ମେଟ୍ରୋ

ପଟ୍ଟନାୟକ ମିନେରାଲ୍ସକୁ ମିଳିଲା ମହୁଲଶୁଖା ଖଣି

ଭୁବନେଶ୍ୱର,୯ା୨(ବ୍ୟୁରୋ): ସୁନ୍ଦରଗଡ ଜିଲା ଲହୁଣୀପଡା ତହସିଲ ଅନ୍ତର୍ଗତ ରଣ୍ଡା,ରନ୍ଥା ଏବଂ ଭୁତୁଡାରେ ଥିବା ଲୁହାପଥର ଏବଂ ମାଙ୍ଗାନିଜ୍‌ ଖଣିକୁ ପଟ୍ଟନାୟକ ମିନେରାଲ୍ସ ହାତେଇଛି। ଶନିବାର ହୋଇଥିବା ନିଲାମୀ ପ୍ରକ୍ରିୟାରେ ଏହି କମ୍ପାନୀ ଖଣିଜ ବିକ୍ରି ମୂଲ୍ୟର ୯୨.୭ପ୍ରତିଶତର ପ୍ରିମିୟମ୍‌ ବଦଳରେ ଖଣିଟିକୁ…

ଆଉ ୨୪ ଘଣ୍ଟା ବର୍ଷା: ୧୦ରୁ ବଢ଼ିବ ଶୀତ

ଭୁବନେଶ୍ୱର, ୯ା୨ (ବ୍ୟୁରୋ): କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଦେହ ମୁଣ୍ଡ ଥରେଇ ଦେଉଛି। ଦିନରେ ମଧ୍ୟ ଶୀତରୁ ତ୍ରାହି ମିଳୁ ନାହିଁ। ବର୍ଷା ସହିତ ଥଣ୍ଡା ପବନ ବାଜିବା ମାତ୍ରେ ଦେହ ମୁଣ୍ଡ କାଲୁଆ ହୋଇଯାଉଛି। ଉପକୂଳ ଠାରୁ…

ସ୍ମିତାରାଣୀ ପ୍ରସଙ୍ଗରେ ଯାହା ଯୁକ୍ତିଯୁକ୍ତ ତାହା କରାଯିବ: ମନ୍ତ୍ରୀ

ଭୁବନେଶ୍ୱର,୮।୨(ବ୍ୟୁରୋ): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ନିର୍ବାହୀ ଅଧିକାରିଣୀ(ପିଇଓ)୍‌ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ଘଟଣାର ଏକମାତ୍ର ମୂକସାକ୍ଷୀ ବିବାଦୀୟ ଅତିଥି ଭବନ ଭଙ୍ଗାଯିବା ପରେ ରାଜନୈତିକ ଉଷ୍ମତା ପରିଲକ୍ଷିତ ହୋଇଛି। ଘଟଣାରେ ଜାଣିଶୁଣି ତଥ୍ୟ ନଷ୍ଟ କରିବାକୁ ଚେଷ୍ଟା…

କୋହଲା ପାଗକୁ ବର୍ଷା: କଲବଲ ଜନଜୀବନ

ଭୁବନେଶ୍ୱର,୮ା୨(ବ୍ୟୁରୋ): ରାଜ୍ୟରେ ହଠାତ୍‌ ପାଗରେ ପରିବର୍ତ୍ତନ ଘଟିଛି। ମଧ୍ୟପ୍ରଦେଶ ଓ ଛତିଶଗଡ଼ ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବର୍ଷା ସହ କୋହଲା ପବନ ବୋହୁଥିବା ଦେଖିବାକୁ ମିଳୁଛି। ଏହା…

ବିମାନବନ୍ଦର ଛାତ ଭୁଶୁଡ଼ି ମୃତ୍ୟୁ ଘଟଣା: କ୍ଷେତ୍ର ପରିଦର୍ଶନ ଶେଷ କଲା ଏଏଆଇ

ଭୁବନେଶ୍ୱର,୮।୨(ବ୍ୟୁରୋ): ଭୁବନେଶ୍ୱର ବିମାନବନ୍ଦର ଲିଙ୍କ୍‌ ବିଲ୍ଡିଂ ଛାତ ଭୁଶୁଡ଼ିବା ଘଟଣାରେ ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ (ଏଏଆଇ) କ୍ଷେତ୍ର ପରିଦର୍ଶନ ଶେଷ କରିଛି। ଏଏଆଇ ଟେକ୍ନିକାଲ କମିଟି ସଦସ୍ୟ କ୍ଷେତ୍ର ପରିଦର୍ଶନ କରିଛନ୍ତି। ତେବେ କମିଟିର ରିପୋର୍ଟ ଆଧାରରେ ପରବର୍ତ୍ତୀ ପଦକ୍ଷେପ…

ଓଡ଼ିଶାରେ ବୃଦ୍ଧି ହେଲା ମେମୁ ଟ୍ରେନ୍‌ ସେବା: ଜାଣନ୍ତୁ..

ଭୁବନେଶ୍ୱର,୮।୨(ବ୍ୟୁରୋ): ଓଡ଼ିଶାରେ ବୃଦ୍ଧି ହେଲା ମେମୁ ଟ୍ରେନ୍‌ ସେବା। ଏ ନେଇ ପୂର୍ବତଟ ରେଲଓ୍ବେ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୧୧ରୁ ପୁରୀ-ଅନୁଗୋଳ-ପୁରୀ ମେମୁରେ ୧୬ଟି କୋଚ ରହିବ। ଏହା ଓଡ଼ିଶାରେ ସବୁଠାରୁ ଦୀର୍ଘ ହେବ। ସେହିଭଳି କେନ୍ଦୁଝର ପାସେଞ୍ଜର ଆସନ୍ତା…

+୨ ସେଣ୍ଟର ଫିକ୍ସିଂ ଅଭିଯୋଗର ଭିଜିଲାନ୍ସ ତଦନ୍ତ ଦାବି କଲା ଅଭିଭାବକ ସଂଘ

ଭୁବନେଶ୍ୱର,୮।୨(ବ୍ୟୁରୋ): +୨ ସେଣ୍ଟର ଫିକ୍ସିଂ ଅଭିଯୋଗର ଭିଜିଲାନ୍ସ ସ୍ତରୀୟ ତଦନ୍ତ ଦାବିକଲା ରାଜ୍ୟ ଅଭିଭାବକ ସଂଘ। ଏ ନେଇ ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସଂଘ ଉପଦେଷ୍ଟା ବାସୁଦେବ ଭଟ୍ଟ କହିଛନ୍ତି ଯେ, ଯୁକ୍ତ ୨ ପରୀକ୍ଷା ସେଣ୍ଟର ଫିକ୍ସିଂ ବାବଦରେ…

ଏଣିକି କଚ୍ଚାଘର ଦେଖିବା ସ୍ବପ୍ନ, ଆଗାମୀ ୩ ବର୍ଷରେ ସମସ୍ତଙ୍କୁ ମିଳିବ ପକ୍କା ଘର: ମନ୍ତ୍ରୀ

ଭୁବନେଶ୍ୱର,୮ା୨(ବ୍ୟୁରୋ): ରାଜ୍ୟରେ ଆଉ କଚ୍ଚାଘର ରହିବ ନାହିଁ। ସମସ୍ତଙ୍କୁ ପକ୍କାଘର ମିଳିବ। ଆଗାମୀ ୩ ବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ମିଳିବ। ସେମାନଙ୍କୁ ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯିବ ବୋଲି ଶନିବାର ପଞ୍ଚାୟତିରାଜ ମନ୍ତ୍ରୀ…

ମାର୍କେଟ୍‌ ବିଲ୍ଡିଂରେ ଗଣ୍ଡଗୋଳ ଘଟଣା: ଆଉ ଜଣେ ଅଭିଯୁକ୍ତ ଗଜପତିରୁ ଗିରଫ, ଟୁଇଟ୍‌ କରି ସୂଚନା ଦେଲେ ପୋଲିସ କମିଶନର

ଭୁବନେଶ୍ୱର,୮।୨(ବ୍ୟୁରୋ): ଭୁବନେଶ୍ୱର ୟୁନିଟ୍‌-୨ ମାର୍କେଟ ବିଲ୍ଡିଂରେ ଭଙ୍ଗାରୁଜା ଓ ଆକ୍ରମଣ କରି ଆତଙ୍କ ସୃଷ୍ଟି କରିବା ଘଟଣାରେ ପୋଲିସ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ଗୋପୀନାଥ ନାୟକ ଓରଫ ଗୋପୀ। ତାଙ୍କୁ ଗଜପତିରୁ ଗିରଫ କରାଯାଇଥିବା ନେଇ…

ବର୍ଷିଲା ଭାଜପା: ତଥ୍ୟ ନଷ୍ଟ କରିବାକୁ ବିବାଦୀୟ ଅତିଥି ଭବନକୁ ଜାଣିଶୁଣି ଭାଙ୍ଗିଛି ଜିଲା ପ୍ରଶାସନ

ଭୁବନେଶ୍ୱର,୮।୨(ବ୍ୟୁରୋ): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ନିର୍ବାହୀ ଅଧିକାରିଣୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ଥିବା ଅତିଥି ଭବନକୁ ଭାଙ୍ଗିବା ନେଇ ଭାଜପା ବର୍ଷିଛି। ଶନିବାର ଏକ ଖବରଦାତା ସମ୍ମିଳନୀରେ ଭାଜପା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି,…

୨ ଦିନ କୋହଲା ପାଗ ସହ ବର୍ଷା: ୧୦ରୁ ସ୍ବାଭାବିକ ବଢ଼ିବ ଶୀତ

ଭୁବନେଶ୍ୱର,୮।୨(ବ୍ୟୁରୋ): ରାଜ୍ୟରେ ଦୁଇ ଦିନ ଧରି ପାଗ କୋହଲା ରହିବା ସହ ଝିପିଝିପି ବର୍ଷା ହେଉଛି। ତେବେ ଏହିଭଳି ପାଗ ଶନିବାର ଓ ରବିବାର ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ବିହାର ଓ…

ଏଫ୍‌ଆଇଏଚ୍‌ ଟ୍ରଫି ସହ ‘ମୋ ବସ୍‌’ରେ ଗଲେ ଭାରତୀୟ ହକି ଦଳ

ଭୁବନେଶ୍ୱର, ୮ା୨(ବ୍ୟୁରୋ): ଭାରତୀୟ ହକି ଦଳର ଖେଳାଳିମାନେ ଏଫ୍‌ଆଇଏଚ୍‌ ଟ୍ରଫି ସହ ଶୁକ୍ରବାର ‘ମୋ ବସ୍‌’ରେ କଳିଙ୍ଗ ଷ୍ଟାଡିୟମ୍‌ ଆସିଥିଲେ। ଏନେଇ କ୍ୟାପିଟାଲ ରିଜିୟନ୍‌ ଅର୍ବାନ ଟ୍ରାନ୍‌ପୋର୍ଟ (କ୍ରୁଟ୍‌) ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ସେମାନଙ୍କ ଯାତାୟାତ ପାଇଁ ସ୍ବତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?