ଜାତୀୟ

ରାଜନୀତିକୁ ଆସିବେକି ନୀତୀଶଙ୍କ ପୁଅ? ଲଭଲି ଆନନ୍ଦ ଦେଲେ ବଡ ବୟାନ

ପାଟନା,୨୯।୬: ଆସନ୍ତା ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ବିହାର ବିଧାନସଭା ନିର୍ବାଚନକୁ ନେଇ ବିହାରରେ ରାଜନୈତିକ ଅସ୍ଥିରତା ତୀବ୍ର ହୋଇଛି। ଏହି ସମୟରେ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାରଙ୍କ ରାଜନୀତିରେ ପ୍ରବେଶକୁ ନେଇ ଶିବହର୍‌…

ଭାଜପା କମିଟିର ଅଭିଯୋଗ: ‘ମମତାଙ୍କ ଶାସନ କାଳରେ ପଶ୍ଚିମବଙ୍ଗ ମିନି ପାକିସ୍ତାନ ହୋଇଯାଇଛି…’

ନୂଆଦିଲ୍ଲୀ,୨୯।୬: ପଶ୍ଚିମବଙ୍ଗରେ ଲୋକ ସଭା ନିର୍ବାଚନ ପରେ ଘଟିଥିବା ରାଜନୈତିକ ହିଂସାକୁ ଅନୁଧ୍ୟାନ କରିବା ପାଇଁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ଦ୍ୱାରା ଗଠିତ ୪ ସଦସ୍ୟ ବିଶିଷ୍ଟଫ୍ୟାକ୍ଟ ଫାଇଣ୍ଡିଙ୍ଗ କମିଟି ତାଙ୍କର ରିପୋର୍ଟ ରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉପରେଅନେକ ବଡ…

ମମତା ବାନାର୍ଜୀଙ୍କ ଅଡୁଆ ବଢିଲା

କୋଲକାତା,୨୯।୬: ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ ଶୁକ୍ରବାର କୋଲକାତା ହାଇକୋର୍ଟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି। ଯେଉଁଥିରେ ମମତା କହିଥିଲେ, ରାଜ ଭବନରେ ଘଟିଥିବା ଘଟଣା ଯୋଗୁ ମହିଳାମାନେ ସେଠାକୁ ଯିବାକୁ ଭୟ କରୁଛନ୍ତି…

ଶିମ୍‌ଲାରେ ଭୂସ୍ଖଳନ: ପୋତିହୋଇଛି ବହୁ ଗାଡ଼ି

ଶିମ୍‌ଲା,୨୯ା୬: ହିମାଚଳପ୍ରଦେଶରେ ପ୍ରବଳ ବର୍ଷା ଲାଗିରହିଥିବାବେଳେ ଶିମ୍‌ଲାରେ ଭୂସ୍ଖଳନ ଘଟି ବହୁସଂଖ୍ୟାରେ ଗାଡ଼ି ମାଟି ଓ ପଥର ଖଣ୍ଡ ତଳେ ପୋତିହୋଇ ପଡ଼ିଛି। ଗାଡ଼ିଗୁଡ଼ିକୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଗୁରୁବାର ହିମାଚଳପ୍ରଦେଶର…

ଜୁନ୍‌ ଗ୍ରୀଷ୍ମରେ ୬୧.୯ କୋଟି ଭାରତୀୟ କଲବଲ

ନୂଆଦିଲ୍ଲୀ,୨୯ା୬ (ପି.ଟି.): ଚଳିତ ଜୁନ୍‌ରେ ୯ ଦିନରୁ ଊର୍ଦ୍ଧ୍ୱ ପ୍ରଚଣ୍ଡ ଗ୍ରୀଷ୍ମ ଲହର ଅନୁଭୂତ ହୋଇଥିଲା। ସାରା ବିଶ୍ୱର ପ୍ରାୟ ୫୦୦ କୋଟି ଲୋକ ପ୍ରଚଣ୍ଡ ଗ୍ରୀଷ୍ମର ଯନ୍ତ୍ରଣା ସହିଥିବାବେଳେ ସେମାନଙ୍କ ମଧ୍ୟରେ ଭାରତର ୬୧.୯ କୋଟି ରହିଛନ୍ତି। ଆମେରିକାର ନିରପେକ୍ଷ…

ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ୟୁଜିସି-ନେଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୯ା୬ (ପି.ଟି.): ଭାରତୀୟ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକରେ ‘ଆସିଷ୍ଟାଣ୍ଟ ପ୍ରଫେସର’ ଏବଂ ‘ଜୁନିୟର ରିସର୍ଚ୍ଚ ଫେଲୋଶିଫ୍‌ ଓ ଆସିଷ୍ଟାଣ୍ଟ ପ୍ରଫେସର’ ପଦରେ ନିଯୁକ୍ତି ପାଇଁ ୟୁଜିସି-ନେଟ୍‌ ପରୀକ୍ଷା ଜୁନ୍‌ ୧୮ରେ ଅନୁଷ୍ଠିତ ହୋଇଥିଲା। ଦେଶର ୩୧୭ ସହରରେ ୧୧.୨୧ ଲକ୍ଷରୁ ଊର୍ଦ୍ଧ୍ୱ…

ପ୍ରସ୍ତାବ ମାଗିଲା ପରୀକ୍ଷା ସଂସ୍କାର କମିଟି

ନୂଆଦିଲ୍ଲୀ,୨୯ା୬ (ପି.ଟି.): ସର୍ବଭାରତୀୟ ଏଣ୍ଟ୍ରାନ୍ସଗୁଡ଼ିକରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗକୁ ନେଇ ବିବାଦ ଲାଗିରହିଥିବାବେଳେ ପରୀକ୍ଷାରେ ସଂସ୍କାର ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଉଚ୍ଚ ସ୍ତରୀୟ କମିଟି ଶୁକ୍ରବାର କେନ୍ଦ୍ରର ଛାତ୍ରୀଛାତ୍ର, ଅଭିଭାବକଙ୍କ ସମେତ ପକ୍ଷମାନଙ୍କଠାରୁ ପ୍ରସ୍ତାବ ଆହ୍ବାନ…

ସଂସଦରେ କିଏ ଅନ୍‌-ଅଫ୍‌ କରନ୍ତି ମାଇକ୍‌? ରାହୁଲ ଆଣିଲେ ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ,୨୮।୬: NEET ପେପର୍‌ ଲିକ୍‌ ପ୍ରସଙ୍ଗକୁ ନେଇ ଜାତୀୟ ରାଜନୀତି ଉଠୁଛି ପଡୁଛି। ତେବେ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ସଂସଦରେ ସରକାରଙ୍କୁ ଘେରୁଛନ୍ତି। ହେଲେ ଏସମ୍ପର୍କରେ କୌଣସି ପୂର୍ଣ୍ଣରୂପେ ଆଲୋଚନା ହୋଇପାରୁ ନାହିଁ। ସଂସଦରେ ଏହି ମୁଦ୍ଦା ଉଠାଇ ବିରୋଧୀ…

ସ୍ତ୍ରୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଆତ୍ମହତ୍ୟାର ବାଟ ବାଛି ନେଲେ ଭଜନ ଗାୟକ, ଭାଇଙ୍କୁ ପଠାଇଲେ ଭିଡିଓ

ଗ୍ବାଲିଅର,୨୮।୬: ମଧ୍ୟପ୍ରଦେଶ ଗ୍ବାଲିୟରରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଭଜନ ଗାୟକ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଚରମ ନିଷ୍ପତ୍ତି ନେବା ପୂର୍ବରୁ ସେ ନିଜ ଭାଇକୁ ୬ ମିନିଟ ୫୦ ସେକେଣ୍ଡର ଏକ ଭିଡିଓ…

ହସ୍ପିଟାଲ୍‌ ଭିତରେ ପଶିଲା ପାଣି, ଅପରେସନ୍‌ ବନ୍ଦ

ପାଟନା, ୨୮।୦୬: ଶୁକ୍ରବାର ଦିଲ୍ଲୀରେ ପ୍ରବଳ ବର୍ଷା ହେତୁ ରାଜଧାନୀ ଜଳମଗ୍ନ ହୋଇଛି । ରାସ୍ତାଘାଟ ପାଣିରେ ଭରି ରହିଥିବାରୁ ଗାଡ଼ିଗୁଡ଼ିକ ଯାଇ ନପାରି ରାସ୍ତା ଜମ୍‌ ଭଳି ସମସ୍ୟା ସୃଷ୍ଟି ହୋଇଛି । ଅନ୍ୟପଟେ ହସ୍ପିଟାଲ୍‌ ମଧ୍ୟ ପ୍ରଭାବିତ ହୋଇଛି…

କ’ଣ ସତରେ ରାହୁଲଙ୍କ ମାଇକ୍‌କୁ କରାଯାଇଥିଲା ବନ୍ଦ, ଜଣାପଡିଲା ସାଂଘାତିକ କଥା…

ନୂଆଦିଲ୍ଲୀ,୨୮।୬: ଲଗାତାର ଦ୍ୱିତୀୟ ଥର ଲୋକ ସଭା ବାଚସ୍ପତି ହେବା ପରେ କୋଟା ଏମପି ଓମ ବିର୍ଲା ଚର୍ଚ୍ଚାରେ ଅଛନ୍ତି। ଶୁକ୍ରବାର ସଂସଦରେ ଯେତେବେଳେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ NEET ପେପର ଲିକ୍‌ ପ୍ରସଙ୍ଗ ଉଠାଇଥିଲେ, ସେତେବେଳେ ତାଙ୍କ…

ସଞ୍ଜୟ ଝାଙ୍କୁ ବଡ଼ ଦାୟିତ଼୍ବ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ

ପାଟନା, ୨୮।୦୬: ବିହାର ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ ମୁଖ୍ୟ ନୀତୀଶ କୁମାର ରାଜ୍ୟସଭା ଏମ୍‌ପି ସଞ୍ଜୟ ଝାଙ୍କୁ ବଡ଼ ଦାୟିତ଼୍ବ ଦେଇପାରନ୍ତି । ତାଙ୍କୁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ କରିବା ପାଇଁ ଯୋଜନା ହେଉଥିବା ଶୁଣାଯାଉଛି । ନୀତୀଶ ସରକାରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?