ମେଟ୍ରୋ

ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା, ଆଉ ଏତିକି ଦିନ ରହିଲା ଇ-କେୱାଇସି ଯାଞ୍ଚ, ଶୀଘ୍ର କରନ୍ତୁ ନହେଲେ କଟିଯିବ ରାସନ କାର୍ଡ…

ଭୁବନେଶ୍ୱର,୧୨।୧୦: ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ଖବର। ଇ-କଓ୍ବୋଇସ ଯାଞ୍ଚ ପ୍ରକ୍ରିୟାକୁ ନେଇ ବଡ଼ ଖବର ଦେଇଛନ୍ତି ଖାଦ୍ୟ ଯୋଗାଣ ତଥା ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ରାସନ କାର୍ଡଧାରୀଙ୍କ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଆସନ୍ତା ୧୫ରୁ ୨୦…

ସୁଭଦ୍ରାକୁ ନେଇ ବଡ଼ ଖବର: ଏହିଦିନ ମିଳିପାରେ ତୃତୀୟ ପର୍ଯ୍ୟାୟ ଟଙ୍କା! ଶୀଘ୍ର କରନ୍ତୁ ଆବେଦନ…

ଭୁବନେଶ୍ୱର,୧୨।୧୦: ‘ସୁଭଦ୍ରା’ ଯୋଜନାକୁ ନେଇ ଆସିଛି ବଡ଼ ଅପ୍‌ଡେଟ୍‌। ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଅକ୍ଟୋବର ୯ ତାରିଖରେ ମିଳିଥିବାବେଳେ ଏବେ ଖୁବଶୀଘ୍ର ତୃତୀୟ ପର୍ଯ୍ୟାୟ ଟଙ୍କା ମଧ୍ୟ ମିଳିବାକୁ ଯାଉଛି। ଏନେଇ ସରକାର ପ୍ରସ୍ତୁତ ହେଲେଣି। ଏହାରି ଭିତରେ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, କଟକ ହେବ…

ଭୁବନେଶ୍ୱର,୧୨।୧୦:ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ଏବେ ସ୍ବାର୍ଟସିଟି ହେବ କଟକ। କଟକରେ ପୂଜା ମଣ୍ତପ ବୁଲିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏନେଇ ବଡ଼ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ମୁଁ ପ୍ରାୟ ୪୦ଟି ପୂଜା ମଣ୍ତପ ଦର୍ଶନ କଲି…

ନବୀନ ଗଲେ ଆପେ ଆପେ ଭିଡ଼ ଜମୁଛି, CM ଗଲେ ଟ୍ରାଫିକ୍‌ ଜାମ ହେଉଛି: ବିଜେଡି

ଭୁବନେଶ୍ୱର,୧୨।୧୦: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ବୁଲାକୁ ନେଇ ରାଜନୀତି ସରଗରମ ହୋଇଛି। ଗୋଟିଏ ପଟେ ଭାଜପାର ନେତାମାନେ ଏହାକୁ ନେଇ କଟାକ୍ଷ କରୁଥିବା ବେଳେ କାଉଣ୍ଟର କରୁଛନ୍ତି ବିଜେଡି ନେତା।…

‘ବିଜେଡିର କ୍ଷମତା ନିଶା ଛାଡ଼ିନି’

ଭୁବନେଶ୍ୱର,୧୨।୧୦: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ରାଜଧାନୀର ବିଭିନ୍ନ ପୂଜାମଣ୍ଡପ ବୁଲିଥିଲେ। ଏହାକୁ ନେଇ ଭାଜପା-ବିଜେଡି ମଧ୍ୟରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ୨୪ ବର୍ଷ ହେବ କ୍ଷମତାରେ ଥିବା ବେଳେ ପୂଜା ମଣ୍ଡପ…

‘ସୁଭଦ୍ରା ଯୋଜନା’କୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ: ତ୍ରୁଟି ଥିଲେ ଫୋନ୍‌ ଯିବ, ଯଦି…

ଭୁବନେଶ୍ୱର,୧୨।୧୦: ‘ସୁଭଦ୍ରା’ ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଯଦି କେହି ଯୋଗ୍ୟ ହିତାଧିକାରୀ ଥାଇ ବି ଟଙ୍କା ପାଇ ନ ଥିଲେ ତାଙ୍କୁ ଫୋନ୍‌ କଲ୍‌ ଯିବ। ଆବେଦନରେ ତ୍ରୁଟି କିମ୍ବା ଅନ୍ୟାନ୍ୟ ସମସ୍ୟା ଥିଲେ…

ପୂଜା ମଣ୍ଡପ ପାଖ ଖାଦ୍ୟ ଦୋକାନରେ ବିଏମ୍‌ସି ଚଢ଼ାଉ: ବାସି, ରଙ୍ଗ ମିଶା ଖାଦ୍ୟ ନଷ୍ଟ

ଭୁବନେଶ୍ୱର,୧୨।୧୦: ଦଶହରା ପାଇଁ ଶାରା ରାଜ୍ୟ ଚଳଚଞ୍ଚଳ ହୋଇ ଉଠିଛି। ପୂଜା ମଣ୍ଡପ ସାଙ୍ଗକୁ ଆକର୍ଷଣୀୟ ଖାଦ୍ୟ ବେଶ୍‌ ଆକୃଷ୍ଠ କରିଛି ଲୋକଙ୍କୁ। ତେବେ ବିଭିନ୍ନ ପୂଜା ମଣ୍ଡପ ପାଖ ଖାଦ୍ୟ ଦୋକାନରେ ବିଏମ୍‌ସ ଚଢ଼ାଉ କରିଛି। ବିଭିନ୍ନ ଫାଷ୍ଟଫୁଡ ଦୋକାନରେ…

ନବୀନଙ୍କୁ ଏ କ’ଣ କହିଦେଲେ ଅମର? ବିଜୟ ଭଳି ପରାଜୟର ବି…

ଭୁବନେଶ୍ୱର,୧୨।୧୦: ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତେର୍‌ଛା ବାଣ ମାରିଛନ୍ତି ବରିଷ୍ଠ ବିଜେଡି ନେତା ଅମର ଶତପଥୀ। ସାଧାରଣ ନିର୍ବାଚନରେ ଦଳର ପରାଜୟର ଦାୟିତ୍ୱ ନବୀନ ନିଅନ୍ତୁ ବୋଲି ସେ କହିଛନ୍ତି। ଆମେ ନବୀନଙ୍କୁ ନେତା ବାଛିଥିଲୁ,…

ମହାନଦୀରେ ଭାସିଯାଇଥିବା ୨ ନାବାଳକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର,୧୨।୧୦: ସମ୍ବଲପୁର ସହରର ବଡବଜାରସ୍ଥିତ ମହାନଦୀ ସଡ଼କ ଘାଟରେ ଶୁକ୍ରବାର ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିବା ୨ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନାବାଳକ ଦ୍ୱୟ ହେଲେ ସମ୍ବଲପୁର କ୍ଷେତରାଜପୁର ଅଞ୍ଚଳର ଏସ.କନିସ୍କ ଓ ହିମାଂଶୁ। ଉଭୟେ କ୍ଷେତରାଜପୁରସ୍ଥିତ ବିଦ୍ୟାଳୟରେ ନବମ…

ପ୍ରକାଶ ବେହେରା ଦଳ ଛାଡ଼ିବା ପରେ ନିଆଁରେ ଘିଅ ଢାଳିଲେ ସମ୍ବିତ, କହିଲେ ବିପର୍ଯ୍ୟୟବେଳେ…

ଭୁବନେଶ୍ୱର,୧୨ା୧୦: ପ୍ରକାଶ ବେହେରା ବିଜେଡି ଛାଡ଼ିବା ପରେ ନିଆଁରେ ଘିଅ ଢାଳିଛନ୍ତି ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ। ସେ କହିଛନ୍ତି, ବିପର୍ଯ୍ୟୟ ବେଳେ ଭୀରୁମାନେ ହିଁ ଡଙ୍ଗାରୁ ଡେଇଁ ପଡ଼ନ୍ତି। ସମ୍ବିତ କହିଛନ୍ତି, ପ୍ରକାଶ କେବେ ବିଜେଡିରେ ନ ଥିଲେ। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?