ମେଟ୍ରୋ

ଚିତ୍ର, ସ୍ଥାପତ୍ୟ କରୁଛି ସଚେତନ

ଭୁବନେଶ୍ୱର, ୧୫ା୪(ବ୍ୟୁରୋ): ଘରୁ ବାହାରକୁ ବାହାରିଲେ ବିପଦ। ‘ଘରେ ରୁହ… ସୁରକ୍ଷିତ ରୁହ’ର ବାର୍ତ୍ତା ଦେଇ ସଚେତନ କରୁଛି ଚିତ୍ର ଓ ସ୍ଥାପତ୍ୟ। ରାଜ୍ୟର ସର୍ବାଧିକ କରୋନା ଆକ୍ରାନ୍ତ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବାରୁ ସହରବାସୀଙ୍କୁ ଏନେଇ ସଚେତନ କରିବାକୁ ଏଭଳି ଅଭିନବ…

ବିଗିଡ଼ିଲାଣି କର୍କଟ ରୋଗୀଙ୍କ ସ୍ଥିତି

ଅସମାପିକା ସାହୁ ଭୁବନେଶ୍ୱର, ୧୫।୪(ବ୍ୟୁରୋ): ମହାମାରୀ କରୋନା ଆତଙ୍କ ଥମିବାର ନାଁ ଧରୁନି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ଏହାର ମୁକାବିଲା ବଡ଼ ଚ୍ୟାଲେଞ୍ଜ ହୋଇଛି। ଏପରି ସ୍ଥଳେ ସରକାର, ସ୍ବାସ୍ଥ୍ୟ ବିଭାଗଠାରୁ ଆରମ୍ଭ କରି ଡାକ୍ତର, ନର୍ସ…

ସରକାରଙ୍କ ତଥ୍ୟ ଭେଳିକି, ଭୟରେ ଜନତା

ଭୁବନେଶ୍ୱର,୧୫।୪(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତିକୁ ନେଇ ପ୍ରତିଦିନ ସରକାରଙ୍କ ପକ୍ଷରୁ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଉଛି। ଏପରିକି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଏବଂ ଓ୍ବେବ୍‌ସାଇଟ ଯୋଗେ ମଧ୍ୟ…

ପର୍ଯ୍ୟଟନ, ହୋଟେଲ ଶିଳ୍ପକୁ ବଡ଼ ଝଟକା

ଭୁବନେଶ୍ୱର, ୧୫ା୪(ବ୍ୟୁରୋ): କରୋନା ଯୋଗୁ ବିପୁଳ କ୍ଷତି ସହିଥିବା ରାଜ୍ୟର ହୋଟେଲ ଏବଂ ଟ୍ରାଭେଲ ଟ୍ରେଡ୍‌ ଇଣ୍ଡଷ୍ଟ୍ରି ଆଗାମୀ ଦିନରେ ଆହୁରି କ୍ଷତିଗସ୍ତ ହେବା ଆଶଙ୍କା କରାଯାଉଛି। ଲକ୍‌ଡାଉନ୍‌ ଯୋଗୁ ହୋଟେଲ ଶିଳ୍ପକୁ ବଡ଼ ଝଟ୍‌କା ଲାଗିଛି। ସେହିପରି ଫନୀ ଯୋଗୁ…

ପ୍ରସ୍ତୁତ ରହିବାକୁ ଜିଲାପାଳଙ୍କୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୫ା୪(ବ୍ୟୁରୋ): ଗତ କିଛି ଦିନ ହେବ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ୍‌ ଉପରକୁ ଉଠିଯାଉଛି। ତାତି ଆହୁୁରି କଲବଲ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାକୁ ଦୃଷ୍ଟିରେ…

ଆହୁରି ବଢ଼ିବ ତାତି

ଭୁବନେଶ୍ୱର,୧୫ା୪(ବ୍ୟୁରୋ): ସକାଳ ୯ଟାରୁ ମାଡି ଆସୁଛି ପ୍ରଚଣ୍ଡ ଖରା। ଦେହ ମୁଣ୍ଡ ପୋଡି ଜଳିଯାଉଛି। କରୋନା(କୋଭିଡ-୧୯) ସଂକ୍ରମଣ ଆଶଙ୍କା ଥିବାରୁ ଲଡ୍‌କଡାଉନ କଟକଣା ପାଇଁ ଲୋକମାନେ ଘରେ ରହୁଛନ୍ତି। ଏଥିଯୋଗୁ ଲୋକମାନଙ୍କୁ ଗ୍ରୀଷ୍ମ କଷ୍ଟ ସେତେଟା ଅନୁଭୂତ ହେଉ ନାହିଁ। ତେବେ…

ଦଶମ ଶ୍ରେଣୀ ପାଇଁ ନୂଆ ସିଲାବସ୍‌

ଭୁବନେଶ୍ୱର, ୧୫।୪(ବ୍ୟୁରୋ): ଚଳିତ ବର୍ଷ ନବମ ଶ୍ରେଣୀରୁ ପାସ୍‌ ହୋଇ ଦଶମକୁ ଯିବାକୁ ଥିବା ପିଲାମାନେ ନୂଆ ବହି ପାଇବେ। ଅର୍ଥାତ୍‌ ଚଳିତ ବର୍ଷ ଦଶମ ଶ୍ରେଣୀ ସିଲାବସ୍‌ରେ ରାଜ୍ୟ ସରକାର ପରିବର୍ତ୍ତନ କରିଛନ୍ତି। ମୋଟ ୧୪ଟି ବିଷୟ ମଧ୍ୟରୁ ୮ଟିରେ…

୬୦ନଂ କରୋନା ଆକ୍ରାନ୍ତ ଝାରପଡ଼ା ନିଳାଦ୍ରିନଗରର: ଗ୍ରୋସରୀ-ପରିବା ଲାଗି ବୁଲିଛନ୍ତି କେସୁରା ବଜାର, ରସୁଲଗଡ଼ ହାଟ, ପଳାଶୁଣୀ

ଭୁବନେଶ୍ୱର,୧୪।୪(ବ୍ୟୁରୋ): ରାଜଧାନୀରେ ଚିହ୍ନଟ ହୋଇଥିବା ଆଉ ୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଝାରପଡ଼ା ଅଞ୍ଚଳର ହୋଇଥିବା ବୁଧବାର ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସେ ୫୧ ବର୍ଷୀୟ ବ୍ୟକ୍ତି। ପୂର୍ବରୁ ଚିହ୍ନଟ ହୋଇଥିବା ୪୨ନଂ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ…

୫୯ନଂ କରୋନା ଆକ୍ରାନ୍ତ ବମିଖାଲର ୭୫ବର୍ଷୀୟ ବୃଦ୍ଧ

ଭୁବନେଶ୍ୱର,୧୪।୪(ବ୍ୟୁରୋ): ରାଜଧାନୀରେ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବମିଖାଲର ୩ଜଣ ହୋଇଥିବା ବେଳେ ଜଣେ ଝାରପଡ଼ା ଅଞ୍ଚଳର । ତେବେ ବମିଖାଲର ବେବିଲୋନ୍‌ ଆପାର୍ଟମେଣ୍ଟରୁ ହିଁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫୭ନଂ ଆକ୍ରାନ୍ତ ଜଣେ…

୫୮ନଂ କରୋନା ଆକ୍ରାନ୍ତ ଜଣେ ମହିଳା: ଲକ୍ଷଣ ନ ଥିଲେ ହେଁ ରିପୋର୍ଟ ଆସିଛି ପଜିଟିଭ୍‌, କିମ୍ସ କୋଭିଡ୍‌ ଡାକ୍ତରଖାନା ସ୍ଥାନାନ୍ତର

ଭୁବନେଶ୍ୱର,୧୪।୪(ବ୍ୟୁରୋ): ରାଜ୍ୟରେ ଚିହ୍ନଟ ହୋଇଥିବା ଆଉ ୪ କରୋନା ପଜିଟିଭ୍‌ ମାମଲାଗୁଡ଼ିକ ଭୁବନେଶ୍ୱରର। ସୋମବାର ପରୀକ୍ଷା ହୋଇଥିବା ୫୬୪ଟି ନମୂନା ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ତେବେ ସମସ୍ତଙ୍କ ଗସ୍ତ ବିବରଣୀ ବିଷୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତଦନୁଯାୟୀ…

୫୭ନଂ ଆକ୍ରାନ୍ତ ବେବିଲୋନ୍‌ ଆପାର୍ଟମେଣ୍ଟର: ବୁଲିଛନ୍ତି ଗଣେଷ ମଣ୍ଡପ ନିକଟ ପରିବା ଦୋକାନ, ରିଲାଏନ୍ସ ଫ୍ରେସ୍‌, ରସୁଲଗଡ଼ ହାଟ

ଭୁବନେଶ୍ୱର,୧୪।୪(ବ୍ୟୁରୋ): ରାଜ୍ୟରେ ଚିହ୍ନଟ ହୋଇଥିବା ଆଉ ୪ କରୋନା ପଜିଟିଭ୍‌ ମାମଲାଗୁଡ଼ିକ ଭୁବନେଶ୍ୱରର। ସୋମବାର ପରୀକ୍ଷା ହୋଇଥିବା ୫୬୪ଟି ନମୂନା ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ତେବେ ସମସ୍ତଙ୍କ ଗସ୍ତ ବିବରଣୀ ବିଷୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହାନୁଯାୟୀ,…

୫୬ନଂ କରୋନା ଆକ୍ରାନ୍ତଙ୍କ ତଥ୍ୟ: ୧୭ଜଣଙ୍କ ସହ କୋଲକାତାରୁ ଯାଜପୁରର ସାଥୀପୁର ଆସିଥିଲେ, ମାଛ ଗାଡ଼ିରେ ପହଞ୍ଚିଥିଲେ ଗଣେଷପୁର

ଭୁବନେଶ୍ୱର,୧୪।୪(ବ୍ୟୁରୋ): ୫୬ନଂ କରୋନା ଆକ୍ରାନ୍ତ ତଥା ଯାଜପୁରରେ ବ୍ୟକ୍ତିଙ୍କ ଗସ୍ତ ବିଷୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ମାର୍ଚ୍ଚ ୨୮ ତାରିଖରେ ସେ ଏକ ଟାଟା ମ୍ୟାଜିକ୍‌ ଗାଡ଼ିରେ କୋଲକାତା ବାବୁଘାଟରୁ ଆସି ଯାଜପୁରର ସାଥୀପୁରରେ ପହଞ୍ଚିଥିଲେ। ଯାଜପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?