ଜାତୀୟ

ହେମାମାଳିନୀଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ମୁମ୍ବାଇ,୭।୪:ଭାଜପା ଏମ୍‌ପି ତଥା ମଥୁରା ପ୍ରାର୍ଥୀ ହେମାମାଳିନୀ ୧୪୧.୪୨ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିର ମାଲିକ ଅଟନ୍ତି। ତାଙ୍କର ୧୨୯ କୋଟି ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତି ଏବଂ ୧୨ କୋଟି ଟଙ୍କା ମୂଲ୍ୟର ସ୍ଥାବର ସମ୍ପତ୍ତି ରହିଛି। ଏଥିରେ ସ୍ବାମୀ…

ହଷ୍ଟେଲରେ ଭେଟେରିନାରି ଛାତ୍ରଙ୍କୁ ଦିଆଯାଇଥିଲା ୨୯ ଘଣ୍ଟା ନିର୍ଯାତନା

ନୂଆଦିଲ୍ଲୀ,୮ା୪:କଲେଜ ଓ୍ବାୟନାଡ୍‌ ଜିଲାର ଏକ କଲେଜ ହଷ୍ଟେଲରେ ଜଣେ ୨୦ ବର୍ଷୀୟ ଭେଟେରିନାରି ଛାତ୍ରଙ୍କ ମୃତ୍ୟୁ ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇ ନେଇଛି। ଫେବୃଆରୀ ୧୮ ତାରିଖରେ ସିଦ୍ଧାର୍ଥନ ଜେଏସ୍‌ ନାମକ ଏହି ଛାତ୍ରଙ୍କ ମୃତଦେହ ହଷ୍ଟେଲ ବାଥ୍‌ରୁମ୍‌ରୁ ମିଳିଥିଲା। ଅନ୍ୟ…

ଘୋଡ଼ାବେପାର ମାମଲାରେ ଓଡ଼ିଶା ରାଜ୍ୟପାଳଙ୍କୁ କ୍ଲିନ୍‌ଚିଟ୍‌

ରାଞ୍ଚତ୍,୮ା୪:ଓଡ଼ିଶା ରାଜ୍ୟପାଳ ତଥା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ଏକ ଘୋଡ଼ାବେପାର ମାମଲାରେ କ୍ଲିନ୍‌ଚିଟ୍‌ ମିଳିଛି। ୨୦୧୬ରେ ଅନୁଷ୍ଠିତ ରାଜ୍ୟ ସଭା ନିର୍ବାଚନରେ ଘୋଡ଼ାବେପାର କରିବା ଅଭିଯୋଗରେ ରଘୁବର ଅଭିଯୁକ୍ତ ଥିଲେ। ରାଞ୍ଚତ୍ ସ୍ବତନ୍ତ୍ର କୋର୍ଟ (ଭିଜିଲାନ୍ସ) କ୍ଲୋଜର ରିପୋର୍ଟକୁ…

ନିର୍ବାଚନ ପୂର୍ବରୁ ଟଙ୍କା ବାଣ୍ଟୁଛନ୍ତି ଭାଜପା କର୍ମୀ!

ଚେନ୍ନାଇ,୮।୪: ଲୋକ ସଭା ନିର୍ବାଚନର ପ୍ରଚାର ଚାଲିଥିବାବେଳେ ତାମିଲନାଡ଼ୁର ଜଣେ ଭାଜପା କର୍ମୀଙ୍କ ନିକଟରୁ ନଗଦ ୩.୯୮ କୋଟି ଟଙ୍କା ଜବତ କରାଯାଇଛି। ସୂଚନା ଅନୁଯାୟୀ ଶନିବାର ବିଳମ୍ବିତ ରାତିରେ ତିରୁନେଲ୍‌ଭେଲି ଅଭିମୁଖେ ଯାତ୍ରା କରୁଥିବା ଏକ ଏକ୍ସପ୍ରେସ ଟ୍ରେନ୍‌ରେ ୩…

ସଂଯୁକ୍ତତା, ସମନ୍ବୟ ଉପରେ ଆଜି ୩ ବାହିନୀର ସମ୍ମିଳନୀ

ନୂଆଦିଲ୍ଲୀ,୮ା୪(ପି.ଟି.):ସେନାରେ ସଂଯୁକ୍ତତା ଓ ସମନ୍ବୟକୁ ଆଗେଇ ନେବା ପାଇଁ ଉପକ୍ରମ ଏବଂ ସଂସ୍କାର ଆଣିବା ଲକ୍ଷ୍ୟରେ ସୋମବାର ନୂଆଦିଲ୍ଲୀରେ ୩ ବାହିନୀର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ‘ପରିବର୍ତ୍ତନ ଚିନ୍ତନ’ ନାମରେ ଏହି ସମ୍ମିଳନୀରେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌)…

ଏନ୍‌ଆଇଏ ନାଁରେ ଅସଦାଚରଣ ମାମଲା

କୋଲକାତା,୮ା୪:୨୦୨୨ ଡିସେମ୍ବରରେ ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲା ଅନ୍ତର୍ଗତ ନରୁଆବିଲ୍ଲା ଗ୍ରାମରେ ଘଟିଥିବା ବିସ୍ଫୋରଣରେ ୩ ଜଣ ପ୍ରାଣ ହରାଇଥିଲେ। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ର ଅଫିସରମାନେ ଏହି ମାମଲାର ତଦନ୍ତ କରିବା ପାଇଁ ଶୁକ୍ରବାର ବିଳମ୍ବିତ ରାତିରେ ଭୂପତିନଗରକୁ ଯାଇଥିବାବେଳେ…

ପୁଣି ଉଡିବ ଭିସ୍ତାରା, ସିଇଓଙ୍କ ଦାବି ୯୮ ପ୍ରତିଶତ ପାଇଲଟ କରି ସାରିଲେଣି କଣ୍ଟ୍ରାକ୍ଟ ସାଇନ

ନୂଆଦିଲ୍ଲୀ,୭।୪: ସଙ୍କଟରେ ଫସିଥିବା ଭିଷ୍ଟାରା ଏୟାରଲାଇନ୍ସର ସିଇଓ ବିନୋଦ କନ୍ନନ ଦାବି କରିଛନ୍ତି ଯେ କମ୍ପାନୀର ପ୍ରାୟ ୯୮ ପ୍ରତିଶତ ପାଇଲଟ ନୂଆ କଣ୍ଟ୍ରାକ୍ଟରେ ସାଇନ କରିଛନ୍ତି। ସେ କହିଛନ୍ତି ଯେ ଆମେ ନିରନ୍ତର ଉଦ୍ୟମ କରୁଛୁ ଏବଂ ଶୀଘ୍ର ସମସ୍ତ…

ପ୍ରଥମ ଥର ଭୋଟ ଦେଖିବ ସିଂହଭୂମ: ମାଓବାଦୀପ୍ରବଣ ଅଞ୍ଚଳକୁ ହେଲିକପ୍ଟରରେ ଯିବେ ପୋଲିଂ ଟିମ୍‌

ରାଞ୍ଚତ୍,୭ା୪:ଝାଡ଼ଖଣ୍ଡର ମାଓବାଦୀ ଅଧ୍ୟୁଷିତ ସିଂହଭୂମ ଜିଲାର ଆଭ୍ୟନ୍ତରୀଣ ଅଞ୍ଚଳ ଦୀର୍ଘ ୨ ଦଶନ୍ଧି ପରେ ପ୍ରଥମ ଥର ପାଇଁ ମତଦାନ ଦେଖିବାକୁ ଯାଉଛି। ସେଠାରେ ମେ’ ୧୩ରେ ନିର୍ବାଚନ ହେବାକୁ ଥିବାବେଳେ ପୋଲିଂ କର୍ମଚାରୀ ଏବଂ ଅନ୍ୟାନ୍ୟ ଉପକରଣ ହେଲିକପ୍ଟରରେ ଯାଇ…

ସୋରେନ୍‌ଙ୍କ ବିରୋଧରେ ମନିଲଣ୍ଡରିଂ ମାମଲା: ପ୍ରମାଣ ଭାବେ ଫ୍ରିଜ୍‌, ଟିଭି ରସିଦ ଉପସ୍ଥାପନ କଲା ଇଡି

ନୂଆଦିଲ୍ଲୀ/ରାଞ୍ଚତ୍,୭ା୪ : ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ୩୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ଜମିକୁ ବେଆଇନ ଭାବେ ୮.୮୬ କୋଟି ଟଙ୍କାରେ କିଣିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଭିଯୋଗ ଆଣିଥିବାବେଳେ ଏହାର ପ୍ରମାଣ ସ୍ବରୂପ ଫ୍ରିଜ୍‌ ଏବଂ ସ୍ମାର୍ଟ…

ପୁଅଙ୍କ ଟିକେଟ କଟିବା ପରେ ଆଶ୍ଚର୍ଯ୍ୟ ହୋଇ ନ ଥିଲେ ମା’ ମାନେକା

ନୂଆଦିଲ୍ଲୀ,୭।୪: ଆସନ୍ତା ଲୋକ ସଭା ନିର୍ବାଚନ ପାଇଁ ସମସ୍ତ ଦଳ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ସେପଟେ ଉତ୍ତରପ୍ରଦେଶର ସୁଲତାନପୁରଏମପି ମାନେକା ଗାନ୍ଧୀ ତାଙ୍କ ପୁଅର ଟିକେଟ ବାତିଲ ଏବଂ ପିଲଭିତରୁ ଏମପି ରହିଥିବା ବରୁଣ ଗାନ୍ଧୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏକ…

ସୁବିଧା ପୋର୍ଟାଲରେ ପ୍ରଚାର ପାଇଁ ମିଳିଲା ୭୩ ହଜାର ଆବେଦନ

ନୂଆଦିଲ୍ଲୀ,୭।୪: ରବିବାର ନିର୍ବାଚନ କମିଶନ କହିଛନ୍ତି ଯେ ଲୋକ ସଭା ନିର୍ବାଚନ ଘୋଷଣା ହେବା ପରଠାରୁ ବିଭିନ୍ନ ଅଭିଯାନ କାର୍ଯ୍ୟକଳାପ ପାଇଁ ଅନୁମତି ପାଇବାକୁ ଏହାର ସୁବିଧା ପୋର୍ଟାଲରେ ୭୩ ହଜାରରୁ ଅଧିକ ଆବେଦନ ଗ୍ରହଣ କରାଯାଇଥିଲା। ଦଳ ଏବଂ ପ୍ରାର୍ଥୀଙ୍କ…

ମୋଦିଙ୍କ ପାଦ ଛୁଇଁଲେ ନୀତୀଶ: ଭିଡିଓ ଭାଇରାଲ

ନବାଦା,୭।୪: ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କର ରବିବାର ନବାଦାରେ ଏକ ନିର୍ବାଚନ ରାଲିରେ ଦେଇଥିବା ଭାଷଣ ଅନେକ ଦିଗରୁ ଆଲୋଚନାର ବିଷୟ ପାଲଟିଛି। ୨୫ ମିନିଟର ସମ୍ବୋଧନରେ ସେ ମଜାଳିଆ ଢଙ୍ଗରେ ବି କହିଛନ୍ତି, ଏହାସହ ସେ ମଞ୍ଚରେ ବସିଥିବା ପ୍ରଧାନମନ୍ତ୍ରୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?