ବିନା ଭକ୍ତରେ ଚତୁର୍ଦ୍ଧାବିଗ୍ରହଙ୍କ ସୁନାବେଶ
ପୁରୀ ଅଫିସ, ୨।୭: ନବଦିନାତ୍ମକ ଯାତ୍ରା ଶେଷକରି ବୁଧବାର ବାହୁଡ଼ି ଆସିଛନ୍ତି ଚତୁର୍ଦ୍ଧାବିଗ୍ରହ। ସିଂହଦ୍ୱାର ସମ୍ମୁଖରେ ରଥାରୂଢ଼ ମହାପ୍ରଭୁଙ୍କର ଗୁରୁବାର ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହୋଇଛି। ପ୍ରାୟ ୧୩୮ ପ୍ରକାରର ସୁବର୍ଣ୍ଣ ଅଳଙ୍କାରେରେ ସଜ୍ଜିତ ହୋଇଛନ୍ତି ଦାରୁବିଗ୍ରହ। ବିଶ୍ୱନିଅନ୍ତାଙ୍କ ଏହି ଦିବ୍ୟ…
ବରମୁଣ୍ଡା ରୁଚିକା ନର୍ସିଂହୋମ୍ ସିଲ୍ କଲା ବିଏମ୍ସି
ଭୁବନେଶ୍ୱର,୨।୭(ବ୍ୟୁରୋ): ରାଜଧାନୀରେ ଥିବା ଏକ ନର୍ସିଂହୋମ୍କୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଗୁରୁବାର ସିଲ୍ କରିଛି। ବରମୁଣ୍ଡା ଅଞ୍ଚଳରେ ଥିବା ରୁଚିକା ନର୍ସିଂହୋମ୍କୁ ସିଲ୍ କରାଯାଇଛି। ହସ୍ପିଟାଲରେ କରୋନା କଟକଣା ଠିକ୍ ଭାବେ ପାଳନ ନ ହେବା ନେଇ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ…
ରାଜଧାନୀରେ ମାଡୁଛି କରୋନା: ଚିହ୍ନଟ ହେଲେ ଆଉ ୧୩ ଆକ୍ରାନ୍ତ
ଭୁବନେଶ୍ୱର,୨।୭(ବ୍ୟୁରୋ): ରାଜଧାନୀରେ ଗୁରୁବାର ଆଉ ୧୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୫ ଲୋକାଲ୍ କେସ୍ ରହିଥିବା ବେଳେ ୮ ହୋମ୍ କ୍ୱାରାଣ୍ଟାଇନ୍ କେସ୍ ରହିଛି। ଏହାଛଡ଼ା ୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଅପରାହ୍ନରେ ଭୁବନେଶ୍ୱର…
CORONAVIRUS UPDATE: ରାଜ୍ୟରେ ପୁଣି ୨୨୯ କରୋନା ପଜିଟିଭ୍ ଚିହ୍ନଟ; ଆକ୍ରାନ୍ତ ସଂଖ୍ୟା ୭୫୪୫କୁ ବୃଦ୍ଧି
ଭୁବନେଶ୍ୱର,୨।୭(ବ୍ୟୁରୋ): ରାଜ୍ୟରେ ଗୁରୁବାର ପୁଣି ୨୨୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫୪୫ରେ ପହଞ୍ଚିଛି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୯୩ କ୍ୱାରାଣ୍ଟାଇନ୍ ସେଣ୍ଟରର ଓ ୩୬ଜଣ ସ୍ଥାନୀୟ ଅଞ୍ଚଳର। ଅନ୍ୟପଟେ…
ଦ୍ୱୈତନଗରୀରେ ରାତ୍ର କର୍ଫ୍ୟୁ କଡ଼ାକଡ଼ି ନିର୍ଦ୍ଦେଶ
ଭୁବନେଶ୍ୱର,୨।୭ (ବ୍ୟୁରୋ): ଅନ୍ଲକ୍-୨ରେ ରାଜ୍ୟ ସରକାର କରୋନା କଟକଣାରେ କିଛିଟା ପରିବର୍ତ୍ତନ କରିଛନ୍ତି। ବିଶେଷକରି ରାତ୍ରକାଳୀନ କର୍ଫ୍ୟୁକୁ ଜୁଲାଇ ୩୧ ପର୍ଯ୍ୟନ୍ତ ବଳବତ୍ତର ରଖିଥିଲେ ମଧ୍ୟ ରାତି ୭ଟା ପରିବର୍ତ୍ତେ ରାତି ୯ରୁ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ କରିଛନ୍ତି। ତେବେ…
ଉଦାହରଣ ସୃଷ୍ଟିକଲା ଆଇଆଇଟି ଭୁବନେଶ୍ୱର
ଭୁବନେଶ୍ୱର,୨।୭(ବ୍ୟୁରୋ): କରୋନା ସଂକ୍ରମଣ ପାଇଁ ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନ ଓ ବୋର୍ଡଗୁଡ଼ିକ ପକ୍ଷରୁ ପରୀକ୍ଷା ବାତିଲ କରାଯାଉଥିବାବେଳେ ଅନ୍ଲାଇନ୍ରେ ସଫଳତାର ସହ ପରୀକ୍ଷା କରି ଉଦାହରଣ ସୃଷ୍ଟି କରିଛି ଆଇଆଇଟି ଭୁବନେଶ୍ୱର। ଏହାର ଶେଷବର୍ଷ ଛାତ୍ରୀଛାତ୍ରଙ୍କ ସେମିଷ୍ଟର ପରୀକ୍ଷା ଅନ୍ଲାଇନ୍ ମୋଡ୍ରେ…
ବିଡିଏ ଅଫିସ୍ ୨ଦିନ ବନ୍ଦ
ଭୁବନେଶ୍ୱର, ୨।୭(ବ୍ୟୁରୋ): ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଅଫିସ୍କୁ ୨ଦିନ ପାଇଁ ବନ୍ଦ ରଖାଯାଇଛି। କିଛିଦିନ ପୂର୍ବରୁ ଜଣେ ସିକ୍ୟୁରିଟି ଗାର୍ଡ ଓ ନିକଟରେ ଇଞ୍ଜିନିୟରିଂ ବିଭାଗର ଜଣେ ପମ୍ପ ଚାଳକ କରୋନାରେ ଆକ୍ରାନ୍ତ ହୋଇଥିବାରୁ ସୁରକ୍ଷା ଦୃଷ୍ଟିରୁ ବୁଧବାର ଓ…
ଠିକ୍ରେ ପିପିଇ ନ ପିନ୍ଧିଲେ ସଂକ୍ରମଣ ଆଶଙ୍କା ଅଧିକ
ଭୁବନେଶ୍ୱର,୨।୭(ବ୍ୟୁରୋ): ରାଜ୍ୟର ବିଭିନ୍ନ ହସ୍ପିଟାଲ କରୋନା ସଂକ୍ରମଣର ହଟ୍ସ୍ପଟ୍ ପାଲଟୁଛି। ଦିନକୁ ଦିନ ଡାକ୍ତର ଓ ହସ୍ପିଟାଲ କର୍ମଚାରୀ ସଂକ୍ରମଣର ଶିକାର ହେଉଥିବାରୁ ଆଗାମୀ ଦିନରେ ଜଟିଳ ସମସ୍ୟା ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି। ତେବେ ପିପିଇ ଓ ଅନ୍ୟାନ୍ୟ…
ଦକ୍ଷତା ରିପୋର୍ଟ ପ୍ରଦାନ ଅବଧି ସେପ୍ଟେମ୍ବର ୧୫କୁ ବୃଦ୍ଧି
ଭୁବନେଶ୍ୱର,୨।୭(ବ୍ୟୁରୋ): ରାଜ୍ୟ ସରକାରଙ୍କ ଗ୍ରୁପ ‘ଏ’ ଏବଂ ‘ବି’ ଅଫିସରମାନେ ୨୦୧୯-୨୦ ଆର୍ଥିକ ବର୍ଷରେ କରିଥିବା ନିଜ କାର୍ଯ୍ୟ ଦକ୍ଷତା ସମ୍ପର୍କିତ ମୂଲ୍ୟାଙ୍କନ ରିପୋର୍ଟ ଜୁନ୍ ୩୦ ମଧ୍ୟରେ ଦେବାକୁ ସ୍ଥିର କରାଯାଇଥିଲା। ମାତ୍ର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବୁଧବାର…
ଘୂର୍ଣ୍ଣିବଳୟ: ୫ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର,୨।୭(ବ୍ୟୁରୋ): ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏଥିସହିତ ଅନ୍ୟ ଏକ ଘୂର୍ଣ୍ଣିବଳୟ ପୂର୍ବ ଉତ୍ତରପ୍ରଦେଶ ଉତ୍ତର ଏବଂ ଏହାର ଆଖପାଖ ଅଞ୍ଚଳରେ ଘେରି ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ…
୩୧ ପର୍ଯ୍ୟନ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ର ବନ୍ଦ
ଭୁବନେଶ୍ୱର,୨।୭ (ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାରୁ ଓ ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖାଯାଇଛି। ଏ ସମ୍ପର୍କରେ ବୁଧବାର ସୂଚନା ଦିଆଇଛି। ଏଥିସହ ମହିଳା ଓ ଶିଶୁ…
ଉତ୍ତପ୍ତ ହେଉଛି ସମୁଦ୍ର
ଭୁବନେଶ୍ୱର,୨।୭(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନ ଚିନ୍ତାର କାରଣ ପାଲଟିଲାଣି। ଗ୍ରୀନ୍ ହାଉସ୍ ଗ୍ୟାସ ବୃଦ୍ଧି ଯୋଗୁ କେବଳ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ହେଉ ନାହିଁ ଏହା ଦୁଇ ତୃତୀୟାଂଶ ଜଳ ଭାଗକୁ ମଧ୍ୟ ଗଭୀର ଭାବେ ପ୍ରଭାବିତ କରୁଛି। ପରିବେଶକୁ ଉତ୍ତପ୍ତ କଲାଭଳି…

