ଡାକ୍ତରୀ ପାଠ୍ୟକ୍ରମରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଚଏସ୍ ଫିଲିଙ୍ଗ ଆରମ୍ଭ
ଭୁବନେଶ୍ୱର,୨୨।୮(ଅସମାପିକା ସାହୁ):ରାଜ୍ୟରେ ଥିବା ୧୬ଟି ମେଡିକାଲ କଲେଜରେ ଏମ୍ବିବିଏସ୍/ବିଡିଏସ୍ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ସୋମବାର ଚଏସ୍ ଫିଲିଙ୍ଗ ଆରମ୍ଭ ହୋଇଛି। ୨୬ ତାରିଖରେ ପ୍ରୋଭିଜନାଲ ଆଲଟ୍ମେଣ୍ଟ ଏବଂ ୨୮ରେ ଚୂଡ଼ାନ୍ତ ସିଟ୍ ଆଲଟ୍ମେଣ୍ଟ ପ୍ରକାଶ ପାଇବ। ମନୋନୀତ ଛାତ୍ରୀଛାତ୍ର ସେପ୍ଟେମ୍ବର…
ଇଣ୍ଡିଆ ରିଲିଜିୟନ କନ୍ଫରେନ୍ସରେ କାର୍ଯ୍ୟକାରୀ ବାଚସ୍ପତି
ଭୁବନେଶ୍ୱର, ୨୨ା୮(ସୁନିତ୍ ମିଶ୍ର):ରାଜ୍ୟ ବିଧାନସଭାର କାର୍ଯ୍ୟକାରୀ ବାଚସ୍ପତି ରଜନୀକାନ୍ତ ସିଂହ ଏବଂ ସଚିବ ଦାଶରଥି ଶତପଥୀ ରାଜସ୍ଥାନର ଉଦୟପୁରଠାରେ ଅନୁଷ୍ଠିତ ହେଉଥିବା ନବମ କମନୱେଲ୍ଥ ପାର୍ଲାମେଣ୍ଟାରୀ ଆସୋସିଏଶନ୍ ଇଣ୍ଡିଆ ରିଜିଅନ୍ କନ୍ଫରେନ୍ସରେ ଯୋଗ ଦେଇଛନ୍ତି। ଏହି ସମ୍ମିଳନୀ ଚଳିତମାସ ୨୦ ତାରିଖରୁ…
୩୦ ମିନିଟ ବ୍ୟାୟାମ, ୧୫ ମିନିଟ ଧ୍ୟାନ କର
ଭୁବନେଶ୍ୱର,୨୨ା୮(ଅନିଲ ଦାସ):ସୁସ୍ଥ ଶରୀର, ମାନସିକ ଶକ୍ତି ହେଉଛି ସଫଳତାର ମୁଖ୍ୟ ଆଧାର। ଶରୀର ସୁସ୍ଥ ରହିଲେ ଆତ୍ମବିଶ୍ୱାସ ବଢ଼ିବ। ପ୍ରତିଦିନ ୩୦ ମିନିଟ୍ ବ୍ୟାୟାମ ଓ ୧୫ ମିନିଟ୍ ଧ୍ୟାନରେ ବସିଲେ ସ୍ମୃତିଶକ୍ତି ବଢ଼ିବ। ଏଭଳି ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ…
ରାଜ୍ୟରେ ପ୍ରତିଷ୍ଠା ହେବ ୯ ଶିଳ୍ପ
ଭୁବନେଶ୍ୱର,୨୨ା୮(ଅନିଲ ଦାସ):ରାଜ୍ୟରେ ଶିଳ୍ପକୁ ପ୍ରୋତ୍ସାହନ ଦେବା ସହ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ରାଜ୍ୟ ସରକାର ସୋମବାର ୮୭୩.୫୭ କୋଟି ଟଙ୍କାର ୯ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟର ୨ ହଜାର…
ଚିତ୍ରକୋଣ୍ଡା ବ୍ଲକରେ ନିର୍ମାଣ ହେବ ୩ଟି ବୃହତ ସେତୁ
ଭୁବନେଶ୍ୱର,୨୧ା୮(ଅନିଲଦାସ)-ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକରେ ୩ଟି ବୃହତ ସେତୁ ନିର୍ମାଣ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏହାକୁ ଅନୁମୋଦନ କରିଛନ୍ତି। ଏଥିପାଇଁ ୧୦୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହାଦ୍ବାରା ସ୍ବାଭିମାନ ଅଞ୍ଚଳର ୩୭ ହଜାର ଲୋକ ଉପକୃତ ହେବେ।…
କାଲି ପ୍ରକାଶ ପାଇବ ପିଜି ତୃତୀୟ ମେଧା ତାଲିକା
ଭୁବନେଶ୍ୱର, ୨୧।୮(ଅସମାପିକା ସାହୁ)- ୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟରେ ପିଜି ନାମଲେଖା ନିମନ୍ତେ ମଙ୍ଗଳବାର ଅପରାହ୍ନ ୨ଟାରେ ତୃତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ମନୋନୀତ ଛାତ୍ରୀଛାତ୍ର ମଙ୍ଗଳବାର ସନ୍ଧ୍ୟା ୭ଟାରୁ ୨୪ ତାରିଖ ରାତି…
ରାଜ୍ୟରେ ଫସଲ ବୀମା ପଞ୍ଜୀକରଣ ୨୩.୫୦ ଲକ୍ଷ ଟଙ୍କାକୁ ବୃଦ୍ଧି
ଭୁବନେଶ୍ୱର,୨୧ା୮(ଅସମାପିକା ସାହୁ): ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍ଏଫ୍ବିଓ୍ବାଇ) ଅନ୍ତର୍ଗତ ପଞ୍ଜୀକରଣ ପୂର୍ବ ବର୍ଷଗୁଡ଼ିକରେ ପ୍ରାୟ ୧୦/୧୧ ଲକ୍ଷ ଟଙ୍କା ହେଉଥିବା ବେଳେ ଚଳିତବର୍ଷ ଖରିଫରେ ଏହା ୨୩.୫୦ ଲକ୍ଷ ଟଙ୍କାକୁ ଟପି ଯାଇଛି। ୨୦୧୬ ଖରିଫଠାରୁ ରାଜ୍ୟରେ ପିଏମ୍ଏଫ୍ବିଓ୍ବାଇ କାର୍ଯ୍ୟ…
ନୂଆ ରୂପରେ ବନ୍ଦେ ଭାରତ ଏକ୍ସପ୍ରେସ
ଭୁବନେଶ୍ୱର,୨୧।୮(ଅଭିଜିତ ଦାସ):ନୂଆ ରୂପରେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍। ଏଥିରେ ରଙ୍ଗ ସହ ୨୫ ପ୍ରକାର ପରିବର୍ତ୍ତନ କରାଯାଇ ଶନିବାର ଟ୍ରାଏଲ ଟ୍ରାକ୍ରେ ପରୀକ୍ଷଣ କରାଯାଇଛି। ଚେନ୍ନାଇସ୍ଥିତ ଇଣ୍ଟିଗ୍ରାଲ କୋଚ୍ ଫ୍ୟାକ୍ଟ୍ରି(ଆଇସିଏଫ୍)ରୁ ଏକ ନାରଙ୍ଗୀ ଓ ଧଳା ରଙ୍ଗର ବନ୍ଦେ ଭାରତ…
ତାଗିଦ୍ ପରେ ବି ଶୁଣୁ ନାହାନ୍ତି କବାଡ଼ିଆ
ଭୁବନେଶ୍ୱର, ୨୧।୯ (ବନ୍ଦନା ସେଠୀ):କବାଡ଼ିଆଙ୍କ କବ୍ଜାରେ ଭୁବନେଶ୍ୱର ମହାନଗର ନିଗମର ଅଧିକାଂଶ ଅଞ୍ଚଳ। ଦିନକୁ ଦିନ ସେମାନଙ୍କ ପ୍ରାର୍ଦୁଭାବ ବଢି ଚାଲିଥିବାବେଳେ ବିଏମ୍ସିର ତାଗିଦକୁ ମଧ୍ୟ ଖାତିର କରୁନାହାନ୍ତି। ଜୁଲାଇ ୧୨ରେ ୟୁନିଟ-୩ ଅଞ୍ଚଳରେ ଥିବା କବାଡିଆମାନଙ୍କ ସହିତ ବିଏମ୍ସି ଆଲୋଚନା…
ଠିକ୍ ଭାବେ ଆବର୍ଜନା ପରିଚାଳନା କରିପାରୁନି ବିଏମ୍ସି
ଭୁବନେଶ୍ୱର, ୨୧।୯ (ବନ୍ଦନା ସେଠୀ):ସହରକୁ ସ୍ବଚ୍ଛ ଓ ସୁନ୍ଦର କିରବା ପାଇଁ ପାଇଁ ବିଏମ୍ସି ବିଭିନ୍ନ ଯୋଜନା ହାତକୁ ନେଉଥିବାବେଳେ ନୂଆ ନୂଆ ଉପାୟ ଅବଲମ୍ବନ କରୁଛି। ଘନ ଘନ ବୈଠକ, କ୍ଷେତ୍ର ପରିଦର୍ଶନରେ ବ୍ୟସ୍ତ ରହୁଛନ୍ତି ଅଧିକାରୀ। ଟୁଇଟ୍ ପରେ…
ଆଜିଠୁ ୟୁଜି, ପିଜି ପ୍ରଥମବର୍ଷ ପାଠପଢ଼ା
ଭୁବନେଶ୍ୱର, ୨୧ା୮(ଅସମାପିକା ସାହୁ):୨୦୨୩-୨୪ ଶିକ୍ଷାବର୍ଷ ନିମନ୍ତେ ସ୍ନାତକ(ୟୁଜି) ଓ ସ୍ନାତକୋତ୍ତର(ପିଜି) ପ୍ରଥମ ବର୍ଷ ପାଠପଢ଼ା ସୋମବାରଠାରୁ ଆରମ୍ଭ ହେବ। ଏପଟେ ଉଭୟ ପାଠ୍ୟକ୍ରମରେ ଏବେ ବି ନାମଲେଖା ଜାରି ରହିଛି। ତୃତୀୟ ରାଉଣ୍ଡ ନାମଲେଖା ପରେ ବି ରାଜ୍ୟରେ ଲକ୍ଷେରୁ ଊର୍ଦ୍ଧ୍ୱ…
କମିଲା ବର୍ଷା, ବଢ଼ିବ ତାତି
ଭୁବନେଶ୍ୱର,୨୧ା୮(ଅନୁରାଧା ମହାରଣା):ରାଜ୍ୟର ବହୁ ଜିଲାରେ ନିଅଣ୍ଟିଆ ବର୍ଷା ଲାଗିରହିଛି। ଚଳିତ ବର୍ଷ ମୌସୁମୀ ଋତୁରେ ଜୁନ୍ ୧ରୁ ଅଗଷ୍ଟ ୨୦ ମଧ୍ୟରେ ୭୩୭.୩ ମିମି ବର୍ଷା ରେକର୍ଡ କରାଯାଇଛି। ଏହା ସ୍ବାଭାବିକ ବର୍ଷା ୮୦୧.୫ ମିମିଠାରୁ ୮.୧୩ ପ୍ରତିଶତ କମ୍ ରହିଛି।…
Archives


