ମେଟ୍ରୋ

ଜାଗର ଦୀପରୁ ଲେଡିଜ୍‌ ହଷ୍ଟେଲରେ ଅଗ୍ନିକାଣ୍ଡ

ଭୁବନେଶ୍ୱର,୨୨।୨(ବ୍ୟୁରୋ): ନୟାପଲ୍ଲୀ ଥାନା ଅନ୍ତର୍ଗତ ସିଆର୍‌ପି ଛକ ନିକଟ ନୀଳକଣ୍ଠ ନଗରରେ ଥିବା ଶ୍ରୀଜଗନ୍ନାଥ ରେସିଡେନି୍ସ ନାମକ ଏକ ଲେଡିଜ ହଷ୍ଟେଲର ତୃତୀୟ ମହଲାରେ ଶୁକ୍ରବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ଠିକଣା ସମୟରେ ସ୍ଥାନୀୟ ଫାୟାର ଷ୍ଟେଶନ ଅଗ୍ନିଶମ ବାହିନୀର ୩…

ହର ହର ମହାଦେବ…

ଭୁବନେଶ୍ୱର,୨୨।୨(ବ୍ୟୁରୋ): ଶ୍ରୀଲଙ୍ଗରାଜ ମନ୍ଦିର ବ୍ୟତୀତ ଏକାମ୍ର କ୍ଷେତ୍ର ଏବଂ ସହରର ଅନ୍ୟାନ୍ୟ ସ୍ଥାନରେ ଥିବା ଶତାଧିକ ଶୈବପୀଠରେ ଶୁକ୍ରବାର ଆୟୋଜିତ ହୋଇଥିଲା ମହାଶିବରାତ୍ରି। ଘଣ୍ଟ ହୁଳହୁଳିରେ ଉଛୁଳି ପଡ଼ିଥିଲା ସହରର ସମସ୍ତ ଶୈବପୀଠ। ଶିବ ପଞ୍ଚାକ୍ଷରୀ ସ୍ତୋତ୍ରରେ ଏକାମ୍ର କ୍ଷେତ୍ର ପ୍ରକମ୍ପିତ…

ମହାଶିବରାତ୍ରି ଉପଲକ୍ଷେ ଜାତୀୟସ୍ତରୀୟ ଭଜନ ସମାରୋହ: ୧୦ଜଣଙ୍କୁ ‘ଏକାମ୍ର ଶ୍ରୀ’ ସମ୍ମାନ

ପୁରୁଣା ଭୁବନେଶ୍ୱର,୨୨।୨(ଡି.ଏନ୍‌.ଏ.): ମହାଶିବରାତ୍ରି ଉପଲକ୍ଷେ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟ ଅସ୍ଥାୟୀ ଭଜନ ମଣ୍ଡପରେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ଅନୁଷ୍ଠାନ ପକ୍ଷରୁ ଅହୋରାତ୍ର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାତଃରୁ ଶଙ୍ଖଧ୍ୱନି, ବେଦପାଠ, ଶିବ ଚେତନା, ଗୀତାପାଠ ପରେ ଅପରାହ୍ନରେ ଡ. ରଜନୀ…

ମହାଶିବରାତ୍ରି: ଶ୍ରୀ ଲକ୍ଷେଶ୍ୱର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ବାଲିଅନ୍ତା,୨୧।୨(ଡି.ଏନ୍‌.ଏ.): ରାଜଧାନୀ ଉପକଣ୍ଠ ୧୬ନଂ. ଜାତୀୟ ରାଜପଥ ନଖରାସ୍ଥିତ ପ୍ରସିଦ୍ଧ ଶୈବପୀଠ ଶ୍ରୀ ଲକ୍ଷେଶ୍ୱର ମନ୍ଦିରରେ ଜାଗର ଲାଗି ଭକ୍ତଙ୍କ ଭିଡ଼ ଲାଗିଛି। ଶିବରାତ୍ରି ପାଇଁ ମନ୍ଦିରରେ ଭୋର ୪ଟାରୁ ସମସ୍ତ ନୀତି ସମ୍ପନ୍ନ ପରେ ମୁଖ୍ୟ ଦ୍ୱାର ଫିଟାଯାଇ ସାଧାରଣ…

ଅବଶିଷ୍ଟ ମାଟ୍ରିକ ପରୀକ୍ଷାରେ ସ୍ବଚ୍ଛତା ପାଇଁ ଅଣ୍ଟା ଭିଡିଲା ବୋର୍ଡ; ସିସିଟିଭି ଭାଙ୍ଗିଲେ ଦାୟୀ ହେବେ ଅଧୀକ୍ଷକ: ମନ୍ତ୍ରୀ

ଭୁବନେଶ୍ୱର,୨୧।୨(ବ୍ୟୁରୋ): ଚଳିତ ବର୍ଷ ମାଟ୍ରିକ ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ପରୀକ୍ଷାକେନ୍ଦ୍ରରେ ସିସିଟିଭି ଲଗାଯାଇଛି। ହେଲେ ଅଧିକାଂଶ ସ୍ଥାନରେ ଏହାକୁ ଭାଙ୍ଗି ଦିଆଯାଉଥିବା ନେଇ ଖବର ପ୍ରସାରିତ ହେଉଛି। ଏହାକୁ ନେଇ ପ୍ରତିକ୍ରିୟା ରଖି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ…

ବିଜେଡି ଜିଲା ସଭାପତି ତାଲିକା ଘୋଷଣା: ୧୪ ପୁରୁଣା, ୧୯ ନୂଆମୁହଁଙ୍କୁ ଦାୟିତ୍ୱ; ସବିଶେଷ ଜାଣନ୍ତୁ..

ଭୁବନେଶ୍ୱର,୨୧।୨(ବ୍ୟୁରୋ): ଶୁକ୍ରବାର ବିଜେଡି ଜିଲା ସଭାପତି ତାଲିକା ଘୋଷଣା କରାଯାଇଛି। ମୋଟ ୩୩ଜଣ ସଭାପତିଙ୍କ ମଧ୍ୟରେ ୧୪ଜଣ ପୁରୁଣା ନେତା ଥିବା ବେଳେ ୧୯ଜଣ ନୂଆମୁହଁଙ୍କୁ ଦାୟିତ୍ୱ ମିଳିଛି। ଜାଣନ୍ତୁ କାହାକୁ ମିଳିଲା କେଉଁ ଜିଲାର ଦାୟିତ୍ୱ: ଭୁବନେଶ୍ୱର-ଅନନ୍ତ ନାରାୟଣ ଜେନା…

ମହାଶିବରାତ୍ରିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର, ୨୧।୨(ବ୍ୟୁରୋ): ପବିତ୍ର ମହାଶିବରାତ୍ରି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟର ପୃଷ୍ଠାରେ ପ୍ରଭୁ ଲିଙ୍ଗରାଜ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିରର କିଛି ଫଟୋକୁ ଶେୟାର କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରର ଏହି ଶୋଭାବର୍ଦ୍ଧନକାରୀ…

ଅନ୍ତର୍ଜାତୀୟ ମାତୃଭାଷା ଦିବସ: ସବୁ ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ୱର,୨୧।୨(ବ୍ୟୁରୋ): ଅନ୍ତର୍ଜାତୀୟ ମାତୃଭାଷା ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ଅନ୍ତର୍ଜାତୀୟ ମାତୃଭାଷା ଦିବସର ଶୁଭେଚ୍ଛା। ଆମ ମାତୃଭାଷା ଓଡ଼ିଆର ମାଧୁର୍ଯ୍ୟ ହେଉଛି ଆମର ସ୍ବତନ୍ତ୍ର ପରିଚୟ। ଏହାକୁ ସମୃଦ୍ଧ…

ଇଞ୍ଜିନିୟରଙ୍କଠାରୁ ଲୁଟ୍‌ ବାଇକ୍‌, ମୋବାଇଲ ଜବତ

ଭୁବନେଶ୍ୱର,୨୧।୨(ବ୍ୟୁରେ): ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଭୋଟପଡା ଅଞ୍ଚଳରେ ରାତିରେ କାମ ସାରି ଘରକୁ ଫେରୁଥିବା ଜଣେ ଇଞ୍ଜିନିୟରଙ୍କ ବାଇକ୍‌ ଓ ମୋବାଇଲ ଲୁଟପାଟ କରିଥିବା ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଜିଲା ନିରାକାରପୁର ଥାନା…

କଳ୍ପନା ଦାଶ, ବବ୍‌ଲି ହତ୍ୟା ଘଟଣା: ମରାଠା ଗ୍ୟାଙ୍ଗର ସମ୍ପୃକ୍ତି ଥିବା ସନ୍ଦେହ

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ଛତିଶଗଡ଼ ରାୟଗଡ଼ ଜିଲା ଚକ୍ରଧରନଗର ଥାନା ହମିରପୁର ଜଙ୍ଗଲରେ କଳ୍ପନା ଦାଶ ଓ ଝିଅ ବବ୍‌ଲି ହତ୍ୟା ଘଟଣାରେ ଏବେ ଛତିଶଗଡ଼ ପୋଲିସ ଅଡୁଆରେ ପଡିଛି। ଅଭିଯୁକ୍ତ ଅନୁପ ଏବଂ ଡ୍ରାଇଭର ବର୍ଦ୍ଧନଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରିବା ପାଇଁ…

କେନ୍ଦ୍ର ପଇସା ସୁଧରେ ଆଦର୍ଶ ବିଦ୍ୟାଳୟ: ବିରୋଧୀ ଦଳ ନେତାଙ୍କ ଅଭିଯୋଗ

ଭୁବନେଶ୍ୱର,୨୧।୨(ବ୍ୟୁରୋ): ଗତ ୨୧ ବର୍ଷରେ ମାତ୍ର ୨୬ ହଜାର ବେକାରିଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି। ଖାଲି ପଦବୀରେ ମାତ୍ର ୧% ନିଯୁକ୍ତି ଦେଇଛନ୍ତି। ସ୍କୁଲ, ଡାକ୍ତରଖାନା ସବୁଠି ପଦବୀ ଖାଲି। ୨୦୦୯ରୁ ୨୦୧୯ ମଧ୍ୟରେ ରାଜ୍ୟରେ ୨୨ ଲକ୍ଷ ୫୭ ହଜାର…

ମୋ ଭାଷା, ମୋ ପରିଚୟ

ଭୁବନେଶ୍ୱର,୨୧।୨(ବ୍ୟୁରୋ) : ମା’ ଗର୍ଭରୁ ମାଟିରେ ପାଦ ରଖିବା ପରେ ମଣିଷ ଯେଉଁ ଭାଷା ପ୍ରଥମେ ଶିଖେ ଓ କହେ, ତାହା ହେଉଛି ମାତୃଭାଷା। ବ୍ୟକ୍ତିର ସମ୍ମାନ ଓ ସ୍ବାଭିମାନ, ସ୍ବପ୍ନ ଓ ଜୀବନ- ସବୁଠି ପ୍ରତିଧ୍ୱନିତ ହୁଏ ଯେଉଁ ଶବ୍ଦ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?