ମେଟ୍ରୋ

ଭାଜପା କାର୍ଯ୍ୟାଳୟରେ ହଙ୍ଗାମା, ଟିକେଟ ନ ମିଳିବାରୁ ତାତିଲେ ଧର୍ମଶାଳା ଆଶାୟୀ ପ୍ରାର୍ଥୀଙ୍କ ସମର୍ଥକ…

ଭୁବନେଶ୍ୱର,୨।୪: ଆଗାମୀ ବିଧାନସଭା ନିର୍ବାଚନ ଲାଗି ଭାଜପା ମଙ୍ଗଳବାର ୧୧୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ତେବେ ଏଥିରେ ଧର୍ମଶାଳା ଆସନରେ ସ୍ମୃତିରେଖା ପହିଙ୍କୁ ଟିକେଟ ମିଳିଛି। ଏହାକୁ ନେଇ ଆଶାୟୀ ପ୍ରାର୍ଥୀ ହିମାଂଶୁ ଶେଖର ସାହୁଙ୍କ ସମର୍ଥକ ମାନେ…

ବାପ, ଝିଅ, ପୁଅଙ୍କୁ ଟିକେଟ୍‌ ଦେଲା କଂଗ୍ରେସ, ଜାଣନ୍ତୁ କିଏ କେଉଁ ଆସନରୁ ଲଢିବେ

ଭୁବନେଶ୍ୱର,୨।୪: ବିଜେଡି, ଭାଜପା ପରେ କଂଗ୍ରେସ ବିଧାନସଭା ନିର୍ବାଚନ ପାଇଁ ୪୯ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। କଂଗ୍ରେସ ତା’ର ପ୍ରାର୍ଥୀ ତାଲିକାରେ ପୁରୁଖା ନେତାଙ୍କୁ ପୁଣି ସୁଯୋଗ ଦେଇଛି। ଏପରିକି କଂଗ୍ରେସ ଗୋଟିଏ ପରିବାରର ସଦସ୍ୟଙ୍କୁ ଟିକେଟ୍‌ ଦେଇଛି। ସୂଚନାମୁତାବକ,…

ବିଜେଡିରୁ ଆସିଥିବା ଏହି ନେତାଙ୍କୁ ଟିକେଟ୍‌ ଦେଲା ଭାଜପା, ବାଦ୍‌ ପଡିଲେ ପୁରୁଣା ନେତା

ଭୁବନେଶ୍ୱର,୨।୪: ଭାଜପା ଆଜି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ପ୍ରଥମ ପର୍ଯ୍ୟାୟରେ ମୋଟ ୧୧୨ ଜଣ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି ଭାଜପା । ବଡ କଥା ହେଉଛି ବିଜେଡ଼ିରୁ ଆସିଥିବା ପ୍ରାୟ ୮ ଜଣଙ୍କୁ ବିଜେଡ଼ି…

ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ନୂଆପଡ଼ାରୁ ଲଢ଼ିବେ ଶରତ ପଟ୍ଟନାୟକ

ଭୁବନେଶ୍ୱର,୨।୪: ବିଜେଡି, ଭାଜପା ପରେ କଂଗ୍ରେସ ବିଧାନସଭା ନିର୍ବାଚନ ପାଇଁ ୪୯ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ପିସିସି ସଭାପତି ଶରତ ପଟ୍ଟନାୟକ ନୂଆପଡ଼ାରୁ ଲଢ଼ିବେ । ଜାଣନ୍ତୁ କିଏ କେଉଁଠୁ ଲଢିବେ… ରାଉରକେଲା- ବୀରେନ୍ଦ୍ର ନାଥ ପଟ୍ଟନାୟକ, ରାଜଗାଙ୍ଗପୁର- ରାଜନ…

ପ୍ରକାଶ ପାଇଲା କଂଗ୍ରେସର ଲୋକ ସଭା ପ୍ରାର୍ଥୀ ତାଲିକା, ଜାଣନ୍ତୁ କେଉଁ ଆସନରୁ କାହାକୁ ମିଳିଲା ଟିକେଟ୍‌

ଭୁବନେଶ୍ୱର,୨।୪: ପ୍ରକାଶ ପାଇଲା କଂଗ୍ରେସର ପ୍ରଥମ ଲୋକ ସଭା ପ୍ରାର୍ଥୀ ତାଲିକା। ବରଗଡ଼ରୁ ସଂଜୟ ଭୋଇ, ସୁନ୍ଦରଗଡ଼ରୁ ଜନାର୍ଦ୍ଦନ ଦେହୁରୀ, ବଲାଙ୍ଗିରରୁ ମନୋଜ ମିଶ୍ର, କଳାହାଣ୍ଡିରୁ ଦ୍ରୌପଦୀ ମାଝୀଙ୍କୁ କଂଗ୍ରେସ ଟିକେଟ୍‌ ଦେଇଛି। ସେହିପରି କୋରାପୁଟରୁ ସପ୍ତଗିରି ଉଲ୍ଲାକା, ବ୍ରହ୍ମପୁରରୁ ରଶ୍ମୀରଞ୍ଜନ…

ନବୀନଙ୍କୁ ଟକ୍କର ଦେବେ ଏହି ନେତା, ଭାଜପା ଘୋଷଣା କଲା ପ୍ରାର୍ଥୀ

ଭୁବନେଶ୍ୱର,୨।୪: ଘୋଷଣା ହୋଇଛି ଭାଜପା ପ୍ରାର୍ଥୀ ତାଲିକା । ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଭାଜପା । ପ୍ରଥମ ପର୍ଯ୍ୟାୟରେ ମୋଟ ୧୧୨ ଜଣ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛନ୍ତି ଭାଜପା କେନ୍ଦ୍ରୀୟ ନେତ୍‌ୃତ୍ୱ । ସବୁଠୁ ବଡ଼…

ରାଜ୍ୟର ୨ ଜିଲାପାଳ, ୫ ଏସ୍‌ପିଙ୍କୁ ବଦଳି ନିର୍ଦ୍ଦେଶ

ଭୁବନେଶ୍ୱର,୨।୪: ରାଜ୍ୟର ୨ ଜିଲାପାଳ ଓ ୫ ଏସ୍ପିଙ୍କ ବଦଳି କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। କଟକ ଜିଲାପାଳ ବିନିତ ଭରଦ୍ବାଜ, ଜଗତସିଂହପୁର ଜିଲାପାଳ ପାରୁଲ ପଟୱାରୀଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଅନୁଗୋଳ ଜିଲା ଆରକ୍ଷୀ ଅଧୀକ୍ଷକ…

ବାକି ୩୫ ଆସନରେ କାହାକୁ ଟିକେଟ୍‌ ଦେବ ଭାଜପା, ଆଗରେ ରହିଛି ଏହିମାନଙ୍କ ନାଁ…

ଭୁବନେଶ୍ୱର,୨।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ପ୍ରଥମ ପର୍ଯ୍ୟାୟରେ ୧୧୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ବାକି ୩୫ଟି ଆସନକୁ ନେଇ ଏବେବି ସସପେନ୍ସ ଲାଗି ରହିଛି। ରାଉରକେଲା, ତେଲକୋଇ, ଘସିପୁରା, ପାଟଣା, ଚମ୍ପୁଆ, ସାରସକଣା, ରାଇରଙ୍ଗପୁର, କରଞ୍ଜିଆ, ବାଙ୍ଗିରିପୋଷି,…

ଦାଦାଙ୍କ ବଦଳରେ ଝିଆରୀଙ୍କୁ ମିଳିଲା ଟିକେଟ୍‌

ଭୁବନେଶ୍ୱର,୨।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ପ୍ରଥମ ପର୍ଯ୍ୟାୟରେ ୧୧୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏଥିରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନାଁ ନାହିଁ। ତାଙ୍କ ବଦଳରେ ଦଳ ତାଙ୍କ ଝିଆରୀ ତଥା ସ୍ବର୍ଗତ ଲଲାଟେନ୍ଦୁ ବିଦ୍ୟାଧର…

୧୭ ବିଧାୟକଙ୍କୁ ପୁଣି ମିଳିଲା ଟିକେଟ୍‌, ୨ ବିଧାୟକଙ୍କ କଟିଲା ପତ୍ତା

ଭୁବନେଶ୍ୱର,୨।୪: ଭାଜପା ପ୍ରଥମ ପର୍ଯ୍ୟାୟରେ ୧୧୨ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ୧୭ ବିଧାୟକଙ୍କୁ ପୁଣି ଭାଜପା ଭରସା କରିଛି। ଭାଜପା ଟିକେଟରେ ଜିତିଥିବା ୨ ବିଧାୟକଙ୍କ ଟିକେଟ କାଟି ଦେଇଛି ଦଳ। ମାଲକାନଗିରି ଏବଂ ବ୍ରହ୍ମଗିରିରୁ…

ହେବିଓ୍ବେଟ୍‌ ନେତାଙ୍କ ଉପରେ ପୁଣି ବିଶ୍ୱାସ ରଖିଲା ଭାଜପା, ବ୍ରଜରାଜନଗରରୁ ଲଢିବେ ସୁରେଶ ପୂଜାରୀ

ଭୁବନେଶ୍ୱର,୨।୪: ୨୦୨୪ ବିଧାନସଭା ନିର୍ବାଚନ ପାଇଁ ଭାଜପା ମଙ୍ଗଳବାର ପ୍ରାର୍ଥୀ ଘୋଷଣା କରିଛି। ଦଳ ପ୍ରଥମ ପର୍ଯ୍ୟାୟରେ୧୧୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରଥିବା ବେଳେ ଆଉ ବଳକା ୩୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ରାଜ୍ୟ ବିଜେପି ସଭାପତି…

ଭାଜପା ପ୍ରାର୍ଥୀ ତାଲିକା: କୋରେଇରୁ ଆକାଶ, ସିଦ୍ଧାନ୍ତଙ୍କୁ…

ଭୁବନେଶ୍ୱର,୨।୪: ୨୦୨୪ ବିଧାନସଭା ନିର୍ବାଚନ ପାଇଁ ଭାଜପା ୧୧୨ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଭାଜପା ଅଭିନେତା ଆକାଶ ଦାସନାୟକଙ୍କୁ କୋରେଇ ଆସନରୁ ଟିକେଟ୍‌ ଦେଇଥିବା ବେଳେ ସିଦ୍ଧାନ୍ତ ମହାପାତ୍ରଙ୍କୁ ଦିଗପହଣ୍ଡି ଆସନରୁ ଟିକେଟ୍‌ ଦେଇଛି। ସେହିପରି ପ୍ରିୟଦର୍ଶୀ ମିଶ୍ରଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri