ହାଇକୋର୍ଟ ଗଲେ ଦିଲ୍ଲୀପ ରାୟ
ଭୁବନେଶ୍ୱର,୨୧।୬: ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ବରିଷ୍ଠ ଭାଜପା ନେତା ଦିଲ୍ଲୀପ ରାୟ। ବିଧାୟକ ଶାରଦା ନାୟକଙ୍କ ବିରୋଧରେ ଦାୟର କଲେ ମାମଲା। ଶାରଦାଙ୍କ ବିଧାୟକ ପଦ ଅସିଦ୍ଧ ଘୋଷଣା କରିବାକୁ ଦିଲ୍ଲୀପ କୋର୍ଟରେ ଦାବି କରିଛନ୍ତି। ସୂଚନାଥାଉ କି, ଶାରଦାଙ୍କ ବିଧାୟକ…
ବାଣୀବିହାରରେ ପୁଣି ଆରମ୍ଭ ହେବ ଯୋଗ ବିଭାଗ
ଭୁବନେଶ୍ୱର,୨୧।୬: ଜୁନ ୨୧ରେ କେବଳ ଆମ ରାଜ୍ୟରେ ନୁହେଁ ସାରା ଦେଶରେ ଅର୍ନ୍ତଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ତେବେ ଏନେଇ ସରକାର ବଡ଼ ଘୋଷଣା କରିଛନ୍ତି। ଖୁବଶୀଘ୍ର ବାଣୀବିହାରରେ ପୁଣି କାର୍ଯ୍ୟକ୍ଷମ ହେବାକୁ ଯାଉଛି ଯୋଗ ବିଭାଗ । କୌଣସି…
ସରକାରଙ୍କ ଘୋଷଣା: ୨୦୩୬ ପର୍ଯ୍ୟନ୍ତ ହକି ଇଣ୍ଡିଆର ପ୍ରାୟୋଜକ ରହିବ ଓଡ଼ିଶା
ଭୁବନେଶ୍ୱର,୨୧।୬: ୨୦୩୬ ଯାଏ ଓଡ଼ିଶା ଭାରତୀୟ ହକି ଦଳର ପ୍ରାୟୋଜକ ରହିବ। ଏନେଇ ସରକାର ଶୁକ୍ରବାର ବଡ଼ ଘୋଷଣା କରିଛନ୍ତି। ୨୦୩୩ରୁ ୨୦୩୬ ପର୍ଯ୍ୟନ୍ତ ପ୍ରାୟୋଜକ ଅବଧି ବୃଦ୍ଧି ନେଇ ସୂଚନା ମିଳିଛି। ଓଡ଼ିଶା ୨୦୧୮ରୁ ହକି ଇଣ୍ଡିଆର ପ୍ରାୟୋଜକ ରହିଛି…
ପ୍ରତିଦିନ ଏହି ସମୟରେ ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୧ା୬(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରତିଦିନ ୨ ଘଣ୍ଟା ପାଇଁ ଲୋକଙ୍କ ଅଭିଯୋଗ ଶୁଣିବେ। ଶୁକ୍ରବାରଠାରୁ ଏହି ଅଭିଯୋଗ ଶୁଣାଣି ଆରମ୍ଭ ହେବ। ଭୁବନେଶ୍ବରରେ ଥିବା ବେଳେ ରାଜ୍ୟ ଅତିଥି ଭବନ କାର୍ଯ୍ୟାଳୟରେ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ…
ମହିଳାଙ୍କୁ ଅପହରଣ ମାମଲାର ପର୍ଦ୍ଦାଫାଶ: ଭାଇଙ୍କଠାରୁ କୋଟିଏ ଟଙ୍କା ଝଡ଼ାଇବାକୁ ନିଜେ ରଚିଥିଲେ ନାଟକ
ଭୁବନେଶ୍ୱର,୨୧ା୬: ଭୁବନେଶ୍ବରରୁ ମହିଳା ଅପହରଣ ମାମଲାର ପର୍ଦ୍ଦାଫାଶ କରିଛି ପୋଲିସ। ନିଜ ଭାଇଙ୍କଠାରୁ ୧ କୋଟି ଟଙ୍କା ଝଡ଼ାଇବାକୁ ମହିଳା ଜଣକ ତାଙ୍କର ଦୁଇ ବନ୍ଧୁଙ୍କ ସହ ମିଶି ଅପହରଣ ନାଟକ ରଚିଥିଲେ। ସମ୍ପୃକ୍ତ ମହିଳାଙ୍କୁ ଅପହରଣକାରୀଙ୍କ ସହିତ ନୟାଗଡ଼ରୁ ଉଦ୍ଧାର…
କାଳିମାଡ଼କୁ ନେଇ ଆସିଲା ଶରତଙ୍କ ପ୍ରତିକ୍ରିୟା, କହିଲେ ଏହିମାନେ କରିଛନ୍ତି…
ଭୁବନେଶ୍ୱର,୨୧।୬: କାଳିମାଡ଼କୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପ୍ରତିକ୍ରିୟା ରଖିଛନ୍ତି। ଶରତ କହିଛନ୍ତି, ଏହା ମୋ ପାଇଁ ନୂଆ ନୁହେଁ, ମୁଁ ଦବିଯିବିନି। ପୂର୍ବଥର ପିସିସି ସଭାପତି ଥିବା ବେଳେ ଅଣ୍ଡା, ପଥର ମାଡ଼ ହୋଇଥିଲା। ଏସବୁ ନେଇ ମୁଁ…
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତ୍ୟେକ ପଞ୍ଚାୟତରେ ହେବ…
ଭୁବନେଶ୍ୱର,୨୧।୬: ଆଜି ରାଜ୍ୟରେ ପାଳନ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବଲାଙ୍ଗୀରରେ ଯୋଗ ଦିବସରେ ଯୋଗ ଦେଇ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯୋଗ ଓ ଆୟୁର୍ବେଦର ପ୍ରଚାର ପାଇଁ ପ୍ରତ୍ୟେକ ପଞ୍ଚାୟତରେ ଆରୋଗ୍ୟମ ସେଣ୍ଟର…
ଚାମ୍ବରରେ ବସିଥିବା ବେଳେ ପିସିସି ସଭାପତିଙ୍କୁ କାଳିମାଡ଼, ଭିଡିଓ ଦେଖିଲେ…
ଭୁବନେଶ୍ୱର,୨୧ା୬: ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଶୁକ୍ରବାର କାଳିମାଡ଼ ହୋଇଥିବା ଜଣାପଡ଼ିଛି। କଂଗ୍ରେସ ଭବନ ଚାମ୍ବରରେ ବସିଥିବା ବେଳେ ତାଙ୍କୁ କାଳିମାଡ଼ ହୋଇଛି। ଦଳର ଅସନ୍ତୋଷ ଗୋଷ୍ଠୀ କାଳିମାଡ଼ କରିଥିବା ଜଣାପଡ଼ିଛି। କାଳିମାଡ଼କୁ ନେଇ ପିସିସି ସଭାପତି ପ୍ରତିକ୍ରିୟା ରଖିଛନ୍ତି। ସେ…
ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପକୁ ନେଇ ଏମିତି କହିଲେ ରାଜ୍ୟ ଗୃହନିର୍ମାଣ ମନ୍ତ୍ରୀ
ଭୁବନେଶ୍ୱର,୨୧।୬: ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରି କହିଛନ୍ତି, ରାଜ୍ୟର ରାଜଧାନୀ ଭୁବନେଶ୍ୱରକୁ ଆନ୍ତର୍ଜାତିକ ସହର ଭାବେ ବିକଶିତ କରାଯିବ। ଏହି ଦୃଷ୍ଟିରୁ ମେଟ୍ରୋ ଟ୍ରେନ ପ୍ରକଳ୍ପର ଗୁରୁତ୍ୱ ରହିଛି…
ନୂଆ ଓ ସୁସ୍ଥ ଓଡ଼ିଶା ଗଠନରେ ସହାୟକ ହେବ ଯୋଗ
ଭୁବନେଶ୍ୱର,୨୧ା୬: ଆଜି ଅର୍ଥାତ୍ ଜୁନ୍ ୨୧ରେ ସମଗ୍ର ବିଶ୍ୱରେ ପାଳନ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି କ୍ରମରେ ରାଜଧାନୀ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ ପାଳନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଦିବସରେ ସାମିଲ…
ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ; ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ
ଭୁବନେଶ୍ୱର,୨୧।୬: ରାଜଧାନୀ ଭୁବନେଶ୍ୱରରେ ବୀଭତ୍ସ ହତ୍ୟାକାଣ୍ଡ। ତମାଣ୍ଡୋ ଥାନା ଅନ୍ତର୍ଗତ ଏକ ଇଞ୍ଜିନିୟରିଂ କଲେଜ ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି। ଘର ମାଲିକଙ୍କୁ ଭଡ଼ାଟିଆ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ରାସ୍ତାରୁ ରକ୍ତାକ୍ତ ମୃତଦେହ ଜବତ କରି ପୋଲିସର ତଦନ୍ତ ଆରମ୍ଭ…
ଆଜି ବିଶ୍ୱ ସଙ୍ଗୀତ ଦିବସ: ସଙ୍ଗୀତର ଲୋକପ୍ରିୟତା ବଢ଼ାଉଛି ସୋସିଆଲ ମିଡିଆ
ଏବେ ଓଡ଼ିଆ ସଙ୍ଗୀତ କେବଳ ଓଡ଼ିଶାରେ ସୀମିତ ହୋଇନାହିଁ, ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚତ୍ବା ସହ ଲୋକଙ୍କ ହୃଦୟ ଜିଣୁଛି। ଗୀତକୁ ନ ବୁଝିଲେ ବି ଉପଭୋଗ କରୁଛନ୍ତି। ଏ କ୍ଷେତ୍ରରେ ସୋସିଆଲ ମିଡିଆ ବଡ଼ ଭୂମିକା ନେଉଛି। ବିଶେଷକରି…
Archives


