ପୌର ନିର୍ବାଚନ

ସରିଲା ପ୍ରାର୍ଥିପତ୍ର ଯାଞ୍ଚ ପ୍ରକିୟା

ଗଞ୍ଜାମ,୯ା୩(ଡି.ଏନ୍‌.ଏ.): ଆସନ୍ତା ୨୪ରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ବୁଧବାର ଥିଲା ପାର୍ଥିପତ୍ର ଯାଞ୍ଚ l ନିର୍ବାଚନ ମଇଦାନରେ ଥିବା ବିଭିନ୍ନ ଦଳର ୩୧ କାଉସିଲର ଓ ୪ ଜଣ ଚେୟାରମ୍ୟାନ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଯାଞ୍ଚ କରିଥିଲେ ନିର୍ବାଚନ ଅଧିକାରୀ…

ନିର୍ବାଚନ ମଇଦାନରେ ବାପା-ପୁଅ: ଚାଲିଛି କଡ଼ା ଟକ୍କର

ପୋଲସରା,୯।୩(ଡି.ଏନ୍‌.ଏ.): କୁହାଯାଏ, ବାପ ଥିବା ପୁଅ ସଭାରେ ହାରେନି। ହେଲେ, ପୁଅକୁ ହରାଇବା ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ଜଣେ ବାପା। ନିର୍ବାଚନ ରଣାଙ୍ଗନରେ ଉଭୟ ବାପା ପୁଅଙ୍କ ମଧ୍ୟରେ ଲଢ଼େଇ । ଚାଲିଛି କଡ଼ା ଟକ୍କର। ଏଭଳି ନିଆରା ଘଟଣା…

ଅସନ୍ତୁଷ୍ଟ କର୍ମୀ ହେଉଛନ୍ତି ସ୍ବାଧୀନ ପ୍ରାର୍ଥୀ, ବିଜୟରେ ନେବେ ନିର୍ଣ୍ଣାୟକ ଭୂମିକା

ନବରଙ୍ଗପୁର,୯।୩(ବି.ପ୍ର.): ସହରରେ ଏବେ ଚାରିଆଡ଼େ ଚାଲିଛି ରାଜନୀତି ଚର୍ଚ୍ଚା। ପୌର ଅଧ୍ୟକ୍ଷ ପାଇଁ କିଏ ଉପଯୁକ୍ତ। କାହାର ପଲା ହେବ ଭାରି। କେଉଁ ଦଳ କିଭଳି ଲୋକ ସମ୍ପର୍କ ରଖି ଭବିଷ୍ୟତରେ କାର୍ଯ୍ୟ କରିବେ, ତାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା।…

ଏକାଠି ହସିଲେ ଶାସକ, ବିରୋଧୀ

ଜୁନାଗଡ଼,୮।୩(ଡି.ଏନ.ଏ.): ନିର୍ବାଚନ ସମୟ ଆସିଲେ ଭାଜପା ଓ ବିଜେଡି ମଧ୍ୟରେ ବିଭିନ୍ନ ଘଟଣାକୁ ନେଇ ଆରୋପ, ପ୍ରତ୍ୟାରୋପ ଲାଗିରହେ। ଏପରି କି ବିଜେଡି ଓ ଭାଜପା ନେତାଙ୍କ ମଧ୍ୟରେ କଥା କଟାକଟି ମଧ୍ୟ ହୁଏ। କଳାହାଣ୍ଡି ଜିଲାରେ ମମିତା ମେହେର ହତ୍ୟା…

କଂଗ୍ରେସକୁ ମିଳିଲା ନାହିଁ ପ୍ରାର୍ଥୀ

ବ୍ରହ୍ମପୁର ଅଫିସ,୮ା୩: ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) କଂଗ୍ରେସର ମେୟର ପ୍ରାର୍ଥୀ ହୋଇଛନ୍ତି ମଞ୍ଜୁ ରଥ। ପୌର ନିର୍ବାଚନ ପାଇଁ ନାମାଙ୍କନର ଶେଷ ଦିନ ସୋମବାର ପ୍ରଦେଶ କଂଗ୍ରେସ କମିଟି (ପିସିସି) ପକ୍ଷରୁ ତାଙ୍କ ନାମ ଘୋଷଣା ହୋଇଛି। ସେ ନିର୍ବାଚନ ଅଧିକାରୀ…

ଉତ୍ସାହିତ ପ୍ରାର୍ଥୀ: ୧୪ ପରେ ଅସଲ ଲଢେଇ

ସୁନ୍ଦରଗଡ଼,୮।୩(ଡି.ଏନ୍‌.ଏ.): ପ୍ରାର୍ଥତ୍ପତ୍ର ଦାଖଲର ଅନ୍ତିମ ଦିନରେ ପ୍ରମୁଖ ରାଜନୈତିକ ଦଳ ସମେତ ସ୍ବାଧୀନ ପ୍ରାର୍ଥୀ ନିଜ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏପରି କି ପୌର ପରିଷଦର କାର୍ଯ୍ୟକାଳ ସମାପ୍ତର ଦୀର୍ଘ ୩ ବର୍ଷ ପରେ ପୌର…

ଅଧ୍ୟକ୍ଷ ପଦ ପାଇଁ ଲଢେଇ: ଶାସକ, ବିରୋଧୀଙ୍କ ସହ ସ୍ବାଧୀନ ପ୍ରାର୍ଥୀ

ରେଢ଼ାଖୋଲ,୮ା୩(ଡି.ଏନ.ଏ.): ରେଢ଼ାଖୋଲ ଏନ୍‌ଏସି ଅଧ୍ୟକ୍ଷ ପଦ ପାଇଁ ବିଜେଡିରୁ ସୁନୀଲ କୁମାର ପ୍ରଧାନ, ଭାଜପାରୁ ଶିବରାମ ସାହୁ ଓ କଂଗ୍ରେସ ଦଳରୁ ଆଇନଜୀବୀ ସଜଲକାନ୍ତ ପାଲ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେହିପରି ବିଜେଡି ଓ ଭାଜପା ପକ୍ଷରୁ ସମସ୍ତ ୧୩ ୱାର୍ଡର…

ଶେଷଦିନରେ ରମ୍ଭା ଏନ୍‌ଏସିର ୨ଅଧ୍ୟକ୍ଷା-୨୧ କାଉନସିଲରଙ୍କ ନାମାଙ୍କନ ପତ୍ର ଦାଖଲ

ରମ୍ଭା,୭।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭାରେ ସ୍ଥାନୀୟ ନିର୍ବାଚନ କାର୍ଯ୍ୟାଳୟ ପରିସରରେ ଶେଷଦିନରେ ୨ ଅଧ୍ୟକ୍ଷା ଓ ୨୧ଜଣ କାଉନସିଲର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏନେଇ ସୋମବାର ନିର୍ବାଚନ ଅଧିକାରୀ ଜ୍ୟୋର୍ତିମୟ ଦାସ ସୂଚନା ଦେଇଛନ୍ତି। ଭାଜପା ପକ୍ଷରୁ ଆଖଣ୍ଡଳମଣି ମନ୍ଦିରଠାରୁ…

ଶେଷ ଦିନରେ ନାମାଙ୍କନ ଦାଖଲ କଲେ ଭାଜପା, କଂଗ୍ରେସ

ଗଞ୍ଜାମ,୭।୩(ଡି.ଏନ୍‌.ଏ.) : ଆସନ୍ତା ୨୪ରେ ହେବାକୁ ଥିବା ପୌର ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ସୋମବାର ଶେଷ ହୋଇଛି l ଏହି ପ୍ରକ୍ରିୟା ୨ତାରିଖରୁ ଆରମ୍ଭ ହୋଇଥିଲା। ଶେଷ ଦିନରେ ଅଧକ୍ଷା ପଦ ପାଇଁ ଭାଜପାରୁ ଡି.ସାଇ ପ୍ରମିଳା, କଂଗ୍ରେସରୁ…

ଅଧ୍ୟକ୍ଷା ପାଇଁ ୩, କାଉନ୍‌ସିଲର ଲାଗି ୭୨ ନାମାଙ୍କନ

ପାରଳାଖେମୁଣ୍ଡି,୭ା୩(ଡି.ଏନ୍‌.ଏ.): ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ପଦବୀ ପାଇଁ ରବିବାର ବିଜେଡିରୁ ନିର୍ମଳା ସେଠୀ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସୋମବାର ଶେଷ ଦିନରେ ଭାଜପା ପକ୍ଷରୁ ଏମ. ରାଜେଶ୍ୱରୀ ଓ କଂଗ୍ରେସ ପକ୍ଷରୁ ଖଗେଶ୍ୱରୀ ବେହେରା ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେହିପରି…

ସରିଲା ନାମାଙ୍କନ,୯ରେ ପ୍ରାର୍ଥୀପତ୍ର ଯାଞ୍ଚ

ଭୁବନେଶ୍ୱର, ୭।୩(ବ୍ୟୁରୋ): ଆସନ୍ତା ୨୪ରେ ପୌର ନିର୍ବାଚନ। ଏଥିପାଇଁ ରାଜନୀତି ସରଗରମ ରହିଛି। ତେବେ ନିର୍ବାଚନ ପାଇଁ ସୋମବାର ଦିନ ୩ଟା ସୁଦ୍ଧା ନାମାଙ୍କନ ଦାଖଲର ଶେଷ ସମୟସୀମା ଥିଲା। ଏହି ନାମାଙ୍କନ ପ୍ରକ୍ରିୟା ୨ରୁ ଆରମ୍ଭ ହୋଇ ୭ରେ ସରିବ…

ପୌର ନିର୍ବାଚନ: ରାସ୍ତାରେ ମଦ ପିଇଲେ ଜରିମାନା

ବ୍ରହ୍ମପୁର ଅଫିସ,୭।୩: ରାସ୍ତାରେ କିମ୍ବା ସର୍ବସାଧାରଣ ସ୍ଥାନରେ ମଦ ପିଇବା ଉପରେ ବ୍ରହ୍ମପୁର ପୋଲିସ ପକ୍ଷରୁ କଟକଣା କରାଯାଇଛି। ଏହି କଟକଣା ସୋମବାରଠାରୁ ଲାଗୁ କରାଯାଇଛି। ପୌର ନିର୍ବାଚନକୁ ଶୃଙ୍ଖିଳିତ କରିବା ପାଇଁ ପୋଲିସ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ବ୍ରହ୍ମପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?