ଯୁବବର୍ଗଙ୍କ ବଲ୍ଲେ ବଲ୍ଲେ: ପ୍ରତିମାସରେ ୧୦୦୦ ଟଙ୍କା ଦେବେ ସରକାର, ଏମିତି କରନ୍ତୁ ଆବେଦନ
ପାଟନା,୧୮।୯: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ଼ ଘୋଷଣା କରିଛନ୍ତି। ସେ ରାଜ୍ୟର ବେକାର ସ୍ନାତକ ଯୁବକ ଯୁବତୀଙ୍କ ପାଇଁ ଏହି ଘୋଷଣା କରିଛନ୍ତି। ସରକାର ୨୦ରୁ ୨୫ବର୍ଷ ବୟସର ବେକାର ଯୁବକ ଯୁବତୀଙ୍କୁ ପ୍ରତି…
ପ୍ରେମିକାଙ୍କୁ ଇଞ୍ଜେକ୍ସନ ଦେଇ ବେହୋସ କରିଦେଲେ ଡାକ୍ତର, ତା’ପରେ ଉଲଗ୍ନ କରି…ଜାଣନ୍ତୁ ଲୋମଟାଙ୍କୁରା ଘଟଣା
ଲକ୍ଷ୍ନୌ,୧୮।୯: ଉତ୍ତର ପ୍ରଦେଶର ବରେଲିରେ ଜଣେ ଯୁବତୀଙ୍କ ପ୍ରତି ହୋଇଥିବା ବର୍ବରତାର ଏକ ମାମଲା ସାମ୍ନାକୁ ଆସିଛି। ଜଣେ ଡାକ୍ତର ପ୍ରଥମେ ତିନୋଟି ଇଞ୍ଜେକ୍ସନ ଦେଇ ତାଙ୍କୁ ବେହୋସ କରିଦେଲେ। ତା’ପରେ ସେ ତାଙ୍କ ମୁହଁ ଏବଂ ଶରୀରରେ ଏକ ଧାରୁଆ…
ଥରହର ପାକିସ୍ତାନ: ଶକ୍ତିଶାଳୀ ଭାରତ ଦେବ ପାନେ
ନୂଆଦିଲ୍ଳୀ,୧୮।୯: ଆଗାମୀ ବର୍ଷଗୁଡ଼ିକରେ ଭାରତୀୟ ବାୟୁସେନା ଏବଂ ନୌସେନା ଶକ୍ତିଶାଳୀ ହେବାକୁ ଯାଉଛନ୍ତି। ଆଗାମୀ କିଛି ସପ୍ତାହ ମଧ୍ୟରେ ଏକ ପ୍ରମୁଖ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ ହେବାକୁ ଯାଉଛି। ସରକାର ରାଫେଲ ଏବଂ ଅନ୍ୟାନ୍ୟ ବିମାନ ପାଇଁ କ୍ରୟ ସହିତ ଆଗକୁ…
ଦେଖୁ ଦେଖୁ ଭୁଶୁଡ଼ି ପଡ଼ିଲା ପୁରା ପାହାଡ଼, ଅଳ୍ପକେ ବର୍ତ୍ତିଗଲେ ଏହି ଭାଜପା ଏମ୍ପି , Video ଦେଖିଲେ…
ଡେରାଡୁନ,୧୮।୯: ଉତ୍ତରାଖଣ୍ଡ ସମେତ ଅନେକ ରାଜ୍ୟରେ ଏବେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳୁଛି। ଅନେକ ସ୍ଥାନରେ ବାଦଲ ଫଟା ବର୍ଷା ହେତୁ ପରିସ୍ଥିତି ବିଗିଡ଼ି ଯାଇଛି। ସେହିଭଳି ଲଗାତାର ଭୂସ୍ଖଳନ ହେତୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏସବୁ…
କେଉଁ ଦେଶ ପାଖରେ ଅଛି ସବୁଠୁ ଅଧିକ ସୁନା: ଜାଣନ୍ତୁ ଭାରତର ସ୍ଥାନ କେଉଁଠି
ନୂଆଦିଲ୍ଲୀ,୧୮।୯: ସୁନା କେବଳ ଅଳଙ୍କାରର ଚମକ ନୁହେଁ, ବରଂ ଏହା ବିଶ୍ୱ ଅର୍ଥନୀତିର ମେରୁଦଣ୍ଡ। ଡିଜିଟାଲ ମୁଦ୍ରା ଏବଂ କ୍ରିପ୍ଟୋର ଏହି ଯୁଗରେ ମଧ୍ୟ। ସୁରକ୍ଷା, ସ୍ଥିରତା ଏବଂ ସମ୍ପତ୍ତିର ପ୍ରତୀକ ଭାବରେ ସୁନା ଗୁରୁତ୍ୱପୂର୍ଣ୍ଣ ରହିଛି। ବିଶ୍ୱ ସୁନା ପରିଷଦ…
ଏଣିକି ମୋବାଇଲରୁ ବି ଉଠାଇପାରିବେ ଟଙ୍କା! ଯିବାକୁ ପଡିବନି ଏଟିଏମ, ଜାଣନ୍ତୁ କେମିତି କରିବେ…
ନୂଆଦିଲ୍ଲୀ,୧୮।୯: ଏଣିକି ଟଙ୍କା ଉଠାଇବା ଆହୁରି ସହଜ ହେବାକୁ ଯାଉଛି। ଆପଣଙ୍କୁ ଆଉ ATM ଯିବାକୁ ପଡିବ ନାହିଁ। ଆପଣଙ୍କ ସ୍ମାର୍ଟଫୋନରେ UPI ଆପ ବ୍ୟବହାର କରି QR କୋଡ ସ୍କାନ କରି ଟଙ୍କା ଉଠାଇବା ସମ୍ଭବ ହେବ। ଏହି ନୂତନ…
ବାୟୁ ପ୍ରଦୂଷଣ ରୋକିବାକୁ ୩ ସପ୍ତାହରେ ଯୋଜନା କର: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୮ା୯(ପି.ଟି.): ପାର୍ବଣ ଆରମ୍ଭ ସହ ଶୀତଋତୁର ଆଗମନ ହେବାକୁ ଯାଉଛି। ଏହି ସମୟରେ ପ୍ରଦୂଷଣର ମାତ୍ରା ଅଧିକ ରହିଥାଏ। ବିଶେଷକରି ସହରାଞ୍ଚଳରେ ବାୟୁ ପ୍ରଦୂଷଣ ସାଙ୍ଗକୁ ମୁକ୍ତବାୟୁର ଅଭାବ ଲୋକଙ୍କ ପାଇଁ ନାନା ରୋଗକୁ ଡାକିଆଣିଥାଏ। ଏହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ…
ଏସ୍ଆଇଆର୍: ଅର୍ଦ୍ଧାଧିକ ଭୋଟରଙ୍କୁ ନୂଆ ଦସ୍ତାବିଜ ଦେବାକୁ ପଡ଼ି ନ ପାରେ
ନୂଆଦିଲ୍ଲୀ,୧୮ା୯: ଅଧିକାଂଶ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ବେଳେ ଅର୍ଦ୍ଧାଧିକ ମତଦାତାଙ୍କୁ ନୂଆ ଦସ୍ତାବିଜ ଦେବାକୁ ପଡ଼ି ନ ପାରେ ବୋଲି ବୁଧବାର ନିର୍ବାଚନ କମିଶନ(ଇସି) ଅଧିକାରୀମାନେ ସୂଚନା ଦେଇଛନ୍ତି। ଇସିଙ୍କ ପକ୍ଷରୁ କୁହାଯାଇଛି ଯେ, ଅନେକ…
କିପରି କୈଳାଶ ମାନସରୋବର ଯାତ୍ରା ବଦଳାଇଦେଇଥିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଜନ୍, ଜାଣନ୍ତୁ
ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନରେ ତାଙ୍କ ଜୀବନର ଏକ ପରିବର୍ତ୍ତନକାରୀ ଅଧ୍ୟାୟ ଉପରେ ଆସନ୍ତୁ ନଜର ପକାଇବା। ୧୯୮୮ରେ ମୋଦି କୈଳାଶ ମାନସରୋବର ଯାତ୍ରାରେ ଅଂଶଗ୍ରହଣ କରିଥିଲେ, ଯାହା ତାଙ୍କର ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସାମର୍ଥ୍ୟକୁ ପରୀକ୍ଷା…
ଦିଶା ପାଟନୀଙ୍କ ଘରେ ଗୁଳିଚାଳନା ମାମଲା: ଦୁଇ ଅଭିଯୁକ୍ତ ଏନକାଉଣ୍ଟରରେ ନିହତ
ଗାଜିଆବାଦ,୧୭।୯: ବଲିଉଡ ଅଭିନେତ୍ରୀ ଦିଶା ପାଟନୀଙ୍କ ଉତ୍ତରପ୍ରଦେଶସ୍ଥିତ ଘରେ ୧୨ ସେପ୍ଟେମ୍ବରରେ ହୋଇଥିବା ଗୁଳିଚାଳନା ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ବୁଧବାର (୧୭ ସେପ୍ଟେମ୍ବର) ଏନକାଉଣ୍ଟରରେ ନିହତ କରିଛି। ହରିୟାଣା ଏସଟିଏଫ ଏସପି ଓ୍ଵାସିମ ଅକ୍ରମଙ୍କ ସୂଚନାନୁସାରେ, ଗାଜିଆବାଦର ଟ୍ରୋନିକା ପୋଲିସ…
କେରଳରେ ୧୯ ଜଣଙ୍କ ଜୀବନ ନେଲାଣି ‘ମସ୍ତିଷ୍କ ଖାଉଥିବା ଆମିବା’: ସତେଜ ପାଣିରେ ବ୍ୟାପୁଛି, ଜାଣନ୍ତୁ କିପରି ସୁରକ୍ଷିତ ରହିବେ ?
ନୂଆଦିଲ୍ଲୀ,୧୭।୯: କେରଳରେ ପ୍ରାଇମାରୀ ଆମିବିକ୍ ମେନିଞ୍ଜୋଏନ୍ସେଫାଲାଇଟିସ୍ (ପିଏଏମ୍) ସଂକ୍ରମଣର କେସ୍ ବୃଦ୍ଧି ପରେ ସ୍ୱାସ୍ଥ୍ୟ ଅଧିକାରୀମାନେ ସତର୍କ ହୋଇଯାଇଛନ୍ତି। ଏହି ସଂକ୍ରମଣ ନିଗ୍ରୋହଲିୟା ଫାଓଲରୀ ଆମିବା ଦ୍ୱାରା ହୁଏ, ଯାହାକୁ ‘ମସ୍ତିଷ୍କ ଖାଉଥିବା ଆମିବା’ କୁହାଯାଏ। ୨୦୨୫ ମଧ୍ୟରେ କେରଳରେ ୬୯ଟି…
EVMରେ ରହିବ ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ, ନିର୍ବାଚନ କମିଶନଙ୍କ ବଡ ନିଷ୍ପତ୍ତି
ନୂଆଦିଲ୍ଲୀ,୧୭।୯: ଭାରତୀୟ ନିର୍ବାଚନ କମିଶନ ଇଭିଏମ୍ ବାଲଟ୍ ପେପରର ନକ୍ସା ସଂଶୋଧନ କରିଛି। ଆଗାମୀ ବିହାର ବିଧାନସଭା ନିର୍ବାଚନରୁ ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ ଇଭିଏମ୍ରେ ପ୍ରଥମ ଥର ପାଇଁ ପ୍ରିଣ୍ଟ ହେବ। ଫଟୋ ତିନି-ଚତୁର୍ଥାଂଶ ସ୍ଥାନରେ ରହିବ ଯାହା ଦ୍ୱାରା ପ୍ରାର୍ଥୀଙ୍କୁ…
Archives


