ଭାଜପାରେ ମିଶିଲେ ନାଲକୋର ପୂର୍ବତନ ସିଏମଡି ତପନ ଚାନ୍ଦ
ଭୁବନେଶ୍ବର,୬।୩: ନାଲକୋର ପୂର୍ବତନ ସିଏମଡି ତପନ ଚାନ୍ଦ ବୁଧବାର ଭାଜପାରେ ସାମିଲ ହୋଇଛନ୍ତି। ସେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳରେ ମିଶିଛନ୍ତି। ତପନ ଚାନ୍ଦ ଛାତ୍ର ଜୀବନରୁ ଏବିଭିପି, ଆରଏସଏସ ଏବଂ ଭାଜପା ସହିତ ଜଡିତ ଥିଲେ।…
୧୮ ଘଣ୍ଟା ଧରି ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ଜେରା, ଭୋର ସାଢେ ୪ଟାରେ ଛାଡିଲା ଇଡି
ଭୁବନେଶ୍ୱର,୬।୩: ବରପଦା ଇଞ୍ଜିନିୟରିଂ କଲେଜର ଜମି ଦୁର୍ନୀତି ମାମଲାରେ ଭଣ୍ଡାରିପୋଖରୀର ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ରାତସାରା ଇଡି ଜେରା କରିଛି। ପ୍ରାୟ ୧୮ ଘଣ୍ଟା ଧରି ପ୍ରୟାସକାନ୍ତିଙ୍କୁ ଇଡି ପଚରାଉଚରା କରିଛି। ୧୮ ଘଣ୍ଟାର ଜେରା ପରେ…
ଧରିତ୍ରୀର ସ୍ବତନ୍ତ୍ର ଆଳାପ: କଫି ଉଦ୍ୟୋଗରେ ପର୍ଯ୍ୟାପ୍ତ ସୁଯୋଗ
ସ୍ପେଶାଲିଟି କଫି ଭେଞ୍ଚର ‘କୃତି କଫି’ର ସହପ୍ରତିଷ୍ଠାତା ହେଉଛନ୍ତି ଡ. କାମାକ୍ଷା ଦାସ। ସ୍ପେଶାଲିଟି କଫି ଆସୋସିଏଶନ (ଏସ୍ସିଏ)ର ସଦସ୍ୟ ଥିବା ଡ. ଦାସ ଏମ୍ବିବିଏସ ସହ ମୁମ୍ବାଇସ୍ଥିତ ଟାଟା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସେସ୍ରୁ ହେଲ୍ଥ ଆଡ୍ମିନିଷ୍ଟ୍ରେଶନରେ ମାଷ୍ଟର ଡିପ୍ଲୋମା…
ଟିକେଟ୍ ପାଇଁ ନବୀନ ନିବାସ ସାମ୍ନାରେ ଗହଳି, ବାୟୋଡାଟା ଧରି ହାଜର ହେଲେ ୩ ଆଶାୟୀ
ଭୁବନେଶ୍ୱର,୫ା୩: ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ମେଣ୍ଟକୁ ନେଇ ଚର୍ଚ୍ଚା ଥମୁନି। ଏନେଇ ଦିନକୁ ଦିନ ରାଜଧାନୀ ରାଜନୀତି ବାତାବରଣ ଉଷ୍ମ ହେବାରେ ଲାଗିଛି। ଦଳରେ ଆଶାୟୀ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ଟିକେଟ୍ ପାଇବା ପାଇଁ ନବୀନ ନିବାସ ଆଗରେ…
ବିଜେଡିର ନୂଆ ୱେବ୍ସାଇଟ୍ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୫ା୩(ଅନିଲ ଦାସ)- ବିଜୁବାବୁଙ୍କ ଜୟନ୍ତୀ ଅବସରରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ନୂତନ ଭାବେ ପ୍ରସ୍ତୁତ ନାଗରିକକୈନ୍ଦ୍ରିକ ୱେବ୍ସାଇଟ୍ https://www.bjdodisha.org.in/homeକୁ ଉନ୍ମୋଚନ କରିଛନ୍ତି ା ଏହି ୱେବ୍ସାଇଟ୍ରେ ମହିଳା ସଶକ୍ତୀକରଣ, ଅନ୍ତର୍ଭୁକ୍ତି ବିକାଶ, ଆଦିବାସୀ…
ଲାଇଫ୍ ବଦଳେଇଦେବ ନବୀନ ମ୍ୟାଜିକ୍ କାର୍ଡ, ଉଚ୍ଚଶିକ୍ଷା ପାଇଁ ହେବନି ଖର୍ଚ୍ଚ; ଜାଣନ୍ତୁ କେମିତି କରିବେ Apply
ଭୁବନେଶ୍ୱର,୫।୩: ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର Nabin Odisha Magic Card ପଞ୍ଜୀକରଣ ପାଇଁ ମାଲକାନଗିରି ଜିଲାରେ ଓ୍ବେବ୍ ପୋର୍ଟାଲ ଶୁଭାରମ୍ଭ କରିଛନ୍ତି। ଆଜିଠାରୁ ନବୀନ କାର୍ଡ ଆବେଦନ ଆରମ୍ଭ ହୋଇଛି।…
ନକଲି ଡାକ୍ତର ଚିହ୍ନଟ ମାମଲା: ହାଜର ହେଲେ ଓସିଏମ୍ଆର୍ ଅଧ୍ୟକ୍ଷ
କଟକ,୫ା୩ (କାର୍ତ୍ତିକ ସାହୁ) ରାଜ୍ୟରେ ନକଲି ଡାକ୍ତରମାନଙ୍କୁ ଚିହ୍ନଟ କରାଯିବା ନେଇ ହାଇକୋର୍ଟରେ ରୁଜୁ ମାମଲାର ଶୁଣାଣି ମଙ୍ଗଳବାର ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଓଡ଼ିଶା କାଉନ୍ସିଲ ଅଫ୍ ମେଡିକାଲ ରେଜିଷ୍ଟ୍ରେସନ (ଓସିଏମ୍ଆର) ଅଧ୍ୟକ୍ଷ ହାଜର ହୋଇ ନିଜର ପକ୍ଷ ରଖିଛନ୍ତି।…
କଂଗ୍ରେସର ଦମ୍ଭୋକ୍ତି: କ୍ଷମତାକୁ ଆସିଲେ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଫେରାଇବୁ ଟଙ୍କା
ଭୁବନେଶ୍ୱର,୫।୩: ଆଗାମୀ ନିର୍ବାଚନରେ ଭଲ ପ୍ରଦର୍ଶନ କରିବୁ । ସେଥିପାଇଁ ଉଭୟ ଭାଜପା-ବିଜେଡି ଏବେଠୁ ଭୟଭୀତ ଅବସ୍ଥାରେ ଅଛନ୍ତି । ଓଡିଶାରେ କଂଗ୍ରେସ କ୍ଷମତାକୁ ଆସିଲେ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ନ୍ୟାୟ ଦେବ ଓ ସେମାନେ ନିଜର ଟଙ୍କା ଫେରସ୍ତ ପାଇବେ…
ତେଜୁଛି ପୋଷ୍ଟର ରାଜନୀତି
କଟକ,୫।୩(ଶିଳ୍ପା ପ୍ରିୟଦର୍ଶିନୀ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି, ସେତେ ବିବାଦ ଦେଖିବାକୁ ମିଳୁଛି। ଏବେ ପୋଷ୍ଟର ରାଜନୀତି ତୀବ୍ର ହେବାରେ ଲାଗିଛି। ଏଥିରୁ ବାଦ୍ ପଡ଼ିନି ଭାଜପା। ମଙ୍ଗଳବାର କଟକ ସହରର ପ୍ରମୁଖ ସ୍ଥାନଗୁଡ଼ିକରେ ଦେଖିବାକୁ ମିଳିଛି ଭାଜପା ପୋଷ୍ଟର। ହେଲେ…
ଆସୁଛି ବିଜେଡିର ପ୍ରାର୍ଥୀ ତାଲିକା
ଭୁବନେଶ୍ୱର,୫।୩: ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ଆଉ ଦିନ କେଇଟା ପରେ ତାରିଖ ଘୋଷଣା ହେବ। ତାରିଖ ଘୋଷଣା ପୂର୍ବରୁ କେନ୍ଦ୍ରରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ସରକାର ପ୍ରକଳ୍ପ ପ୍ରକଳ୍ପ ଶିଳାନ୍ୟାସ କରିଚାଲିଛନ୍ତି। ତାରିଖ ଘୋଷଣା ପରେ ଆରମ୍ଭ ହୋଇଯିବ…
ଚଣ୍ଡିଖୋଲରେ ମୋଦିଙ୍କ ବଡ ଗ୍ୟାରେଣ୍ଟି, ମିଳିବ ୩୦୦ୟୁନିଟ ମାଗଣା ବିଜୁଳି
ଭୁବନେଶ୍ୱର,୫।୩: ଚଣ୍ଡିଖୋଲରେ ଗ୍ୟାରେଣ୍ଟି ସମାବେଶରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦି ‘ଜୟ ଜଗନ୍ନାଥ’ କହି ନିଜ ଅଭିଭାଷଣ ଆରମ୍ଭ କରିଛନ୍ତି। ସଭାରେ ଯୋଗଦେଇ ସେ କହିଛନ୍ତି, ଦେଶ ପାଇଁ ଜୀବନ ସମର୍ପିତ କରିଥିବା ବିଜୁ ପଟ୍ଟନାୟକଙ୍କ ଆଜି ଜନ୍ମ ଜୟନ୍ତୀ ।…
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କଲେ ନବୀନ
ଭୁବନେଶ୍ୱର,୫।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଚଣ୍ଡିଖୋଲର ବେଣାପୁର ସଭାରେ ଯୋଗଦେଇ ଓଡିଶାବାସୀଙ୍କୁ ୧୯,୬୦୦ କୋଟିର ଊର୍ଦ୍ଧ୍ୱ ଟଙ୍କାର ଏକାଧିକ ପ୍ରକଳ୍ପର ଭେଟି ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରମୁଖ…

