ମନ୍ଦିର ପରେ ‘ମହାପ୍ରସାଦ’କୁ ନେଇ ରାଜନୀତି କଲେ ମମତା, ରାଗିଗଲେ ପୁରୀ ସେବାୟତ
ପୁରୀ,୨୦।୬: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିଘାର ଜଗନ୍ନାଥ ମନ୍ଦିରରୁ ‘ପ୍ରସାଦ’କୁ ‘ମହାପ୍ରସାଦ’ ଆଖ୍ୟା ଦେଇ ରାଜ୍ୟବ୍ୟାପୀ ବଣ୍ଟନ କରି ଏକ ବ୍ୟାପକ ଧାର୍ମିକ ପ୍ରଚାର ଆରମ୍ଭ କରିଥିବା ଅଭିଯୋଗ ହୋଇଛି। ଏହି ପଦକ୍ଷେପ ରାଜନୈତିକ…
ଆଜି ଆସୁଛନ୍ତି ମୋଦି
ଭୁବନେଶ୍ୱର, ୨୦ା୬(ସୁନିତ୍ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନିକିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ଆସୁଛନ୍ତି। ଭାଜପା ସରକାରର ବର୍ଷପୂର୍ତ୍ତି ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ମୋଦି ରାଜ୍ୟ ଗସ୍ତ କାର୍ଯ୍ୟକ୍ରମ ରଖିଛନ୍ତି। ଅପରାହ୍ନ ୩ଟା ୪୦ ମିନିଟ୍ରେ ସେ ଭୁବନେଶ୍ୱର…
ସୁଗାର ମିଲ୍ ପୁନରୁଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ କଲେ ଓଡ଼ିଶା ସରକାର
ଭୁବନେଶ୍ୱର, ୧୯ା୬: ଓଡ଼ିଶାର ବଲାଙ୍ଗୀର ଜିଲାରେ ଥିବା ବିଜୟାନନ୍ଦ ସମବାୟ ସୁଗାର ମିଲକୁ ପୁନରୁଦ୍ଧାର କରିବା ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିକଟରେ ଇଣ୍ଡିଆନ ପଟାଶ ଲିମିଟେଡ (ଆଇପିଏଲ) ଦ୍ୱାରା ଏହି ସୁଗାର…
କାଲି ଆସିବେ ମୋଦି: ଟ୍ରାଫିକ ପରାମର୍ଶ ଜାରି, ଜାଣନ୍ତୁ କେଉଁ ରୁଟ୍ ରହିବ ବନ୍ଦ
ଭୁବନେଶ୍ୱର,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତା ଶୁକ୍ରବାର, ଜୁନ ୨୦ ଭୁବନେଶ୍ୱର ଗସ୍ତ ନେଇ କମିଶନରେଟ ପୋଲିସ ପକ୍ଷରୁ ଏକ ବିସ୍ତୃତ ଟ୍ରାଫିକ ପରାମର୍ଶ ଜାରି କରାଯାଇଛି। ଏହା ସହିତ ସାଧାରଣ ଲୋକଙ୍କ ସୁରକ୍ଷା ଓ ଯାନବାହାନ ଚଳାଚଳରେ ସୁବିଧା ପାଇଁ…
ଆସନ୍ତାକାଲି ଖୋଲିବ ସ୍କୁଲ: ଜିଲ୍ଲାପାଳମାନଙ୍କୁ ଏପରି ନିର୍ଦ୍ଦେଶ ଦେଲେ ଓଡ଼ିଶା ସରକାର
ଭୁବନେଶ୍ୱର,୧୯।୬: ଗ୍ରୀଷ୍ମ ଛୁଟି ପରେ ଶୁକ୍ରବାର ସ୍କୁଲଗୁଡ଼ିକ ପୁନର୍ବାର ଖୋଲିବାକୁ ଯାଉଥିବା ବେଳେ, ଓଡ଼ିଶା ସରକାର ସମସ୍ତ ଜିଲାପାଳଙ୍କୁ ଶିକ୍ଷାନୁଷ୍ଠାନଗୁଡ଼ିକ ଶିକ୍ଷାଗତ କାର୍ଯ୍ୟକ୍ରମର ସୁଚାରୁ ପୁନରାରମ୍ଭ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ ଓ ଗଣଶିକ୍ଷା ବିଭାଗର କମିଶନର-ତଥା-ସଚିବ…
ଓଡ଼ିଶାବାସୀଙ୍କ ପାଇଁ ଖୁସିଖବର: ୧୯ ହଜାର କୋଟି ପ୍ରକଳ୍ପ ଭେଟି
ଭୁବନେଶ୍ୱର,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଓଡ଼ିଶା ଆସିବେ। ସେ ୧୯ ହଜାର କୋଟି ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହା ସହ ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବା ନେଇ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି।…
ନିରାଡମ୍ବର ବିବାହ କଲେ ଜଲିଉଡ ଯୋଡ଼ି, ଆଉ ବାକି ଥିଲା ଯାତ୍ରାର ଦୁଇଟି ସିନ୍ ଫେରାର ହୋଇ….
ଭୁବନେଶ୍ୱର,୧୯।୫: ବିବାହ ବନ୍ଧନରେ ଆବଦ୍ଧହେଲେ ଜଲିଉଡ ସେଲିବ୍ରିଟି ଯୋଡ଼ି। ଅଭିନେତା ରୁଦ୍ର ମିଶ୍ର ଓ ଅଭିନେତ୍ରୀ ସ୍ମରଣିକା ପ୍ରିୟଦର୍ଶିନୀ ନିରାଡମ୍ବରରେ ବିବାହ କରିଛନ୍ତି। ନିରାଡମ୍ବର ଭାବେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି। ଯାତ୍ରା ଚଣ୍ଡାଶୋକରେ ଉଭୟଙ୍କୁ ଦେଖିବାକୁ ମିଳିଥିଲା। ତେବେ ଚର୍ଚ୍ଚା…
ଜନତା ମଇଦାନରେ ପ୍ରସ୍ତୁତି କାର୍ଯ୍ୟ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ, ତ୍ରୁଟିଶୂନ୍ୟ ପ୍ରସ୍ତୁତି ପାଇଁ ଦେଲେ ନିର୍ଦ୍ଦେଶ
ଭୁବନେଶ୍ୱର,୧୯ା୬: ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ସମାରୋହ ଉପଲକ୍ଷେ ଭୁବନେଶ୍ୱର ଜନତା ମଇଦାନଠାରେ ଆୟୋଜିତ ସଭାସ୍ଥଳର ପ୍ରସ୍ତୁତି କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମାରୋହରେ ମୁଖ୍ୟ ଅତିଥି…
ଆସନ୍ତାକାଲି ଭୁବନେଶ୍ୱରରେ ହାଫ୍ ଡେ’ ଅଫିସ
ଭୁବନେଶ୍ୱର,୧୯ା୬: ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ଦ୍ବିତୀୟାର୍ଦ୍ଧରେ ଭୁବନେଶ୍ବରରେ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ବର ମହାନଗର ନିଗମ ଅନ୍ତର୍ଗତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ରାଜସ୍ବ ଓ…
ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ: କ୍ରାଇମ୍ ସ୍ପଟରେ କ୍ରାଇମବ୍ରାଞ୍ଚ ଟିମ, ୧୦ ଜଣଙ୍କ ନିଆଗଲା …
ଭୁବନେଶ୍ୱର,୧୯।୬: ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ମାମଲାରେ ୩ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାର ବିଭିନ୍ନ ଦିଗକୁ ନେଇ କ୍ରାଇମବ୍ରାଞ୍ଚର ତନାଘନା ଆରମ୍ଭ କରିଛି। ତେବେ ଗୁରୁବାର ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବା ନେଇ ସୂଚନା…
ସ୍କୁଲ ବନ୍ଦ ନିଷ୍ପତ୍ତି ନେଇ ଆସିଲା ବଡ଼ ଅପ୍ଡେଟ୍ : ଗଣଶିକ୍ଷା ମନ୍ତ୍ରୀ କହିଲେ…
ଭୁବନେଶ୍ୱର,୧୯।୬: ରାଜ୍ୟର ବିଭିନ୍ନ ଜିଲାକୁ ଝାଡ଼ାବାନ୍ତି ବ୍ୟାପୁଛି। ଝାଡ଼ାବାନ୍ତି ବ୍ୟାପୁଥିବା ଅଞ୍ଚଳରେ ସ୍କୁଲ ବନ୍ଦ ନିଷ୍ପତ୍ତି ନେବେ ଜିଲାପାଳ। ଡାଇରିଆ ସ୍ଥିତି ଅଣାୟତ ଥିଲେ ସ୍କୁଲ ବନ୍ଦ ରହିବ। ଏ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ୫୮ଦିନ…
ନବୀନଙ୍କ ପାଇଁ ଚିନ୍ତିତ ମୋହନ: ଫୋନ୍ରେ କଥା ହେଲେ
ଭୁବନେଶ୍ୱର,୧୯।୬: ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଆସନ୍ତା ୨୦ ତାରିଖରେ ଚିକିତ୍ସା ପାଇଁ ମୁମ୍ବାଇ ଯିବେ। ୨୨ ତାରିଖରେ କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯିବ। ନବୀନଙ୍କ ବ୍ୟକ୍ତିଗତ ଚିକିତ୍ସକ ଡାକ୍ତର ରମାକାନ୍ତ…
Archives


