ମେଟ୍ରୋ

ବୃଦ୍ଧି ହେଲା ପ୍ରାକ୍‌ ମାଟ୍ରିକ ଛାତ୍ରବୃତ୍ତି, ଜାଣନ୍ତୁ କେତେ ବଢିଲା…

ଭୁବନେଶ୍ୱର,୨୨।୧୧(ରବିନାରାୟଣ ଜେନା): ରାଜ୍ୟରେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗର ଛାତ୍ରୀଛାତ୍ରଙ୍କ ଉନ୍ନତି ପାଇଁ ସରକାର ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଲୋକସେବାଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ମେଧାବୀ…

ଓଡ଼ିଶାରେ ଧର୍ମେନ୍ଦ୍ର: ନୂଆପଡ଼ା ନିର୍ବାଚନକୁ ନେଇ କହିଦେଲେ ଏମିତି କଥା

ଭୁବନେଶ୍ୱର, ୨୨ା୧୧(ସୁନିତ୍‌ ମିଶ୍ର):ବିହାର ବିଧାନସଭା ନିର୍ବାଚନରେ ଏନ୍‌ଡିଏ ମେଣ୍ଟର ଐତିହାସିକ ବିଜୟ ପରେ ଶୁକ୍ରବାର ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭୁବନେଶ୍ୱରର ବିମାନବନ୍ଦରରେ ଉଚ୍ଛ୍ବସ୍ବିତ ଓ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ହଜାର…

ଆଜି ଲଘୁଚାପ, ୨୪ରେ ଅବପାତ: ବଢୁଛି ବାତ୍ୟା ଭୟ

ଭୁବନେଶ୍ୱର,୨୨ା୧୧(ବନ୍ଦନା ସେଠୀ):ଓଡ଼ିଶାକୁ ପୁଣି ବାତ୍ୟା ଭୟ ଦେଖାଦେଇଛି। ମାସ ଶେଷ ଆଡକୁ ବାତ୍ୟା ଓ ବର୍ଷା ହେବା ନେଇ ବିଭିନ୍ନ ପାଣିପାଗ ମଡେଲ ସୂଚନା ଦେବା ପରେ ବିଶେଷକରି ରାଜ୍ୟର ଚାଷୀକୂଳ ଛାନିଆ ହୋଇପଡିଛନ୍ତି। ବିଲରେ ପାଚିଲା ଧାନ ଠିଆ ହୋଇଥିବାରୁ…

ପିସିସି ସଭାପତି ଭକ୍ତ ନେଲେ ବଡ଼ କାର୍ଯ୍ୟାନୁଷ୍ଠାନ, ଏହି ନେତାଙ୍କୁ କଂଗ୍ରେସରୁ କରାଗଲା ନିଲମ୍ବନ

ଭୁବନେଶ୍ୱର,୨୨।୧୧: ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ନିହାର ରଞ୍ଜନ ବେହେରା କଂଗ୍ରେସରୁ ନିଲମ୍ବିତ କରାଯାଇଛି। ବିଶୃଙ୍ଖଳା ଆଚରଣ ସହ ନେତୃତ୍ୱ ବିରୋଧରେ ମନ୍ତବ୍ୟ ନେଇ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କଂଗ୍ରେସ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ଦ୍ୱାରା ନିହାର ବେହେରାଙ୍କୁ ନିଲମ୍ବିତ କରାଯାଇଛି।…

ଜଣାପଡିଲା କୁଆଡେ ଗଲା ହ୍ୟୁମାନଙ୍କ ସବୁ ଟଙ୍କା? ମିଳିଲା ବଡ଼ ପ୍ରମାଣ…

ଭୁବନେଶ୍ୱର,୨୧।୧୧: ହ୍ୟୁମାନ ସାଗରଙ୍କ ମୃତ୍ୟୁ ପରେ ଏବେ ନୂଆ ନୂଆ ତଥ୍ୟ ପ୍ରମାଣ ସାମ୍ନାକୁ ଆସିବାରେ ଲାଗିଛି । ଓଡ଼ିଶାର ଚର୍ଚ୍ଚିତ ତଥା ସବୁଠାରୁ ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର ଆଉ ଏ ଦୁନିଆରେ ନାହାନ୍ତି । ନଭେମ୍ବର ୧୭ ତାରିଖରେ…

ଏଣିକି ଲଘୁ ଖଣିଜ ସଂପଦର ଆବଣ୍ଟନ ପାଇଁ ଇ-ଲଟେରୀ ବ୍ୟବସ୍ଥା

ଭୁବନେଶ୍ୱର,୨୧।୧୧: ଖଣି ଚୋରା ଚାଲାଣ ରୋକିବାକୁ କଠୋର ଆଇନକୁ ମଞ୍ଜୁରୀ ହୋଇଛି। ‘ଓଡ଼ିଶା ଖଣିଜ ପଦାର୍ଥ ନିୟମାବଳୀ-୨୦୨୫’ ନେଇ ନୂଆ ଆଇନ ଆସିଛି। ନୂଆ ଆଇନ ପରେ ପୁରୁଣା ୨୦୦୭ ନିୟମାବଳୀକୁ ଉଚ୍ଛେଦ କରିବ। ଲଘୁ ଖଣିଜ ରିହାତି ନିୟମରେ ମଧ୍ୟ…

୧୨ ପ୍ରସ୍ତାବକୁ ଉପରେ ବାଜିଲା କ୍ୟାବିନେଟ ମୋହର, ଜାଣନ୍ତୁ କ’ଣ କ’ଣ…

ଭୁବନେଶ୍ୱର,୨୧।୧୧: ୧୨ ପ୍ରସ୍ତାବକୁ ବାଜିଲା ରାଜ୍ୟ କ୍ୟାବିନେଟ ମୋହର। ୯ଟି ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ ମିଳିଛି। ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ଗଠନ ପାଇଁ ମଞ୍ଜୁରୀ ମିଳିଛି। ପୋଲିସ, ବନ, ଅବକାରୀ ବିଭାଗର ନିଯୁକ୍ତି କରିବ ଆୟୋଗ।ଏଥିରେ…

ଏସ୍‌ଏସ୍‌ବି ଯବାନଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର,୨୧ା୧୧: ଏକ ଜମି ଠକେଇ ମାମଲାରେ ଜଣେ ଯବାନଙ୍କୁ ବାନ୍ଧିଛି ପୋଲିସ। ଅଭିଯୁକ୍ତ ଜଣକ ହେଲେ ଏସ୍‌ଏସ୍‌ବି ଯବାନ ସଚିତ୍ର ସେନାପତି। ଶହୀଦନଗର ପୋଲିସ ତାଙ୍କୁ ଗିରଫ କରିଛି। ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ଜମି ଦେବା ନାଁରେ ଠକେଇ ଅଭିଯୋଗ ହୋଇଥିଲା।…

ହ୍ୟୁମାନଙ୍କୁ ନେଇ ବଡ଼ ଖୁଲାସା କଲେ ଆଙ୍କର, ଗୋଟିଏ ପ୍ରଶଂସା ପରେ ଚକ୍ରାନ୍ତ କରି…

ଭୁବନେଶ୍ୱର,୨୧।୧୧: ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ ଘଟଛି। ତେବେ ତାଙ୍କ ମୃତ୍ୟୁ ପରେ ଅନେକ ବାଦ ବିବାଦ ଲାଗି ରହିଛି। ତାଙ୍କ ମା’ ହ୍ୟୁମାନଙ୍କ ମୃତ୍ୟୁ ପାଇଁ ତାଙ୍କ ମ୍ୟାନେଜର, ଦିନେଶ, ପ୍ରଶାନ୍ତଙ୍କ ନାଁ ସହ ଜଣେ ମହିଳା ଗାୟିକାଙ୍କ…

ଦିଲ୍ଲୀରେ ଘାତକ ହେଲା ବାୟୁ ପ୍ରଦୂଷଣ: ବାହାରକୁ ଯିବା ମନା, ‘ଗ୍ୟାସ୍ ଚାମ୍ବର’ ସହ ତୁଳନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୧।୧୧: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବାୟୁର ଗୁଣବତ୍ତା ‘ଅତି ବିପଜ୍ଜନକ’ ବର୍ଗକୁ ଖସି ଆସିବା ପରେ ଦିଲ୍ଲୀ ସରକାର ସମସ୍ତ ସ୍କୁଲରେ ବାହ୍ୟ କାର୍ଯ୍ୟକଳାପ ଏବଂ କ୍ରୀଡ଼ାକୁ ତୁରନ୍ତ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରିବେଶରେ ବଢୁଥିବା ବିଷାକ୍ତ ପ୍ରଦୂଷଣକୁ ଦୃଷ୍ଟିରେ…

ବଡ଼ ଖବର: ହ୍ୟୁମାନଙ୍କ ୨ ମ୍ୟାନେଜରଙ୍କ ନାଁରେ ଥାନାରେ ଏତଲା, ଷଡ଼ଯନ୍ତ୍ର କରି ମାରିଥିବା ଅଭିଯୋଗ

ଭୁବନେଶ୍ୱର,୨୧।୧୧: ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ଘଟଣାରେ ୨ ମ୍ୟାନେଜରଙ୍କ ନାଁରେ ବଲାଙ୍ଗୀର ଟାଉନ ଥାନାରେ ଏତଲା ଦିଆଯାଇଛି। ମ୍ୟାନେଜର ଦିନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ନାଁରେ ଏତଲା ହୋଇଛି। ଷଡ଼ଯନ୍ତ୍ର କରି ହ୍ୟୁମାନଙ୍କୁ ମାରି ଦିଆଯାଇଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?