ମେଟ୍ରୋ

ମହାନଦୀ, ପୋଲାଭରମ୍‌ ପ୍ରସଙ୍ଗ ଉଠାଇଲା ବିିଜେଡି

ଭୁବନେଶ୍ୱର,୮ା୨(ବ୍ୟୁରୋ): ଓଡ଼ିଶା ଜଳ ପାଇଁ ସଂଘର୍ଷ କରୁଛି। ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ବ୍ୟାରେଜ ନିର୍ମାଣ କରିବା ଦ୍ୱାରା ରାଜ୍ୟରେ ଜଳପ୍ରବାହ ପ୍ରଭାବିତ ହେଉଛି। ଏହା ସିଧାସଳଖ ୨ କୋଟି ଓଡ଼ିଆଙ୍କ ଜନଜୀବନଙ୍କୁ ପ୍ରଭାବିତ କରୁଥିବା ବିଜେଡି ଏମ୍‌ପି ସସ୍ମିତ ପାତ୍ର ଶୁକ୍ରବାର…

ଜୀବନ ସାଥୀ ହେଲେ ଅମ୍ଲାନ୍‌-ଭୂମିକା

ଭୁବନେଶ୍ୱର,୮ା୨(ବ୍ୟୁରୋ): ବିବାହ ବନ୍ଧନରେ ଆବଦ୍ଧ ହେଲେ ଓଲିଉଡ୍‌ର ଭେଟେରାନ୍‌ ଆକ୍ଟର ମିହିର ଦାସଙ୍କ ପୁଅ ତଥା ଅଭିନେତା ଅମ୍ଲାନ୍‌। ପରିବାରବର୍ଗ ତଥା ଘନିଷ୍ଠ ସମ୍ପର୍କୀୟଙ୍କ ଗହଣରେ ଆର୍ଯ୍ୟ ସମାଜ ଅନୁଯାୟୀ ସାତ ଜନ୍ମ ପାଇଁ ଭୂମିକାଙ୍କ ହାତ ଧରିଛନ୍ତି ଓଲିଉଡ୍‌ ହ୍ୟାଣ୍ଡସମ୍‌…

ଘରେ ଥାଇ ପାଇପାରିବେ ସଜ ପନିପରିବା

ଭୁବନେଶ୍ୱର, ୮ା୨(ବ୍ୟୁରୋ): ଆଗ୍ରହୀ ଗ୍ରାହକଙ୍କୁ ମନପସନ୍ଦର ସଜ ପନିପରିବା ଉଚିତ୍‌ ଦାମରେ ଯୋଗାଇ ଦେବା ଲାଗି ପନିପରିବା ଡଟ୍‌ କମ୍‌ ପକ୍ଷରୁ ଏକ ଅନନ୍ୟ ପ୍ରୟାସ ଆରମ୍ଭ ହୋଇଛି। ଏଥିପାଇଁ PaniPariba.com ପୋର୍ଟାଲ ଆରମ୍ଭ କରାଯାଇଛି। ଲୋକମାନେ ଏହି ପୋର୍ଟାଲକୁ ଯାଇ…

ଆଦିବାସୀ ମେଳାରେ ବିଦେଶୀ ପର୍ଯ୍ୟଟକଙ୍କ ଭିଡ଼

ଭୁବନେଶ୍ୱର, ୮ା୨(ବ୍ୟୁରୋ): ଆଦିବାସୀ ମେଳା ଏବେ ସାଜିଛି ବିଦେଶୀ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ। ମେଳା ଦେଖିବା ସହିତ ବିଭିନ୍ନ ପ୍ରକାର ସାମଗ୍ରୀ କିଣିବାକୁ ଭିଡ଼ ଜମାଉଛନ୍ତି ବିଦେଶୀ ପର୍ଯ୍ୟଟକମାନେ। ମେଳାର ଦ୍ୱାଦଶ ସନ୍ଧ୍ୟାରେ ପୋଲାଣ୍ଡ, ଆର୍ଜେଣ୍ଟିନା, ରୁଷିଆ, ଜାପାନ, ଇଣ୍ଡୋନେସିଆ ଭଳି…

ଓଡ଼ିଶା ପ୍ରଗତିର ସଫଳ ପ୍ରୟୋଗଶାଳା: ରାଜ୍ୟପାଳ

ଭୁବନେଶ୍ୱର, ୮ା୨(ବ୍ୟୁରୋ): ଓଡ଼ିଶା ହେଉଛି ଏକ ଦିବ୍ୟଭୂମି। ଏଠାରେ ପ୍ରତ୍ୟେକ ଲୋକ ଦିବ୍ୟତାର ପ୍ରତୀକ। ସାଧାରଣ ଲୋକମାନଙ୍କ ଜୀବନଶୈଳୀରେ ଅଧ୍ୟାତ୍ମ ଭାବ ପ୍ରତିଫଳିତ ହୋଇଥାଏ। ସାମାଜିକ ଓ ସାଂସ୍କୃତିକ ସଂହତିର ଆଦର୍ଶ ଭୂମି ଭାବେ ଓଡ଼ିଶା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ବୋଲି…

‘ଓଡ଼ିଶା ସ୍କିଲ୍‌ସ-୨୦୨୦’ ଉଦ୍‌ଘାଟିତ

ଭୁବନେଶ୍ୱର, ୮ା୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ଦକ୍ଷତା ପ୍ରତିଯୋଗିତା ଓଡ଼ିଶା ସ୍କିଲ୍‌ସ-୨୦୨୦ର ଦ୍ୱିତୀୟ ସଂସ୍କରଣ ଶୁକ୍ରବାର କୃଷି ଭବନଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ସଞ୍ଜୟ…

ଜାତୀୟ ପୁରସ୍କାର ପାଇବାରେ ରେକର୍ଡ କରିଛନ୍ତି ଓଡ଼ିଶା ଶିଳ୍ପୀ

ଭୁବନେଶ୍ୱର, ୮ା୨(ବ୍ୟୁରୋ): ହସ୍ତଶିଳ୍ପ, ବୟନ ଓ ହସ୍ତତନ୍ତ ବିଭାଗ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଶୁକ୍ରବାର ଜନତା ମଇଦାନଠାରେ ଉଦ୍‌ଘାଟିତ ହୋଇଯାଇଛି। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରଦର୍ଶନୀକୁ ଉଦ୍‌ଘାଟନ କରି କହିଥିଲେ,…

କଳା, କଳାକାରଙ୍କ ଭୂମି ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୨(ବ୍ୟୁରୋ): ଯୁଗ ଯୁଗ ଧରି ଓଡ଼ିଶା ନିଜର ଉତ୍କୃଷ୍ଟ କଳାକୁ ବିଶ୍ୱ ଦରବାରରେ ପ୍ରଦର୍ଶିତ କରିଆସିଛି। ବୌଦ୍ଧ ଯୁଗର କଳା ଐତିହ୍ୟ ଏବେ ବି ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଶୋଭାପାଉଛି। ଐତିହାସିକ, ରାଜନୈତିକ, ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଆନ୍ଦୋଳନ ମାଧ୍ୟମରେ ରାଜ୍ୟର…

ବିଏମ୍‌ସିର ମଣ୍ଡପ ସିଲ୍‌ ପ୍ରକ୍ରିୟା ବନ୍ଦ ହୋଇଯିବ

ଭୁବନେଶ୍ୱର, ୮ା୨(ବ୍ୟୁରୋ): ବିନା ବିଲଡିଂ ପ୍ଲାନ୍‌ ଅନୁମୋଦନରେ କୋଠା ନିର୍ମାଣ, ବିନା ଟ୍ରେଡ୍‌ ଲାଇସେନ୍ସରେ ବ୍ୟବସାୟ କରୁଥିବା, ହୋଲ୍ଡିଂ ଟିକସ ଫାଙ୍କୁଥିବା, ପାର୍କିଂ ସୁବିଧା ନ ଥିବା କଲ୍ୟାଣ ମଣ୍ଡପକୁ ବିଏମ୍‌ସିି ପକ୍ଷରୁ ଜାରି ରହିଥିବା ସିଲ୍‌ ପ୍ର୍ରକ୍ରିୟା ଶୁକ୍ରବାର ହୋଇ…

ହୋଲ୍ଡିଂ ଟିକସ ଆଦାୟର ଶୁଭାରମ୍ଭ କଲେ କିନ୍ନର

ଭୁବନେଶ୍ୱର, ୮ା୨(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ବକେୟା ହୋଲ୍ଡିଂ ଟିକସ ଆଦାୟ କରିବାର ନୂଆ ରଣନୀତି ଭାବେ ଟି.ଜି. ସ୍ବୀକୃତି ଏସ୍‌ଏଚ୍‌ଜି ଗ୍ରୁପ୍‌କୁ ଏକ ବୁଝାମଣାପତ୍ର ମାଧ୍ୟମରେ ଦାୟିତ୍ୱ ଦିଆଯାଇଥିଲା। ଶୁକ୍ରବାର କିନ୍ନର କର୍ମଚାରୀମାନେ କର୍ମକ୍ଷେତ୍ରକୁ ଓହ୍ଲାଇବା ସହ କାର୍ଯ୍ୟକ୍ରମର…

ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ସମନ୍ବୟ ବୈଠକ

ପୁରୁଣା ଭୁବନେଶ୍ୱର, ୮ା୨(ଡି.ଏନ.ଏ.): ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରି ପାଳନ ଆସନ୍ତା ୨୧ ତାରିଖରେ ହେବ। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଶୁକ୍ରବାର ସ୍ଥାନୀୟ ସର୍କିଟ ହାଉସ ପରିସରରେ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି।…

ହଜିଯାଇଥିବା ଭ୍ୟାନିଟି ଫେରିପାଇଲେ ମହିଳା

ଭୁବନେଶ୍ୱର, ୮ା୨(ବ୍ୟୁରୋ): ଶହୀନଗର ହାଟରେ ହଜିଯାଇଥିବା ଭ୍ୟାନିଟି ବ୍ୟାଗକୁ ଶୁକ୍ରବାର ଫେରିପାଇଛନ୍ତି ସ୍ମୃତିରେଖା ମହାପାତ୍ର ନାମ୍ନୀ ଜଣେ ମହିଳା। ସେଥିରେ ନଗଦ ୮ ହଜାର ଟଙ୍କା, ୧୫ ହଜାର ଟଙ୍କାର ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଓ ଜରୁରୀ କାଗଜପତ୍ର ଥିଲା। ଭ୍ୟାନିଟି ବ୍ୟାଗ୍‌କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?