ନବ ଦାସ ହତ୍ୟା ମାମଲାରେ ଭାଜପା ହୀନ ରାଜନୀତି କରୁଛି: ବିଜେଡି
ଭୁବନେଶ୍ୱର,୩୦।୭ (ଅନିଲ ଦାସ): ଓଡ଼ିଶା ଭାଜପା ନେତାଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ। ସେମାନେ ପ୍ରତି ୧୫ ଦିନରେ ଏହି ସମ୍ବେଦନଶୀଳ ବିଷୟ ଉପରେ ଦୁର୍ଭାଗ୍ୟପୂର୍ଣ୍ଣ ମନ୍ତବ୍ୟ ଦେଉଛନ୍ତି ବୋଲି ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା କହିଛନ୍ତି ା ଶଙ୍ଖ ଭବନଠାରେ…
ବିଜେଡି ସରକାର ସବୁଜ ପତ୍ରିକାଧାରୀଙ୍କୁ ପ୍ରତାରଣା କରିଛନ୍ତି : ଭାଜପା
ଭୁବନେଶ୍ୱର,୩୦।୭ (ଅନିଲ ଦାସ): ଦେଶରେ ଦ୍ରୁତ ଜନସଂଖ୍ୟା ବୃଦ୍ଧିକୁ ରୋକିବା ପାଇଁ ଦେଶବାସୀଙ୍କ ସହଯୋଗରେ ୧୯୮୩ରେ ‘ଆମେ ଦୁଇ, ଆମର ଦୁଇ’ର ନାରା ଦେଇ ତତ୍କାଳୀନ ସରକାର ସବୁଜ ପତ୍ରିକା ଆରମ୍ଭ କରିଥିଲେ । ବିଭିନ୍ନ ସାମାଜିକ ପ୍ରତିବନ୍ଧକ ଓ ପରିବାର ଲୋକଙ୍କ…
ବାଲେଶ୍ୱର ଏସ୍ପିଙ୍କ ମନ୍ତବ୍ୟ ହାସ୍ୟାସ୍ପଦ: ଶରତ
ଭୁବନେଶ୍ୱର,୩୦।୭ (ଅନିଲ ଦାସ): ଓଡ଼ିଶା ଷ୍ଟାଫ୍ ସିଲେକ୍ଶନ କମିଶନ (ଓଏସ୍ଏସ୍ସି) ପ୍ରଶ୍ନପତ୍ର ଲିକ୍କୁ ନେଇ ସାରା ରାଜ୍ୟ ହଇଚଇ ହୋଇଥିବା ବେଳେ ଗତ ୨୭ ତାରିଖରେ ବାଲେଶ୍ୱର ଏସ୍ପିଙ୍କର ମନ୍ତବ୍ୟ ଅତ୍ୟନ୍ତ ହାସ୍ୟାସ୍ପଦ। ଏସ୍ପି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ପ୍ରିଣ୍ଟିଂ…
ରେନୋ ଇଣ୍ଡିଆର ସ୍ବତନ୍ତ୍ର ଅଭିଯାନ
ଭୁବନେଶ୍ୱର,୩୦।୭: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ରେନୋ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ (ଆର୍ଆଇପିଏଲ୍)ର ସ୍ବତନ୍ତ୍ର ଅଭିଯାନ ‘ରେନୋ ଏକ୍ସପେରିଏନ୍ସ ଡେଜ୍’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଭାରତୀୟ ଗ୍ରାହକଙ୍କ ନିକଟତର ହେବା ପାଇଁ କମ୍ପାନୀ ପକ୍ଷରୁ ଏଭଳି ଏକ ଅଗ୍ରଗାମୀ…
ସେଞ୍ଚୁରିଅନ ସ୍କୁଲ ଅଫ୍ ଲ ଉଦ୍ଘାଟିିତ
ଭୁବନେଶ୍ୱର,୩୦।୭: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ଜଟଣୀ କ୍ୟାମ୍ପସଠାରେ ‘ସେଞ୍ଚୁରିଅନ ସ୍କୁଲ ଅଫ୍ ଲ’ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏମ୍.ଆର୍. ଶାହା, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଦୀନେଶ ମାହେଶ୍ୱରୀ ଏବଂ…
ଷ୍ଟଲ୍ଓ୍ବାର୍ଟକୁ ଷ୍ଟେଟ୍ ବିଜ୍ନେସ୍ ଆୱାର୍ଡ
ଭୁବନେଶ୍ୱର,୩୦।୭: ରାଜ୍ୟର ପ୍ରମୁଖ ଘରୋଇ ଗୃହ ନିର୍ମାଣକାରୀ ସଂସ୍ଥା ଷ୍ଟଲ୍ଓ୍ବାର୍ଟ ପ୍ରୋଜେକ୍ଟ ପ୍ରାଇଭେଟ୍ ଲିମିଟେଡ୍(ଏସ୍ପିପିଏଲ୍)କୁ ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି। ଏପରିକି ନିର୍ବାଣ ଫାଉଣ୍ଡେଶନ ଟ୍ରଷ୍ଟ ଦ୍ୱାରା ଆୟୋଜିତ ଷ୍ଟେଟ୍ ବିଜ୍ନେସ୍ ଆୱାର୍ଡ କାର୍ଯ୍ୟକ୍ରମର ପ୍ରଥମ ସଂସ୍କରଣରେ…
ସରକାରୀ କ୍ରୟ ପ୍ରକ୍ରିୟାରେ ଉଲ୍ଲେଖନୀୟ ପ୍ରଦର୍ଶନ
ଭୁବନେଶ୍ୱର, ୩୦।୭: (ଅଭୟ ଦାଶ): ସରକାରୀ ସେବା ଓ ସାମଗ୍ରୀ କ୍ରୟ ପ୍ରକ୍ରିୟାରେ କାରବାର କରୁଥିବା ଓଡ଼ିଶାର ଲଘୁ ଓ କ୍ଷୁଦ୍ର ଉଦ୍ୟୋଗଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଆରମ୍ଭ ହୋଇଛି। ଏହି କ୍ରମରେ ଶନିବାର ଭୁବନେଶ୍ୱରଠାରେ ସରକାରୀ…
ଉଦାହରଣ ସାଜିଛନ୍ତି ଦିବ୍ୟାଙ୍ଗ ଲିପୁନା
ଭୁବନେଶ୍ୱର,୩୦ା୭(ଅଭିଜିତ ଦାସ)ଦିବ୍ୟାଙ୍ଗ ହେଲେ ବି ସେ କେଉଁଥିରେ କମ୍ ନୁହନ୍ତି। ଜଣେ ସାଧାରଣ ଲୋକଙ୍କ ପରି ଜୀବନଯାପନ କରୁଛନ୍ତି। କାହା ଉପରେ ନିର୍ଭର ନ କରି ନିଜେ ସବୁକିଛି କରୁଛନ୍ତି। ଏପରିକି ଟ୍ରାଇ ସାଇକେଲରେ ପରିବା ବିକି ପରିବାର ଚଳାଇ ଅନ୍ୟମାନଙ୍କ…
ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ମ୍ୟାନେଜର ଗିରଫ
ଭୁବନେଶ୍ୱର,୨୯ା୭(ସୂର୍ଯ୍ୟକାନ୍ତ ବେହେରା): ଅଟୋମୋବାଇଲ ଡିଲରଙ୍କର ନାମରେ ବିଭିନ୍ନ ବ୍ୟାଙ୍କରେ ତାଙ୍କ ଅଜାଣତରେ ଆକାଉଣ୍ଟ ଖୋଲି ଋଣ ଦେବା ନାଁରେ ବ୍ୟାଙ୍କରୁ ୧.୦୯ କୋଟି ଟଙ୍କା ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ପୂର୍ବତନ ମ୍ୟାନେଜରଙ୍କୁ ଗିରଫ କରିଛି ।…
ପାଣି ପାଇପ କାମ କରୁଥିବା ବେଳେ ବିସ୍ଫୋରଣ
ଭୁବନେଶ୍ୱର,୨୯।୭: ଭୁବନେଶ୍ବର ସୈନିକ ସ୍କୁଲ ମୁଖ୍ୟ ଫାଟକ ସମ୍ମୁଖରେ ୱାଟକୋ ପାଣି ପାଇପ କାମ କରୁଥିବା ବେଳେ ବିସ୍ଫୋରଣ ହୋଇଛି । ଜେସିବି ଖୋଳିବା ସମୟରେ ମଝିରୁ ଗେଲ ଇଣ୍ଡିଆର ଗ୍ୟାସ ପାଇପ ଲାଇନ ଫାଟିଥିଲା । ଫଳରେ ଦୀର୍ଘ ୧…
ଲଘୁଚାପ କ୍ଷେତ୍ର ସୃଷ୍ଟି: ପ୍ରବଳ ବର୍ଷିବ
ଭୁବନେଶ୍ୱର, ୨୯।୭: ପୁଣି ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଏହା ପ୍ରଭାବରେ ରାଜ୍ୟରେ ୨ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ କରି ଏନେଇ ସୂଚନା ଦିଆଯାଇଛି। ପାଣିପାଗକେନ୍ଦ୍ର ସୂଚନା ଅନୁସାରେ,…
ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ ଗଠନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଦୀପାଳି
ଭୁବନେଶ୍ୱର, ୨୯।୭: ଓଡ଼ିଶା ମୋଟର ଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବୋର୍ଡ ସଦସ୍ୟା ତଥା ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ ଧନ୍ୟବାଦ ଜଣାଇଛନ୍ତି । ଦୀପାଳି କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
Archives


