ଜାତୀୟ

ଲେଡିଜ୍‌ ହଷ୍ଟେଲ ବାଥ୍‌ରୁମ୍‌ରେ ଚୋରା କ୍ୟାମେରା ଲାଗିବା ଘଟଣା: ପୋଲିସ ଦେଲା ଆଶ୍ଚର୍ଯ୍ୟ କଲା ଭଳି ବୟାନ

ହାଇଦ୍ରାବାଦ,୩୧ା୮: ଆନ୍ଧ୍ରପ୍ରଦେଶର କୃଷ୍ଣ ଜିଲାର ଇଞ୍ଜିନିୟରିଂ କଲେଜର ଲେଡିଜ୍‌ ହଷ୍ଟେଲ୍‌ ବାଥ୍‌ରୁମ୍‌ରେ ଚୋରା କ୍ୟାମେରା ଲାଗିବା ଘଟଣାକୁ ନେଇ ଆନ୍ଦୋଳନ ହେଉଛି। ଛାତ୍ରୀଛାତ୍ର କ୍ରମାଗତ ଭାବରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଏବଂ କୌଣସି ପରିସ୍ଥିତିରେ ଅପରାଧୀଙ୍କୁ ରକ୍ଷା ନ କରିବାକୁ ଦାବି…

ହେମନ୍ତ ସୋରେନଙ୍କୁ ଖୋଲା ଅଫର୍‌ ଦେଲେ ହିମନ୍ତ ବିଶ୍ୱ ଶର୍ମା, କହିଲେ ଏକାଠି କାମ କରିବା ଯଦି…

ନୂଆଦିଲ୍ଲୀ,୩୧।୮: ଆସାମ ସିଏମ ଏବଂ ଝାଡଖଣ୍ଡରେ ଭାଜପାର ସହ-ପ୍ରଭାରୀ ଦାୟିତ୍ୱରେ ଥିବା ହିମନ୍ତ ବିଶ୍ୱ ଶର୍ମା ନିଜ ବୟାନକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ଶନିବାର ସେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାକୁ ସର୍ବସାଧରଣରେ ଏକ ଖୋଲା ଅଫର୍‌ ଦେଇଛନ୍ତି। ଯାହାକୁ…

ଅଡୁଆରେ ବାବା ରାମଦେବ, ପତଞ୍ଜଳି ଟୁଥପେଷ୍ଟରେ ମିଶୁଛି ଆମିଷ

ନୂଆଦିଲ୍ଲୀ,୩୧।୮: ପୁଣି ଅଡୁଆରେ ଯୋଗ ଗୁରୁ ବାବା ରାମଦେବ। ନିଜ ପତଞ୍ଜଳି କମ୍ପାନୀରେ ନିରାମିଶ ପ୍ରଡକ୍ଟରେ ବିକ୍ରି କରୁଛନ୍ତି ଆମିଷ। ପତଞ୍ଜଳିର ଟୁଥପେଷ୍ଟ ତଥା ଦିବ୍ୟ ଦନ୍ତ ମଞ୍ଜନରେ ଆମିଷ ମିଶିଥିବା ଅଭିଯୋଗ ହୋଇଛି। ନିରାମିଷ ନାଁରେ ଆମିଷକୁ ବିକ୍ରି କରୁଛି…

କୋଲକାତା ବଳାତ୍କାର ଘଟଣାରେ ବିରୋଧ ପ୍ରଦର୍ଶନ କରୁଥିବା ଛାତ୍ରଙ୍କୁ ଧକ୍କା ଦେଲା ପୋଲିସ ଗାଡ଼ି, ଜଣାପଡିଲା ସେ…

କୋଲକାତା,୩୧।୮: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ତାଲିମପ୍ରାପ୍ତ ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ପ୍ରତିଦିନ କିଛି ନା କିଛି ନୂଆ ଖୁଲାସା ହେଉଛି। ବର୍ତ୍ତମାନ ଏପରି ଘଟଣା ସାମ୍ନାକୁ ଆସିଛି ଯାହା ଚାରିଆଡେ କମ୍ପନ…

ଚିରାଗ ପାସଓ୍ବାନ୍‌ଙ୍କ ଡିଗ୍ରୀକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୩୧।୮: ଭାଜପାର ସହଯୋଗୀ ଲୋକ ଜନଶକ୍ତି ପାର୍ଟି (ରାମବିଳାସ)ର ସଭାପତି ତଥା କେନ୍ଦ୍ର ସରକାରରେ ମନ୍ତ୍ରୀ ଚିରାଗ ପାସୱାନଙ୍କ ଡିଗ୍ରୀ ସମ୍ପର୍କରେ ଏକ ବଡ଼ ଖୁଲାସା କରାଯାଇଛି। ଝାନସିର ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର ଦାବି କରିଛନ୍ତି, ଚିରାଗଙ୍କର ବି-ଟେକ ଡିଗ୍ରୀ…

ବାଂଲାଦେଶ ସହିତ ମିଶି ଷଡଯନ୍ତ୍ର କରୁଛି ପାକିସ୍ତାନ, ଭାରତ ଉପରେ…

ନୂଆଦିଲ୍ଲୀ,୩୧।୮: ବାଂଲାଦେଶରେ ରାଜନୈତିକ ସ୍ଥିରତା ମଧ୍ୟ ଭାରତ ଉପରେ ପ୍ରଭାବ ପକାଉଛି। ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯାଇଛି। କିନ୍ତୁ ବାଂଲାଦେଶରେ ଭାରତ ବିରୋଧରେ ଭାବନା ବୃଦ୍ଧି ପାଉଛି। ପାକିସ୍ତାନ ଏବେ ଏହାର ଖୋଲାଖୋଲି ଭାବେ ଲାଭ ଉଠାଇବା ଆରମ୍ଭ କରିଛି।…

ବିଭୀଷଣ ପାଲଟିଯିବେ ମୋଦିଙ୍କ ‘ହନୁମାନ’: ଅମିତ ଶାହାଙ୍କୁ ଭେଟିବା ପରେ ଏମିତି କିଛି କହିଦେଲେ ଚିରାଗ ପାସୱାନ

ନୂଆଦିଲ୍ଲୀ,୩୧।୮: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ନୀତୀଶ କୁମାର ବିହାରରେ ଭାଜପାକୁ ଫେରିବା ପରଠାରୁ ଏହି ରାଜ୍ୟରେ ଏନଡିଏରେ ଫାଟ ସୃଷ୍ଟି ନେଇ ଚର୍ଚ୍ଚା ହେଉଛି। ଗତ କିଛି ମାସ ମଧ୍ୟରେ ଏଭଳି ଆଲୋଚନା ଚାଲିଛି ଯେ, ମୋଦିଜୀଙ୍କ ହନୁମାନ…

କୋଲକାତା ବଳାତ୍କାର ଘଟଣା ଉପରେ ପ୍ରଧାନମନ୍ତ୍ରୀ ମୋଦି ଦେଲେ ପ୍ରତିକ୍ରିୟା, ସିଜେଆଇ ଚନ୍ଦ୍ରଚୂଡଙ୍କ ସାମ୍ନାରେ କହିଲେ…

ନୂଆଦିଲ୍ଲୀ,୩୧।୮: ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭରତ ମଣ୍ଡପମ୍‌ଠାରେ ଜିଲା ନ୍ୟାୟପାଳିକାର ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏହି ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳାଙ୍କ ବିରୋଧରେ ଅପରାଧ ମାମଲାରେ ଶୀଘ୍ର ନ୍ୟାୟ ପ୍ରଦାନକୁ ସମର୍ଥନ କରିଛନ୍ତି। ମହିଳାଙ୍କ ପ୍ରତି ହେଉଥିବା…

ପେନସନଧାରୀଙ୍କ ମୃତ୍ୟୁ ହୋଇଗଲେ ପରିବାର ସଦସ୍ୟଙ୍କୁ କେତେ ପ୍ରତିଶତ ମିଳିବ ପେନସନ? ଜାଣନ୍ତୁ…

ନୂଆଦିଲ୍ଲୀ,୩୧।୮: ଅଗଷ୍ଟ ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଓପିଏସ ଏବଂ ଏନପିଏସ୍‌ ହଟାଯାଇ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ୟୁନିଫାଏଡ ପେନସନ ଯୋଜନା ଅନୁମୋଦନ କରାଯାଇଥିଲା। ୟୁପିଏସ ଅଧୀନରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ଅତିକମ୍‌ରେ ୨୫ ବର୍ଷ ଧରି…

ନିର୍ବାଚନ ପୂର୍ବରୁ ଗୁଲାମ ନବୀ ଆଜାଦଙ୍କୁ ବଡ ଝଟ୍‌କା

ନୂଆଦିଲ୍ଲୀ,୩୧।୮: ଜମ୍ମୁ -କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କ ଡେମୋକ୍ରାଟିକ ପ୍ରୋଗ୍ରେସିଭ ଆଜାଦ ପାର୍ଟି (ଡିପିଏପି) ପୁଣି ଥରେ ଅସୁବିଧାର ସମ୍ମୁଖୀନ ହୋଇଛି। ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲ କରିଥିବା ୧୦ ଜଣ ଆଜାଦ ପ୍ରାର୍ଥୀଙ୍କ ମଧ୍ୟରୁ ଚାରିଜଣ…

ବଡ଼ ଖବର: କୋଲକାତା ବଳାତ୍କାର-ହତ୍ୟା ଘଟଣାକୁ ଦବାଇବାକୁ ହୋଇଥିଲା ଚେଷ୍ଟା! ମୃତଦେହ ମିଳିବାର ୪୦ ମିନିଟ୍‌ ପରେ…

କୋଲକାତା,୩୧।୮: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ସମଗ୍ର ଦେଶରେ ଆନ୍ଦୋଳନ କରାଯାଉଛି। ଏ ସମ୍ପର୍କରେ ସିବିଆଇ ଶୁକ୍ରବାର କ୍ରମାଗତ ୧୪ ଦିନ ପଚରାଉଚରା ପାଇଁ ଆର୍‌.ଜି କର ମେଡିକାଲ କଲେଜ ଏବଂ…

କଙ୍ଗନାଙ୍କର ଯୋଗ୍ୟତା ନାହିଁ ସଂସଦ ଯିବାର: କାହିଁକି ଏମିତି କହିଲେ ରବର୍ଟ ଭଦ୍ରା

ନୂଆଦିଲ୍ଲୀ,୩୧।୮: କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରା ଶନିବାର ଭାଜପା ଏମପି କଙ୍ଗନା ରାନାୱତଙ୍କୁ କଡ଼ା ଟାର୍ଗେଟ କରିଛନ୍ତି। ଏହି ସମୟରେ ରବର୍ଟ ଭଦ୍ରା କୃଷକଙ୍କ ବିରୋଧରେ କଙ୍ଗନାଙ୍କ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି। ରବର୍ଟ ଭଦ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?