ରାଜ୍ୟରେ ଆଉ ୪ ବିମାନବନ୍ଦର ହେବ
ଭୁବନେଶ୍ୱର,୧୩।୩(ବ୍ୟୁରୋ): ରାଜ୍ୟରେ ଝାରସୁଗୁଡା ସମେତ ଜୟପୁର, ଉତ୍କେଲା ଏବଂ ରାଉରକେଲାରେ ବିମାନବନ୍ଦର ନିର୍ମାଣ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ୧୯ଟି ଏୟାର ଷ୍ଟ୍ରିପର ଉନ୍ନତୀକରଣ କରାଯିବ। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗୁରୁବାର ବିଧାନସଭା...
‘ପାଲା’ ପାଇଁ ପାଗଭିଡ଼ା
ଭୁବନେଶ୍ୱର,୧୩।୩(ବ୍ୟୁରୋ): ଦିନେ ଓଡ଼ିଶାର ଘରେ ଘରେ ପରିଚିତ ଥିବା ପାରମ୍ପରିକ ଲୋକକଳା ‘ପାଲା’ ପ୍ରତି ଲୋକଙ୍କ ଆଗ୍ରହ କମିବାରେ ଲାଗିଛି। ଧୀରେ ଧୀରେ ଜନମାନସରୁ ଦୂରେଇ ଯାଉଥିବାବେଳେ ପାଲାକୁ ପ୍ରୋତ୍ସାହନ ଦେବାକୁ ପାଗ ଭିଡ଼ିଛନ୍ତି ରାଜ୍ୟ ସରକାର। ‘ମୁଖ୍ୟମନ୍ତ୍ରୀ କଳାକାର...
ସୁନାମି ମୁକାବିଲା: ପ୍ରଶିକ୍ଷିତ ହେବ ୩୨୮ ଗାଁ
ଭୁବନେଶ୍ୱର,୧୩।୩(ବ୍ୟୁରୋ): ଚଳିତ ବର୍ଷ ଅକ୍ଟୋବର ପୂର୍ବରୁ ଓଡ଼ିଶା ଉପକୂଳର ୩୨୮ ଗାଁକୁ ସୁନାମି ମୁକାବିଲା ପାଇଁ ପ୍ରସ୍ତୁତ କରାଯିବ। ତନ୍ମଧ୍ୟରୁ ୨ ଗାଁ ସମ୍ପୂର୍ଣ୍ଣ ସୁନାମି ପ୍ରତିରୋଧ କରିବାକୁ ସକ୍ଷମ ହୋଇଗଲାଣି। ଯେକୌଣସି ସମୟରେ ୟୁନେସ୍କୋ ପକ୍ଷରୁ ଏହି ୨...
କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନ ସୁଗାର ଜବତ: ୨ ଛାତ୍ର ସମେତ ୩ ଗିରଫ
ଭୁବନେଶ୍ୱର,୧୩।୩ (ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ନିଶା କାରବାର ବଢ଼ି ଚାଲିଥିବାବେଳେ ସେଥିରେ ଛାତ୍ରଙ୍କ ସମ୍ପୃକ୍ତି ନଜରକୁ ଆସୁଛି। ବୁଧବାର ରାତିରେ ପିପିଲି ଅଞ୍ଚଳରୁ ୨ଜଣ ଛାତ୍ର ସମେତ ୩ ଜଣଙ୍କୁ ଗିରଫ କରିଛି ଏସ୍ଟିଏଫ୍। ସେମାନଙ୍କଠାରୁ ୧କିଲୋ ୭୪୯...
ମହିଳାଙ୍କୁ ଗୋଡ଼େଇ ପିଟିବା ଘଟଣାରେ ୨ ଗିରଫ
ପୁରୁଣା ଭୁବନେଶ୍ୱର,୧୩।୩ (ଡି.ଏନ.ଏ.): ଜମି ସୀମା ବିବାଦକୁ ନେଇ ସୋମବାର ଲିଙ୍ଗରାଜ ଥାନା ଅଧୀନ ବିନ୍ଦୁସାଗର ରାସ୍ତାରେ ସବିତା ସେଠୀଙ୍କୁ କେତେଜଣ ବ୍ୟକ୍ତି ବିଚ୍ ରାସ୍ତାରେ ଗୋଡ଼େଇ ଗୋଡ଼େଇ ମାଡ଼ ମାରିଥିଲେ। ଏହି ଘଟଣାରେ ପୋଲିସ ଗୁରୁବାର ଦୁଇଜଣଙ୍କୁ ଗିରଫ...
ଚେକିଂ ନାଁରେ ଟ୍ରାଫିକ ପୋଲିସର ଦାଦାଗିରି: ହେଲମେଟ ପିନ୍ଧି ନ ଥିବାରୁ ଆଇନଜୀବୀଙ୍କୁ ମାଡ଼
ଭୁବନେଶ୍ୱର,୧୩।୩(ବ୍ୟୁରୋ): ରାଜଧାନୀରେ ଦିନକୁ ଦିନ ଟ୍ରାଫିକ ପୋଲିସର ଦାଦାଗିରି ବଢ଼ିବାରେ ଲାଗିଛି। କିଛିଦିନ ତଳେ ସିଆରପି ଛକ ନିକଟରେ ଜଣେ ମହିଳାଙ୍କ ସ୍କୁଟିରୁ ଜବରଦସ୍ତି ଗାଡ଼ି ଚାବି କାଢି ନେଇ ହଇରାଣ କରିବା ଘଟଣା ନ ସରୁଣୁ ଗୁରୁବାର ପୁଣି...
ଠାକୁରଙ୍କ ସ୍ଥିତିବାନ୍ ସମ୍ପତ୍ତି ଜବରଦଖଲ
ପୁରୁଣା ଭୁବନେଶ୍ୱର,୧୩।୩(ଡି.ଏନ.ଏ.): ଶ୍ରୀଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ଯାତ୍ରା ସୂଚାରୁ ରୂପେ ସମ୍ପାଦନ କରିବାକୁ ପ୍ରତି ବର୍ଷଭଳି ଚଳିତବର୍ଷ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ମାତ୍ର ଯାତ୍ରା ପୂର୍ବରୁ ବଢେଇବାଙ୍କ ଛକଠାରୁ ମାଉସୀ ମା’ ମନ୍ଦିର ତଥା ରାମେଶ୍ୱର ମନ୍ଦିର...
‘ସଂଖ୍ୟାଗରିଷ୍ଠ ଥାଇ ଏସ୍ଟି,ଏସ୍ସି, ଓବିସି ଉପେକ୍ଷିତ’
ଭୁବନେଶ୍ୱର,୧୩।୩(ବ୍ୟୁରୋ): ରାଜ୍ୟରେ ୨୨% ଅନୁସୂଚିତ ଜନଜାତି(ଏସ୍ଟି), ୧୭% ଅନୁସୂଚିତ ଜାତି(ଏସ୍ସି) ଅଧିବାସୀ ରହିଛନ୍ତି। ଏମାନଙ୍କ ସଂଖ୍ୟା ରାଜ୍ୟର ମୋଟ ଜନସଂଖ୍ୟାର ପ୍ରାୟ ୪୦%। ଏଥିସହିତ ଯଦି ୫୨% ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି), ସାମାଜିକ, ଆର୍ଥିକ ପଛୁଆ ବର୍ଗ(ଏସ୍ଇବିସି)କୁ ଅନ୍ତର୍ଭୁକ୍ତ କରାଯାଏ,...
ଅର୍ଥ ଫେରସ୍ତ ଲାଗି ନିର୍ମଳାଙ୍କୁ ପ୍ରତାପଙ୍କ ଅନୁରୋଧ
ଭୁବନେଶ୍ୱର,୧୩।୩(ବ୍ୟୁରୋ): ଶ୍ରୀମନ୍ଦିର ପ୍ରଶାସନ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ୟେସ୍ ବ୍ୟାଙ୍କରେ ରଖିବା ଯୋଗୁ ରାଜ୍ୟବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ବର୍ତ୍ତମାନ ସ୍ଥିତିରେ କିପରି ଜଗନ୍ନାଥଙ୍କ ଅର୍ଥ ଫେରସ୍ତ ଆସିବ ସେନେଇ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରାମନ୍ଙ୍କୁ ଭେଟି...
ୟୁରୋପ ଯାଇ ନ ଥିବା କହିଲେ ପ୍ରଦୀପ୍ତ
ଭୁବନେଶ୍ୱର,୧୩।୩(ବ୍ୟୁରୋ): ଶ୍ରୀମନ୍ଦିରର ୫୪୫ କୋଟି ଟଙ୍କା ଘରୋଇ ୟେସ୍ ବ୍ୟାଙ୍କ୍ରେ ଜମା ରଖାଯାଇଛି। ୟେସ୍ ବ୍ୟାଙ୍କ୍ର ଆର୍ଥିକ ପରିସ୍ଥିତି ଦୁର୍ବଳ ହୋଇସାରିଛି। ଏଥିରେ ଥିବା ଜମାରାଶି ସୁରକ୍ଷା ନେଇ ପ୍ରଶ୍ନବାଚୀ ଉଠିଛି। ଏହି ସ୍ପର୍ଶକାତର ପ୍ରସଙ୍ଗ ରାଜ୍ୟ ବିଧାନସଭାରେ ବିତର୍କର...
ରାଜଧାନୀରେ ବଡ଼ ର଼୍ୟାକେଟ: ୨୯୪ କୋଟି ଟଙ୍କାର ଜିଏସ୍ଟି ଠକେଇ
ଭୁବନେଶ୍ୱର,୧୩।୩(ବ୍ୟୁରୋ): ରାଜଧାନୀରେ ବଡ଼ଧରଣର ଜିଏସ୍ଟି ଠକେଇ। ଜାଲ୍ କମ୍ପାନୀ ମାଧ୍ୟମରେ ଚାଲିଥିବା ଏଭଳି ର଼୍ୟାକେଟକୁ ଜିଏସ୍ଟି ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ଧରିବା ପରେ ଘଟଣାର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଦୁଇ ବ୍ୟବସାୟୀଙ୍କୁ ଗିରଫ କରାଯିବା ସହ ୨୯୪ କୋଟି...
ଆପାର୍ଟମେଣ୍ଟରେ ନିଆଁ: ୨୫ରୁ ଊର୍ଦ୍ଧ୍ୱ ଫ୍ଲାଟ୍ର ଲୋକେ ଅଣନିଃଶ୍ୱାସୀ, ୨ ଅସୁସ୍ଥ
ଭୁବନେଶ୍ୱର,୧୩।୩(ବ୍ୟୁରୋ): ଭୁବନେଶ୍ୱର ଫରେଷ୍ଟ ପାର୍କ ପଛପାଖ ରାଜେନ୍ଦ୍ର ବିହାର ଆପାର୍ଟମେଣ୍ଟରେ ଗୁରୁବାର ରାତି ପ୍ରାୟ ଗୋଟେ ୧୫ ମିନିଟ୍ରେ ଘଟିଛି ଅଗ୍ନିକାଣ୍ଡ। ୭ ମହଲା ବିଶିଷ୍ଟ ଏହି ଆପାର୍ଟମେଣ୍ଟରେ ୪୪ଟି ଫ୍ଲାଟ୍ ରହିଛି। ସେଥିମଧ୍ୟରୁ ‘ସି’ ବ୍ଲକ୍ର ୫ମ, ୬ଷ୍ଠ...
Archives


