ଚୌଦ୍ୱାର ସର୍କଲ ଜେଲ: ଆଧୁନିକୀକରଣ ଉପରେ ଗୁରୁତ୍ୱ
ଭୁବନେଶ୍ୱର,୨୬।୧୦(ବ୍ୟୁରୋ): କଟକ ଜିଲାର ଚୌଦ୍ୱାର ସର୍କଲ ଜେଲ୍ର ଉନ୍ନତି କରାଯାଇ ଓଡ଼ିଶାରେ ଏକ ମଡେଲ ଜେଲରେ ପରିଣତ କରାଯିବ। ଏ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜେଲ ପରିସର ଚିକିତ୍ସାଳୟରେ ଡାକ୍ତରଙ୍କ…
ନାବାଳକଙ୍କୁ ଅପହରଣ ପରେ ଆକ୍ରମଣ
ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ପୂର୍ବ ଝଗଡ଼ାକୁ କେନ୍ଦ୍ରକରି ଫିଲ୍ମ ଷ୍ଟାଇଲରେ ଜଣେ ନାବାଳକ ଛାତ୍ରଙ୍କ ବେକରେ ଛୁରି ଲଗାଇ ଆଉ ଜଣେ ନାବାଳକ ତାଙ୍କୁ ଅପହରଣ କରିବା ଘଟଣା ନୟାପଲ୍ଲୀ ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସମ୍ପୃକ୍ତ ଛାତ୍ରଙ୍କୁ ଅନ୍ୟ ସ୍ଥାନକୁ ସ୍କୁଟିରେ…
ବିଳମ୍ବିତ ରାତି ପର୍ଯ୍ୟନ୍ତ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ରବିବାର ଆଲୋକର ପର୍ବ ଦୀପାବଳି। କିଭଳି ଏହାକୁ ଶାନ୍ତିଶୃଙ୍ଖଳାରେ ପାଳନ କରାଯିବ ସେନେଇ କମିଶନରେଟ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ରାଜଧାନୀର ବିଭିନ୍ନ ଛକରେ ଅଧିକ ୩ପ୍ଲାଟନ ପୋଲିସ ଫୋର୍ସ ମୁତୟନ ରହିବେ। ଏଥିସହ ୧୦୦ ଜଣ ଅଫିସର…
ଗୋଟିଏ ନମ୍ବରରେ ଚାଲୁଥିଲା ଏକାଧିକ ଟାଟା ଏସିଇ: ୧୩ ଗାଡ଼ି ଜବତ, ୬ଟିର ନମ୍ବର ଜାଲ
ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ଫାଇନାନ୍ସ ଓ ଜରିମାନା ଫାଙ୍କିବାକୁ ଜଣେ ଟ୍ରାଭେଲ୍ ଏଜେନ୍ସି ମାଲିକ କରିଥିଲେ ଚଞ୍ଚକତା। ଗୋଟିଏ ନମ୍ବରରେ ଚଳାଉଥିଲେ ଏକାଧିକ ଗାଡ଼ି। ଏପରି କି ୩ଟି ଟାଟା ଏସିଇ ଗାଡ଼ିିର ନମ୍ବରରେ ଅନ୍ୟ ଗାଡ଼ିି ମଧ୍ୟ ଚଲାଉଥିଲେ। ତେବେ ନୀହାର ରଞ୍ଜନ…
ଅନ୍ଲାଇନ୍ରେ ହେବ ପ୍ରେକ୍ଷାଳୟ ବୁକିଂ
ଭୁବନେଶ୍ୱର, ୨୬।୧୦(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ପ୍ରେକ୍ଷାଳୟ ଏବଂ ମଣ୍ଡପଗୁଡ଼ିକୁ ଏଣିକି ଘରେ ବସି ଅନ୍ଲାଇନ୍ରେ ବୁକିଂ କରିହେବ। ଏଥିନିମନ୍ତେ ଶୁକ୍ରବାର ବିଭାଗ ଏବଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ…
‘ମିସ୍ ବ୍ରିଟିଶ ଏମ୍ପାୟାର୍ ୨୦୧୯’: ଶେଫାଳିଙ୍କ ସଫଳତା
ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ବଲାଙ୍ଗୀର ଜନ୍ମିତ ଓଡ଼ିଆ ଝିଅ ଶେଫାଳି ଉଦ୍ଗାତା ନିକଟରେ ଶ୍ରୀଲଙ୍କାରେ ଅନୁଷ୍ଠିତ ‘ମିସ୍ ବ୍ରିଟିଶ ଏମ୍ପାୟାର୍-୨୦୧୯’ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଦ୍ୱିତୀୟ ରନର୍ସଅପ୍ ହେବାର ଗୌରବ ଅର୍ଜନ କରିଛନ୍ତି। ଏକାଧିକ ରାଷ୍ଟ୍ରରୁ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନଙ୍କୁ ପଛରେ ପକାଇ ଶେଫାଳି ୩ୟ…
ବିପଦ ସାଜୁଛି ସ୍ତନକର୍କଟ
ଭୁବନେଶ୍ୱର, ୨୬।୧୦(ବ୍ୟୁରୋ): ମହିଳାମାନଙ୍କ କ୍ଷେତ୍ରରେ ସ୍ତନକର୍କଟ ଏକ ଜଣାଶୁଣା ବ୍ୟାଧି। ପାଶ୍ଚାତ୍ୟ ଦେଶଗୁଡ଼ିକରେ ସ୍ତନକର୍କଟ ପ୍ରାଥମିକ ଅବସ୍ଥାରେ ଚିହ୍ନଟ ହୋଇପାରୁଥିବା ସ୍ଥଳେ ଭାରତରେ ଏହା ପ୍ରାୟ ଶେଷ ଅବସ୍ଥାରେ ଜଣାପଡ଼ିଥାଏ। ତେଣୁ ସ୍ତନକର୍କଟ ରୋଗର ସ୍କ୍ରିନିଂ କାର୍ଯ୍ୟକ୍ରମ ଅତ୍ୟନ୍ତ ଜରୁରୀ। ସ୍ତନକର୍କଟ…
୧୩୮ କୋଟିର ଜିଏସ୍ଟି ଠକେଇ: ୪ ଗିରଫ
କଟକ ଅଫିସ/ରାଉରକେଲା ଅଫିସ୍, ୨୬।୧୦: ନା କିଣା ହୋଇଛି ସାମଗ୍ରୀ, ନା ବିକ୍ରୟ ହୋଇଛି। ମାତ୍ର କାଗଜପତ୍ରରେ ଦର୍ଶାଯାଇଛି ବହୁ କୋଟି ଟଙ୍କାର କାରବାର। ଏହିଭଳି ଜାଲିଆତି ମାଧ୍ୟମରେ ୧୩୮ କୋଟି ଟଙ୍କାର ଜିଏସ୍ଟି ଠକେଇ ହୋଇଛି। ଏଥିରେ ସମ୍ପୃକ୍ତ ରହିଛି…
ଜାତୀୟ ଲୋକମେଳା, କୃଷିମେଳା ଉଦ୍ଯାପିତ: ଛବିଳେନ୍ଦ୍ର, ବିମ୍ବାଧର, ରଞ୍ଜିତ, ଶ୍ରୀଧରଙ୍କୁ ଶ୍ରୀକ୍ଷେତ୍ର ସମ୍ମାନ
ପୁରୀ ଅଫିସ, ୨୬।୧୦: ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପକ୍ଷରୁ ମୁକ୍ତାକାଶ ରଙ୍ଗମଞ୍ଚଠାରେ ୫ଦିନ ବ୍ୟାପି ଚାଲିଥିବା ୧୭ତମ ଲୋକମେଳା(ଜାତୀୟ ଆଦିବାସୀ ଲୋକଗୀତ ଓ ନୃତ୍ୟ ମହୋତ୍ସବ ଏବଂ ହସ୍ତଶିଳ୍ପ ଓ କୁଟୀର ପ୍ରଦର୍ଶନୀ) ଏବଂ ୧୦ମ କୃଷିମେଳା(ଜାତୀୟ କୃଷି ପ୍ରଦର୍ଶନୀ) ଶୁକ୍ରବାର…
ଧନ୍ତେରସରେ ଜମୁଛି ଗହଣା କ୍ରୟ, ଶୋ’ରୁମ୍ରେ ଗ୍ରାହକଙ୍କ ଭିଡ
ଭୁବନେଶ୍ୱର,୨୫।୧୦(ବ୍ୟୁରୋ): ଆଜି ଧନ୍ତେରସ। ଏହି ଦିନ ସୁନା କିଣିଲେ ଶୁଭ ବୋଲି କୁହାଯାଉଥିବାରୁ ରାଜ୍ୟର ପ୍ରମୁଖ ଶୋ’ରୁମ୍ଗୁଡ଼ିକରେ ଗ୍ରାହକଙ୍କ ଭିଡ ପରିଲକ୍ଷିତ ହେଉଛି। ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ମନଲୋଭା ଅଫର୍ ସହ ବ୍ୟବସାୟୀମାନେ ସ୍ବତନ୍ତ୍ର ଡିଜାଇନର ଗହଣା ବଜାରକୁ ଆଣିଛନ୍ତି।…
ଓଡ଼ିଶାକୁ ବାତ୍ୟା ଖବର ଗୁଜବ: ପ୍ରଦୀପ ଜେନା
ଭୁବନେଶ୍ୱର, ୨୫।୧୦(ବ୍ୟୁରୋ): ଆସନ୍ତା ୨୮ ତାରିଖରେ ବାତ୍ୟା ହେବ ବୋଲି ସୋସିଆଲ ମିଡିଆରେ ଗୁଜବ ଘୂରିବୁଲୁଥିଲା। ତେବେ ସେମିତି କୌଣସି ବାତ୍ୟା ହେବାର ନାହିଁ। ଏହା ଏକ ଗୁଜବ। ବାତ୍ୟା ଗୁଜବ ଉପରେ ବିଶ୍ୱାସ ନ କରିବାକୁ ସ୍ବତନ୍ତ୍ର ରିଲିଫ୍ କମିଶନର…
‘ଓଡ଼ିଶା-ମୋ ପରିବାର’ କାର୍ଯ୍ୟକ୍ରମର ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଅରୂପ ହେଲେ ଆବାହକ
ଭୁବନେଶ୍ୱର,୨୫।୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ‘ଓଡ଼ିଶା-ମୋ ପରିବାର’ କାର୍ଯ୍ୟକ୍ରମ ସମ୍ପର୍କରେ ଘୋଷଣା କରିଛନ୍ତି। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଏହି ସମାଜ ସେବାକାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଘୋଷଣା ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜୁ ଜନତା ଦଳ…

