ଜାତୀୟ

ଭାଜପା-ଜେଜେପି ମେଣ୍ଟ ଭାଙ୍ଗିଲା: ନୂଆ ସରକାର ଗଠନ ସମ୍ଭବ

ଚଣ୍ଡିଗଡ,୧୨।୩: ଲୋକ ସଭା ନିର୍ବାଚନ ପୂର୍ବରୁ ହରିୟାଣାରେ ଭାଜପା-ଜେଜେପି ମିଳିତ ମେଣ୍ଟ ଭାଙ୍ଗିଯାଇଛି। ଏଭଳି ପରିସ୍ଥିତିରେ ଏକ ନୂତନ ସରକାର ଗଠନ ସମ୍ଭବ। ଆଜି ବିଧାନସଭା ପାର୍ଟି ବୈଠକରେ ଏହା ଘୋଷଣା କରାଯିବ। ଏହା ପରେ ଗ୍ରୁପ କ୍ୟାବିନେଟ ଇସ୍ତଫା ଦେବେ।…

ଏବେ ସୀମା ହାଇଦରଙ୍କୁ ମିଳିବ ଭାରତର ନାଗରିକତା, ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୧୨।୩: ଲୋକ ସଭା ନିର୍ବାଚନ ପୂର୍ବରୁ ସୋମବାର ଦେଶରେ ନାଗରିକତା ସଂଶୋଧନ ନିୟମ (ସିଏଏ) ଲାଗୁ କରିବା ନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ନାଗରିକତା ସଂଶୋଧନ ନିୟମ (ସିଏଏ) ଅନୁଯାୟୀ, ୩୧ ଡିସେମ୍ବର ୨୦୧୪ ପୂର୍ବରୁ ବାଂଲାଦେଶ, ପାକିସ୍ଥାନ…

ସିଏଏ କ’ଣ, କାହାକୁ ମିଳିବ ନାଗରିକତ୍ୱ, କେମିତି ହେବ ଆବେଦନ: ସମସ୍ତ ପ୍ରକ୍ରିୟା ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୩ :ଲୋକ ସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପୂର୍ବରୁ ଦେଶରେ ବିବାଦୀୟ ନାଗରିତ୍ୱ(ସଂଶୋଧନ) ଆଇନ (ସିଏଏ) ଲାଗୁ ପାଇଁ ନିୟମାବଳୀର ବିଜ୍ଞପ୍ତି ଜାରି ହୋଇଛି। ଫଳରେ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ବିନା କାଗଜପତ୍ରରେ…

ହରିୟାଣାରେ ରାଜନୈତିକ ସଙ୍କଟ: ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଦେଇପାରନ୍ତି ଇସ୍ତଫା

ଚଣ୍ଡିଗଡ,୧୨।୩: ଚଣ୍ଡିଗଡ ହରିୟାଣା ରାଜନୀତିରୁ ଏକ ବଡ ଖବର ଆସିଛି। ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଇସ୍ତଫା ଦେଇପାରନ୍ତି। ବର୍ତ୍ତମାନ ସଞ୍ଜୟ ଭାଟିଆ ଏବଂ ନାଏବ ସୌନି ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅଛନ୍ତି। ହରିୟାଣା କ୍ୟାବିନେଟ ମଧ୍ୟ ଇସ୍ତଫା ଦେଇପାରେ ବୋଲି ଏକ…

କଂଗ୍ରେସ ପାଇଁ ବଢିଲା ସମସ୍ୟା, ନିର୍ବାଚନ ଲଢିବେ ନାହିଁ ମଲ୍ଲିକାର୍ଜୁନ ଖାର୍ଗେ, ସାମ୍ନାକୁ ଆସିଲା ଏହି କାରଣ

ନୂଆଦିଲ୍ଲୀ,୧୨।୩: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପାଇଁ ସମସ୍ୟା ବଢିପାରେ। କାରଣ ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖାଗେର୍ର୍ ଏଥର ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିପାରନ୍ତି। ଚର୍ଚ୍ଚା ହେଉଛି ଯେ ଏଥର ତାଙ୍କୁ ରାଜନୈତିକ ମଇଦାନରେ ଦେଖିବାକୁ ମିଳିବ…

ନିର୍ବାଚନ ପୂର୍ବରୁ କାହିଁକି ଇସ୍ତଫା ଦେଲେ ଅରୁଣ ଗୋୟଲ, ବ୍ୟକ୍ତିଗତ କାରଣ ନା ଅନ୍ୟ କିଛି…

ନୂଆଦିଲ୍ଲୀ,୧୨।୩: ନିର୍ବାଚନ କମିଶନର ପଦରୁ ଇସ୍ତଫା ଦେଇ ଅରୁଣ ଗୋୟଲ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ସବୁ ସ୍ଥାନରେ ତାଙ୍କ ଇସ୍ତଫା ନେଇ ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ବିରୋଧୀ କେନ୍ଦ୍ର ସରକାରଙ୍କ ଉପରେ ଆକ୍ରମଣ କରୁଛନ୍ତି ଏବଂ ଅରୁଣ ଗୋୟଲ କାହିଁକି…

ବରଯାତ୍ରୀଙ୍କ ଉପରେ ମାଡିଗଲା ଟ୍ରକ୍‌, ୬ ମୃତ

ଭୋପାଳ,୧୨।୩: ବରଯାତ୍ରୀଙ୍କ ଉପରେ ମାଡିଗଲା କ୍ଷୀପ୍ର ବେଗରେ ଆସୁଥିବା ଏକ ଟ୍ରକ୍‌। ଆଉ ଚକା ତଳେ ଚାପି ହୋଇ ଘଟଣାସ୍ଥଳରେ ଆଖି ବୁଜିଲେ ୬ ବରଯାତ୍ରୀ। ଏଭଳି ଏକ ଦୁର୍ଘଟଣା ମଧ୍ୟପ୍ରଦେଶର ରାଇସେନ ସୁଲତାନପୁରରେ ଘଟିଛି । ଏହି ଦୁର୍ଘଟଣାରେ ୧୦…

ବିବାଦୀୟ ଇଲେକ୍ଟୋରାଲ ବଣ୍ଡ୍‌

ନୂଆଦିଲ୍ଲୀ,୧୨ା୩: ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ଦେବା ଲାଗି ପ୍ରଚଳିତ ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନାକୁ କାର୍ଯ୍ୟକାରୀ ହେବା ଦିନଠାରୁ ଏହାକୁ ବିରୋଧ କରାଯାଇଥିଲା। ଏହି ଯୋଜନାରେ ଚାନ୍ଦା ପ୍ରଦାନ କରୁଥିବା ବ୍ୟକ୍ତିବିଶେଷ ବା ଅନୁଷ୍ଠାନଙ୍କ ନାଁକୁ ଗୋପନ ରଖାଯାଉଥିବାରୁ କିଏ ରାଜନୈତିକ ଦଳଗୁଡ଼ିକୁ…

ବିରୋଧ ସତ୍ତ୍ୱେ ଲାଗୁହେଲା ସିଏଏ

ନୂଆଦିଲ୍ଲୀ,୧୨ା୩: ୨୦୨୪ ସାଧାରଣ ନିର୍ବାଚନର ଠିକ୍‌ ପୂର୍ବରୁ କେନ୍ଦ୍ର ସରକାର ନାଗରିକତ୍ୱ ସଂଶୋଧନ ଆଇନ୍‌(ସିଏଏ) ନେଇ ସୋମବାର ବିଜ୍ଞପ୍ତି ଜାରି କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସିଏଏରେ ବ୍ୟବସ୍ଥିତ ହୋଇଥିବା ଆଇନକୁ ସାର୍ବଜନୀନ କରାଯିବା ସହ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି…

ଆନ୍ଧ୍ରରେ ଭାଜପା-ଟିଡିପି-ଜେଏସ୍‌ପି ମେଣ୍ଟ

ନୂଆଦିଲ୍ଲୀ,୧୨।୩: ଲୋକ ସଭା ଏବଂ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାଜପା ସହ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁଦେଶମ୍‌ ପାର୍ଟି (ଟିଡିପି) ଏବଂ ଜନସେନା ପାର୍ଟି (ଜେଏସ୍‌ପି)ର ମେଣ୍ଟ ହୋଇଛି। ଦଳଗୁଡ଼ିକ ମଧ୍ୟରେ ଆସଗ ଭାଗବଣ୍ଟା ଚୂଡ଼ାନ୍ତ ହୋଇଥିବା ସୋମବାର ଆନ୍ଧ୍ରର ପୂର୍ବତନ…

ସାଇବାବା ଦୋଷମୁକ୍ତ ରାୟ ଉପରେ ସ୍ଥଗିତାଦେଶ ଆବେଦନ ଖାରଜ

ନୂଆଦିଲ୍ଲୀ,୧୨।୩(ପି.ଟି.): ମାଓବାଦୀଙ୍କ ସହ ସମ୍ପୃକ୍ତି ମାମଲାରେ ଦିଲ୍ଲୀ ୟୁନିଭର୍ସିଟିର ପୂର୍ବତନ ପ୍ରଫେସର ଜି.ଏନ୍‌. ସାଇବାବାଙ୍କୁ ବମ୍ବେ ହାଇକୋର୍ଟ ଦୋଷମୁକ୍ତ କରିଥିବାବେଳେ ଏହା ଉପରେ ସ୍ଥଗିତାଦେଶ ପାଇଁ ମହାରାଷ୍ଟ୍ର ସରକାର କରିଥିବା ଆବେଦନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ତେବେ ହାଇକୋର୍ଟଙ୍କ ମାର୍ଚ୍ଚ…

ସିଏଏ ବିଜ୍ଞପ୍ତି ପରେ ଦିଲ୍ଲୀରେ କଡ଼ା ସୁରକ୍ଷା

ନୂଆଦିଲ୍ଲୀ, ୧୨।୩: ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ସୋମବାର ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଉତ୍ତରପୂର୍ବ ଦିଲ୍ଲୀ, ସାହିନବାଗ, ଜାମିଆ ସମେତ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହିସବୁ ଅଞ୍ଚଳରେ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?