ଜାତୀୟ

ବଡ଼ ଘୋଷଣା: ଶିଶୁ ଜନ୍ମ ହେଲେ ୧୦,୮୦୦ ଟଙ୍କାର ଫିକ୍ସଡ ଡିପୋଜିଟ୍‌ କରିବେ ସରକାର

ଗ୍ୟାଙ୍ଗଟକ୍‌,୧୧।୩: ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଏକ ନୂତନ ଯୋଜନା ଘୋଷଣା କରିଛନ୍ତି। ଯାହା ଅଧୀନରେ ସରକାର ନବଜାତ ଶିଶୁଙ୍କ ନାମରେ ୧୦,୮୦୦ ଟଙ୍କା ଜମା କରିବେ। ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ‘ସିକ୍କିମ…

ଡ୍ରୋନ୍‌ ଦିଦି ଯୋଜନାରେ ପୂରଣ ହେବ ମହିଳାଙ୍କ ସ୍ବପ୍ନ, କେନ୍ଦ୍ର ସରକାର ଟ୍ରେନିଂ ସହ ଦେବେ ଦରମା

ନୂଆଦିଲ୍ଲୀ,୧୧।୩: ଦେଶରେ ମହିଳା ସଶକ୍ତିକରଣ ତଥା ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ କେନ୍ଦ୍ର ସରକାର ନିରନ୍ତର ଉଦ୍ୟମ କରୁଛନ୍ତି। ସେ କ୍ରମାଗତ ଭାବରେ ଏହିପରି ଅନେକ ଯୋଜନା ଆରମ୍ଭ କରୁଛନ୍ତି, ଯାହା ମାଧ୍ୟମରେ ମହିଳାମାନେ ଆତ୍ମନିର୍ଭରଶୀଳ ହୋଇ ନିଜର ପରିଚୟ ସୃଷ୍ଟି…

ଛାଡ଼ପତ୍ର ପରେ ଲୋକ ସଭା ନିର୍ବାଚନରେ ମୁହାଁମୁହିଁ ପୂର୍ବତନ ଦମ୍ପତି

ନୂଆଦିଲ୍ଲୀ,୧୧ା୩: ହେବାକୁ ଥିବା ଲୋକସଭା ନିର୍ବାଚନରେ ଛାଡପତ୍ର ଦେଇଥିବା ଦମ୍ପତି ମୁହାଁମୁହିଁ ହେବେ। ରବିବାର ତୃଣମୂଳ କଂଗ୍ରେସ(ଟିଏମସି) ପ୍ରାର୍ଥୀ ଘୋଷଣା ପରେ ଏହି ସମୀକରଣ ସୃଷ୍ଟି ହୋଇଛି। ସୁଜତା ମଣ୍ଡଳ ଟିଏମସି ଟିକେଟ୍ରୁ ତାଙ୍କ ପୂର୍ବତନ ସ୍ୱାମୀ ସୋମିତ୍ର ଖାନ ଭାଜପା…

ଆସୁଛି ନିର୍ବାଚନ: ବଢିଲା ହେଲିକପ୍ଟର ଚାହିଦା, ଘଣ୍ଟାପ୍ରତି ଭଡ଼ା ଏତିକି ଟଙ୍କା

ନୂଆଦିଲ୍ଲୀ,୧୦।୩: ନିର୍ବାଚନ ତାରିଖ ଘୋଷଣା ନ ହେବା ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଏହି ସ୍ଥିତିରେ ଘରୋଇ ଚାର୍ଟର୍ଡ ବିମାନ ଏବଂ ହେଲିକପ୍ଟର ଚାହିଦା ମଧ୍ୟ ବଢିବ ବୋଲି ଆଶା କରାଯାଉଛି। ପୂର୍ବ ସାଧାରଣ ନିର୍ବାଚନ ତୁଳନାରେ ଚଳିତ…

ଫୁଲପୁର ଆସନରୁ ଲୋକ ସଭା ନିର୍ବାଚନ ଲଢି ପାରନ୍ତି ପଲ୍ଲବୀ ପଟେଲ!

ନୂଆଦିଲ୍ଲୀ,୧୦।୩: ପ୍ରୟାଗରାଜରେ ଆୟୋଜିତ କର୍ମୀ ସମ୍ମିଳନୀରେ ଏକ ବିରାଟ ଜନସମାଗମ କରି ଶକ୍ତି ପ୍ରଦର୍ଶନ କରି ଅପନା ଦଲ କମେରାୱାଡି ନେତା ତଥା ସମାଜବାଦୀ ପାର୍ଟିର ବିଧାୟକ ପଲ୍ଲବୀ ପଟେଲ ଫୁଲପୁର ଲୋକ ସଭା ଆସନରେ ନିଜର ଦାବି ରଖିଛନ୍ତି। ଆଶା…

ଦେଶର ବାଣିଜ୍ୟ ବୁଝାମଣାରେ ଏକ ବଡ଼ ସଫଳତା

ନୂଆଦିଲ୍ଲୀ,୧୦।୩:ଭାରତ ଏବଂ ଇଏଫ୍‌ଟିଏ(ୟୁରୋପିଆନ୍‌ ଫ୍ରି ଟ୍ରେଡ୍‌ ଆସୋସିଏଶନ) ମଧ୍ୟରେ ରବିବାର ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ବାକ୍ଷର ହୋଇଛି। ଦେଶର ବାଣିଜ୍ୟ ବୁଝାମଣାରେ ଏହା ଏକ ବଡ଼ ସଫଳତା। ୪ ୟୁରୋପୀୟ ରାଷ୍ଟ୍ର ଗୋଷ୍ଠୀ ଇଏଫ୍‌ଟିଏ ସହ ଭାରତର ମୁକ୍ତ ବାଣିଜ୍ୟ ଚୁକ୍ତି…

୪୦ ଫୁଟ ଗଭୀର ବୋରଓ୍ବେଲ୍‌ରେ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ

ନୂଆଦିଲ୍ଲୀ, ୧୦।୩: ଦିଲ୍ଲୀର କେଶୋପୁର ମଣ୍ଡି ନିକଟରେ ଥିବା ସ୍ଥାନୀୟ ଜଳବୋର୍ଡର ଏକ ୪୦ ଫୁଟ ଗଭୀର ବୋରଓ୍ବେଲରେ ପଡ଼ିି ରବିବାର ଜଣେ ଯୁବକ(୩୦)ଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ(ଏନ୍‌ଡିଆର୍‌ଏଫ୍‌) ଦ୍ୱାରା ଉକ୍ତ ଯୁବକଙ୍କ ମୃତଦେହକୁ ଜବତ…

ଡିଏମକେକୁ ନୂଆ ନାମ ଦେଲା ଭାଜପା

ନୂଆଦିଲ୍ଲୀ,୧୦।୩: ୨୦୦୦କୋଟି ଟଙ୍କା ମୂଲ୍ୟର ଆନ୍ତର୍ଜାତୀୟ ଡ୍ରଗ୍ସ ରାକେଟ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏବଂ ଦିଲ୍ଲୀ ପୋଲିସ ପୂର୍ବତନ ଦ୍ରାବିଡା ମୁନ୍ନେତ୍ରା କଷଗାମ (ଡିଏମକେ) ର ପୂର୍ବତନ ଅଧିକାରୀ ଜାଫର ସାଦିକଙ୍କୁ ଗିରଫ କରିଛି। ଜାଫର ଜଣେ ତାମିଲ…

ଅଡୁଆରେ ଉଦୟନିଧି, ଡ୍ରଗ୍ସ ସ୍ମଗଲିଂ ମାମଲାରେ ଇଡି ଦାଖଲ କଲା ମନି ଲଣ୍ଡରିଂ କେସ

ନୂଆଦିଲ୍ଲୀ,୧୦।୩: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ମନ୍ତ୍ରୀ ପୁଅ ଉଦୟନିଧିଙ୍କ ସମସ୍ୟା ବୃଦ୍ଧି ପାଇଛି। ବର୍ତ୍ତମାନ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ଡ୍ରଗ୍ସ ଚୋରା ଚାଲାଣ ମାମଲାରେ ଟଙ୍କା ହେରଫେର ବା ମନି ଲଣ୍ଡରିଂ ମାମଲା ରୁଜୁ କରିଛି। କେନ୍ଦ୍ରୀୟ ଏଜେନ୍ସି…

ପରମାଣୁ ଆକ୍ରମଣ କରିବାକୁ ଯୋଜନା କରୁଥିଲା ରୁଷିଆ, ମୋଦିଙ୍କ ହସ୍ତକ୍ଷେପ ପରେ ପ୍ଲାନ ବଦଳାଇଲେ ପୁଟିନ

ମସ୍କୋ/ନୂଆଦିଲ୍ଲୀ,୧୦।୩: ୨୦୨୨ରେ ରୁଷିଆ-ୟୁକ୍ରେନ ବିବାଦ ବା ଯୁଦ୍ଧ ଆରମ୍ଭ ହେବା ପରେ ଆମେରିକା କ୍ୱିଭରେ ମସ୍କୋ ଦ୍ୱାରା ଆଣବିକ ଆକ୍ରମଣର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଥିଲା। ନ୍ୟୁଜ ଏଜେନ୍ସି ଏଏନଆଇ ଅନୁଯାୟୀ, ଦୁଇଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଉଦ୍ଧେଶ୍ୟରେ…

‘ପିଏମଓର ମେସେଜ, ଡରୁଛନ୍ତି ମମତା’, ସମସ୍ତ ୪୨ ଆସନ ପାଇଁ ଟିଏମସି ପ୍ରାର୍ଥୀ ଘୋଷଣା ପରେ ଗର୍ଜିଲେ ଅଧିର ରଞ୍ଜନ

କୋଲକାତା,୧୦।୩: ପଶ୍ଚିମବଙ୍ଗରେ ତ୍ରୁଣମୂଳ କଂଗ୍ରେସ ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ୪୨ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଏହା ସହ ରାଜ୍ୟରେ କଂଗ୍ରେସ ସହ ଟିଏମସିର ମିଳିତ ସମ୍ପର୍କକୁ ନେଇ କଳ୍ପନାଜଳ୍ପନା ମଧ୍ୟ ଶେଷ ହୋଇଛି। ଟିଏମସି ତାଲିକା…

ପଞ୍ଜାବରେ ବି ଫାଇନାଲ! ଭାଜପାକୁ ମିଳିପାରେ ନୂଆ ସହଯୋଗୀ, ଖୁବଶୀଘ୍ର ହେବ ମେଣ୍ଟ ଘୋଷଣା

ନୂଆଦିଲ୍ଲୀ,୧୦।୩: ଆସନ୍ତା ଲୋକ ସଭା ନିର୍ବାଚନ ପୂର୍ବରୁ ପଞ୍ଜାବରେ ଶିରୋମଣି ଅକାଳୀ ଦଳ ଏବଂ ଭାଜପା ମଧ୍ୟରେ ମେଣ୍ଟ ହେବାର ଦୃଢ ସମ୍ଭାବନା ରହିଛି। ଯଦି ଉଭୟଙ୍କ ମଧ୍ୟରେ ଏକ ମେଣ୍ଟ ହୁଏ, ତେବେ ନ୍ୟାସନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ) ନିଶ୍ଚିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?