ଏଲ୍ଏଲ୍ବି ପାଠ୍ୟକ୍ରମ ୫ ବର୍ଷ ରହିବ
ନୂଆଦିଲ୍ଲୀ,୨୩ା୪: ଆଇନ ପେସାକୁ ପରିପକ୍ୱ ବ୍ୟକ୍ତିମାନେ ଆସିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନ ଡିଗ୍ରୀ ପାଠ୍ୟକ୍ରମକୁ ୩ ବର୍ଷକୁ ହ୍ରାସ କରିବା ପାଇଁ ଦାଏର ଜନସ୍ବାର୍ଥ ମାମଲା (ପିଆଇଏଲ୍)କୁ ଅଗ୍ରାହ୍ୟ କରିଦେଇଛନ୍ତି। ବର୍ତ୍ତମାନ ଡିଗ୍ରୀ ପାଠ୍ୟକ୍ରମ ୫…
ପଶ୍ଚିମବଙ୍ଗରେ ବେଆଇନ ନିଯୁକ୍ତି ରଦ୍ଦ
କୋଲକାତା,୨୩ା୪: ପଶ୍ଚିମବଙ୍ଗର ସରକାରୀ ତଥା ଅନୁଦାନପ୍ରାପ୍ତ ସ୍କୁଲ୍ଗୁଡ଼ିକ ପାଇଁ ୨୦୧୬ର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ କାଲ୍କାଟା ହାଇକୋର୍ଟ ସୋମବାର ରଦ୍ଦ କରିଦେଇଛନ୍ତି। ଫଳରେ ୨୫,୭୫୩ ଜଣ ଶିକ୍ଷକ ନିଯୁକ୍ତି ହରାଇବାକୁ ଯାଉଥିବାବେଳେ ସେମାନଙ୍କୁ ୧୨ ପ୍ରତିଶତ ସୁଧ ସହ ବେତନ ଫେରାଇବାକୁ…
ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କଲା କଂଗ୍ରେସ, ଏହି ଆସନରେ ଦେଲା ପ୍ରାର୍ଥୀ
ନୂଆଦିଲ୍ଲୀ,୨୨।୪: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ସୋମବାର ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ଦ୍ୱାରା ପ୍ରକାଶିତ ଏହି ତାଲିକାରେ ସମୁଦାୟ ୭ଜଣ ପ୍ରାର୍ଥୀଙ୍କ ନାମ ରହିଛି, ଯେଉଁଥିରୁ ପାଞ୍ଚ…
ତାଜମହଲକୁ ନେଇ କାହିଁକି ଏଏସ୍ଆଇର ମତ ଲୋଡ଼ିଲେ ସୁପ୍ରିମକୋର୍ଟ…
ନୂଆଦିଲ୍ଲୀ,୨୨ା୪: ସୋମବାର ସୁପ୍ରିମକୋର୍ଟ ତାଜମହଲ ଏବଂ ଏହାର ଆଖପାଖର ସଂରକ୍ଷଣ ପାଇଁ ପ୍ରସ୍ତୁତ ଭିଜନ ଡକ୍ୟୁମେଣ୍ଟ ଏବଂ ପ୍ଲାନ୍ ଉପରେ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଫ୍ ଇଣ୍ଡିଆ (ଏସ୍ଆଇ)ରୁ ପ୍ରତିକ୍ରିୟା ମାଗିଛନ୍ତି। ଜଷ୍ଟିସ ଅଭୟ ଏସ୍ ଓକା ଏବଂ ଉଜ୍ଜଲ ଭୂୟାଁଙ୍କ ଏକ…
କୋର୍ଟରୁ କେଜ୍ରିଓ୍ବାଲ୍ଙ୍କୁ ଆଉ ଏକ ଝଟ୍କା
ନୂଆଦିଲ୍ଲୀ,୨୨ା୪: କୋର୍ଟରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍ଙ୍କୁ ଏକ ବଡ଼ ଝଟ୍କା ଲାଗିଛି। ଡାଇବେଟିସ୍ ସମ୍ବନ୍ଧରେ ତାଙ୍କ ବ୍ୟକ୍ତିଗତ ଡାକ୍ତରଙ୍କ ସହ ନିୟମିତ ପରାମର୍ଶ କରିବାକୁ କେଜ୍ରିଓ୍ବାଲ୍ଙ୍କ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ନିୟମିତ ଇନ୍ସୁଲିନ ଦେବା ପାଇଁ ଅରବିନ୍ଦଙ୍କ ପକ୍ଷରୁ…
ଭାଜପା ପ୍ରାର୍ଥୀ ମୁକେଶ ଦଲାଲ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ
ନୂଆଦିଲ୍ଲୀ,୨୨।୪: ସୁରଟରେ ଭାଜପା ପ୍ରାର୍ଥୀ ମୁକେଶ ଦଲାଲ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ରାଜ୍ୟ ଭାଜପା ସଭାପତି ସିଆର ପାଟିଲ ଏହି ସୂଚନା ଦେଇଛନ୍ତି। ସୁରଟରେ କଂଗ୍ରେସ ପ୍ରାର୍ଥୀ ନୀଳେଶ କୁମ୍ବାନୀଙ୍କ ନାମାଙ୍କନ ରଦ୍ଦ କରାଯାଇଛି। ଏଥି ସହିତ ବିଏସପିର ପ୍ୟାରେଲାଲା ଭାରତୀ…
୩୦ ସପ୍ତାହ ଭୃଣକୁ ଗର୍ଭପାତ ଅନୁମତି ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ, ୨୨।୪: ବମ୍ବେ ହାଇକୋର୍ଟଙ୍କ ରାୟକୁ ଖାରଜ କରି ବଳାତ୍କାର ଶିକାର ହୋଇଥିବା ୧୪ ବର୍ଷ ବୟସ୍କା ନାବାଳିକାଙ୍କୁ ୩୦ ସପ୍ତାହ ଭୃଣ ଗର୍ଭପାତ କରିବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ଏକ ବେଞ୍ଚ ଏହା…
ପୃଥିବୀର ନିକଟତର ଡେଭିଲ୍ ଧୂମକେତୁ: ୭୧ ବର୍ଷ ପରେ ବିରଳ ସଂଯୋଗ
ମୁମ୍ବାଇ,୨୨ା୪:ଡେଭିଲ ଧୂମକେତୁ ଭାବେ ପରିଚିତ ‘୧୨ପି/ପୋନ୍ସ-ବ୍ରୁକ୍ସ’ ରବିବାର ପୃଥିବୀର ନିକଟତର ହୋଇଛି। ୭୧ ବର୍ଷ ପରେ ଘଟିଥିବା ଏହି ବିରଳ ସଂଯୋଗ ଭାରତୀୟ ତଥା ବିଶ୍ୱର ବୈଜ୍ଞାନିକମାନଙ୍କୁ ରୋମାଞ୍ଚତ୍ତ କରିଛି। ସୂର୍ଯ୍ୟଙ୍କୁ ପରିକ୍ରମା କରୁଥିବା ଏହି ଧୂମକେତୁ ମାର୍ଚ୍ଚ ପ୍ରଥମ ଭାଗରୁ…
ମଣିପୁରର ୧୧ ବୁ୍ଥ୍ରେ ମତଦାନ ଆରମ୍ଭ
ଇମ୍ଫାଲ,୨୨।୪: ୨୦୨୪ ଲୋକ ସଭା ନିର୍ବାଚନ ମଣିପୁରରେ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟରେ ଆଭ୍ୟନ୍ତରୀଣ ମଣିପୁର ଲୋକ ସଭା ଆସନ ପାଇଁ ଭୋଟ ଅନୁଷ୍ଠିତ ହୋଇଥିଲା, କିନ୍ତୁ ଠକେଇ ଅଭିଯୋଗ ହେତୁ ୧୧ଟି ମତଦାନ କେନ୍ଦ୍ରରେ ପୁନଃମତଦାନ…
ସ୍ବାସ୍ଥ୍ୟ ବୀମା ପାଇଁ ଆସିଲା ନୂଆ ନିୟମ: ଏଣିକି…
ନୂଆଦିଲ୍ଲୀ,୨୨ା୪:ସ୍ବାସ୍ଥ୍ୟ ବୀମା କ୍ରୟ କ୍ଷେତ୍ରରେ ପୂର୍ବରୁ ରହିଆସିଥିବା ସର୍ବୋଚ୍ଚ ବୟସ ସୀମା ୬୫ ବର୍ଷକୁ ଇନ୍ସ୍ୟୁରାନ୍ସ ରେଗୁଲେଟୋରି ଆଣ୍ଡ୍ ଡେଭେଲପ୍ମେଣ୍ଟ ଅଥରିଟି ଅଫ୍ ଇଣ୍ଡିଆ (ଆଇଆର୍ଡିଏଆଇ) ପକ୍ଷରୁ ହଟାଇ ଦିଆଯାଇଛି। ଫଳରେ ଏଣିକି ଜଣେ ବ୍ୟକ୍ତି ୬୫ ବର୍ଷ ବୟସରେ ମଧ୍ୟ…
ଭ୍ରଷ୍ଟାଚାରୀ ବଡ଼ ପଦାଧିକାରୀ: ଇଣ୍ଡିଆ
ରାଞ୍ଚତ୍,୨୨ା୪:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ନୀତି ବିରୋଧରେ କହୁଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଓ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କୁ ମିଥ୍ୟା ଅଭିଯୋଗରେ ସେ ଜେଲରେ ପୂରାଇଛନ୍ତି। ପ୍ରଧାନମନ୍ତ୍ରୀ ଯେତେବେଳେ ଦୁର୍ନୀତି ବିରୋଧରେ କୁହନ୍ତି, ମନେହୁଏ ସତେଯେମିତି ଓସାମା ବିନ୍…
ମୋଦି କହିଲେ ଯାହାର ଅଧିକ ସନ୍ତାନ, ତାଙ୍କୁ ଅଧିକ ଅଧିକାର ଦେବ କଂଗ୍ରେସ, ପ୍ରତିକ୍ରିୟା ରଖିଲେ ପଓ୍ବନ ଖେଡା
ନୂଆଦିଲ୍ଲୀ,୨୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କଂଗ୍ରେସ ଦଳକୁ ଆଦିବାସୀଙ୍କ କଲ୍ୟାଣକୁ ଅଣଦେଖା କରିଥିବା ଅଭିଯୋଗ କରିଛନ୍ତି। ରାଜସ୍ଥାନର ବାନସୱାରାରେ କଂଗ୍ରେସକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, କଂଗ୍ରେସ ସହରାଞ୍ଚଳ ନକ୍ସଲମାନଙ୍କ କବଳରେ ଅଛି। କଂଗ୍ରେସର ମନିଫେଷ୍ଟୋ ହେଉଛି ମାଓବାଦକୁ…

