ମେଟ୍ରୋ

ରୁଷିଆରୁ ନବୀନଙ୍କୁ ଆସିଲା ନିମନ୍ତ୍ରଣ: ସୂଚନା ଦେଲେ ପାଣ୍ଡିଆନ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଭୁବନେଶ୍ୱର,୫ା୫: ରୁଷିଆର ‘ବିଜୟ ଦିବସ’ରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ବାତିଲ ହୋଇଥିବା ବେଳେ ଏହି ଉତ୍ସବରେ ଓଡ଼ିଶାର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପାରନ୍ତି। ସୋମବାର ଭି.କେ ପାଣ୍ଡିଆନ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ଭାରତରେ…

ବିଜେଡିର ୧୫ ଉପସଭାପତିଙ୍କ ନାଁ ଘୋଷଣା: ଦେବୀ, ପ୍ରତାପଙ୍କୁ ବଡ଼ ଦାୟିତ୍ୱ 

ଭୁବନେଶ୍ୱର,୫।୫: ବିଜେଡି ୬ ଜିଲା ସଭାପତି ପରେ ୧୫ ଉପସଭାପତିଙ୍କ ନାଁ ଘୋଷଣା କରିଛି। ଦେବୀ ମିଶ୍ରଙ୍କୁ ବରିଷ୍ଠ ଉପସଭାପତି (ମୁଖ୍ୟାଳୟ) ଦାୟିତ୍ୱ ଦେଇଥିବା ବେଳେ ଏହି ତାଲିକାରେ ପ୍ରଫୁଲ୍ଲ ସାମଲ, ଉଷା ଦେବୀ, ବିକ୍ରମ ଆରୁଖ ରହିଛନ୍ତି। ସେହିପରି ପ୍ରମିଳା…

ବିଜେଡିର ବରିଷ୍ଠଙ୍କୁ ମିଳିଲା ନୂଆ ଦାୟିତ୍ୱ, ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ ବଣ୍ଟନ…

ଭୁବନେଶ୍ୱର,୫ା୫: ବିଜେଡିର ବରିଷ୍ଠ ନେତାଙ୍କୁ ସୋମବାର ବିଜେଡି ପକ୍ଷରୁ ନୂଆ ଦାୟିତ୍ୱ ବଣ୍ଟନ କରାଯାଇଛି। ବିଭିନ୍ନ ଶାଖା/ସେଲ୍‌ ପାଇଁ ଏହି ଦାୟିତ୍ୱଗୁଡ଼ିକ ବଣ୍ଟନ କରାଯାଇଛି। ଉପସଭାପତି ଓ ସାଧାରଣ ସମ୍ପାଦକ ରାଙ୍କ ଥାଇ ଦଳ ଗୁରୁ ଦାୟିତ୍ୱ ପ୍ରଦାନ କରିଛି। ବିଜୁ…

ଦୀଘା ଜଗନ୍ନାଥ ମନ୍ଦିର ମୂର୍ତ୍ତି ନିର୍ମାଣକୁ ନେଇ ଦ୍ବନ୍ଦ୍ବ ଦୂର କଲେ ଆଇନମନ୍ତ୍ରୀ, କହିଲେ…

ଭୁବନେଶ୍ୱର,୫ା୫: ଦୀଘାରେ ଜଗନ୍ନାଥ ଧାମ ବିବାଦକୁ ନେଇ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ବୈଠକ ଶେଷ ପରେ ଖବରଦାତା ସମ୍ମିଳନୀରେ…

୬ ଜିଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେଡି, ଜାଣନ୍ତୁ କେଉଁ ଜିଲା ପାଇଁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୫ା୫: ସୋମବାର ଆଉ ୬ ସାଂଗଠନିକ ଜିଲା ସଭାପତିଙ୍କ ନାଁ ଘୋଷଣା କରିଛି ବିଜେଡି। କେନ୍ଦୁଝର ପାଇଁ ଦଳ ଆଶିଷ ଚକ୍ରବର୍ତ୍ତୀଙ୍କ ନାଁ ଘୋଷଣା କରିଥିବା ବେଳେ ଖୋର୍ଦ୍ଧା ଜିଲାର ଭୁବନେଶ୍ବର ପାଇଁ ଅଶୋକ ଚନ୍ଦ୍ର ପଣ୍ଡା, ରାଉରକେଲା ପାଇଁ ପ୍ରଦ୍ୟୁମ୍ନ…

ପାଣ୍ଡିଆନଙ୍କ ବୁଦ୍ଧିରେ ନବୀନ ସରକାରଙ୍କ ପରି ମମତା ସରକାର ଧ୍ୱଂସ ହେବ: ପ୍ରିୟଦର୍ଶନ

ଭୁବନେଶ୍ୱର,୫।୫: ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ଏବଂ ‘ଦାରୁ କାଠ’ ମୂର୍ତ୍ତିରେ ବ୍ୟବହାର କରାଯିବା ପ୍ରସଙ୍ଗକୁ ନେଇ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ସୋମବାର ଗଣମାଧ୍ୟମକୁ ବିସ୍ଫୋରକ…

ବ୍ଲାକ୍‌ମେଲ୍‌ କରି ମା’, ଝିଅଙ୍କୁ ବଳାତ୍କାର: ଧରାପଡିରେ ଘରୋଇ ସହାୟକ

ଭୁବନେଶ୍ୱର,୫ା୫(ସତ୍ୟଜିତ୍‌ ରାଉତ):ରାଜଧାନୀ ବଡ଼ଗଡ଼ ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ଯୁବକ ବ୍ଲାକମେଲ୍‌ କରି ମହିଳା ଓ ତାଙ୍କ ୧୪ବର୍ଷୀୟା ନାବାଳିକା ଝିଅଙ୍କୁ ଏକାଧିକ ଥର ବଳାତ୍କାର କରିଛନ୍ତି। ଏନେଇ ଅଭିଯୋଗକ୍ରମେ ବଡ଼ଗଡ଼ ଥାନା ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ…

ଆବାସ ପାଇଁ ଲଟେରି: ପ୍ରଥମେ ଭୁବନେଶ୍ୱରରେ ଲାଗୁ ହେବ, ମିଳିବ ଋଣ ସୁବିଧା

ଭୁବନେଶ୍ୱର,୫ା୫(ରବିନାରାୟଣ ଜେନା):ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତି ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବସ୍ତିବାସିନ୍ଦାଙ୍କୁ ପକ୍କାଘର ମିଳିବ। ଏନେଇ ୨୦୨୨ରେ ଏକ ନୀତି (ସମସ୍ତଙ୍କୁ ପକ୍କାଘର) ଅଣାଯାଇଥିଲା। ମାତ୍ର ଏବେ ଏଥିରେ କେତେକ ସଂଶୋଧନ ଅଣାଯାଇଛି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରର ସମସ୍ତ…

ପ୍ରଶାସନିକ ସୀମା ପୁନର୍ଗଠନ ନେଇ ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି, ଜୁନ୍‌ ୩୦ ଡେଡ୍‌ଲାଇନ

ଭୁବନେଶ୍ୱର, ୪ା୫: ଓଡ଼ିଶା ସରକାର ଦେଶରେ ଆଗାମୀ ଜନଗଣନା ପାଇଁ ବିଭିନ୍ନ ପ୍ରଶାସନିକ ଅଞ୍ଚଳର ସୀମା ନିର୍ଦ୍ଧାରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସରକାର ଚଳିତ ବର୍ଷ ଜୁନ୍ ୩୦ ପୂର୍ବରୁ ଜିଲା, ଉପ-ବିଭାଗ, ତହସିଲ, ରାଜସ୍ୱ ଗ୍ରାମ ଏବଂ…

କେଉଁ କାରଣରୁ ଚାଲିଗଲା ୩ ଜୀବନ; ତଦନ୍ତ ପାଇଁ ଗଠନ ହେଲା ବୈଷୟିକ କମିଟି

ଭୁବନେଶ୍ୱର, ୪ା୫: କଟକ ରିଙ୍ଗରୋଡ଼ ସଂପ୍ରସାରଣ କାର୍ଯ୍ୟ ଚାଲୁଥିବା ବେଳେ ଘଟିଥିବା ଦୁଃଖଦ ଦୁର୍ଘଟଣା ନେଇ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ନିର୍ଦ୍ଦେଶ କ୍ରମେ ପୂର୍ତ୍ତ ବିଭାଗ ପକ୍ଷରୁ ଆଜି ଏକ ୩ ଜଣିଆ ବୈଷୟିକ କମିଟି…

ଓଡ଼ିଶାର ଦ୍ୱିତୀୟ ଘଟଣା: ଲାପ୍ରୋସ୍କୋପିରେ ଥାଇରଡ୍‌ ଟ୍ୟୁମର ସର୍ଜରି

ଭୁବନେଶ୍ୱର,୪ା୫(ବନ୍ଦନା ସେଠୀ): ଏକ୍ସଇଲୋ ବ୍ରେଷ୍ଟ ଆପ୍ରୋଚ୍‌ (ଏବିଏ) ପଦ୍ଧତିରେ ଥାଇରଡ୍‌ ଟ୍ୟୁମର ସର୍ଜରି କ୍ଷେତ୍ରରେ ଭୁବନେଶ୍ୱର ପିଜିଆଇଏମ୍‌ଇଆର୍‌ ଆଣ୍ଡ୍‌ କ୍ୟାପିଟାଲ ହସ୍ପିଟାଲ ଆଉ ଏକ ସଫଳତା ହାସଲ କରିଛି। ଥାଇରଡ୍‌ରେ ହୋଇଥିବା ଟ୍ୟୁମରକୁ ଲାପ୍ରୋସ୍କୋପି ମାଧ୍ୟମରେ ସର୍ଜରି କରାଯାଇ ବାହାର କରାଯାଇଛି।…

ରାଜସ୍ବ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ: ୨ ଅତିରିକ୍ତ ତହସିଲଦାର ନିଲମ୍ବିତ

ଭୁବନେଶ୍ୱର,୪।୫: ରାଜସ୍ବ ବିଭାଗ ରବିବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭୁବନେଶ୍ୱରର ୨ ଅତିରିକ୍ତ ତହସିଲଦାରଙ୍କୁ ରାଜସ୍ବ ବିଭାଗ ନିଲମ୍ବିତ କରିଛି। ସେମାନେ ହେଲେ ଅତିରିକ୍ତ ତହସିଲଦାର ଗିତୁ ବେହେରା, ନାରାୟଣ ସେଠୀ। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଲାଗି ଉଭୟଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?