କିଚେନ୍ ଗାର୍ଡେନ୍ ବୁଲିଲେ ବିଦେଶୀ ନାଗରିକ
ଭୁବନେଶ୍ୱର, ୨୯।୨ (ବ୍ୟୁରୋ): ୭ ଦେଶ ଫ୍ରାନ୍ସ, କେନିଆ, ଇକ୍ୱାଡାର, ଇଟାଲୀ, ସ୍ପେନ୍, ପର୍ତ୍ତୁଗାଲ୍ ଏବଂ ପୋଲାଣ୍ଡରୁ ୭ ଜଣ ବିଦେଶୀ ନାଗରିକ ଆସି ଶୁକ୍ରବାର ଭୁବନେଶ୍ୱରସ୍ଥ କିଚେନ୍ ଗାର୍ଡେନ ପରିଦର୍ଶନ କରିଛନ୍ତି। କିଚେନ୍ ଗାର୍ଡେନ ଏବେ ପ୍ରାକୃତିକ ଚାଷ...
ରାଜ୍ୟରେ କୁକୁଡ଼ା ଚାଷ ପ୍ରଭାବିତ
ଭୁବନେଶ୍ୱର, ୨୯।୨ (ବ୍ୟୁରୋ): ଗତ ତିନିବର୍ଷ ହେଲା ରାଜ୍ୟର କୁକୁଡା ଚାଷ ଉପରେ ବାର୍ଡ ଫ୍ଲୁ ଦାଉ ସାଧୁଛି। ଏଥିଯୋଗୁ ଚାଷୀମାନେ ବ୍ୟାପକ କ୍ଷତି ସହୁଛନ୍ତି। ସୂଚନାନୁଯାୟୀ, ରାଜ୍ୟର ୪ ପ୍ରମୁଖ ଉପକୂୂଳବର୍ତ୍ତୀ ଜିଲା ଜଗତ୍ସିଂହପୁର, ପୁରୀ, କଟକ ଓ...
ସପ୍ତାହରେ ଦିନଟିଏ ଖଦି
ଭୁବନେଶ୍ୱର,୨୯।୨(ବ୍ୟୁରୋ): ଯୁବପିଢିଙ୍କୁ ଖଦି ପ୍ରତି ଆକର୍ଷିତ କରିବାକୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛି ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ। ସପ୍ତାହରେ ଅନ୍ତତଃ ଗୋଟିଏ ଦିନ ଖଦି ପରିଧାନ କରିବା ପାଇଁ ବୋର୍ଡ ପକ୍ଷରୁ ଯୁବବର୍ଗଙ୍କୁ ନିବେଦନ କରାଯାଇଛି।...
ସୂର୍ଯ୍ୟମଣିଙ୍କୁ ଜାତୀୟ ପୁରସ୍କାର
ଭୁବନେଶ୍ୱର,୨୯।୨(ବ୍ୟୁରୋ): ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଲାଗି ଓଡ଼ିଶାର ସୂର୍ଯ୍ୟମଣି ବେହେରାଙ୍କୁ ମିଳିଛି ଜାତୀୟ ପୁରସ୍କାର। ଜାତୀୟ ବିଜ୍ଞାନ ଦିବସ ଅବସରରେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ...
ମହାପ୍ରଭୁଙ୍କୁ ଦର୍ଶନ କଲେ ଶାହା
ପୁରୀ ଅଫିସ,୨୯।୨: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଶନିବାର ସକାଳ ୮ଟା ୧୦ରେ ଶାହା ସିଂହଦ୍ୱାର ନିକଟରେ ପହଞ୍ଚିଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.କ୍ରିଷନ କୁମାର, ଜିଲାପାଳ ବଳଓ୍ବନ୍ତ ସିଂହ ପ୍ରମୁଖ ପ୍ରଶାସନୀକ ଅଧିକାରୀଙ୍କ...
ଏମ୍ଏମ୍ଡିଆର୍ ପରିବର୍ତ୍ତନ ଯୋଗୁ ଲାଭବାନ ହେବ ଓଡ଼ିଶା
ଭୁବନେଶ୍ୱର,୨୯।୨: କେନ୍ଦ୍ର ସରକାର ମାଇନ୍ସ ଆଣ୍ଡ ମିନେରାଲ ଡେଭଲପମେଣ୍ଟ ରେଗୁଲେଶନ ଆକ୍ଟ (ଏମ୍ଏମ୍ଡିଆର) ନିୟମରେ ପରିବର୍ତ୍ତନ କରିଥିବାରୁ ଓଡିଶା ବାର୍ଷିକ ପ୍ରାୟ ୨୦ ହଜାର କୋଟି ଟଙ୍କା ପାଇବ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ସୂଚନା...
ଆଜି ମହାପ୍ରଭୁଙ୍କୁ ଦର୍ଶନ କରିବେ
ପୁରୀ ଅଫିସ,୨୯।୨: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପୁରୀ ଗସ୍ତରେ ଆସିଛନ୍ତି। ଭୁବନେଶ୍ୱରରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେଇ ଶୁକ୍ରବାର ରାତି ପ୍ରାୟ ୯ଟା ୧୦ରେ ଶାହା ପୁରୀରେ ପହଞ୍ଚତ୍ଥିଲେ । ତାଙ୍କୁ ଜିଲାପାଳ ବଲୱନ୍ତ ସିଂ, ଏସ୍ପି ଉମାଶଙ୍କର ଦାଶ...
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ: ଫେରାର ଅଭିଯୁକ୍ତ ଗିରଫ
ଭୁବନେଶ୍ୱର,୨୯।୨(ବ୍ୟୁରୋ): ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର ଥିବା ଅଭିଯୁକ୍ତଙ୍କୁ ଇନଫୋସିଟି ଥାନା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ କଳାରାହାଙ୍ଗ ଅଞ୍ଚଳର ଅଜୟ ମହାଭୋଇ। ସୂଚନା ମୁତାବକ, ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥବା...
ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ପ୍ରସଙ୍ଗ
ପୁରୁଣା ଭୁବନେଶ୍ୱର, ୨୯।୨(ଡି.ଏନ.ଏ.): ମହାଶିବରାତ୍ରି ଯିବାର ପ୍ରଥମ ଶନିବାର ପରମ୍ପରା ଅନୁସାରେ ଠାକୁରଙ୍କ ହାଣ୍ଡିଭଙ୍ଗା ଯାତ୍ରା ଅନୁଷ୍ଟିତ ହେଉଥିଲା। ହେଲେ ୨୦୧୫ରୁ ଶ୍ରୀକପିଳେଶ୍ୱର ମନ୍ଦିରରେ ମଲିଆ ଏବଂ ଖୁଣ୍ଟିଆ ସେବାୟତଙ୍କ ବିବାଦ ଯୋଗୁ ୯ ଶହ ବର୍ଷର ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା...
ସିଫାରେ ଚାକିରି କରାଇଦେବାକୁ କହି ୩ ଲକ୍ଷ ଠକେଇ
ପୁରୁଣା ଭୁବନେଶ୍ୱର, ୨୯।୨ (ଡି.ଏନ.ଏ.): ମାଟ୍ରିକ ଯାଏ ପଢିଥିଲେ ପାଠ। ପାଖରେ ସମ୍ବଳ ନ ଥିବାରୁ ଆଉ ପଢି ପାରିଲେନି। ସେତିକିରେ ସନ୍ତୁଷ୍ଟ ହେବାକୁ ପଡିଲା। ପରିବାର ପ୍ରତି ପୋଷଣ ପାଇଁ ଖବରକାଗଜ ବିକ୍ରି କରିବାକୁ ଆଗେଇ ଆସିଥିଲେ ବାବୁଲି...
ବିଏସ୍ସିଏଲ୍କୁ ସ୍ମାର୍ଟସିଟି ସଶକ୍ତୀକରଣ ପୁରସ୍କାର
ଭୁବନେଶ୍ୱର, ୨୯।୨(ବ୍ୟୁରୋ): ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ (ବିଏସ୍ସିଏଲ)କୁ ସ୍ମାର୍ଟସିଟି ସଶକ୍ତୀକରଣ ପୁରସ୍କାର-୨୦୨୦ ସମ୍ମାନ ମିଳିଛି। ଶୁକ୍ରବାର ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ଭୁବନେଶ୍ୱର ସହରରେ...
ଦୋକାନୀ-ଉଚ୍ଛେଦକାରୀ ଦଳର ଖଣ୍ଡଯୁଦ୍ଧ
ଭୁବନେଶ୍ୱର, ୨୯।୨ (ବ୍ୟୁରୋ): ରାଜଧାନୀରେ ଦିନକୁ ଦିନ ଜବରଦଖଲ ବଢ଼ିଚାଲୁଥିବା ବେଳେ ଜବରଦଖଲକାରୀଙ୍କ ଦାଦାଗିରି ମଧ୍ୟ ବହୁ ପରିମାଣରେ ବୃଦ୍ଧି ପାଉଛି। ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପାଇଁ ବିଭିନ୍ନ ସମୟରେ ପଦକ୍ଷେପ ନିଆଯାଉଛି। ହେଲେ ଏବେ ଜବରଦଖଲକାରୀଙ୍କ ଦାଦାଗିରି...
Archives


