ମେଟ୍ରୋ

ମୁଖ୍ୟ ରାସ୍ତାକୁ ରହିବନି ଶିକ୍ଷାନୁଷ୍ଠାନ ଫାଟକ

ଭୁବନେଶ୍ବର, ୮ା୭(ସୁନିତ୍‌ ମିଶ୍ର): ପିଲାମାନେ ରାସ୍ତାରେ ଯିବା ଆସିବା ସମୟରେ ସେମାନଙ୍କ ଲାଗି ସର୍ବାଧିକ ବିପଦ ଥାଏ। ପିଲାମାନେ ହେଉଛନ୍ତି ଆମ ଦେଶର ଭବିଷ୍ୟତ। ତେଣୁ ସେମାନଙ୍କ ସୁରକ୍ଷା ସମସ୍ତଙ୍କ ପାଇଁ ପ୍ରାଥମିକତା ହେବା ଉଚିତ। ତେଣୁ ସୁବର୍ଣ୍ଣପୁରର ବିନିକାରେ ଯେଉଁ…

ଡିଏନ୍‌ ଗ୍ରୁପ୍‌ର କଳାଧନ ହିସାବ ସରୁନି

ଭୁବନେଶ୍ୱର,୮।୭(ସୂର୍ଯ୍ୟକାନ୍ତ ବେହେରା): ଟିକସ ଫାଙ୍କିବା ଅଭିଯୋଗରେ ରିୟଲ୍‌ ଇଷ୍ଟେଟ୍‌ କମ୍ପାନୀ ଡିଏନ୍‌ ଗ୍ରୁପ୍‌ ଉପରେ ଲଗାତର ତିନିଦିନ ଧରି ଆୟକର ବିଭାଗ ଚଢାଉ ଜାରି ରଖିଛି। ତଦନ୍ତ ଯେତେ ଭିତରକୁ ଯାଉଛି, ସେତେ କଳାଧନ ମିଳୁଥିବା ଜଣାପଡିଛି। ତେବେ ପ୍ରଥମ ଦିନ…

ବୁଢ଼ୀ ଠାକୁରାଣୀ ମନ୍ଦିରକୁ ୧୮.୯୧ କୋଟି

ଭୁବନେଶ୍ବର, ୮ା୭(ସୁନିତ୍‌ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ପୀଠର କାୟାକଳ୍ପ ବଦଳିବ। ମନ୍ଦିର ସମ୍ପୂର୍ଣ୍ଣ ନୂଆ ରୂପରେ ଝଲସିବ। ଏଥିଲାଗି ଦୁଇ ପର୍ଯ୍ୟାୟରେ ମୋଟ ୧୮ କୋଟି ୯୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏ…

୮ ଏକରରୁ ଊର୍ଦ୍ଧ୍ୱ ଜମିରୁ ହଟିଲା ଜବରଦଖଲ

ଭୁବନେଶ୍ୱର,୭।୭(ବନ୍ଦନା ସେଠୀ): ସରକାରୀ ଖାତାକୁ ଫେରିଲା ୮ ଏକର ୧୪୦ ଡିସିମିଲ ଜମି। କଳାରାହାଙ୍ଗ ମୌଜାର ସରକାରୀ ଖାତା ନମ୍ବର ୭୬୬ର ପ୍ଲଟ ନମ୍ବର ୨୯୪ ଓ ୨୯୫ରେ ଦୀର୍ଘଦିନ ଧରି ବେଆଇନ ଜବରଦଖଲ ହୋଇଥିଲା। ଭୁବନେଶ୍ୱର ତହସିଲଦାରଙ୍କ ରିକ୍ୟୁଜିଶନ କ୍ରମେ…

ବାହାନଗାର ବିକାଶ ପାଇଁ ୧. ୫୫ କୋଟି ମଞ୍ଜୁର

ଭୁବନେଶ୍ୱର, ୭।୭(ଅଭିଜିତ ଦାସ):ବାଲେଶ୍ୱର ଜିଲା ବାହାନଗାଠାରେ ଜୁନ୍‌ ୨ରେ ରେଳ ଦୁର୍ଘଟଣାରେ ଅନେକ କ୍ଷୟକ୍ଷତି ଘଟିଥିଲା। ଜୁନ୍‌ ୨୦ ଓ ୨୧ରେ ଏହି ଘଟଣାସ୍ଥଳ ପରିଦର୍ଶନ ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବାହାନଗା ଅଞ୍ଚଳବାସୀଙ୍କୁ ଉଦ୍ଧାର କାର୍ଯ୍ୟରେ ସହାୟତା ଲାଗି ଧନ୍ୟବାଦ…

ଦୁର୍ବଳ ମୌସୁମୀ: ୧୬ ଜିଲାରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର,୭ା୭(ଅନିଲ ଦାସ): ବର୍ଷାଭାବ ଯୋଗୁ ରାଜ୍ୟରେ ଚାଷ କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହେଲାଣି। ମୌସୁମୀ ଦୁର୍ବଳ ରହିବା ଯୋଗୁ ଗତ କିଛିଦିନ ହେବ ରାଜ୍ୟରେ ବର୍ଷା କମିଯାଇଛି। ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଜୁନ୍‌ ପହିଲାରୁ ଜୁଲାଇ ୬…

୧୩, ୧୪ରେ ଯୁକ୍ତ୨ ଇନ୍‌ଷ୍ଟାଣ୍ଟ ପରୀକ୍ଷା

ଭୁବନେଶ୍ୱର,୭ା୭(ଅନୁରାଧା ମହାରଣା): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଜୁଲାଇ ୧୩ ଓ ୧୪ରେ ଅନୁଷ୍ଠିତ ହେବ। ରାଜ୍ୟର ୩୨ କେନ୍ଦ୍ରରେ ଏହି ପରୀକ୍ଷା ହେବାକୁ ଥିବାବେଳେ ଜୁଲାଇ ୧୦ରୁ ୧୧ ତାରିଖ ମଧ୍ୟରେ ପ୍ରଶ୍ନପତ୍ର…

ରାଜ୍ୟରେ ବ୍ୟାପୁଛି ଆଖିଧରା ରୋଗ

ଭୁବନେଶ୍ୱର,୭ା୭(ବନ୍ଦନା ସେଠୀ): ବର୍ଷାଦିନ ଆରମ୍ଭରୁ ରାଜ୍ୟରେ ଡେଙ୍ଗୁ, ହଇଜା ସଂକ୍ରମଣ ମାଡ଼ିଚାଲି ଥିବାବେଳେ ଏବେ ଆଖିଧରା ରୋଗ ବ୍ୟାପିବାରେ ଲାଗିଛି। ରାଜ୍ୟର ବିଭିନ୍ନ ଜିଲାରୁ ପ୍ରତିଦିନ ଶହ ଶହ ଆଖିଧରା ରୋଗୀ ଚିହ୍ନଟ ହେଉଛନ୍ତି। ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ବିଶେଷକରି ଛୋଟପିଲା ଓ…

୧୦୫ କୋଟିର କାରବାର ତଥ୍ୟ ମିଳିଲାଣି

ଭୁବନେଶ୍ୱର,୭ା୭(ସତ୍ୟଜିତ୍‌ ରାଉତ): ଆୟକର ଫାଙ୍କି ଅଭିଯୋଗରେ ରିୟଲ୍‌ ଇଷ୍ଟେଟ୍‌ କମ୍ପାନୀ ଡିଏନ୍‌ ଗ୍ରୁପ ଉପରେ ଆୟକର ବିଭାଗ ପକ୍ଷରୁ ହେଉଥିବା ଚଢ଼ାଉ ଜାରି ରହିଛି। ବୁଧବାରଠାରୁ ଭୁବନେଶ୍ୱର ସମେତ ସଂସ୍ଥାର ପ୍ରାୟ ୨୦ଟି ସ୍ଥାନରେ ହେଉଥିବା ଚଢ଼ାଉରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର…

ଛାତ୍ରୀଛାତ୍ରଙ୍କ ପ୍ରଥମ ପସନ୍ଦ ରେଭେନ୍‌ଶା

ଭୁବନେଶ୍ୱର,୭ା୭(ଅନୁରାଧା ମହାରଣା): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ନାମ ଲେଖାଇବା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ଗୁରୁବାର ପ୍ରକାଶ ପାଇଥିବା ଏହି ତାଲିକା…

ରାଜ୍ୟପାଳଙ୍କ କରକମଳରେ କବିତା ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର,୬ା୭: ଭୁବନେଶ୍ୱର ରାଜଭବନରେ କବୟିତ୍ରୀ ସୁଶ୍ରୀ ହରପ୍ରିୟା ସାହୁଙ୍କ କବିତା ସଂକଳନ ‘ଶିଶୁ କବିତା ସମଗ୍ର’ ଏବଂ ୭ଟି କବିତା ପୁସ୍ତକର ଏକତ୍ରିତ ରୂପ ‘ସପ୍ତବର୍ଣ୍ଣା’ ମହାମହିମ ରାଜ୍ୟପାଳ ଗଣେଶୀ ଲାଲ୍‌ଙ୍କ କରକମଳରେ ଗୁରୁବାର ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ କବୟିତ୍ରୀ…

ବିଭିନ୍ନ ଫେକ୍‌ ଆପ୍‌ର ୭୫ ଲକ୍ଷ ଫ୍ରିଜ୍‌ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର,୬।୭(ସତ୍ୟଜିତ୍‌ ରାଉତ)ଦେଶର ବଡ଼ ଶିଳ୍ପପତି, ଖେଳାଳି ଓ ଅଭିନେତାଙ୍କ ଫଟୋ ବ୍ୟବହାର କରି ନିବେଶ ଆଳରେ ସାଧାରଣ ଲୋକଙ୍କୁ ଠକେଇ କରାଯାଉଛି। ଏହି ମାମଲାର ତଦନ୍ତ କରୁଥିବାବେଳେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ବିଭିନ୍ନ ଠକେଇ ଆପ୍‌ର ସନ୍ଧାନ ପାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri