ମାନିଲେନି, କାଉଣ୍ଟରରୁ ବୋହିନେଲେ ମଦ
ଭୁବନେଶ୍ୱର,୨୬ା୫(ବ୍ୟୁରୋ): ରାଜଧାନୀ ସମେତ ଅନ୍ୟ କେତେକ ସ୍ଥାନରେ ସୋମବାରଠାରୁ ଅନ୍ଲାଇନ୍ ମଦ ବିକ୍ରି ଆରମ୍ଭ ହୋଇଛି। ଲକ୍ଡାଉନ୍ ସମୟରେ ସରକାର କେବଳ ଅନ୍ଲାଇନ୍ ମଦ ବିକ୍ରି ପାଇଁ ଅନୁମତି ଦେଇଥିଲେ। କିନ୍ତୁ ଦୋକାନୀ ଓ ଗ୍ରାହକ ଏହି ନିୟମକୁ ଫୁ କରି…
ଶିଶୁ ରୋଗ ବିଶେଷଜ୍ଞ ଅକ୍ଷୟ ରାଉତଙ୍କ ପରଲୋକ
ଭୁବନେଶ୍ୱର, ୨୫ା୫(ବ୍ୟୁରୋ) ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅକ୍ଷୟ କୁମାର ରାଉତଙ୍କର ସୋମବାର ସନ୍ଧ୍ୟାରେ ଭୁବନେଶ୍ୱରଠାରେ ପରଲୋକ ହୋଇଯାଇଛି। ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇର ବଲୁରିଆ ଗ୍ରାମରେ ସେ ୧୯୫୦ ମସିହା ଫେବୃୟାରୀ ୭ରେ ଜନ୍ମଗ୍ରହଣ କରିଥିଲେ।…
୧୦୯୮ ଶ୍ରମିକଙ୍କୁ ନେଇ ବିହାର ଗଲା ଟ୍ରେନ୍
ଭୁବନେଶ୍ୱର,୨୫ା୫(ବ୍ୟୁରୋ): ଓଡ଼ିଶାରେ ବିଭିନ୍ନ ଜିଲାରେ ଅଟକି ରହିଥିବା ବିହାରର ୧୦୯୮ଜଣ ଶ୍ରମିକଙ୍କୁ ନେଇ ଭୁବନେଶ୍ୱର-ଦାନାପୁର ଶ୍ରମିକ ସ୍ପେଶାଲ ଟ୍ରେନ୍ ବିହାର ଅଭିମୁଖେ ସୋମବାର ଯାତ୍ରା କରିଛି। ଅପରାହ୍ନ ୪ଟାରେ ଅତିରିକ୍ତ ଜିଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁ ଭୁବନେଶ୍ୱର ନୂଆ ରେଳଷ୍ଟେଶନରେ ଉପସ୍ଥିତ…
ତତଲା ତାଓ୍ବାରେ ଓଡିଶା: ଆହୁରି ତତେଇବ, ୧୧ ଜିଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
ଭୁବନେଶ୍ୱର,୨୫ା୫(ବ୍ୟୁରୋ): ବାତ୍ୟା ପରେ ପ୍ରଚଣ୍ଡ ଗ୍ରୀଷ୍ମ ଓ ଗଳୁଗୁଳି ସମଗ୍ର ରାଜ୍ୟକୁ ଅସ୍ତବ୍ୟସ୍ତ କରିଛି। ଉପକୂଳ ଠାରୁ ଆରମ୍ଭ କରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶା ତାତିରେ ଛଟପଟ ହେଉଛି। ଆହୁରି ୫ ଦିନ ଯାଏ ତାରିରୁ ନିସ୍ତାର ନାହିଁ। ଆଭ୍ୟନ୍ତରୀଣ…
ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀକୁ ମିଳିଲା ଅନୁମତି: ବିନା ଶୋଭାଯାତ୍ରାରେ ହେବ ଶିବ ବିବାହ
ଭୁବନେଶ୍ୱର,୨୫।୫(ବ୍ୟୁରୋ)-ପ୍ରଭୁ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଲାଗି ସୋମବାର ଅନୁମତି ମିଳିଛି। ଏ ନେଇ ବିଏମସି କମିଶନରଙ୍କ ପକ୍ଷରୁ କେତେକ ସର୍ତ୍ତମୂଳକ ଅନୁମତି ଦିଆଯାଇଛି। ନିର୍ଦ୍ଦିଷ୍ଟ କଟକଣା ସହ ଶିବ ବିବାହ ନୀତି ପାଳନ ହେବ। ବିନା ଶୋଭାଯାତ୍ରା ଓ ସାଜ ସଜ୍ଜାରେ…
କାଲିଠାରୁ କଟକ- ଭୁବନେଶ୍ୱରରେ ଗଡିବ ମୋ ବସ୍
ଭୁବନେଶ୍ୱର,୨୫।୫(ବ୍ୟୁରୋ)-ଆସନ୍ତା କାଲିଠାରୁ ଭୁବନେଶ୍ୱର ଓ କଟକରେ ଗଡ଼ିବ ମୋ ବସ। ପ୍ରଥମ ପର୍ଯ୍ୟାୟରେ ୭ଟି ରୁଟରେ ଅଣ ଶୀତତାପ ନିୟନ୍ତ୍ରିତ ବସ ଚଳାଚଳ କରିବ। ସକାଳ ୭ଟାରୁ ସା ୭ଟା ଯାଏ ବସ ଚଳାଚଳ କରିବ ବୋଲି ନିଷ୍ପତି ନିଆଯାଇଛି। ଏୟାରପୋର୍ଟ-ସିଡିଏ,…
ଆଜିଠୁ ଘରୋଇ ସେବା ଦେବ ମୋବସ୍
ଭୁବନେଶ୍ୱର, ୨୫।୫(ବ୍ୟୁରୋ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍) ଦ୍ୱାରା ପରିଚାଳିତ ମୋବସ ସେବା ମଙ୍ଗଳବାରଠାରୁ ଘରୋଇ ସେବା ଯୋଗାଇବ। ସକାଳ ୭ରୁ ସନ୍ଧ୍ୟା ୭ଟା ଯାଏଁ ବିନା ଶୀତତାପ ନିୟନ୍ତ୍ରିତ ମୋବସ ସେବା ୭ଟି…
ମଙ୍ଗଳବାରରୁ ମାଟ୍ରିକ ଖାତା ମୂଲ୍ୟାୟନ: ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ
ଭୁବନେଶ୍ୱର, ୨୫।୫(ବ୍ୟୁରୋ): ମଙ୍ଗଳବାରଠାରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହେବ। ସକାଳ ୧୦ଟାରୁ ଦିନ ୩ଟା ମଧ୍ୟରେ ଖାତା ମୁଲ୍ୟାୟନ ହେବ। ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ କମ୍ ପରୀକ୍ଷକ ଖାତା ଦେଖିବେ। ଏ ନେଇ ସୂଚନା ଦେଇଛନ୍ତି ମାଧ୍ୟମିକ…
CORONAVIRUS UPDATE: ରାଜ୍ୟରେ ପୁଣି ୧୦୩ କରୋନା ପଜିଟିଭ୍ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୧୪୦୦ ଟପିଲା
ଭୁବନେଶ୍ୱର,୨୫ା୫(ବ୍ୟୁରୋ): ସୋମବାର ରାଜ୍ୟରେ ଆଉ ୧୦୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୪୦୦ ଟପିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ଦେବଗଡ଼ରୁ ୨୨,…
ଭୂତଳ ଜଳ କମୁଛି: ଜଳାଭାବରେ ରାଜଧାନୀ
ଭୁବନେଶ୍ୱର,୨୫।୫(ବ୍ୟୁରୋ): ଓଡ଼ିଶାରେ ଭବିଷ୍ୟତରେ ଜଳ ସଙ୍କଟ ଉଗ୍ରରୂପ ନେବ। ରାଜ୍ୟରେ ଭୂତଳ ଜଳସ୍ତର ଦିନକୁ ଦିନ କମୁଥିବାରୁ ଆସନ୍ତା ୧୦ରୁ ୨୦ବର୍ଷ ମଧ୍ୟରେ ଏହା ସଙ୍କଟଜନକ ପରିସ୍ଥିତି ସୃଷ୍ଟି କରିବ। ବିଶେଷକରି ଭୂତଳ ଜଳସ୍ତର କ୍ଷେତ୍ରରେ ଏହା ଅଧିକ ପରିଲ୍ଲକ୍ଷିତ ହେବ…
କରୋନା ମାଡ଼: ଖାତାଦେଖା, ପରୀକ୍ଷା, ନୂଆ ନାମଲେଖା ପାଇଁ ଚାପରେ ସରକାର
ଭୁବନେଶ୍ୱର,୨୫।୫(ବ୍ୟୁରୋ): ଲକ୍ଡାଉନ ଦେଶର ବିଭିନ୍ନ କ୍ଷେତ୍ର ଉପରେ ବ୍ୟାପକ ପ୍ରଭାବ ପକାଇଛି। ସମାନଭାବେ ଶିକ୍ଷା କ୍ଷେତ୍ର ଉପରେ ଏହା ବିଶେଷ ପ୍ରଭାବ ପକାଇଥିବା ଯୋଗୁ ଛାତ୍ରୀଛାତ୍ରମାନଙ୍କ ଭବିଷ୍ୟତ ପାଠପଢ଼ା ବର୍ତ୍ତମାନ ଦିଗହରା ହୋଇଛି। ଏବେ ସୁଦ୍ଧା ବିଭିନ୍ନ ଶ୍ରେଣୀର ପରୀକ୍ଷାଫଳ ବାହାରି…
ଓମ୍ଫେଡ୍ ଜାରି କଲା ନୂତନ ଗାଇଡ୍ଲାଇନ: ଡାଏରୀ ପଏଣ୍ଟରୁ ସିଧାସଳଖ କିଣିହେବ ଓମ୍ଫେଡ୍ ସାମଗ୍ରୀ
ଭୁବନେଶ୍ୱର,୨୫।୫(ବ୍ୟୁରୋ): ଓମ୍ଫେଡ୍ ହୋଲ୍ସେଲର, ରିସେଲର୍ମାନଙ୍କ ଲାଗି ଏକ ନୂଆ ଗାଇଡ୍ଲାଇନ ରବିବାର ଜାରି କରାଯାଇଛି। ଏହି ପରିବର୍ତ୍ତିତ ଗାଇଡ୍ଲାଇନ ଅନୁଯାୟୀ, ସମସ୍ତ ବ୍ୟକ୍ତି, ଫାର୍ମ ଏଜେନ୍ସି, ହୋଲ୍ସେଲର ଏବଂ ଡିଷ୍ଟ୍ରିବ୍ୟୁଟର ଓମ୍ଫେଡ୍ର ସବୁ ପ୍ରକାର ଜିନିଷକୁ ରାଜ୍ୟର ଯେକୌଣସି ଡାଏରୀ ପଏଣ୍ଟରୁ…

