ମେଟ୍ରୋ

ସବୁଠି ମରୁଡ଼ି ଆଶଙ୍କା

ଭୁବନେଶ୍ୱର, ୨୨ା୭(ବ୍ୟୁରୋ): ଆରମ୍ଭ ହେଲାଣି ଶ୍ରାବଣ। କିନ୍ତୁ ବର୍ଷାର ଦେଖାନାହିଁ। ରାଜ୍ୟର ଯେଉଁ କିଛି ଅଞ୍ଚଳରେ କାଁ ଭାଁ ବର୍ଷା ହେଉଛି, ତାହାକୁ ବି ଖରାତାତି ଶୋଷି ନେଉଛି। ଏବେ ତାପମାତ୍ରା ଅଧିକ ରହୁଥିବାରୁ ଅଧିକାଂଶ ଜିଲାରେ ଖରାଦିନ ଭଳି ଅନୁଭବ…

ନାବାଳିକାଙ୍କୁ ବଳାତ୍କାର

ଅନୁଗୋଳ ଅଫିସ୍‌, ୨୨ା୭: ଅନୁଗୋଳରେ ଲଜ୍ଜା। ପରିବାର ସହ ଶୋଇଥିବା ଜଣେ ୮ ବର୍ଷୀୟା ନାବାଳିକାଙ୍କୁ ଉଠାଇ ନେଇ ଦୁର୍ବୃତ୍ତ କରିଛନ୍ତି ବଳାତ୍କାର। ଶନିବାର ବିଳମ୍ବିତ ରାତିରେ ସ୍ଥାନୀୟ ବସ୍‌ଷ୍ଟାଣ୍ଡସ୍ଥିତ ଆହାର କେନ୍ଦ୍ର ପଛପାଖରେ ଘଟିଛି ଏପରି ସ୍ପର୍ଶକାତର ଘଟଣା। ରବିବାର…

ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ନରକଙ୍କାଳ ଉଦ୍ଧାର

ଖୋର୍ଦ୍ଧା ଅଫିସ,୨୧।୭: ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ରବିବାର ଏକ ନରକଙ୍କାଳ ଉଦ୍ଧାର କରାଯାଇଛି। ଖବରପାଇ ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ତେବେ ସେଠାରେ ଡ୍ରେନ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ କେହି କଙ୍କାଳ ଆଣି ଫୋପାଡ଼ି ଥିବା…

ସିଂହଦ୍ୱାର ସମ୍ମୁଖରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ପୁରୀ ଅଫିସ,୨୧।୭: ପୁରୀ ଜିଲା ପ୍ରଶାସନର ନିଷ୍ପତ୍ତି ମୁତାବକ ରବିବାର ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦେଖିବାକୁ ମିଳିଥିଲା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ । ଉପଜିଲାପାଳ ଭବତାରଣ ସାହୁ ଦୀପ ଦାନ କରି ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ପ୍ରଥମେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ…

ଆଜିଠୁ ପ୍ରଣାମ ମହାନଦୀ କାର୍ଯ୍ୟକ୍ରମ

କଟକ ଅଫିସ, ୨୧।୭: ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ମହାନଦୀର ନିର୍ମଳ ଓ ନିରନ୍ତର ପ୍ରବାହ ପାଇଁ ରବିବାର ପ୍ରଣାମ ମହାନଦୀ କାର୍ଯ୍ୟକ୍ରମ ଆରମ୍ଭ ହେବ। ସମୁଦ୍ର ବୁଡାଳି ସବିର ବକ୍ସ ଓ ତାଙ୍କ ସାଥୀମାନଙ୍କ ଦ୍ୱାରା ଯୋବ୍ରା ଘାଟରେ ସଫେଇ…

କମଳା, ଦୈତାରି, ଡି. ପ୍ରକାଶଙ୍କୁ ରୁଚି ଦେଶଜ୍ୟୋତି ସମ୍ମାନ

କଟକ ଅଫିସ,୨୧।୭: କଟକ ଶହୀଦଭବନଠାରେ ୨୩ତମ ରୁଚି ପ୍ରତିଭା ସମ୍ମାନ ସମାରୋହ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ରୁଚି ପ୍ରତିଭା ପାଉଣ୍ଡେଶନ ପକ୍ଷରୁ ଅନୁଷ୍ଠିତ ଏହି ସମାରୋହକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଉଦ୍‌ଘାଟନ କରି କହିଲେ, ପଥରକୁ ଯଦି ଆମେ…

ପ୍ରିୟଙ୍କାଙ୍କୁ ଅଟକ ପ୍ରତିବାଦରେ ବିକ୍ଷୋଭ: ୟୁପି ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

କଟକ ଅଫିସ,୨୧।୭: କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଉତ୍ତର ପ୍ରଦେଶ (ୟୁପି) ପୋଲିସ ଅଟକ ରଖିବା ପ୍ରତିବାଦରେ କଟକ ଜିଲା କଂଗ୍ରେସ କମିଟି ପକ୍ଷରୁ ଶନିବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଜମି ବିବାଦକୁ ନେଇ…

ଅକ୍ସିଜେନ ଯୋଗାଇବାରେ ଅସୁବିଧା ହେଉଥିବା ଜଣାଇଲା ସଂସ୍ଥା: ଏସ୍‌ସିବିରେ ଉପୁଜିପାରେ ଗୋରଖପୁର ମେଡିକାଲ ସ୍ଥିତି

କଟକ ଅଫିସ,୨୧।୭: ଏସ୍‌ସିବି ମେଡିକାଲରେ ଉପୁଜିପାରେ ଗୋରଖପୁର ମେଡିକାଲ ଭଳି ସ୍ଥିତି। କାରଣ ମେଡିକାଲକୁ ଅକ୍ସିଜେନ ଯୋଗାଉଥିବା ସଂସ୍ଥା ୪ମାସର ଟଙ୍କା ପାଇନାହିଁ। ବିଲ୍‌ ପାଇ ନ ଥିବାରୁ ଅକ୍ସିଜେନ ଯୋଗାଇବାରେ ଅସୁବିଧା ଉପୁଜୁଥିବା ଯୋଗାଣକାରୀ ସଂସ୍ଥା ପକ୍ଷରୁ ମେଡିକାଲକୁ ବିଧିବଦ୍ଧଭାବେ…

ଟଙ୍କା ଭର୍ତ୍ତି ପର୍ସ ପାଇ ଫେରାଇଲେ ମହିଳା କନଷ୍ଟେବଳ ଲକ୍ଷ୍ମୀପ୍ରିୟା

ଭୁବନେଶ୍ୱର,୨୧।୭(ବ୍ୟୁରୋ): ଭୁବନେଶ୍ୱର ରେଳ ଷ୍ଟେଶନରେ ଶନିବାର ଏକ ପ୍ରଶଂସନୀୟ ଘଟଣା ଦେଖିବାକୁ ମିଳିଛି। ଟଙ୍କା ଭର୍ତ୍ତି ପର୍ସ ପାଇ ଜଣେ ଆରପିଏଫ କନ୍‌ଷ୍ଟେବଳ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଫେରାଇଛନ୍ତି। ପର୍ସ ହଜାଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ରାୟଗଡା ଜିଲା ଟିକିରିର ଅଶୋକ କୁମାର…

ମଦ ବ୍ୟବସାୟୀଙ୍କୁ ସାବାଡ଼ ପାଇଁ ଶପଥ: ଠେଙ୍ଗା, ଟର୍ଚ୍ଚ ଧରି ବାହାରିଲେ ମହିଳା

ବେଗୁନିଆ, ୨୧।୭(ଡି.ଏନ.ଏ.): ମଦ ପିଇ ଘରର ପୁରୁଷ ବ୍ୟକ୍ତିମାନେ ଘରକୁ ଆସି ଶାନ୍ତିଶୃଙ୍ଖଳା ଭଙ୍ଗ କରିବା ସହ ମହିଳାଙ୍କୁ ମାଡ ମାରୁଛନ୍ତି। ଏଥିଯୋଗୁ ଅଧିକାଂଶ ଘରେ ମଦ ପାଇଁ ଝଗଡା ଲାଗୁଛି। ମଦ ପିଇ ଯୁବଗୋଷ୍ଠୀ ପଥଭ୍ରଷ୍ଟ ହୋଇ ରାସ୍ତା ଘାଟରେ…

ରୋଗ ଶଯ୍ୟାରେ ବାପା: ପଢ଼ା ଛାଡି ୨ ଶିଶୁ ଚଳାଉଛନ୍ତି ପରିବାର

ଖୋର୍ଦ୍ଧା ଅଫିସ,୨୧।୭: ରୋଜଗାରରେ ବାଧକ ସାଜିଲା ରୋଗ। କାମ ନ କରି ଫେରି ଆସିଲେ ଘରକୁ। ୬ମାସ ଧରି ରୋଗଶଯ୍ୟାରେ ପଡି ଅଭିଶପ୍ତ ଜୀବନଯାପନ କରୁଛନ୍ତି ଖୋର୍ଦ୍ଧା ଜିଲା ବାଣପୁର ବ୍ଳକ ଗୋଡିଝର ଗଁାର ପଦ୍ମ ଚରଣ ପ୍ରଧାନ(୩୫)। ରୋଗ ଯୋଗୁ…

ଲୟୋଲା ସିନର୍ଜି-୨୦୧୯ରେ ଛାତ୍ରୀଛାତ୍ରଙ୍କ ପ୍ରତିଭା ପ୍ରଦର୍ଶନ: ଭୟଭୀତ କଲା ‘ହଣ୍ଟେଡ୍‌ ହାଉସ୍‌’

ଭୁବନେଶ୍ୱର,୨୧।୭(ବ୍ୟୁରୋ): ଘର ପୂରା କିଟ୍‌ କିଟ୍‌ ଅନ୍ଧାର ଥିଲା। କଟା ମୁଣ୍ଡ ସହିତ ସଂରକ୍ଷିତ ଶବ ସେହି ଘରେ ଥିଲା। ଆଉ ଠାଏ ଠାଏ ରକ୍ତ ଛିଟା ପଡ଼ିଥିଲା। କିଏ ପାଟି କରି ଚିଲାଉଥିଲା ତ’ ଆଉ କିଏ କାହା ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?