ମେଟ୍ରୋ

ଉଠିଲା ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର,୮।୩: ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ନିର୍ଦ୍ଧାରିତ ସମୟରେ ଉଠିଛି ମହାଦୀପ। ସନ୍ଧ୍ୟାରୁ ଦୀପ ଜାଳି ବସିଥିବା ହଜାର ହଜାର ଶ୍ରଦ୍ଧାଳୁ ରାତି ୧୦ଟାରେ ମହାଦୀପ ଦର୍ଶନ କରିଛନ୍ତି। ପ୍ରକାଶ ଯେ, ମହାଶିବରାତ୍ରି ପାଇଁ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଭୋରରୁ ଭକ୍ତଙ୍କ ଗହଳି…

ମହାଶିବରାତ୍ରୀରେ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ପରିସରେ ଭବ୍ୟ ଦୃଶ୍ୟ, ଦେଖନ୍ତୁ ଫଟୋ

ଭୁବନେଶ୍ୱର,୮।୩: ମହାଶିବରାତ୍ରି ଅବସରରେ ଓଡ଼ିଶାର ସମସ୍ତ ଶୈବପୀଠ ରେ ଭକ୍ତି, ଭବ୍ୟ ମାହୋଲ। ରାଜଧାନୀ ଭୁବନେଶ୍ୱରର ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ ପାଇଁ ଲମ୍ବା ଲଇଁ ଲଗାଇଛନ୍ତି। ସନ୍ଧ୍ୟା ସମୟରେ ମନ୍ଦିର ପରିସରଠୁ ଆରମ୍ଭ କରି ବିନ୍ଦୁ…

ଜାଗରରେ ଅଘଟଣ, ରାସ୍ତା ପାର ହେଉଥିବା ବେଳେ ବୃଦ୍ଧଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ଭୁବନେଶ୍ୱର,୮।୩ (ସୂର୍ଯ୍ୟକାନ୍ତ ବେହେରା): ଜାଗର ଦେଖିବାକୁ ରାସ୍ତା ପାର ହେଉଥିବା ବେଳେ ଜଣେ ବୃଦ୍ଧଙ୍କ ଉପରେ ମାଡିଗଲା ଟ୍ରକ୍‌ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପଳାଶୁଣିରେ ଏଭଳି ଦୁର୍ଘଟଣା ଘଟିଛି । ମୃତକ ହେଲେ ପଳାଶୁଣିର ଯୁଧିଷ୍ଟିର ସାହୁ (୭୫)।…

ପୁଣି ଖୋଲିଲା ଚିଟଫଣ୍ଡ ସଂସ୍ଥାର ପୁରୁଣା ଫାଇଲ୍‌

ଭୁବନେଶ୍ୱର,୮।୩: ଅର୍ଥତତ୍ତ୍ୱ ଚିଟଫଣ୍ଡ୍‌ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ ଜାରି ରଖିଛି। ଇଡି ପକ୍ଷରୁ ଗୁରୁବାର ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ଚଢ଼ାଉରେ ବହୁ ସମ୍ପତ୍ତି ଠାବ ହୋଇଛି। ଏହି ଯାଞ୍ଚ ବେଳେ ଅଭିଯୁକ୍ତମାନଙ୍କ ନିକଟରୁ ୨୩ ଲକ୍ଷ ନଗଦ…

ଭାଜପା-ବିଜେଡି ମେଣ୍ଟ ହେଲେ କେଉଁଠୁ କିଏ ପଡ଼ିବେ ବାଦ୍‌? ଚିନ୍ତାରେ ପଡ଼ିଗଲେଣି ନେତା

ଭୁବନେଶ୍ୱର,୮।୩: ଲୋକ ସଭା ନିର୍ବାଚନକୁ ନେଇ ଓଡ଼ିଶାର ପ୍ରମୁଖ ଦଳଗୁଡ଼ିକ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଉଥିଲା। କିଛି ନେତା ଦଳବଦଳ କରୁଥିବା ବେଳେ ଶାସନ କ୍ଷମତାରେ ଥିବା ବିଜେଡି ପକ୍ଷରୁ ଲୋଭନୀୟ ଯୋଜନାମାନ ଅଣାଯାଉଥିବା ଅଭିଯୋଗ ହେଉଥିଲା। ହେଲେ କିଛି ଦିନ…

ସମ୍ଭାବ୍ୟ ମେଣ୍ଟକୁ ନେଇ ଚର୍ଚ୍ଚା: ଶିବକୁମାର କିମ୍ବା ରେଭନ୍ଥ ଭଳି ନେତା ଥିଲେ

ଭୁବନେଶ୍ୱର,୮।୩: ଆସନ୍ତା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନାହିଁ। କିନ୍ତୁ ଓଡ଼ିଶାରେ ରାଜନୀତି ରୋଚକ ସ୍ତରରେ । ଚାରିଆଡ଼େ ଆଲୋଚନା ହେଉଛି ଏଠାରେ ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ହୋଇପାରେ। ସେଥିପାଇଁ ଉଭୟ ଦଳର ଆଶାୟୀ ଆଶଙ୍କାରେ। ଦୀର୍ଘବର୍ଷ ହେବ…

ବିବାହ କରିବା ପରେ ଅନ୍ନପ୍ରାସନ କରାଇବ କଂଗ୍ରେସ

ଭୁବନେଶ୍ୱର,୮।୩: ବିଜେଡି ଭାଜପା ମେଣ୍ଟ ଚର୍ଚ୍ଚା ଥମି ନ ଥିବାବେଳେ ଦୁଇ ଦଳକୁ ଘେରିବାକୁ ନୂଆ ରଣନୀତି ଆପଣାଉଛି କଂଗ୍ରେସ । କିଛି ଦିନ ପୂର୍ବରୁ ଦୁଇ ଦଳର ବିବାହ କରାଇଥିଲା କଂଗ୍ରେସ । ଏବେ ଦୁଇ ଦଳର ଭାଗିଦାରୀରୁ ଚିଟଫଣ୍ଡ…

କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକାରେ ଓଡ଼ିଶା ନାହିଁ

ଭୁବନେଶ୍ୱର,୮।୩: ଆସନ୍ତା ଲୋକ ସଭା ନିର୍ବାଚନ ଲାଗି କଂଗ୍ରେସ ପକ୍ଷରୁ ଶୁକ୍ରବାର ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୩୯ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଓଡ଼ିଶାରୁ କେହି ନ ଥିବା ଦେଖାଯାଇଛି। ଦଳ ପକ୍ଷରୁ ଓଡ଼ିଶାର କୌଣସି…

ବିଜେଡି କଥାରେ ରାଜି ହେଉନି ଭାଜପା, ସିଟ୍‌ ବଣ୍ଟାକୁ ନେଇ କେଁ

ଭୁବନେଶ୍ୱର,୮।୩: ଭାଜପା-ବିଜେଡି ମେଣ୍ଟ ଡିଲ୍‌ ଫାଇନାଲ । ଦିଲ୍ଲୀରେ ଭାଜପାର କୋର୍‌ ଟିମ ସହ କେନ୍ଦ୍ରୀୟ ନେତୃତ୍ୱ ଉପସ୍ଥିତ । ସେପଟେ ଦିଲ୍ଲୀ ଯାଇ ଫେରିଲେଣି ରାଜ୍ୟ ବିଜେଡିର ଦୁଇ ବଡ ଚେହେରା । ତେବେ ମେଣ୍ଟ ଚର୍ଚ୍ଚା ଏକରକମ ଫାଇନାଲ…

ଜଣଙ୍କ ପରେ ଜଣେ ବରିଷ୍ଠ ନେତା ଛାଡ଼ୁଛନ୍ତି ଦଳ: ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ସୁଦର୍ଶନ ଜେନା

ଭୁବନେଶ୍ୱର,୮।୩: ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ସୁଦର୍ଶନ ଜେନା ଶୁକ୍ରବାର ବିଜେଡି ଛାଡ଼ିଛନ୍ତି। ସେ ଏକାଧିକ କାରଣ ଦର୍ଶାଇ ବିଜେଡି ଛାଡ଼ଥିବା ଜଣାପଡ଼ିଛି। ଜିଲା ସଭାପତିଙ୍କୁ ସେ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି। ତେବେ ଆଗାମୀ ନିର୍ବାଚନ ପୂର୍ବରୂ ବିଜେଡିର…

ପୁଅ ବିଜେଡିରେ ଯୋଗଦେବା ପରେ ବିଜୟ ମହାପାତ୍ର କହିଲେ…

ଭୁବନେଶ୍ୱର,୮।୩: ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଗୁରୁବାର ବିଜେଡିରେ ଯୋଗ ଦେଇଥିଲେ। ଏ ନେଇ ବିଜୟ ମହାପାତ୍ର ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ପୁଅକୁ ଆଶୀର୍ବାଦ ଦେଲେ ଭଲ ହେଲା। ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବି…

‘ଆମେ ଏକା ଲଢ଼ିଲେ ଭଲ କରିବୁ’

ଭୁବନେଶ୍ୱର,୮ା୩: ରାଜ୍ୟରେ ଆସନ୍ତା ନିର୍ବାଚନ ପାଇଁ ବିଜେଡି ଏବଂ ଭାଜପା ମଧ୍ୟରେ ମେଣ୍ଟ ସମ୍ଭାବନାକୁ ନେଇ ନାନା ଆଲୋଚନା ହେଉଛି। ଶାସକ ବିଜେଡି ଓ ମୁଖ୍ୟ ବିରୋଧୀ ଭାଜପା ଏକାଠି ଲଢ଼ିବାକୁ ଅନେକେ ନାପସନ୍ଦ କରି ସୋସିଆଲ ମିଡିଆରେ ମନ୍ତବ୍ୟ ଦେଉଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?