ମେଟ୍ରୋ

ଓଡ଼ିଶାକୁ ଭାଜପା ଧୋକ୍କା ଦେଇଛି କାହିଁକି ଏମିତି କହିଲେ ସୁର ରାଉତ ରାୟ

ଭୁବନେଶ୍ୱର,୨୪।୭: ବରିଷ୍ଠ ନେତା ସୁର ରାଉତରାୟ ବୁଧବାର ଭାଜପା ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଭରଜପା ନେତାମାନେ ବାରମ୍ବାର ଶସ୍ତା ମନ୍ତବ୍ୟ, ଫାଲତୁ ମନ୍ତବ୍ୟ ଦେଉଛନ୍ତି। କେନ୍ଦ୍ରୀୟ ବଜେଟ୍‌ରେ ଓଡ଼ିଶା ପାଇଁ ଟଙ୍କାଟିଏ ନାହିଁ। ସ୍ପେଶାଲ ପ୍ୟାକେଜ କୁଆଡେ ଗଲା। ପୋଲାଭରମ…

ଉପସ୍ଥାପନ ହେଲା ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ; ମୁଣ୍ଡପିଛା ଆୟ ଏତିକି ଟଙ୍କା

ଭୁବନେଶ୍ୱର,୨୪ା୭: ଓଡ଼ିଶାରେ ଭାଜପା ସରକାର ଆସିବା ପରେ ଆସନ୍ତା କାଲି ଅର୍ଥାତ ଜୁଲାଇ ୨୫ ତାରିଖରେ ଆଗତ ହେବ ନୂଆ ସରକାରର ପ୍ରଥମ ବଜେଟ। ଏହା ପୂର୍ବରୁ ବିଧାନସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନା ହୋଇଛି। ରିପୋର୍ଟ ଅନୁସାରେ ଓଡ଼ିଶାରେ ମୁଣ୍ଡପିଛା…

ଉପବାଚସ୍ପତି ହେଲେ ଭବାନୀ ଭୋଇ

ଭୁବନେଶ୍ୱର,୨୪ା୭: ସୁନ୍ଦରଗଡ ଜିଲା ତଳସରା ବିଧାୟକ ଭବାନୀ ଭୋଇ ଉପବାଚସ୍ପତି ଭାବେ ନିର୍ଦ୍ୱଦ୍ୱରେ ନିର୍ବାଚିତ ହୋଇଛନ୍ତି। ତଳସରାରୁ ସେ ବିଧାନସଭାକୁ ଦୁଇଥର ନିର୍ବାଚିତ ହୋଇଛନ୍ତି। ବାଚସ୍ପତି ସୁରମା ପାଢ଼ୀ ପ୍ରଥମେ ଭବାନୀଙ୍କ ନାଁ ଘୋଷଣା କରିଥିଲେ। ସେ ନିର୍ଦ୍ୱନ୍ଦ୍ୱରେ ଉପବାଚସ୍ପତି ଭାବେ…

ଓଡ଼ିଶା ପାଇଁ ରେଳ ଅନୁଦାନ ଘୋଷଣା କଲେ ରେଳ ମନ୍ତ୍ରୀ: ଜାଣନ୍ତୁ କେତେ ମିଳିଲା

ଭୁବନେଶ୍ୱର, ୨୪।୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପାର୍ଲାମେଣ୍ଟରେ ୨୦୨୪-୨୫ ଆର୍ଥିକବର୍ଷର ବେଜଟ୍‌ ଉପସ୍ଥାପନ କରିଛନ୍ତି। ଏଥର ରେଳକୁ ୨.୬୨ ଲକ୍ଷ କୋଟି ଅନୁଦାନ ମିଳିଛି। ତେବେ ଓଡ଼ିଶାରେ ରେଳର ବିକାଶ ପାଇଁ ୧୦ ହଜାର ୫୮୬ କୋଟି ଟଙ୍କାର ଅନୁଦାନ ମିଳିଛି।…

ପିଏମ ସୂର୍ଯ୍ୟଘର ଯୋଜନା ନେଇ ବଡ଼ ଘୋଷଣା, ମିଳିବ ଏତେ ହଜାର ଟଙ୍କା ସହାୟତା

ଭୁବନେଶ୍ୱର,୨୪।୭: ପିଏମ ସୂର୍ଯ୍ୟଘର ଯୋଜନାନେଇ ରାଜ୍ୟ ସରକାର ବଡ଼ ସୂଚନା ଦେଇଛନ୍ତି। ଏଥିପାଇଁ ୭୮ ହଜାର ଟଙ୍କାର ସହାୟତା ମିଳିବ ବୋଲି ଘୋଷଣା ହୋଇଛି। ବିଜେଡି ନେତା ଗଣେଶ୍ବର ବେହେରାଙ୍କ ପ୍ରଶ୍ନରେ ଶକ୍ତିମନ୍ତ୍ରୀ କେଭି ସିଂଦେଓ ବିଧାନସଭାରେ ଏପରି ଉତ୍ତର ରଖିଛନ୍ତି।…

ରାଶନ କାର୍ଡକୁ ନେଇ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ ଦେଲେ ବଡ଼ ସୂଚନା: ମାସେ ଭିତରେ…

ଭୁବନେଶ୍ୱର,୨୪।୭:ମାସେ ଭିତରେ ନୂଆ ହିତାଧିକାରୀ ରାଶନ କାର୍ଡ ପାଇବେ। ଏନେଇ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରାୟ ୮ ଲକ୍ଷ ନୂଆ ହିତାଧିକାରୀ ନୂଆ ରାଶନ କାର୍ଡ ପାଇପାରନ୍ତି। ଏଥିସହ ଅଯୋଗ୍ୟ…

କାଳିଆ ଯୋଜନାକୁ ନେଇ କୃଷି ମନ୍ତ୍ରୀଙ୍କ ବଡ଼ ସୂଚନା, କହିଲେ…

ଭୁବନେଶ୍ୱର,୨୪।୭: ବିଧାନସଭା ପ୍ରଶ୍ନକାଳରେ ଉଠିଲା କାଳିଆ ଯୋଜନା। ବୁଧବାର ବିଧାନସଭାରେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ କୃଷି ମନ୍ତ୍ରୀ କେଭି ସିଂ ଦେଓଙ୍କୁ କାଳିଆ ଯୋଜନା ସମ୍ପର୍କରେ ପ୍ରଶ୍ନ କରିଛନ୍ତି। ଏନେଇ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ…

ଫାଇଭ ଟାଉଟର କହି ବିଧାନସଭାରେ ଗର୍ଜନ କଲେ ମନ୍ତ୍ରୀ, ସମସ୍ତେ ତାଜୁବ

ଭୁବନେଶ୍ୱର,୨୪।୭: ଗତକାଲି ବିଧାନସଭାରେ ଜୋରଦାର ହଙ୍ଗାମା କରିଥିଲେ ବିରୋଧୀ। ରାଜ୍ୟପାଳଙ୍କ ପୁଅଙ୍କ କଥା ଉଠାଇ ବିଜେଡି ସ କଂଗ୍ରେସ ଗୃହକୁ ଚଲାଇ ନ ଥିଲେ। ତେବେ ଏହାରି ଭିତରେ ଗୃହ ଭିତରୁ ‘ଫାଇଭ ଟାଉଟର’ ବୋଲି ଶୁଣିବାକୁ ମିଳିଥିଲା। ଶୁଣି ସମସ୍ତେ…

ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୪।୭: ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଲୋକ ସେବା ଭବନରେ ରାତି ୮ଟା ୩୦ରେ ଏହି ବୈଠକ ବସିବ। ମୋହନ ସରକାରଙ୍କ ଏହା ହେବ ତୃତୀୟ କ୍ୟାବିନେଟ ବୈଠକ । ପୂର୍ବରୁ ଦୁଇଟି କ୍ୟାବିନେଟର ୯ଟି ଗୁରୁତ୍ୱପୂର୍ଣ୍ଣ…

ପ୍ରଶ୍ନକାଳରେ ହଟ୍ଟଗୋଳ, କକ୍ଷତ୍ୟାଗ କଲା ବିଜେଡି

ଭୁବନେଶ୍ୱର,୨୪।୭: ବିଧାନସଭା ବଜେଟ ଅଧିବେଶନର ଆଜି ହେଉଛି ତୃତୀୟ ଦିନ। ହେଲେ ତୃତୀୟ ଦିନ ଗୃହ ଆରମ୍ଭରୁ ହଟ୍ଟଗୋଳ ଦେଖାଯାଇଛି। ପ୍ରଶ୍ନକାଳରେ ହଟ୍ଟଗୋଳ କରି ବିଜେଡି ସଦସ୍ୟ କକ୍ଷତ୍ୟାଗ କରିଛନ୍ତି। ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ ସଦସ୍ୟ ମଧ୍ୟ ହୋହାଲ୍ଲା କରିଛନ୍ତି।…

୮ ଜଣିଆ ଟାସ୍କଫୋର୍ସ ଗଠନ କଲେ ମୁଖ୍ୟମନ୍ତ୍ରୀ, କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଦେଲେ…

ଭୁବନେଶ୍ୱର,୨୪।୭: ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏକ ଟାସ୍କଫୋର୍ସ ଗଠନ କରିଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ଟାସ୍କ ଫୋର୍ସର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।…

ଏନ୍‌ଇଇଟି-ୟୁଜି ଉପରେ ସୁପ୍ରିମକୋର୍ଟଙ୍କ ରାୟ ସତ୍ୟର ବିଜୟ: ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୪।୭(ସୁନିତ୍‌ ମିଶ୍ର): ଏନ୍‌ଇଇଟି୍‌-ୟୁଜି ପୁନଃ ପରୀକ୍ଷା ହେବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ କହିବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନୂଆଦିଲ୍ଲୀରେ ଏହି ପ୍ରସଙ୍ଗରେ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ସୁପ୍ରିମକୋର୍ଟ ଦେଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?