ମେଟ୍ରୋ

ନବନିର୍ବାଚିତ ଭାଜପା ଏମ୍‌ପିଙ୍କୁ ଦିଲ୍ଲୀ ଡାକରା

ନୂଆଦିଲ୍ଲୀ,୬।୬:ନବନିର୍ବାଚିତ ଭାଜପା ଏମ୍‌ପିଙ୍କୁ ଦିଲ୍ଲୀରୁ ଡାକରା ହୋଇଛି। ଫଳରେ ଆଜି ଭାଜପାର ୨୦ ଏମ୍‌ପି ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ଭାଜପାର ସଂସଦୀୟ ବୋର୍ଡ ବୈଠକ ଅନୁଷ୍ଠିତ ହେବ। ଆସନ୍ତା ଜୁନ୍‌୮ରେ ମୋଦିଙ୍କ ଶପଥ ଉତ୍ସବରେ ମଧ୍ୟ ଏମ୍‌ପି ସାମିଲ…

ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ଘୁଞ୍ଚିବା ଚର୍ଚ୍ଚା

ଭୁବନେଶ୍ୱର, ୬।୬(ସୁନିତ୍‌ ମିଶ୍ର)୨୦୨୪ ନିର୍ବାଚନ ଫଳାଫଳ ସମସ୍ତଙ୍କୁ ପ୍ରାୟ ଆଶ୍ଚର୍ଯ୍ୟ କରିଦେଇଛି। ୨୪ ବର୍ଷ ଧରି ରାଜ୍ୟରେ ଶାସନ କ୍ଷମତାରେ ରହିଥିବା ବିଜେଡିକୁ ଗାଦିଚ୍ୟୁତ ହେବାକୁ ପଡ଼ିଛି। ଅନ୍ୟପଟେ ଓଡ଼ିଶାରେ ଭାଜପା ପ୍ରଥମ ଥର ଲାଗି ସରକାର ଗଠନ କରିବାରେ ସକ୍ଷମ…

ଉତ୍ସାହିତ ଭାଜପା କର୍ପୋରେଟର

ଭୁବନେଶ୍ୱର, ୬।୬ (ବନ୍ଦନା ସେଠୀ)ସାଧାରଣ ନିର୍ବାଚନରେ ଓଡ଼ିଶାରେ ଭାଜପା ବହୁମତ ହାସଲ କରି ପ୍ରଥମ ଥର ପାଇଁ ସରକାର ଗଢ଼ିବାକୁ ଯାଉଛି। ୨୪ବର୍ଷର ଶାସନ ବିଜେଡି ହାତରୁ ଖସିଛି। ଏହାକୁ ନେଇ ଏବେ ଭାଜପା ନେତା, କର୍ମୀ ଓ ସମର୍ଥକଙ୍କ ମହଲରେ…

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଚାଲୁ ରଖାଯାଉ: ଇଣ୍ଡିଆ

ଭୁବନେଶ୍ୱର,୬।୬(ଶର୍ମିଷ୍ଠା ପାଣିଗ୍ରାହୀ)ରାଜ୍ୟର ରୋଗୀଙ୍କ ଚିକିତ୍ସା ପାଇଁ ଉପଲବ୍ଧ ହେଉଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ଜାରି ରଖାଯାଉ। ଏହି କାର୍ଡ ବନ୍ଦ ନେଇ କୌଣସି ଅପପ୍ରଚାର କରା ନ ଯାଉ। ଏହାଦ୍ୱାରା ରାଜ୍ୟର ବହୁ ରୋଗୀ ଏବଂ ତାଙ୍କ ପରିବାର ହଇରାଣ…

ମେଣ୍ଟ ସରକାରର ପୁନର୍ଜନ୍ମ

ଭୁବନେଶ୍ୱର, ୬।୬(ଅନୀଲ ଦାସ, ସୁନିତ୍‌ ମିଶ୍ର)୨୦୨୪ ନିର୍ବାଚନରେ ଭାଜପା ପକ୍ଷରୁ ‘ଅବ୍‌କି ବାର ୪୦୦ ପାର୍‌’ ସ୍ଲୋଗାନ ଦିଆଯାଉଥିଲା। ଜାତୀୟ ସ୍ତରର ଏକଜିଟ୍‌ ପୋଲ୍‌ ସର୍ଭେ ଭାଜପା ଲକ୍ଷ୍ୟ ପାଖାପାଖି ସତ ହେବାକୁ ଯାଉଛି ବୋଲି ଦେଖାଇବାକୁ ଲାଗିଲେ। ହେଲେ ନିର୍ବାଚନ…

ରାଜ୍ୟରେ ବିଭିନ୍ନ ଯୋଜନା ବନ୍ଦ ଅଭିଯୋଗ

ଭୁବନେଶ୍ୱର, ୬।୬(ଅସମାପିକା ସାହୁ)ରାଜ୍ୟରେ ଆର୍ଥତ୍କ ଦୁର୍ବଳ ଶ୍ରେଣୀର ପରିବାରକୁ ମାଗଣାରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ନବୀନ ପଟ୍ଟନାୟକ ସରକାର ୨୦୧୮ ଅଗଷ୍ଟ ୧୫ରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ) ଆରମ୍ଭ କରିଥିଲେ। ଗତ ୪ ତାରିଖ ଓଡ଼ିଶା ବିଧାନସଭା ନିର୍ବାଚନ…

‘ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ପଦକ୍ଷେପ ନିଆଯିବ’

ପୁରୀ, ୬।୬(ଅଜିତ୍‌ କୁମାର ମହାନ୍ତି): ଚଳିତ ସାଧାରଣ ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ବିଜୟୀ ହୋଇଥିବା ଅନେକ ନେତା ବୁଧବାର ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ପୁରୀ ଲୋକ ସଭା ଆସନର ଭାଜପା ପ୍ରାର୍ଥୀ ଡ. ସମ୍ବିତ ପାତ୍ର…

ଇନ୍‌ଷ୍ଟାଗ୍ରାମରୁ ବିଜେଡି ହଟାଇଲେ ପାଣ୍ଡିଆନ, ପରିବର୍ତ୍ତନ କରି ଲେଖିଲେ…

ଭୁବନେଶ୍ୱର,୫ା୬: ସୋସିଆଲ ମିଡିଆ ଆକାଉଣ୍ଟ ଇନ୍‌ଷ୍ଟାଗ୍ରାମରୁ କାର୍ତ୍ତିକ ପାଣ୍ଡିଆନ ବିଜେଡି ହଟାଇ ଦେଇଛନ୍ତି। ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ସେ ତାଙ୍କ ପ୍ରୋଫାଇଲରେ ବିଜେଡିର ସଦସ୍ୟ ଲେଖିଥିବା ବେଳେ ଏହାକୁ ପରିବର୍ତ୍ତନ କରି ‘ନବୀନ ପଟ୍ଟନାୟକଙ୍କ ସହ କାମ କରିବା…

୩ରୁ୪ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ, କିଛି ଜିଲାରେ କାଳବୈଶାଖୀ

ଭୁବନେଶ୍ୱର,୫ା୬: ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ମୌସୁମୀ ପ୍ରଥମେ ଦକ୍ଷିଣ ଓଡ଼ିଶାରେ ପ୍ରବେଶ କରିବ। ତା’ପରେ ଅନ୍ୟ ଅଞ୍ଚଳକୁ ଛୁଇଁବ। ଓଡ଼ିଶାକୁ…

ନବୀନ ନିବାସ ବୈଠକରେ ବି ପାଣ୍ଡିଆନ ଅନୁପସ୍ଥିତ, ୨ ବିଜେଡି ବିଧାୟକ କହିଲେ…

ଭୁବନେଶ୍ୱର,୫।୬: ବିଜେଡି ପ୍ରଚାରର ମଙ୍ଗ ଧରିଥିଲେ, ହେଲେ ନିର୍ବାଚନ ଫଳାଫଳ ଆସିବା ପରେ କେଉଁଆଡେ ଉଭାନ। ଆମେ କହୁଛୁ ବିଜେଡି ନେତା ଭି କେ ପାଣ୍ଡିଆନଙ୍କ କଥା। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତାଙ୍କୁ ଦେଖିବାକୁ ମଧ୍ୟ ମିଳୁନାହିଁ। ଏଣୁ…

ପରାଜୟ ପରେ ଦଳୀୟ ନେତାଙ୍କୁ ଏଭଳି କହି ମନୋବଳ ବଢ଼ାଇଲେ ନବୀନ, ଦେଖନ୍ତୁ Video

ଭୁବନେଶ୍ୱର,୫।୬: ରାଜ୍ୟରେ ହୋଇଥିବା ସାଧାରଣ ନିର୍ବାଚନରେ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଠନ କରିବାକୁ ଯାଉଛି। ହେଲେ ପରାଜିତ ହୋଇ ଅଧିକ ଚର୍ଚ୍ଚାରେ ରହିଛି ବିଜେଡି, ସେ ବି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନେଇ। ଦୀର୍ଘ ୨୪ ବର୍ଷ ଧରି…

ଓଡ଼ିଶାରେ ଭାଜପାର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ ହେବ ଏହି ଦିନ ହେବ ଫାଇନାଲ

ନୂଆଦିଲ୍ଲୀ/ଭୁବନେଶ୍ୱର,୫ା୬: ଭାରତୀୟ ଜନତା ପାର୍ଟି ଓଡ଼ିଶା ବିଧାନସଭା ଏବଂ ଲୋକ ସଭା ନିର୍ବାଚନରେ ଐତିହାସିକ ପ୍ରଦର୍ଶନ ହାସଲ କରିଛି। ଭାରତୀୟ ଜନତା ପାର୍ଟି ୧୪୭ ସିଟ୍‌ ବିଶିଷ୍ଟ ବିଧାନସଭାରେ ୭୮ ସିଟ୍‌ ଜିତିବାରେ ସଫଳ ହୋଇଥିବା ବେଳେ ବିଜେଡିକୁ କେବଳ ୫୧ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?