Neuralink: ଏଣିକି ଭାବିଦେଲେ ଆପେଆପେ ଚାଲିବ କମ୍ପ୍ୟୁଟର ମାଉସ୍, ଆସିଲା ନୂଆ ଫିଚର୍ସ
ନୂଆଦିଲ୍ଲୀ,୨୪।୨: ଏଣିକି ମସ୍କିଷ୍କରୁ କମ୍ପ୍ୟୁଟରକୁ ଚଲାଇ ପାରିବେ। ମସ୍ତିଷ୍କରେ କମ୍ପ୍ୟୁଟର ଚଲାଇବା ଭାବିଦେବା ମାତ୍ରେ ଆପଣଙ୍କ ମାଉସ୍ ଆପେଆପେ ଚାଲି ଉଠିବ। ଏଥିପାଇଁ ମଣିଷ ମସ୍ତିଷ୍କରେ ଏକ ଚିପ୍ ଖଞ୍ଜାଯିବ। କିଛିଦିନ ତଳେ ଏକ୍ସ’ର ସିଇଓ ତଥା ନ୍ୟୁରୋଲିଙ୍କ୍ର ସଂସ୍ଥାପକ ମଣିଷ…
ମୁସଲିମ ବିବାହ, ତଲାକ ଆଇନକୁ ରଦ୍ଦ କରି ମୁଖ୍ୟମନ୍ତ୍ରୀ କହିଲେ ଏହାଦ୍ୱାରା କମିବ ବାଲ୍ୟ ବିବାହ
ଗୁଆହାଟୀ,୨୪।୨: ରାଜ୍ୟରେ ବାଲ୍ୟ ବିବାହ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଆସାମ ସରକାର ମୁସଲିମ ବିବାହ ଏବଂ ଛାଡପତ୍ର ପଞ୍ଜୀକରଣ ଆଇନ, ୧୯୩୫ ରଦ୍ଦ କରିଦେଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସୋସିଆଲ ମିଡିଆରେ…
ଟିଏମସି ସମସ୍ତ ୪୨ ଆସନରେ ନିର୍ବାଚନ ଲଢିବାକୁ ଘୋଷଣା କରିବା ପରେ , କଂଗ୍ରେସ କହିଲା ଏବେବି ଆମ ଦ୍ୱାରା ଖୋଲା
ନୂଆଦିଲ୍ଲୀ,୨୪।୨: ବରିଷ୍ଠ ତ୍ରୁଣମୂଳ କଂଗ୍ରେସ (ଟିଏମସି) ନେତା ଡେରେକ ଓ’ବ୍ରାଇନ ଶୁକ୍ରବାର କହିଛନ୍ତି ଯେ ପଶ୍ଚିମବଙ୍ଗର ସମସ୍ତ ୪୨ ଟି ଲୋକ ସଭା ଆସନ, ଆସାମର କିଛି ସିଟ ଏବଂ ମେଘାଳୟର ଗୋଟିଏ ଆସନରେ ତାଙ୍କ ଦଳ ନିର୍ବାଚନ ଲଢିବାର ନିର୍ଣ୍ଣୟରେ…
ଏସପି-କଂଗ୍ରେସ ମେଣ୍ଟରେ ଏଣ୍ଟ୍ରି କଲା ଆଉ ଏକ ଦଳ
ନୂଆଦିଲ୍ଲୀ,୨୪।୨: ଆଗାମୀ ଲୋକ ସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶରେ ଇଣ୍ଡିଆ ମିଳିତ ମଞ୍ଚକୁ ଆହୁରି ବିସ୍ତାର କରିବାକୁ ପ୍ରସ୍ତୁତି ଜୋରଦାର ହୋଇଛି। ନିକଟରେ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ପକ୍ଷରୁ ଏକ ମେଣ୍ଟ ଘୋଷଣା କରାଯାଇଥିଲା। ଏହା ପରେ କୁହାଯାଇଥିଲା ଯେ…
ଆସାମରେ ଉଚ୍ଛେଦ ଅଶାନ୍ତି
ଗୁଆହାଟୀ,୨୪ା୨: ଉତ୍ତର ପୂର୍ବାଞ୍ଚଳର ଭାଜପା ଶାସିତ ରାଜ୍ୟ ଆସାମରେ ସମ୍ଭାବ୍ୟ ଉଚ୍ଛେଦକୁ ନେଇ ଅଶାନ୍ତି ଦେଖାଦେଇଛି। କେତେକ ଚାରଣଭୂଇଁରୁ ୧୦ ହଜାର ବେଆଇନ ଅଧିବାସୀଙ୍କୁ ହଟାଇବା ପାଇଁ ରାଜ୍ୟରେ ଦାବି ହେଉଥିବାବେଳେ ଗତମାସରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସେମାନଙ୍କୁ ବିସ୍ଥାପିତ ହେବାକୁ…
‘ଚାନ୍ଦା ପାଇଁ ତଦନ୍ତକାରୀ ସଂସ୍ଥାର ଦୁରୁପଯୋଗ କରୁଛି ଭାଜପା’
ନୂଆଦିଲ୍ଲୀ,୨୪।୨(ପି.ଟି.): ଘରୋଇ କମ୍ପାନୀଗୁଡ଼ିକରୁ ଭାଜପା ପାଇଁ ଜୋର୍ଜବରଦସ୍ତ ଚାନ୍ଦା ଆଦାୟ ନିମନ୍ତେ ତଦନ୍ତକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର କରାଯାଉଥିବା କଂଗ୍ରେସ ଶୁକ୍ରବାର ଅଭିଯୋଗ କରିଛି। ସରକାରଙ୍କ ଏହି ଜବରଦସ୍ତ ଚାନ୍ଦା ଅସୁଲିର ତଦନ୍ତ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ କରାଯିବାକୁ କଂଗ୍ରେସ ଦାବି କରିଛି। ଦଳର…
ୟୁଟ୍ୟୁବ୍ ଦେଖି ୫୦୦ କାର୍ ଚୋରି
ନୂଆଦିଲ୍ଲୀ,୨୪।୨: ଉତ୍ତରପ୍ରଦେଶର ୪ ଜଣ ଯୁବକ ୟୁଟ୍ୟୁବ୍ ଭିଡିଓ ଦେଖି ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରୁ ୫୦୦ରୁ ଅଧିକ କାର୍ ଚୋରି କରିଛନ୍ତି। ୫ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ଥିବା ଅଭିଯୁକ୍ତ ତାଜ୍ ମହମ୍ମଦ ଅଟୋରିକ୍ସା ଚଳାଇ ଗୁଜୁରାଣ ମେଣ୍ଟାଉଥିଲେ। ସେ ରୌନକ…
Farmers Protest: କୃଷକ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟରେ ମାମଲା ଦାଏର
ନୂଆଦିଲ୍ଲୀ, ୨୩।୨: ସପ୍ତାହ ଧରି ଜାରି ରହିଥିହିବା କୃଷକ ଆନ୍ଦୋଳନ ସୁପ୍ରିମକୋର୍ଟରେ ପହଞ୍ଚିଛିି। କୋର୍ଟରେ ହୋଇଥିବା ଆବେଦନରେ କୁହାଯାଇଛି, ଆନ୍ଦୋଳନରତ କୃଷକଙ୍କ ଅଧିକାରର ଉଲ୍ଲଂଘନ ହେଉଛି । ଆହୁରି କୁହାଯାଇଛି ଯେ, କୃଷକଙ୍କ ଆନ୍ଦୋଳନ ଦମନ ପାଇଁ କେନ୍ଦ୍ର ସରକାର ବଳ…
Byju: ବାୟଜୁସ୍ ସିଇଓ ପଦରୁ ହଟିଲେ ରବୀନ୍ଦ୍ରନ୍
ନୂଆଦିଲ୍ଲୀ,୨୩ା୨: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଅନ୍ଲାଇନ୍ ଶିକ୍ଷା ପ୍ରଦାନକାରୀ ଏଡୁଟେକ୍ କମ୍ପାନୀ ବାୟଜୁସ୍ର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ବାୟଜୁ ରବୀନ୍ଦ୍ରନ୍ଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ୪୪ ବର୍ଷୀୟ ରବୀନ୍ଦ୍ରନ୍ ଏବଂ ତାଙ୍କ ପରିବାରର…
ଭାଜପା ପାଇଁ ଚାନ୍ଦା ଆଦାୟ ଲାଗି ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର ହେଉଛି: କଂଗ୍ରେସ
ନୂଆଦିଲ୍ଲୀ,୨୩।୨: ଘରୋଇ କମ୍ପାନୀଗୁଡ଼ିକରୁ ଭାଜପା ପାଇଁ ଜୋର୍ଜବରଦସ୍ତ ଚାନ୍ଦା ଆଦାୟ ନିମନ୍ତେ ତଦନ୍ତକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର କରାଯାଉଥିବା କଂଗ୍ରେସ ଶୁକ୍ରବାର ଅଭିଯୋଗ କରିଛି। ସରକାରଙ୍କ ଏହି ଜବରଦସ୍ତ ଚାନ୍ଦା ଅସୁଲିର ତଦନ୍ତ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ କରାଯିବାକୁ କଂଗ୍ରେସ ଦାବି କରିଛି। ଦଳର…
କଂଗ୍ରେସ ଛାଡିବେ ଅଧିର ଚୌଧୁରୀ!
କୋଲକାତା,୨୩।୨: ପଶ୍ଚିମବଙ୍ଗରେ କଂଗ୍ରେସ ଓ ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟରେ ମେଣ୍ଟ ଲାଗି ଆଲୋଚନା ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ପଶ୍ଚିମବଙ୍ଗରେ ମେଣ୍ଟକୁ ନେଇ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ତଥା ଲୋକସଭାରେ କଂଗ୍ରେସର ନେତା ଅଧିର ରଞ୍ଜନ ଚୌଧୁରୀ ସନ୍ତୁଷ୍ଟ…
ପାକିସ୍ତାନୀ ବୁଡାଜାହାଜର ‘ଗାଜି’ ଧ୍ୱସାଂବଶେଷକୁ ବଙ୍ଗୋପସାଗରରେ ଠାବ କଲା ଇଣ୍ଡିଆନ ନେଭି, ୧୯୭୧ ଯୁଦ୍ଧରେ ବୁଡିଥିଲା…
ବିଶାଖାପାଟଣା, ୨୩।୨: ଭାରତ-ପାକିସ୍ତାନ ୧୯୭୧ ଯୁଦ୍ଧରେ ପାକିସ୍ତାନର ଏକ ବୁଡ଼ା ଜାହାଜ ‘ଗାଜି’ ସମୁଦ୍ରରେ ବୁଡି ଯାଇଥିଲା। ଯାହାର ଶୁକ୍ରବାର ସନ୍ଧାନ ମିଳିିଛି। ଭାରତୀୟ ନୌସେନାର ନୂଆ ରେସ୍କ୍ୟୁ ଭେଇକଲ (ଡିଏସଆରଭି) ପିଏନଏସ ଗାଜିର ଧ୍ୱଂସାବଶେଷ ଖୋଜିଛି। ଏହା ୧୯୭୧ ଡିସେମ୍ବର…

