ପ୍ରଶ୍ନକାଳରେ ବିରୋଧୀ ଦଳ ନେତା, ଉପନେତା, ମୁଖ୍ୟ ସଚେତକ ଅନୁପସ୍ଥିତ
ଭୁବନେଶ୍ୱର,୨।୭(ବ୍ୟୁରୋ) ଗୃହରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ଆଲୋଚନା ହୋଇଥାଏ। ଏହି ସମୟରେ ବିରୋଧୀ ଦଳର ମୁଖ୍ୟ ଭୂମିକା ରହିଥାଏ। ତେବେ ଦୁଇଦିନ ଧରି ଗୃହ ବନ୍ଦ ହେବା ପରେ ସୋମବାର ଖୋଲିଥିଲା। ପୂର୍ବାହ୍ନ ୧୦ଟା ୩୦...
ଆନ୍ତଃରାଜ୍ୟ ନିଶା ବ୍ୟବସାୟୀ ଗିରଫ
କଟକ ରୋଡ,୨।୭(ଡି.ଏନ୍.ଏ.): ସ୍ମାର୍ଟସିଟିରେ ବେଧଡକ ଚାଲିଛି ନିଶା କାରବାର। ଜ୍ୱାଇଁଙ୍କ ଭଡାଘରେ ରହି ଶ୍ୱଶୁର ନିଶାଦ୍ରବ୍ୟ ଚାଲାଣ କରୁଥିବା ଅଭିଯୋଗରେ ସୋମବାର ଭୁବନେଶ୍ୱର ମୋବାଇଲ ସ୍କ୍ବାଡ ଓ ଖୋର୍ଦ୍ଧା ଜିଲା ଅବକାରୀ ଟିମ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ...
ଲୟୋଲା ସ୍କୁଲରେ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା ଦ୍ୱାୟିତ୍ୱବାନ ନାଗରିକ ହେବାକୁ ପରାମର୍ଶ
ଭୁବନେଶ୍ୱର, ୨।୭(ବ୍ୟୁରୋ) ଲୟୋଲା ସ୍କୁଲ ପକ୍ଷରୁ ସୋମବାର ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍କୁଲରେ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଛାତ୍ରଙ୍କୁ ମେଡାଲ ଓ ସାର୍ଟିଫିକେଟ୍ ଦିଆଯାଇ ସମ୍ବର୍ଦ୍ଧିତ...
ବିଧାନସଭାରେ ଉଠିଲା କଟକ ସିଟି ହସ୍ପିଟାଲ ସମସ୍ୟା
କଟକ ଅଫିସ, ୨।୭: ସୋମବାର ବିଧାନସଭା ଅଧିବେଶନ କାଳରେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ କଟକ ସିଟି ହସ୍ପିଟାଲରେ ଡାକ୍ତର ଓ କର୍ମଚାରୀ ଅଭାବ ସମସ୍ୟା ଉଠାଇଥିଲେ। ଖାଲି ପଡିଥିବା ପଦବୀ କେବେ ପୂରଣ ହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଠାରୁ...
ମୁମ୍ବାଇରେ ଓଡ଼ିଶା ପର୍ଯ୍ୟଟନର ରୋଡ୍ ଶୋ’
ଭୁବନେଶ୍ୱର,୨।୭(ବ୍ୟୁରୋ): ପ୍ରଳୟଙ୍କରୀ ବାତ୍ୟା ‘ଫନୀ’ ଓଡ଼ିଶାକୁ ଧ୍ୱଂସବିଧ୍ୱସ୍ତ କରିଦେଇଥିଲେ ମଧ୍ୟ ରାଜ୍ୟ ବହୁଶୀଘ୍ର ଏହି ପ୍ରାକୃତିକ ବିପର୍ଯ୍ୟୟ ଜନିତ ସ୍ଥିତିରୁ ନିଜକୁ ବାହାର କରିପାରିଛି। ମାତ୍ର ୨ମାସ ମଧ୍ୟରେ ଓଡ଼ିଶା ନିଜକୁ ପୁନଃପ୍ରତିଷ୍ଠା କରି ଆସନ୍ତା ଜୁଲାଇ ୪ରୁ ୧୨...
ଅଗଷ୍ଟ ୩ରୁ ‘ମେଟଲ୍ ମିଟ୍-୨୦୧୯’
ଭୁବନେଶ୍ୱର,୨।୭(ବ୍ୟୁରୋ): ବର୍ଷକର ପ୍ରତୀକ୍ଷା ପରେ ପୁଣିଥରେ ଫେରୁଛି ଓଡିଶାର ପ୍ରଥମ ଏବଂ ଏକମାତ୍ର କୁଇଜ୍ ମହାକୁମ୍ଭ ‘ମେଟଲ୍ ମିଟ୍- ୨୦୧୯’। ଅଗଷ୍ଟ ୩ ଓ ୪ ତାରିଖ ଦୁଇଦିନ ଧରି ଭୁବନେଶ୍ୱରସ୍ଥିତ ସ୍ବସ୍ତି ପ୍ରିମିୟମ୍ ହୋଟେଲରେ ହେବାକୁ ଥିବା ଏହି...
ମରାମତି ହେଲା ରଥ ବ୍ରେକ୍
ପୁରୀ ଅଫିସ,୨।୭: ଶହ ଶହ ଭକ୍ତ ବଡ଼ଦାଣ୍ଡରେ ରଥ ଟାଣିଥାନ୍ତି। ରଥ କେତେବେଳେ କେଉଁଆଡେ ମାଡ଼ିିଯିବ ତାହାର କିଛି ଠିକ୍ ଠିକଣା ନ ଥାଏ। ତେଣୁ ରଥକୁ ଅଟକାଇବା ଲାଗି ବ୍ରେକ୍ର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ।ମହାପ୍ରଭୁଙ୍କର ତିନିରଥରେ ତିନୋଟି ବ୍ରେକ୍...
ରଥର ରକ୍ଷକ ସାଜନ୍ତି ଦେବଦେବୀ
ପୁରୀ ଅଫିସ,୨।୭: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ହୋଇପଡ଼ିିଛି ଶ୍ରୀକ୍ଷେତ୍ର। ମଙ୍ଗଳବାର ନବଯୌବନ ଦର୍ଶନ ଦେଇ ଗୁରୁବାର ରଥରେ ବସି ଜନ୍ମବେଦୀକୁ ଯିବେ ମହାପ୍ରଭୁ। ଏଥିପାଇଁ ତିନିରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏହି ତିନିରଥରେ ପାର୍ଶ୍ୱ...
ପାଲିଙ୍କିରେ ଆସି ରଥାରୂଢ଼ ହୁଅନ୍ତି ଶ୍ରୀଗୁରୁଦେବ
କାକଟପୁର, ୨।୭(ଡି.ଏନ୍.ଏ.): ରଥଯାତ୍ରାକୁ ଆଉ ରହିଲା ୨ଦିନ। ମଙ୍ଗଳବାର ନେତ୍ରୋତ୍ସବ ଥିବାବେଳେ ବୁଧବାର ନବଯୌବନ ଦର୍ଶନ। ଗୁରୁବାର ଶ୍ରୀଜୀଉମାନେ ରଥାରୁଢ଼ ହୋଇ ବଡ଼ଦାଣ୍ଡରେ ଭକ୍ତମାନଙ୍କୁ ଦର୍ଶନ ଦେବେ। ପ୍ରାୟ ସବୁଠି ଠାକୁରମାନେ ରଥକୁ ପହଣ୍ଡି ହୋଇ ଆସୁଥିବାବେଳେ ପ୍ରାଚୀ ଉପତ୍ୟକାର...
ନେତ୍ରୋତ୍ସବ ଦର୍ଶନ ନୀତି ନିର୍ଘଣ୍ଟ
ଚକା ଅପସର ମଧ୍ୟାହ୍ନ ୧୨ଟା ୧୫ ମଙ୍ଗଳ ଆଳତି ୧୨ଟା ୩୦ ଦଶାବତାର ଠାକୁରଙ୍କ ବାହୁଡ଼ା ବିଜେ ଅପରାହ୍ନ ୧ଟା ୩୦ ତାଟି ଫିଟିବା ଅପରାହ୍ନ ୨ଟା ପରିମାଣିକ ଦର୍ଶନ (ଭିତରକାଠ) ୨ଟା ୩୦ରୁ ୩ଟା ୩୦ ସର୍ବସାଧାରଣ ଦର୍ଶନ...
ଭକ୍ତଙ୍କ ଅନୁଭୂତି: ମହାପ୍ରଭୁଙ୍କୁ ଡାକିବାରୁ ବର୍ଷା ହେଲାନି
ରଥ ଅମିନ ଲକ୍ଷ୍ମଣ ମହାପାତ୍ର। ବୟସ ୬୦ ଟପିଲାଣି। ତଥାପି ବେଶ୍ ଚଳଚଞ୍ଚଳ। ରଥଖଳାରେ ତାଙ୍କର ଭାରି ଆଦର। ତିନିରଥ ନିର୍ମାଣ ଲାଗି ସେ କାଠପଟା ଯୋଗାଇଥାନ୍ତି। ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ କାଠ ସେ ଖଳାରେ ପହଞ୍ଚାଇବା ବ୍ୟବସ୍ଥା...
ଆଜି ସରିବ ଅଲାରନାଥଙ୍କ ଅଣସର ଦର୍ଶନ: ବର୍ଷାରେ ଭିଜି ଦର୍ଶନ କଲେ ଭକ୍ତ
ବ୍ରହ୍ମଗିରି, ୨।୭(ଡି.ଏନ୍.ଏ.): ସ୍ନାନ ପୂର୍ଣ୍ଣିମାରେ ସ୍ନାନବେଦୀରେ ମହାସ୍ନାନପରେ ଅଣସର ପିଣ୍ଡିରେ ଗୁପ୍ତ ସେବା ପାଉଥିଲେ ଶ୍ରୀଜୀଉମାନେ। ରବିବାର ମହାପ୍ରଭୁ ସୁସ୍ଥ ହୋଇଥିବା ଖବର ଦଇତାପତିଙ୍କ ଦ୍ୱାରା ଗଜପତି ମହାରାଜାଙ୍କୁ ଦିଆଯାଇଛି। ସୋମବାର ମହାପ୍ରଭୁ ଚତୁର୍ଦ୍ଧାମୁର୍ତ୍ତୀଙ୍କର ଘଣାଲାଗି ନୀତି ପାଳିତ ହୋଇଛି।...
Archives


