ଚଉପଦୀ, ଛାନ୍ଦ ପୁସ୍ତକ ଉନ୍ମୋଚିତ
ଭୁବନେଶ୍ୱର, ,୨୪ା୨( (ବ୍ୟୁରୋ); କଟକର ‘କଳିଙ୍ଗ ଭାରତୀ’ ଓ ବୁଗୁଡାର ‘ଭଞ୍ଜମାଟି’ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ବୁଦ୍ଧ ମନ୍ଦିରଠାରେ ରବିବାର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ‘ଚଉପଦୀ ଓ ଛାନ୍ଦ’ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଓଡ଼ିଶାର ପୂର୍ବତନ ବାଚସ୍ପତି ଓ…
ଓଡ଼ିଆ ଭାଷା ଆମ ଜାତିର ସ୍ବାଭିମାନ
ଭୁବନେଶ୍ୱର, ,୨୪ା୨((ବ୍ୟୁରୋ): ମଦନପୁରସ୍ଥିତ ନିସ୍ ଶିକ୍ଷାନୁଷ୍ଠାନରେ ବିଶ୍ୱ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଡ. ସୁଭାଷ ଚନ୍ଦ୍ର ନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ। ସମ୍ରାଟ ଖାରବେଳଙ୍କ ଖଣ୍ଡଗିରି ଶିଳାଲେଖାରୁ ଓ ସମ୍ରାଟ ଅଶୋକଙ୍କ ଧଉଳି ଶିଳାଲେଖାରୁ ଓଡ଼ିଆ…
‘ପୁରାତନ ଛାତ୍ର ବର୍ତ୍ତମାନର ଛାତ୍ର ସମାଜକୁ ନୀତି ଶିକ୍ଷା ଦିଅନ୍ତୁ’
ଭୁବନେଶ୍ୱର, ,୨୪ା୨((ବ୍ୟୁରୋ): ୟୁନିଟ୍-୬ ସରକାରୀ ବିଦ୍ୟାଳୟର ଆଲୁମ୍ନି ମିଟ୍ ଓ ବିଦ୍ୟାଳୟର ବିଜ୍ଞାନାଗାର ଉଦ୍ଘାଟନୀ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଛାତ୍ରୀଛାତ୍ରଙ୍କୁ…
କାକଟପୁର ମଙ୍ଗଳା ମନ୍ଦିର ମୁଖଶାଳାରେ ଫାଟ
କାକଟପୁର,୨୪ା୨(ଡି.ଏନ.ଏ): ପୁରୀ ଜିଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ମନ୍ଦିର ମୁଖଶାଳାର ଦକ୍ଷିଣ ଦ୍ୱାର ଉପରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛ। ଏହା ଆଗକୁ ଯେଭଳି ବଡ଼ ଫାଟ ନ ହେବ ଏବଂ ଏହାର ରକ୍ଷଣାବେକ୍ଷଣା ଖୁବଶୀଘ୍ର ସରକାର…
ଗଣମାଧ୍ୟମ ସାଧାରଣ ଲୋକଙ୍କ ସ୍ବର
ଭୁବନେଶ୍ୱର, ୨୪ା୨(ବ୍ୟୁରୋ): ଖବରଦାତା ହେଉଛନ୍ତି ଦେଶର ଚତୁର୍ଥ ସ୍ତମ୍ଭ ବୋଲି କୁହାଯାଇଛି। ଜନସାଧାରଣଙ୍କ ସମସ୍ୟାକୁ ସରକାରଙ୍କ ନିକଟରେ ପହଞ୍ଚାଇବାର ମାଧ୍ୟମ ହେଉଛି ଗଣମାଧ୍ୟମ। ସମାଜର ଦଳିତ, ନିଷ୍ପେଷିତ ଓ ଅବହେଳିତ ଲୋକଙ୍କୁ ନ୍ୟାୟ ଦେବା ପାଇଁ ଖବରଦାତାମାନେ ସଦାସର୍ବଦା ଚେଷ୍ଟିତ ଥାନ୍ତି।…
ମନ୍ଦିର ପାଲଟିଛି ଗୋଦାମ, ଅଫିସ
ପୁରୁଣା ଭୁବନେଶ୍ୱର, ୨୪ା୨ (ଡି.ଏନ.ଏ.):ଏକାମ୍ର କ୍ଷେତ୍ରରେ ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣରେ ବ୍ୟସ୍ତ ମିଳିତ ଉଚ୍ଛେଦ ଟିମ୍ ଓ ସଚିବ ସ୍ତରୀୟ ଅଫିସରଙ୍କ ନଜର ଆଢ଼ୁଆଳରେ ବହୁ ମନ୍ଦିର ଜବରଦଖଲରେ ରହିଛି। ମନ୍ଦିରକୁ କେତେଜଣ ସେବାୟତ ବ୍ୟକ୍ତିଗତ ଭାବେ ବ୍ୟବହାର କରିଛନ୍ତି। ଯେଉଁ କେତେଜଣ…
ଅସମାନତା ସାମ୍ବିଧାନିକ ନୈତିକତା ପ୍ରତି ଆହ୍ବାନ ସୃଷ୍ଟି କରିଛି
ଭୁବନେଶ୍ୱର,୨୪ା୨(ବ୍ୟୁରୋ): ଦେଶରେ ଅର୍ଥନୈତିକ ଅସମାନତା ଓ ଅସହିଷ୍ଣୁତା ବୃଦ୍ଧି ପାଉଥିବାରୁ ତାହା ସାମ୍ବିଧାନିକ ନୈତିକତା ପ୍ରତି ଆହ୍ବାନ ସୃଷ୍ଟି କରିଛି ବୋଲି ପୂର୍ବତନ ପ୍ରଶାସକ ତଥା ବିଶିଷ୍ଟ ସ୍ତମ୍ଭକାର ଡକ୍ଟର ହର୍ଷ ମନ୍ଦେର କହିଛନ୍ତି। ଭୁବନେଶ୍ୱରସ୍ଥିତ ‘ନିଶ୍ୱାସ’ରେ ରବିବାର ଆୟୋଜିତ ‘ସାମ୍ବିଧାନିକ…
‘ଏକ୍ ଜେ ଚିଲୋ ଯମ’ରେ ଧର୍ମନିରପେକ୍ଷ ଭାରତର ବାର୍ତ୍ତା
ପୁରୀ ଅଫିସ,୨୪ା୨: ଧର୍ମକୁ ନେଇ ଅନେକ ରାଜନୀତି କରୁଛନ୍ତି। କୌଣସି ଧାର୍ମିକ ପ୍ରସଙ୍ଗକୁ ଇସ୍ୟୁ କରିଦେଲେ ରାଜନୀତିରେ ସଫଳତା ମିଳିଯିବ ବୋଲି ଅନେକଙ୍କ ମାନସିକତା ରହିଛି। କିନ୍ତୁ ତାହା ନୁହେଁ। ଧର୍ମନିରପେକ୍ଷ ଭାରତ ହିଁ ସମସ୍ତଙ୍କର ଲକ୍ଷ୍ୟ ରହିବା ଉଚିତ। ଏଭଳି…
ପାର୍କ ଉତ୍ସବରେ ଓଡ଼ିଆ ସଂସ୍କୃତି, ପରମ୍ପରା
ଭୁବନେଶ୍ୱର, ୨୪ା୨(ବ୍ୟୁରୋ):ଆମେ ଓଡ଼ିଆ, ଆମ ଭାଷା ଓଡ଼ିଆ। ଆମର ୧୨ ମାସରେ ୧୩ ପରବ, ଆଉ ସେହି ପରବରେ ବିଭିନ୍ନ ପ୍ରକାରର ମିଠା ଓ ପିଠା ପଣା ପ୍ରସ୍ତୁତ ହୁଏ। ରବିବାର ଭୁବନେଶ୍ୱରର ଇନ୍ଦିରା ଗାନ୍ଧୀ ଓ ମଧୁସୂଦନ ଦାସ ପାର୍କରେ…
ବିଏସ୍ଏଫ୍ ଅଧିକାରୀଙ୍କ ନାଁରେ ବଳାତ୍କାର ଅଭିଯୋଗ
ଭୁବନେଶ୍ୱର,୨୪ା୨(ବ୍ୟୁରୋ):ରାଜଧାନୀରେ ପୋଲିସ ଓ ଯବାନଙ୍କୁ ଘାରିଛି ପ୍ରେମ ନିଶା। କିଏ ଯୁବତୀଙ୍କୁ ରାସ୍ତା ଉପରେ ଅସଦାଚରଣ କରି ଗିରଫ ହେଲାଣି ତ ଆଉ କିଏ ବାହାଘରର ପ୍ରତିଶ୍ରୁତି ଦେଇ ବଳାତ୍କାର କଲାଣି। ପୂର୍ବରୁ ୪ ଘଟଣା ଖାକିରେ କଳଙ୍କର ଦାଗ ଲଗାଇଥିବାବେଳେ…
ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର ଦାବି କଲା କଂଗ୍ରେସ
ଭୁବନେଶ୍ୱର,୨୪ା୨(ବ୍ୟୁରୋ): ନୟାଗଡ଼ ଜିଲା ସରଣକୁଳ ଅନ୍ତର୍ଗତ କୋଟରମ, ଖଲିପାଟଣା ଗ୍ରାମର ୧୫ ପରିବାର ୧୪ ବର୍ଷ ହେଲା କଙ୍ଗାରୁ କୋର୍ଟର ଶିକାର ହୋଇ ନିଜ ଗ୍ରାମକୁ ଫେରିପାରୁନାହାନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏଭଳି ପ୍ରଥା ପ୍ରଚଳନ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ସିଧାସଳଖ କଂଗ୍ରେସ…
ତବଲା, ବୀଣାର ଫ୍ୟୁଜନରେ ମନ୍ଦିରର ଇତିହାସ
ଭୁବନେଶ୍ୱର, ୨୪ା୨ (ବ୍ୟୁରୋ): ୧୬୦ତମ ଏକାମ୍ର ପଦଯାତ୍ରା ରବିବାର ପୁରୁଣା ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ରିଜିଓନାଲ ଇନ୍ଷ୍ଟିଚ୍ୟୁଶନ ଅଫ୍ ଏଜୁକେଶନ (ଆରଆଇଇ)ର ୨୦ ବିଇଡି ଛାତ୍ରୀଛାତ୍ର ପଦଯାତ୍ରାରେ ସାମିଲ ହୋଇଥିଲେ। ଖ୍ରୀଷ୍ଟପୂର୍ବ ଦଶମ ଶତାବ୍ଦୀରେ ନିର୍ମିତ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରୁ…

