ମେଟ୍ରୋ

ବ୍ରିଜ୍‌ ଉପରେ ଥୁଆ ହୋଇଛି ସ୍କୁଟି, କାଠଯୋଡି ନଦୀକୁ କେହି ଡେଇଁପଡ଼ିଥିବା ସନ୍ଦେହ

କଟକ,୩୧।୭: (କାର୍ତ୍ତିକ ସାହୁ): କାଠଯୋଡି ନଦୀକୁ କେହି ଡେଇଁପଡ଼ିଥିବା ସନ୍ଦେହ କରାଯାଉଛି। ହେଲେ ଚାଳକଙ୍କ ପତ୍ତା ମିଳୁନି । ତେବେ ସେ ନଦୀକୁ ଡେଇଁ ପଡିଥିବା ଅନୁମାନ କରାଯାଉଛି। ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ଟିମ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି।…

ବିରୋଧୀ ଦଳ ନେତାଙ୍କୁ ଟାର୍ଗେଟ କଲେ ହରିଚନ୍ଦନ

ଭୁବନେଶ୍ୱର, ୩୧।୭(ସୁନିତ୍‌ ମିଶ୍ର): ବିଧାନସଭାରେ ସାଧାରଣ ବଜେଟ ନେଇ ମଙ୍ଗଳବାର ଅପରାହ୍ନରେ ଚାଲିଥିବା ଆଲୋଚନା ସମୟରେ ପଏଣ୍ଟ ଅଫ୍‌ ଅର୍ଡର ଆଣି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ୨୪ ବର୍ଷ ସରକାର ପରେ ମାତ୍ର ୨ ମାସ ଧରି ବିରୋଧୀ…

ଓଡ଼ିଶାବାସୀ କାହିଁକି ସରକାର ପରିର୍ତ୍ତନ କଲେ: ସିଧା ସିଧା କହିଦେଲେ ମୁଖ୍ୟମନ୍ତ୍ରୀ ମୋହନ

ଭୁବନେଶ୍ୱର, ୩୧।୭(ସୁନିତ୍‌ ମିଶ୍ର): ବିଧାନସଭାରେ ଗତ ୨୫ ତାରିଖରେ ୨୦୨୪-୨୫ ବର୍ଷର ପୂର୍ଣାଙ୍ଗ ବଜେଟ ଉପସ୍ଥାପନ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ବିଧାନସଭାରେ କହିଛନ୍ତି। ୨୯ତାରିଖଠାରୁ ଏହି ବଜେଟ ଉପରେ ସାଧାରଣ ଆଲୋଚନା ଆରମ୍ଭ ହୋଇ ବର୍ତ୍ତମାନ…

ମାଟି ତଳୁ ନବଘନଙ୍କ ମୃତଦେହ କାଢ଼ି ତଦନ୍ତ

ଭୁବନେଶ୍ୱର(ସତ୍ୟଜିତ୍‌ ରାଉତ)/କଣ୍ଟାପଡ଼ା,(ସୁରନାରାୟଣ ସାହୁ)୩୧ା୭: ଭୁବନେଶ୍ୱର ବରମୁଣ୍ଡାରୁ ନିଖୋଜ ଥିବା ନବଘନ ପାଟ୍ଟଶାଣୀ (୪୫) ଓରଫ ବଙ୍ଗାଙ୍କ ମୃତ୍ୟୁକୁ ନେଇ ରହସ୍ୟ ଲାଗିରହିଛି। ଗତ ଜୁଲାଇ ୨୦ରେ କଟକ ଜିଲା ଗୋବିନ୍ଦପୁର ଥାନା ଅଧୀନ କନ୍ଦଳ ନଦୀ ଉରାଢ଼ ଗ୍ରାମ ନିକଟ ତେଲିଯୋଡ଼ି…

ବିଜେଡି ସରକାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ନ ଦେବାରୁ ଫେରିଗଲା ୬ ଲକ୍ଷ ୫୬ ହଜାର ପକ୍କା ଘର

ଭୁବନେଶ୍ୱର,୩୧।୭(ଅନିଲ ଦାସ): ପୂର୍ବର ବିଜେଡି ସରକାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ନ ଦେବାରୁ ଲୋକେ ଘର ପାଇଲେନି। ବେପରୁଆ କାମ ଯୋଗୁ ୬ ଲକ୍ଷ ୫୬ ହଜାର ୯୪୫ ପକ୍କା ଘର ଫେରିଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ ରବି ନାଏକ ସୂଚନା…

୮୩୦୦ ଗାଁକୁ ନାହିଁ ପକ୍କା ରାସ୍ତା

ଭୁବନେଶ୍ୱର,୩୧।୭(ଅନିଲ ଦାସ): ରାଜ୍ୟର ୮୩୦୦ଗାଁକୁ ପକ୍କା ରାସ୍ତା ନାହିଁ। ମାତ୍ର ୨୦,୧୪୦ଟି ଗାଁକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇପାରିଛି। ରାଜ୍ୟରେ ପ୍ରାୟ ୫୯,୯୭୧ ଗାଁ ଥିବାବେଳେ ସେଥିରୁ ମାତ୍ର ୨୦,୧୪୦ଟି ଗାଁରେ ପାଇପ୍‌ ଯୋଗେ ପାନୀୟ ଜଳଯୋଗାଣ…

ଡିଆଇଜି ପଣ୍ଡିତଙ୍କ କଳାକାରନାମା: ୨୭ ଜୁଲାଇ ରାତିରେ…

ଭୁବନେଶ୍ୱର, ୩୧।୭(ସତ୍ୟଜିତ୍‌ ରାଉତ): ବରିଷ୍ଠ ଆଇପିଏସ୍‌ ଅଧିକାରୀ ତଥା ଅଗ୍ନିଶମ ଡିଆଇଜି ପଣ୍ଡିତ ରାଜେଶ ଉତ୍ତମରାଓଙ୍କ କାରନାମା ଏବେ ସାରା ରାଜ୍ୟରେ ଆଲୋଚନାରେ କେନ୍ଦ୍ରବିନ୍ଦୁ ପାଲଟିଛି। ଜଣେ ମହିଳା ଇନ୍ସପେକ୍ଟରଙ୍କ କ୍ୱାର୍ଟର୍ସରେ ରାତିରେ ପଶି ତାଙ୍କୁ ପ୍ରେମ ନିବେଦନ କରିବା ସହ…

ବଜେଟ୍‌ ଆଲୋଚନାରେ ଶାସକ-ବିରୋଧୀ ମୁହାଁମୁହିଁ

ଭୁବନେଶ୍ୱର, ୩୧।୭(ସୁନିତ୍‌ ମିଶ୍ର): ବିଧାନସଭାରେ ସାଧାରଣ ବଜେଟ ଉପରେ ଚାଲିଥିବା ଆଲୋଚନା ସମୟରେ ମଙ୍ଗଳବାର ଅପରାହ୍ନରେ ମଧ୍ୟ ପୂର୍ବଦିନ ଭଳି ସମାନ ଅବସ୍ଥା ଦେଖିବାକୁ ମିଳିଛି। ଶାନ୍ତିଶୃଙ୍ଖଳାରେ ବଜେଟ ଆଲୋଚନା ଚାଲିଥିଲେ ସୁଦ୍ଧା ବିରୋଧୀ ଏବଂ ଶାସକ ଦଳ ପରସ୍ପରର ଗୋହି…

୪ ଘଣ୍ଟାରୁ କମ୍‌ ସମୟ ଅଫିସରେ ରହିଲେ ଛୁଟି ପଡ଼ିବ

ଭୁବନେଶ୍ୱର,୩୧।୭(ଅନିଲ ଦାସ): ଅର୍ଥ ବିଭାଗ କର୍ମଚାରୀ ମନଇଚ୍ଛା ଅଫିସକୁ ଆସିପାରିବେ ନାହିଁ କିମ୍ବା ଡ୍ୟୁଟିରେ ଖିଲାପ କରିପାରିବେ ନାହିଁ। ଏନେଇ ବିଭାଗ ପକ୍ଷରୁ ମଙ୍ଗଳବାର କର୍ମଚାରୀଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। କର୍ମଚାରୀଙ୍କୁ ଅତି କମ୍‌ରେ ସାଢେ ୭ ଘଣ୍ଟା କାମ…

ବିରୋଧୀ ଉଠାଇଲେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ

ଭୁବନେଶ୍ୱର,୩୧।୭(ଅନିଲ ଦାସ): ସ୍ବତନ୍ତ୍ର ରାଜ୍ୟପାହ୍ୟା, ସ୍ବତନ୍ତ୍ର ଫୋକସ ଷ୍ଟେଟ୍‌ ନା ସ୍ବତନ୍ତ୍ର ଆବଣ୍ଟନ, ନୀତି ଆୟୋଗ ବୈଠକରେ ରାଜ୍ୟ ସରକାର କ’ଣ ଦାବି ରଖିଛନ୍ତି। ସେ ବିଷୟରେ ସରକାର ଗୃହକୁ ଅବଗତ କରାନ୍ତୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୀତି ଆୟୋଗ…

ସ୍କୁଲରେ ଛାତ୍ରୀଛାତ୍ରଙ୍କୁ କରାଯିବ କାଉନ୍‌ସେଲିଂ

ଭୁବନେଶ୍ୱର, ୩୧।୭(ଅସମାପିକା ସାହୁ): ସ୍କୁଲରେ ପାଠ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ବିଭିନ୍ନ ସମସ୍ୟା ଯୋଗୁ ରେଜଲ୍ଟ ଖରାପ ହୋଇଥାଏ। କିଏ ପାଠପଢ଼ା ଅଧାରୁ ଛାଡ଼ିଥାଏ ତ’ ଆଉ କିଏ ଖରାପ ଦିଗରେ ଯାଇଥାଏ। ଯେପରିକି ତମାଖୁ କିମ୍ବା ଅନ୍ୟକିଛି ନିଶାଦ୍ରବ୍ୟ ସେବନ କରିଥାନ୍ତି।…

ନବୀନଙ୍କୁ ସିଧା ଶୁଣାଇଦେଲେ ମୁଖ୍ୟମନ୍ତ୍ରୀ, ଉଠି ପଳାଇଲେ ବିଜେଡି-କଂଗ୍ରେସ

ଭୁବନେଶ୍ୱର,୩୦।୭: ବିଧାନସଭାରେ ଆଜି ୯୫ ହଜାର କୋଟି ଟଙ୍କାର ଲେଖାନୁଦାନ ବଜେଟ ଗୃହୀତ ହୋଇଛି । ବଜେଟ ନେଇ ଗୃହରେ ଧନ୍ୟବାଦ ପ୍ରସ୍ତାବ ଉପରେ ବିବୃତ୍ତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ଆଉ ବିରୋଧୀ ବିଜେଡି ଖାସ୍‌ କରି ନବୀନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri