ମେଟ୍ରୋ

ପୁରୀ, ଯାଜପୁରରେ ହେବ ମେଡିକାଲ କଲେଜ

ଭୁବନେଶ୍ୱର,୧୪।୧୨(ବ୍ୟୁରୋ)- ରାଜ୍ୟରେ ଡାକ୍ତର ଅଭାବ ପୂରଣ କରିବା, ମେଡିକାଲ ଶିକ୍ଷାର ପ୍ରସାର ଏବଂ ଉନ୍ନତ ମାନର ସ୍ବାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ଟର୍ନ କି ମାଧ୍ୟମରେ ଯାଜପୁର ଓ ପୁରୀଠାରେ ଦୁଇଟି ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ କରିବାକୁ ରାଜ୍ୟ…

ଭୁବନେଶ୍ୱରରୁ ଆଜି ପୁଣି ୩୪ ପଜିିଟିଭ୍‌ ଚିହ୍ନଟ: ୩୧ ସୁସ୍ଥ

ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୩୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୦ ଜଣ ରହିଥିବା ବେଳେ ଲୋକାଲ କେସ୍‌ ୨୪ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୩୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ…

ଧର୍ମାନୁଷ୍ଠାନ ଖୋଲିବା ପ୍ରକ୍ରିୟା ଆରମ୍ଭ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର,୧୪।୧୨: ଗତ ୯ ମାସ ପରେ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନଗୁଡିକ ସର୍ବସାଧାରଣଙ୍କ ପାଇଁ ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଟୁଇଟ୍‌ ଯୋଗେ କହିଛନ୍ତି,…

ସ୍କୁଲ ପିଲାଙ୍କ ପାଇଁ ଆସିଲା ନୂଆ ଗାଇଡ୍‌ଲାଇନ୍‌: କମିବ ବସ୍ତାନୀ ବୋଝ

ଭୁବନେଶ୍ୱର,୧୪।୧୨: ସ୍କୁଲ ପିଲାଙ୍କ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଆଣିଛନ୍ତି କେନ୍ଦ୍ର ସରକାର। ଏହି ଗାଇଡ୍‌ଲାଇନ୍‌ ଅନୁସାରେ ପିଲାଙ୍କ ବହି ବ୍ୟାଗ ବୋଝ କମିବ। ପିଲାଙ୍କ ଓଜନ ଠାରୁ ବହି ବ୍ୟାଗ୍ର ଓଜନ ୧ାଲି ପ୍ରତିଶତରୁ କମ ରହିବ। ପ୍ରତି ତିନି ମାସରେ…

ଇନଫୋସିଟି ନାବାଳିକା ଗଣବଳାତ୍କାର ମାମଲା: ୪ ଗିରଫ

ଭୁବନେଶ୍ୱର,୧୪।୧୨(ବ୍ୟୁରୋ) ଭୁବନେଶ୍ବର ଇନଫୋସିଟି ନାବାଳିକା ଗଣବଳାତ୍କାର ମାମଲାରେ ସୋମବାର ୪ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗିରଫ ଚାରିଜଣ ହେଲେ ଅନିରୁଦ୍ଧ ପଣ୍ତା, କୃଷ୍ଣ ବେହେରା, ସିକ୍ୟୁରିଟୀ ଗାର୍ଡ ଶ୍ରୀବତ୍ସ ସାମଲ ଓ ବିଜୟ ରାଉତ। ଏହି ଚାରିିଜଣ ରାଜ୍ୟର ଏକ…

ରାଜ୍ୟରେ ପୁଣି ୩୩୨ କରୋନା ପଜିଟିଭ୍‌ ଚିହ୍ନଟ, ୪ ମୃତ

ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ରାଜ୍ୟରେ ପୁଣି ୩୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୮୯ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୪୩ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌…

ବିଜେଡିକୁ ୨୩ ପୂରିବ

ଭୁବନେଶ୍ୱର,୧୪ା୧୨(ବ୍ୟୁରୋ):ଆସନ୍ତା ୨୬ ତାରିଖରେ ବିଜୁ ଜନତା ଦଳ (ବିଜେଡି) ୨୩ ବର୍ଷ ପୂରଣ କରି ୨୪ରେ ପଦାର୍ପଣ କରିବ। ତେଣୁ ପ୍ରତିଷ୍ଠା ଦିବସ ପାଳନ ପାଇଁ ବଡ଼ଧରଣର ପ୍ରସ୍ତୁତି ଚାଲିଛି। ଏହାପୂର୍ବରୁ ୨୦ ତାରିଖରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ ୨୧ରେ…

ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲେ ଅଭିଭାବକ

ଭୁବନେଶ୍ୱର,୧୪ା୧୨(ବ୍ୟୁରୋ):ସ୍କୁଲ୍‌ ଫି’ ଛାଡ଼ ପ୍ରସଙ୍ଗକୁ ନେଇ ଅର୍ଗାନାଇଜେଶନ ଅଫ୍‌ ପ୍ୟାରେଣ୍ଟ୍‌ସ ଫେଡ଼େରେଶନ(ଓଫାଫ୍‌) ପକ୍ଷରୁ ରବିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ବାସଭବନକୁ ଘେରାଉ କରାଯାଇଥିଲା। ଅଭିଭାବକମାନେ ଘଣ୍ଟ ହୁଳହୁଳି ପକାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଘରୋଇ…

୧୭ରୁ ଥଣ୍ଡା ବଢ଼ିବ

ଭୁବନେଶ୍ୱର, ୧୪ା୧୨(ବ୍ୟୁରୋ): ସାରା ରାଜ୍ୟରେ ଏବେ ଥଣ୍ଡାର ପ୍ରକୋପ ସାମାନ୍ୟ କମ୍‌ ରହିଛି। କିନ୍ତୁ ସକାଳୁ ଘନ କୁହୁଡ଼ିରେ ଆଚ୍ଛାଦିତ ହେଉଛି ରାଜ୍ୟର ଅଧିକାଂଶ ଅଞ୍ଚଳ। ପ୍ରାୟ ୮ଟା ପର୍ଯ୍ୟନ୍ତ କୁହୁଡ଼ି ରହୁଥିବାରୁ ରାସ୍ତାଘାଟରେ ଯାତାୟାତରେ ଅସୁବିଧା ହେଉଛି। ରବିବାର କେନ୍ଦ୍ରାପଡ଼ା,…

‘ବ୍ଲୁ ଫ୍ଲାଗ୍‌’ ଦୌଡ଼ରେ ଆଉ ୪ ବେଳାଭୂମି

ଭୁବନେଶ୍ୱର,୧୪ା୧୨(ବ୍ୟୁରୋ):‘ବ୍ଲୁ ଫ୍ଲାଗ୍‌’ ଦୌଡ଼ରେ ସାମିଲ ହେବାକୁ ଯାଉଛି ଓଡ଼ିଶାର ଆଉ ୪ ବେଳାଭୂମି। ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ବେଳାଭୂମି ପର୍ଯ୍ୟଟନର ଗୁରୁତ୍ୱ ବୃଦ୍ଧି କରିବାକୁ ରାଜ୍ୟ ସରକାର ଏଥିପାଇଁ ପଦକ୍ଷେପ ନେଇଛନ୍ତି। ପୁରୀର ୨ ଓ ଗଞ୍ଜାମର ୨ ବେଳାଭୂମିକୁ ‘ବ୍ଲୁ…

କଳରବ ଶୁଭୁଛି, କୋଳାହଳ ନାହିଁ

ଭୁବନେଶ୍ୱର, ୧୪ା୧୨(ବ୍ୟୁରୋ):ପର୍ଯ୍ୟଟନ ଋତୁ ଆରମ୍ଭ ହେବାମାତ୍ରେ ବିହଙ୍ଗ ଭୂସ୍ବର୍ଗ ମଙ୍ଗଳାଯୋଡ଼ିକୁ ଅତିଥି ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଉଥିଲା। ପକ୍ଷୀଙ୍କ କଳରବରେ ପୂରା ଅଞ୍ଚଳ ଫାଟି ପଡୁଥିବାବେଳେ ପର୍ଯ୍ୟଟକଙ୍କ କୋଳାହଳ ଭିତରେ ମଙ୍ଗଳାଯୋଡ଼ି ସତେ ଯେମିତି ବେଶ୍‌ ଚଳଚଞ୍ଚଳ ହୋଇଉଠୁଥିଲା। ଶୀତ ଆରମ୍ଭରୁ…

ଡିଏମ୍‌ଏଫ୍‌ ପାଣ୍ଠି ଖର୍ଚ୍ଚରେ ଓଡ଼ିଶା ପଛରେ

ଖଣି ଖନନ ଜନିତ ପ୍ରଦୂଷଣରେ ପେଷି ହୋଇଯାଉଛନ୍ତି ସ୍ଥାନୀୟ ବାସିନ୍ଦା। ଧ୍ୱଂସପାଉଛି ସେଠାକାର ଜୈବ ବିବିଧତା। ଏହାର ସଂରକ୍ଷଣ ସାଙ୍ଗକୁ ଖଣିଜ ଅଞ୍ଚଳର ଲୋକଙ୍କ ଜୀବନମାନରେ ଉନ୍ନତି ଲାଗି ଗଠିତ ହୋଇଛି ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠି। କେବଳ ସେତିକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?