ବିଜେଡିରେ ସାମିଲ ହେଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା
ଭୁବନେଶ୍ୱର, ୩।୪: ବିଜେଡିରେ ସାମିଲ ହେଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ବୁଧବାର ସେ ଶଙ୍ଖ ଧରିଛନ୍ତି। ମାର୍ଚ୍ଚ ୨୯ ତାରିଖରେ ପ୍ରକାଶ ଭାଜପାରୁ ଇସ୍ତଫା ଦେଇଥିଲେ । ୨୦୧୯ ନିର୍ବାଚନ ପୂର୍ବରୁ କଂଗ୍ରେସ…
ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କଲେ ସିଦ୍ଧାନ୍ତ, କହିଲେ ବରପୁତ୍ରଙ୍କ ନାଁ ବି…
ଭୁବନେଶ୍ୱର, ୩।୪: ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କଲେ ସିଦ୍ଧାନ୍ତ ମହାପାତ୍ର। ସେ ଉତ୍କଳ ଦିବସ ପାଳନକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଯିବାକୁ ସମୟ ହେଲାନି, ସେ ନିଜ ପ୍ରତିନିଧିଙ୍କୁ ପଠାଇଲେ। ଭାଷା ସମ୍ମିଳନୀ ଆୟୋଜନ…
କଂଗ୍ରେସରେ ଡିଲ୍ ଚାଲିଛି: ଟିକେଟ୍ ନ ମିଳିବା ପରେ ଏଭଳି ଅଭିଯୋଗ ଆଣିଲେ ଶିଶିର ଗମାଙ୍ଗ
ଭୁବନେଶ୍ୱର, ୩।୪: ବିଜେଡି, ଭାଜପା ପରେ ମଙ୍ଗଳବାର କଂଗ୍ରେସ ଉଭୟ ଲୋକ ସଭା ଓ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି। ବିଜେଡି ୭୨, ଭାଜପା ୧୧୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କଂଗ୍ରେସ ୪୭…
ଟିକେଟ୍ ଛକାପଞ୍ଝା: ନବୀନ ନିବାସରେ ଅନନ୍ତ ନାରାୟଣଙ୍କ ଶକ୍ତି ପ୍ରଦର୍ଶନ
ଭୁବନେଶ୍ୱର, ୩।୪: ନବୀନ ନିବାସରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଶକ୍ତି ପ୍ରଦର୍ଶନ। ଟିକେଟ୍ ଛକାପଞ୍ଝା ମଧ୍ୟରେ ଶହ ଶହ ସମର୍ଥକଙ୍କ ସହ ସେ ନବୀନ ନିବାସରେ ପହଞ୍ଚିଛନ୍ତି । ଅମରେଶ ଜେନା ମଧ୍ୟ ଭୁବନେଶ୍ୱର ମଧ୍ୟ ଆସନ…
ଆଜି ବିଜେଡିରେ ମିଶିବେ ପ୍ରକାଶ ବେହେରା, ସାଲେପୁରରୁ ମିଳିପାରେ ଟିକେଟ୍
କଟକ,୩।୪: ଆଜି ବିଜେଡିରେ ମିଶିବେ ପ୍ରକାଶ ବେହେରା । ସାଲେପୁରର ପୂର୍ବତନ ବିଧାୟକ ତଥା କଟକ ଜିଲା ଭାଜପାର ପୂର୍ବତନ ସଭାପତି । ବୁଧବାର ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ବିଜେଡିର ଯୋଗ ଦେବା ସୂଚନା ରହିଛି । ସେପଟେ ସାଲେପୁରରୁ…
ଭାଜପା ଛାଡିଥିବା ଭୃଗୁ ବକ୍ସିପାତ୍ରଙ୍କ ପାଇଁ ଦ୍ୱାର ଖୋଲିଦେଲା ବିଜେଡି
ଭୁବନେଶ୍ୱର,୩।୪: ନିର୍ବାଚନ ପୂର୍ବରୁ ଭାଜପାର ଉପସଭାପତି ଭୃଗୁ ବକ୍ସିପାତ୍ର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟରୁ ସେ ନିଜ ଇସ୍ତଫା ପତ୍ର ଫଠାଇ ଦେଇଛନ୍ତି। ଭାଜପା ଛାଡିବା ପରେ ସେ ବିଜେଡିରେ ଯୋଗ…
ଏମ୍ପି ଚନ୍ଦ୍ରଶେଖର ସାହୁଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି
ଭୁବନେଶ୍ୱର,୩।୪: ନିର୍ବାଚନ ପୂର୍ବରୁ ବ୍ରହ୍ମପୁର ଏମ୍ପି ଚନ୍ଦ୍ରଶେଖର ସାହୁଙ୍କୁ ଏକ ବଡ଼ ଦାୟିତ୍ୱ ଦେଇଛି ବିଜେଡି। ତାଙ୍କୁ ରାଜ୍ୟ ବିଜେଡି ଉପସଭାପତି କରାଯିବା ସହ ଦଳର ମାନିଫେଷ୍ଟୋ କମିଟିର ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି। ୨୦୧୯ ବ୍ରହ୍ମପୁର ଲୋକ ସଭା ଆସନ ଜିତିଥିଲେ…
ଅଂଶୁଘାତ ମୁକାବିଲା ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା
ଭୁବନେଶ୍ୱର, ୩।୪: ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା। ସକାଳ ୮.୩୦ରୁ ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ତେବେ ଅଂଶୁଘାତ ମୁକାବିଲା ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଜୀବଜନ୍ତୁଙ୍କୁ ତରଭୁଜ, ଆଖୁ ଭଳି ସପର…
ଟିକେଟ୍ କଳି: କଂଗ୍ରେସ ଭବନରେ ଧାରଣା ଦେଲେ ଆଶାୟୀ ପ୍ରାର୍ଥୀ
ଭୁବନେଶ୍ୱର, ୩।୪: ବିଜେଡି, ଭାଜପା ପରେ ମଙ୍ଗଳବାର ବିଧାନସଭା ଆସନ ପାଇଁ ୪୭ ପ୍ରାର୍ଥୀ ତାଲିକା କଂଗ୍ରେସ ଘୋଷଣା କରିଛି। ପ୍ରାର୍ଥୀ ତାଲିକାରେ କିଛି ପୁରୁଣା ନେତାଙ୍କ ସହ କିଛି ନୂଆ ଚେହେରାଙ୍କୁ ମଧ୍ୟ କଂଗ୍ରେସ ସୁଯୋଗ ଦେଇଥିବା ବେଳେ ଟିକେଟ୍…
ବାରାଣସୀରେ ଓଡ଼ିଶାର ଗୌରବ ଗାଥା
ଭୁବନେଶ୍ୱର, ୩।୪(ଅସମାପିକା ସାହୁ):ବାରାଣସେୟ ଉତ୍କଳ ସମାଜ ଅନୁକୂଲ୍ୟରେ ବାରାଣସୀର କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟ ବିଜ୍ଞାନ ସଂସ୍ଥାନ ସେମିନାର ହଲ୍ରେ ଓଡ଼ିଶା ଦିବସ ପାଳିତ ହୋଇଯାଇଛି। ଓଡ଼ିଶାର ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ବାରାଣସୀ…
ଦିଲୀପ ତିର୍କୀଙ୍କ ପରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ଆଉ ଜଣେ ହକି ଷ୍ଟାର, ଜାଣନ୍ତୁ କେଉଁ ଆସନରୁ ଲଢିବେ
ଭୁବନେଶ୍ୱର, ୩।୪: ବିଜେଡି, ଭାଜପା ପରେ ଏବେ ଉଭୟ ଲୋକ ସଭା ଓ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି କଂଗ୍ରେସ। ମଙ୍ଗଳବାର କଂଗ୍ରେସ ୪୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିବା ପରେ ରାଜ୍ୟ ରାଜନୀତି…
୩ ଦଳର ପ୍ରାର୍ଥୀ ତାଲିକା ପ୍ରକାଶ ପରେ ସରଗରମ ରାଜ୍ୟ ରାଜନୀତି, ଜାଣନ୍ତୁ କେଉଁଠି ହେବ ଜୋରଦାର ଲଢେଇ
ଭୁବନେଶ୍ୱର, ୩।୪: ବିଜେଡି, ଭାଜପା ପରେ ଏବେ କଂଗ୍ରେସ ଉଭୟ ଲୋକ ସଭା ଓ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି। ବିଜେଡି ୭୨, ଭାଜପା ୧୧୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଏବେ କଂଗ୍ରେସ…
Archives


