ତେଲଙ୍ଗାନାରୁ ପାଟନାରୁ ଫେରି ତେଜସ୍ବୀଙ୍କ ଘରେ ୧୯ କଂଗ୍ରେସ ବିଧାୟକ
ପାଟନା,୧୧।୨: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର ବିଧାନସଭାରେ ଆସ୍ଥା ଭୋଟ ଲୋଡ଼ିବାକୁ ଥିବାବେଳେ ସପ୍ତାହେ ହେଲା ତେଲଙ୍ଗାନାରେ ରହିଥିବା କଂଗ୍ରେସ ବିଧାୟକ ରବିବାର ପାଟନା ଫେରିଛନ୍ତି। ସେଠାରୁ ସେମାନେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆର୍ଜେଡି ନେତା ତେଜସ୍ବୀ ଯାଦବଙ୍କ ବାସଭବନକୁ…
ଏପ୍ରିଲ ସୁଦ୍ଧା ଆରମ୍ଭ ହେବ ଜିପିଏସ୍ ଟୋଲ ସଂଗ୍ରହ
ନୂଆଦିଲ୍ଲୀ,୧୧।୨: ଯାତାୟାତରେ ବାଧା ସୃଷ୍ଟି କରୁଥିବା ଟୋଲ୍ ପ୍ଲାଜାଗୁଡ଼ିକୁ ହଟାଇ ଦିଆଯିବ। ଏହା ବଦଳରେ ଜାତୀୟ ରାଜପଥଗୁଡ଼ିକରେ ଜିପିଏସ୍ ଆଧାରିତ ଟୋଲ ସଂଗ୍ରହ ବ୍ୟବସ୍ଥା ଆରମ୍ଭ ହେବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ…
ଏଏପି ଏକମାତ୍ର ଦଳ ଯାହାକୁ ଡରୁଛି ଭାଜପା: କେନ୍ଦ୍ର ଉପରେ ଖୁବ ବର୍ଷିଲେ କେଜରିଓ୍ବାଲ
ନୂଆଦିଲ୍ଲୀ,୧୧।୨: ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି (ଏଏପି)ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଛି। ରବିବାର ପଞ୍ଜାବର ଖଦୁର ସାହେବ ଲୋକ ସଭା ନିର୍ବାଚନମଣ୍ଡଳୀରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ…
ଜେଡିୟୁ ବୈଠକରେ ପହଞ୍ଚିଲେ ନାହିଁ ୫ ବିଧାୟକ, ଫ୍ଲୋର ଟେଷ୍ଟ ପୂର୍ବରୁ ଏନଡିଏକୁ ଲାଗିବ କି ଝଟ୍କା
ପାଟନା,୧୧।୨: ବିହାରରେ ଫ୍ଲୋର୍ ଟେଷ୍ଟ ପୂର୍ବରୁ ଜେଡିୟୁ କ୍ୟାମ୍ପରୁ ବଡ ଖବର ଆସୁଛି, ଯେଉଁଠାରେ ପୁଣି ଥରେ କିଛି ବିଧାୟକ ଜେଡିୟୁ ବୈଠକରେ ଯୋଗ ଦେଇନାହାଁନ୍ତି। ମିଳିଥିବା ସୂଚନା ଅନୁଯାୟୀ ମନ୍ତ୍ରୀ ବିଜୟ ଚୌଧୁରୀଙ୍କ ବାସଭବନରେ ଚାଲିଥିବା ଜେଡିୟୁ ବୈଠକରେ ଏପର୍ଯ୍ୟନ୍ତ…
ମୁଲାୟମଙ୍କୁ ଭାରତରତ୍ନ ଦେବାକୁ ଉଠିଲା ଦାବି: ଏସ୍ପି ଅଫିସ୍ ବାହାରେ ଲାଗିଲା ପୋଷ୍ଟର
ନୂଆଦିଲ୍ଲୀ,୧୧।୨: ୨୦୨୪ରେ ପାଞ୍ଚ ଜଣ ବ୍ୟକ୍ତିତ୍ୱଙ୍କ ଭାରତରତ୍ନ ଦେବାକୁ ମୋଦି ସରକାର ଘୋଷଣା କରିଛନ୍ତି। ଲୋକ ସଭା ନିର୍ବାଚନ ପୂର୍ବରୁ କେନ୍ଦ୍ରର ଏହି ନିଷ୍ପତ୍ତିକୁ ନେଇ ରାଜନୈତିକ ବାକ୍ଯୁଦ୍ଧ ଆରମ୍ଭ ହୋଇଛି। ଅନେକ ନେତା ଏହାକୁ ବିରୋଧ କରିଥିଲେ ଏବଂ ଅନେକ…
ଏକ ଲକ୍ଷ ଲୋକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ମୋଦି: ୪୭ ସ୍ଥାନରେ ଏକକାଳୀନ ରୋଜଗାର ମେଳାର ହେବ ଆୟୋଜନ
ନୂଆଦିଲ୍ଲୀ,୧୧।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଲକ୍ଷ ଲୋକଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବାକୁ ଯାଉଛନ୍ତି। ସମସ୍ତଙ୍କୁ ବିଭିନ୍ନ ସରକାରୀ ବିଭାଗ ଏବଂ ଅନୁଷ୍ଠାନରେ ବିଭିନ୍ନ ପଦବୀରେ ନିଯୁକ୍ତ କରାଯାଇଛି। ଏହି କାର୍ଯ୍ୟକ୍ରମ ଫେବୃଆରୀ ୧୨ରେ ନିଯୁକ୍ତି ମେଳା ଅଧୀନରେ ଆୟୋଜିତ…
Video: ‘ଜେଜେବାପାଙ୍କ ଦେହ ଭଲ ନାହିଁ’, ଜରୁରିକାଳୀନ ୱାର୍ଡରେ ବାଇକ୍ ନେଇ ପଶିଲେ ଯୁବକ
ନୂଆଦିଲ୍ଲୀ,୧୧।୨: ବାଇକରେ ଜେଜେବାପାଙ୍କୁ ଧରି ମେଡିକାଲର ଜରୁରିକାଳୀନ ବିଭାଗରେ ପଶିଗଲେ ଯୁବକ। ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଏକ ହସ୍ପିଟାଲରେ। ଏହି ଦୃଶ୍ୟ ଫିଲ୍ମ ଥ୍ରୀ-ଇଡିଅଟ୍ସ’ ର ଏକ ଦୃଶ୍ୟକୁ ମନେ ପକାଇଦେଇଛି। ଏହି ଘଟଣାର ଦୃଶ୍ୟ…
ଇଣ୍ଡିଆ ମେଣ୍ଟକୁ ଆଉ ଏକ ଧକ୍କା, ଦିଲ୍ଲୀର ସମସ୍ତ ୭ ଆସନରେ ଏକାକି ଲଢିବ ଏଏପି, ସଙ୍କେତ ଦେଲେ କେଜରିଓ୍ବାଲ
ନୂଆଦିଲ୍ଲୀ,୧୧।୨: ଇଣ୍ଡିଆ ମିଳିତ ମେଣ୍ଟ ଆଉ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଆମ ଆଦମୀ ପାର୍ଟି (ଏଏପି) ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପଞ୍ଜାବ ପରେ ଦିଲ୍ଲୀର ସମସ୍ତ ୭ଟି ଆସନରେ ଏକାକୀ ନିର୍ବାଚନ ଲଢିବାକୁ ନିଷ୍ପତ୍ତି…
ଲୁଟ୍ପାଟ୍ କଂଗ୍ରେସ ପାଇଁ ଅମ୍ଳଜାନ ସଦୃଶ: ମୋଦି
ନୂଆଦିଲ୍ଲୀ,୧୧ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମଧ୍ୟପ୍ରଦେଶର ଝାବୁଆରେ ପହଞ୍ଚି ୪,୫୫୦କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ମଧ୍ୟ ଆଦିବାସୀ ମହାକୁମ୍ଭରେ ଅଂଶଗ୍ରହଣ କରିଥିଲେ। ଯେଉଁଥିରେ ସେ ଲୋକମାନଙ୍କୁ ସମ୍ବୋଧିତ କରିବା ବେଳେ କହିଥିଲେ, ମୁଁ…
ଲ୍ୟାଣ୍ଡିଂ ସମୟରେ ବାଟ ଭୁଲିଗଲା ଇଣ୍ଡିଗୋ ବିମାନ
ନୂଆଦିଲ୍ଲୀ,୧୧।୨: ରାଜଧାନୀ ଦିଲ୍ଲୀରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଘଟଣା ହେଲା ଅମୃତସରରୁ ଦିଲ୍ଲୀକୁ ଆସୁଥିବା ଇଣ୍ଡିଗୋ ବିମାନ ଆଜି ରାସ୍ତା ଭୁଲି ଯାଇଛି। ଏହି କାରଣରୁ, ରନୱେ ୧୫ ମିନିଟ ପାଇଁ ଅବରୋଧ ରହିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଇନ୍ଦିରା…
ଅଙ୍ଗନୱାଡି ଚାକିରି କରାଇଦେବା ବାହାନାରେ ୨୦ ମହିଳାଙ୍କୁ ଗଣବଳାତ୍କାର
ଯୋଧପୁର,୧୧।୨: ଅଙ୍ଗନୱାଡି ଚାକିରି କରାଇଦେବାକୁ କହି ୨୦ ମହିଳାଙ୍କୁ ଗଣବଳାତ୍କାର ଅଭିଯୋଗ। ରାଜସ୍ଥାନର ସିରୋହି ମ୍ୟୁନିସିପାଲିଟି ପରିଷଦର ଅଧ୍ୟକ୍ଷ ମହେନ୍ଦ୍ର ମେଭଡା ଏବଂ ପୂର୍ବତନ ପୌର ପରିଷଦ କମିଶନର ମହେନ୍ଦ୍ର ଚୌଧୁରୀଙ୍କ ବିରୋଧରେ ଏଭଳି ଗଣବଳାତ୍କାର ମାମଲା ଦାୟର କରାଯାଇଛି। ପାଲି…
ଦଳରୁ ବହିଷ୍କୃତ ହୋଇଥିବା ପ୍ରମୋଦ କୃଷ୍ଣ ଖାର୍ଗେଙ୍କୁ ପଚାରିଲେ ୭ ପ୍ରଶ୍ନ
ନୂଆଦିଲ୍ଲୀ,୧୧।୨: କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣନଙ୍କୁ ୬ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଛି। ଗତ କିଛି ଦିନ ହେବ କଂଗ୍ରେସର ବରିଷ୍ଠ ନେତାମାନଙ୍କୁ ଟାର୍ଗେଟ କରୁଥିବା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ। ଅନୁମାନ…
Archives


