ଜାତୀୟ

ଜେଲ୍‌ରେ ରହିବେ କବିତା

ନୂଆଦିଲ୍ଲୀ,୧୫ା୪: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ସିବିଆଇ ମାମଲାରେ ଗିରଫ ହୋଇଥିବା ବିଆରଏସ ନେତା କେ କବିତାଙ୍କୁ କୋର୍ଟ ଏକ ବଡ଼ ଝଟ୍‌କା ଦେଇଛନ୍ତି। ସୋମବାର ଦିଲ୍ଲୀର ରାଉସ୍‌ ଆଭେନ୍ୟୁ କୋର୍ଟ ସିବିଆଇର ଦାବିକୁ ଅନୁମୋଦନ କରିଛି। ୨୩ ଏପ୍ରିଲ ପର୍ଯ୍ୟନ୍ତ…

ଲୋକ ସଭା ନିର୍ବାଚନ: ଫିଲ୍ମ କଳାକାରଙ୍କୁ ମିଳୁନାହିଁ ହେଲିକପ୍ଟର

ନୂଆଦିଲ୍ଲୀ,୧୫।୪: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ନେତାଙ୍କ ଦ୍ୱାରା ହେଲିକପ୍ଟର ଯୋଗେ ନିର୍ବାଚନ ପ୍ରଚାରର ଚାହିଦା ବହୁତ ବୃଦ୍ଧି ପାଇଛି। ପରିସ୍ଥିତି ଏପରି ଯେ ବଲିଉଡ ଏବଂ ଟଲିଉଡଠାରୁ ଆରମ୍ଭ କରି କର୍ପୋରେଟ ହାଉସ ପର୍ଯ୍ୟନ୍ତ ସମସ୍ତେ ହେଲିକପ୍ଟର ସହଜରେ…

ଜେଲ୍‌ ନଂ ୨ରେ କେଜ୍‌ରିଓ୍ବାଲଙ୍କ ସହ ଅଛନ୍ତି ଏତିକି କଏଦୀ

ନୂଆଦିଲ୍ଲୀ,୧୫ା୪: ମଦ ଦୁର୍ନୀତି ସହ ଜଡ଼ିତ ଅର୍ଥ ହେର୍‌ଫେର୍‌ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ତିହାର ଜେଲ୍‌ରେ ରହିଛନ୍ତି। ତେବେ ସେ ସୁପ୍ରିମକୋର୍ଟରେ ଗିରଫଦାରୀକୁ ଚ୍ୟାଲେଞ୍ଜ କରିଛନ୍ତି, ଯାହା ଆଜି ସୋମବାର ଶୁଣାଣି ହେବ। କେଜ୍‌ରିଓ୍ବାଲ ୧୫ ଏପ୍ରିଲ ପର୍ଯ୍ୟନ୍ତ…

ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର, ୧୭ ଭାରତୀୟଙ୍କ ମୁକ୍ତିକୁ ନେଇ ହେଲା ଚର୍ଚ୍ଚା

ନୂଆଦିଲ୍ଲୀ,୧୫।୪: ରବିବାର ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢୁଥିବା ତିକ୍ତତାକୁ ନେଇ ଭାରତ ଗୁରୁତର ଚିନ୍ତା ପ୍ରକଟ କରିଛି ଏବଂ ଉଭୟ ଦେଶକୁ ହିଂସାଠାରୁ ନିବୃତ୍ତ ରହିବାକୁ କହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ରବିବାର ଇରାନର ବୈଦେଶିକ ମନ୍ତ୍ରୀ…

କେଜରିଓ୍ବାଲଙ୍କୁ ଜେଲରେ ଭେଟିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୫।୪: ଦିଲ୍ଲୀ ଏକ୍ସାଇଜ ପଲିସି ସହ ଜଡିତ ଅର୍ଥ ହେରଫେର ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସୋମବାର ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାଗବତ ମାନ ଭେଟିବେ।…

କେଜ୍‌ରିଓ୍ବାଲ୍‌ଙ୍କୁ ମିଳିପାରେ ଆଶ୍ୱସ୍ତି

ମୁମ୍ବାଇ,୧୫।୪: ଦିଲ୍ଲୀର ଏକ୍ସାଇଜ ପଲିସି ସହ ଜଡିତ ଅର୍ଥ ହେରଫେର ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ ସୋମବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଆବେଦନ ଶୁଣାଣି କରିବେ। କେଜ୍‌ରିଓ୍ବାଲ ଇଡି ଗିରଫ କରିବା ଏବଂ ଜେଲରେ ରଖିବା ନିଷ୍ପତ୍ତିକୁ ବୈଧ କରିବା ନେଇ ଦିଲ୍ଲୀ…

ଲିଭ୍‌-ଇନ୍‌ ପାର୍ଟନର, ପୁଅଙ୍କୁ ହତ୍ୟା କରି ନିଜେ ଝୁଲିପଡିଲେ ଡ୍ରାଇଭର

ନାଗପୁର, ୧୪।୪: ମହାରାଷ୍ଟ୍ରର ନାଗପୁର ସହରର ଏକ ହୋଟେଲରେ ଜଣେ ୩୦ ବର୍ଷୀୟ ବ୍ୟକ୍ତି ନିଜ ଲିଭ୍‌-ଇନ୍‌ ପାର୍ଟନର ଓ ୩ ବର୍ଷର ପୁଅଙ୍କୁ ହତ୍ୟା କରିବା ପରେ ଦଉଡ଼ିରେ ଝୁଲି ଆତ୍ମହତ୍ୟା କରିଛନ୍ତି। ବୃତ୍ତିରେ ଡ୍ରାଇଭର ଥିବା ସଚିନ ବିନୋଦ…

ଜୀବନ ଯୁଦ୍ଧରେ ହାରିଗଲେ ୬ ବର୍ଷର ଶିଶୁ

ରଓ୍ବୋ,୧୪ା୪: ମଧ୍ୟପ୍ରଦେଶର ରଓ୍ବୋ ଜିଲାରେ ୨ ଦିନ ପୂର୍ବରୁ ଏକ ବୋର୍‌ଓ୍ବେଲ୍‌ରେ ଖସିପଡ଼ିଥିବା ୬ ବର୍ଷର ଶିଶୁ ରବିବାର ପ୍ରାଣ ହରାଇଛନ୍ତି। ଉତ୍ତରପ୍ରଦେଶ ସୀମାରେ ଥିବା ମନିକା ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଶିଶୁଟି ଖେଳୁଥିବା ବେଳେ ଏକ ୭୦ ଫୁଟ୍‌ ଗଭୀର…

ବିମାନ, ସିନେମା ହଲ ଭଳି ଟ୍ରେନରେ ବି ମିଳିବ ମନପସନ୍ଦ ସିଟ, ରେଲଓ୍ବେ ପ୍ରସ୍ତୁତ କଲା ସପ୍ଟଓ୍ବେୟାର

ନୂଆଦିଲ୍ଲୀ,୧୪।୪: ବିମାନ ଏବଂ ସିନେମା ହଲ ଭଳି ବର୍ତ୍ତମାନ ଯାତ୍ରୀମାନଙ୍କୁ ଟ୍ରେନରେ ନିଜ ମନ ପସନ୍ଦର ସିଟ ଦେବା ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ରେଲଓ୍ବେ ପ୍ରସ୍ତୁତ ହେଉଛି। ଏଥିପାଇଁ ନୂତନ ସଫ୍ଟୱେୟାର୍‌ ପ୍ରାୟ ପ୍ରସ୍ତୁତ। ଭାରତୀୟ ରେଲଓ୍ବେ କ୍ୟାଟରିଂ ଆଣ୍ଡ ଟୁରିଜିମ…

ଏହି ଦିନ ଆସିବ ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନା ବୈଧତା ଉପରେ ରାୟ

ନୂଆଦିଲ୍ଲୀ,୧୪ା୪ :ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନାର ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାଏର ଏକାଧିକ ପିଟିଶନ୍‌ର ରାୟ ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠ ଏହି…

ଭାରତକୁ ବଡ଼ ସଫଳତା: ଟ୍ୟାଙ୍କବିଧ୍ୱଂସୀ ମିଶାଇଲ ସିଷ୍ଟମ୍‌ର ସଫଳ ପରୀକ୍ଷା

ନୂଆଦିଲ୍ଲୀ,୧୪ା୪:ଭାରତୀୟ ସେନା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଟ୍ୟାଙ୍କବିଧ୍ୱଂସୀ ଗାଇଡେଡ୍‌ ମିଶାଇଲ୍‌ ସିଷ୍ଟମ୍‌ର ସଫଳ ପରୀକ୍ଷା କରିଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ (ଡିଆର୍‌ଡିଓ) ଦ୍ୱାରା ଡିଜାଇନ ଓ ବିକଶିତ ହୋଇଥିବା ଏହି ଓ୍ବିପନ୍‌ ସିଷ୍ଟମକୁ ଜଣେ ବ୍ୟକ୍ତି ବହନ କରିପାରିବେ।…

ଏୟାର ଇଣ୍ଡିଆର ଉଡାଣ ରଦ୍ଦ, ଇରାନ, ଇସ୍ରାଏଲ ଯୁଦ୍ଧକୁ ନେଇ ନିଆଯାଇଛି ନିଷ୍ପତ୍ତି

ନୂଆଦିଲ୍ଲୀ,୧୪।୪: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବିବାଦ ଯୋଗୁଁ ବିମାନ ଚଳାଚଳ କ୍ଷେତ୍ରରେ ଉତ୍ତେଜନା ଦେଖାଦେଇଛି। ଗୋଟିଏ ଦିନ ପୂର୍ବରୁ ଯୁଦ୍ଧର ଆଶଙ୍କା ଥିବାରୁ ଅନେକ ବିମାନ ସେବା ଇରାନର ଆକାଶ ସୀମା ପରିବର୍ତ୍ତେ ଅନ୍ୟ ରୁଟ ନେବା ଆରମ୍ଭ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?