ସଂସଦରେ ଟାର୍ଗେଟ କରିଥିଲେ। ଏ ସମ୍ପର୍କରେ କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀ ଜବବା ଦେଇ କହିଛନ୍ତି, ଅମିତ ଶାହା ଇତିହାସ ଜାଣନ୍ତି ନାହିଁ,…
ଶକ୍ତିଶାଳୀ ଭୂକମ୍ପକୁ ସହ୍ୟ କରିପାରିବ ଅଯୋଧ୍ୟା ରାମ ମନ୍ଦିର, ୧୦୦୦ ବର୍ଷ ପାଇଁ ଆବଶ୍ୟକ ନାହିଁ କୌଣସି ମରାମତି
ନୂଆଦିଲ୍ଲୀ, ୧୨ା୧୨: ଅଯୋଧ୍ୟାରେ ରାମ ଜନ୍ମଭୁମି ମନ୍ଦିର ନିର୍ମାଣକୁ ସୁପ୍ରିମକୋର୍ଟ ଅନୁମତି ଦେବାର ଚାରି ବର୍ଷ ପରେ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ପ୍ରାୟ ଶେଷ ହୋଇସାରିଛି। ଜଣାଶୁଣା ସ୍ଥପତି ଚନ୍ଦ୍ରକାନ୍ତ ଭୋଇ ସୋମପୁରାଙ୍କ ଅଧୀନରେ ପରିକଳ୍ପିତ ନାଗରା ଶୈଳୀ ମନ୍ଦିର ମୁଖ୍ୟତଃ…
ଜଳୁଥିଲା ବସ୍: ଯାତ୍ରୀଙ୍କୁ ଛାଡ଼ି ପଲାଇଲେ କର୍ମଚାରୀ
ରାୟପୁର,୧୨।୧୨: ଛତିଶଗଡ଼ କେଶକାଲ ସହରର ରାବଣଭଟା ନିକଟ ଜାତୀୟ ରାଜପଥରେ ମଙ୍ଗଳାବର ଏକ ଅଭାବନୀୟ ଘଟଣା ଘଟିଛି। ଏକ ଚଳନ୍ତା ବସ୍ରେ ନିଆଁ ଲାଗି ମହିଳାଙ୍କ ସମେତ ୫ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ଏକ ଘରୋଇ…
ବଢୁଛି ସଞ୍ଜୟଙ୍କ ଅଡୁଆ
ମୁମ୍ବାଇ,୧୨।୧୨: ଉଦ୍ଧବ ବାଲା ସାହେବ ଠାକରେଙ୍କ ଶିବସେନା ନେତା ତଥା ରାଜ୍ୟ ସଭା ଏମପି ସଞ୍ଜୟ ରାଉତ ଅସୁବିଧାରେ ଅଛନ୍ତି। ୟୁବିଟି ମୁଖପାତ୍ର ସାମାନାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଲେଖାଯାଇଥିବା ତାଙ୍କ ଆର୍ଟିକିଲ ଏବେ ତାଙ୍କୁ ଅସୁବିଧାରେ ପକାଇଛି, ୟାଭାଟମାଲ ଜିଲାର…
କୃଷକଙ୍କ ପାଇଁ ଖୁସି ଖବର, ବଳକା ପିଆଜକୁ କିଣିବେ ସରକାର
ମୁମ୍ବାଇ,୧୨।୧୨: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ସୋମବାର ରାଜ୍ୟ ବିଧାନ ପରିଷଦରେ କହିଛନ୍ତି ଯେ ଯେଉଁ କୃଷକଙ୍କ ପିଆଜ ବିକ୍ରି ହୋଇନାହିଁ କିମ୍ବା ବିଡ ରଖାଯାଇପାରିବ ନାହିଁ ସେମାନଙ୍କଠାରୁ ପିଆଜ କିଣିବାକୁ କେନ୍ଦ୍ର ପ୍ରସ୍ତୁତ ଅଛି। ପିଆଜ ରପ୍ତାନି ଉପରେ ଲାଗିଥିବା…
କମ୍ପାର୍ଟମେଣ୍ଟାଲ ପରୀକ୍ଷା ବନ୍ଦକଲା ସିଆଇଏସ୍ସିଇ
ନୂଆଦିଲ୍ଲୀ,୧୨ା୧୨:କାଉନସିଲ୍ ଫର୍ ଦି ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ ଏକ୍ଜାମିନେଶନ୍ସ (ସିଆଇଏସ୍ସିଇ) ଦ୍ୱାରା ପରିଚାଳିତ ଆଇସିଏସ୍ଇ ଦଶମ ଏବଂ ଆଇଏସ୍ସି ଦ୍ୱାଦଶ ଶ୍ରେଣୀରେ ୨୦୨୪ଠାରୁ କମ୍ପାର୍ଟମେଣ୍ଟାଲ ପରୀକ୍ଷା ହେବ ନାହିଁ। ଏହା ପରିବର୍ତ୍ତେ ପୁନଃ ମୂଲ୍ୟାୟନ ବ୍ୟବସ୍ଥା ଲାଗୁ କରାଯିବ। ଏଥିସହିତ ପୂର୍ବରୁ…
ଶରଦ ପାଓ୍ବାରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଏନସିପି ନେତା ଶରଦ ପାୱାରଙ୍କୁ ତାଙ୍କ ୮୩ ତମ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ଦିଆଯାଇଥିବା ଶୁଭେଚ୍ଛା ଜଣାଇ ମୋଦି ତାଙ୍କର ଉତ୍ତମ ସ୍ବାସ୍ଥ୍ୟ ପାଇଁ କାମନା କରିଛନ୍ତି। ସେ…
୨୦୨୪ରୁ କମ୍ପାର୍ଟମେଣ୍ଟାଲ ପରୀକ୍ଷା ହେବ ନାହିଁ
ନୂଆଦିଲ୍ଲୀ,୧୨ା୧୨: କାଉନସିଲ୍ ଫର୍ ଦି ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ ଏକ୍ଜାମିନେଶନ୍ସ (ସିଆଇଏସ୍ସିଇ) ଦ୍ୱାରା ପରିଚାଳିତ ଆଇସିଏସ୍ଇ ଦଶମ ଏବଂ ଆଇଏସ୍ସି ଦ୍ୱାଦଶ ଶ୍ରେଣୀରେ ୨୦୨୪ଠାରୁ କମ୍ପାର୍ଟମେଣ୍ଟାଲ ପରୀକ୍ଷା ହେବ ନାହିଁ। ଏହା ପରିବର୍ତ୍ତେ ପୁନଃମୂଲ୍ୟାୟନ ବ୍ୟବସ୍ଥା ଲାଗୁ କରାଯିବ। ଏଥିସହିତ ପୂର୍ବରୁ…
ମଧ୍ୟପ୍ରଦେଶରେ ମୋଦିଙ୍କ ମାଷ୍ଟର ଷ୍ଟ୍ରୋକ, ଲୋକ ସଭା ନିର୍ବାଚନରେ ଯାଦବ ଫ୍ୟାକ୍ଟର ଦେବ ଫାଇଦା
ଭୋପାଳ,୧୨।୧୨: ସୋମବାର ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହେବା ମାତ୍ରେ ରାଜନୀତିରେ ଆଗ୍ରହୀ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ପ୍ରଥମ ଘଟଣା ନୁହେଁ ଯେ ଭାଜପା ମୁଖ୍ୟମନ୍ତ୍ରୀଙ୍କ ନାମରେ ଦେଶକୁ ଆଶ୍ଚର୍ଯ୍ୟ କରିଛି। ଭାଜପା ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିବାରେ ପାରଦର୍ଶୀ। ମଧ୍ୟପ୍ରଦେଶରେ…
ରାଜସ୍ଥାନରେ ବି ସରପ୍ରାଇଜ୍ ଦେବ କି ଭାଜପା? ଆଜି ହେବ ସ୍ପଷ୍ଟ
ଜୟପୁର,୧୨।୧୨: ରାଜସ୍ଥାନର ନୂତନ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଆଜି ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ହୋଇଯିବ। ମଧ୍ୟପ୍ରଦେଶ-ଛତିଶଗଡ ପରି ଭାଜପା ମଧ୍ୟ ଏଠାରେ ଏକ ଆଶ୍ଚର୍ଯ୍ୟଜନକ ନାମ ଘୋଷଣା କରିପାରିବ। ଏଥି ସହିତ ବସୁନ୍ଧରା ରାଜେ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ପ୍ରାୟ…

