ମେ’ ୧ରୁ ଭୁବନେଶ୍ୱରରୁ ପାଟଣା ଉଡ଼ିବ ବିମାନ
ଭୁବନେଶ୍ୱର, ୧୩।୨(ବ୍ୟୁରୋ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ପାଟଣାକୁ ମେ’ ପହିଲାରୁ ବିମାନ ଚଳାଚଳ ଆରମ୍ଭ ହେବ। ଘରୋଇ ବିମାନ ସେବା କମ୍ପାନୀ ଇଣ୍ଡିଗୋ ଏହି ସେବା ପ୍ରଦାନ କରିବ। ଇଣ୍ଡିଗୋ ମାର୍ଚ୍ଚ ୨୮ରୁ ୨୨ଟି ନୂଆ ରୁଟ୍ରେ ବିମାନ…
କାଳିଆ ଟଙ୍କା ପ୍ରଦାନ ନିର୍ବାଚନୀ ଅସ୍ତ୍ର: ବିରୋଧୀ
ଭୁବନେଶ୍ୱର, ୧୩ା୨(ବ୍ୟୁରୋ): ରାଜ୍ୟ ସରକାର ଶୁକ୍ରବାର ରାଜ୍ୟର ୫୩ ଲକ୍ଷ ଚାଷୀଙ୍କୁ କାଳିଆ ସହାୟତା ଦେବାପରେ ପୁଣିଥରେ ରାଜନୀତି ଜୋର ଧରିଛି। ପଞ୍ଚାୟତ ଏବଂ ପୌର ନିର୍ବାଚନ ପୂର୍ବରୁ କାଳିଆ ଯୋଜନାରେ ଅର୍ଥ ଦେଇ ଭୋଟ ରାଜନୀତି କରିବାକୁ ଚେଷ୍ଟା କରାଯାଉଥିବା…
ଚୂଡ଼ଙ୍ଗଗଡ଼ ଜଙ୍ଗଲରେ ହେବ ବନ୍ୟଜନ୍ତୁ ସଫାରି
ଭୁବନେଶ୍ୱର, ୧୩।୨(ବ୍ୟୁରୋ): ଦେଶର ବୃହତ୍ ପ୍ରାକୃତିକ ଚିଡିଆଖାନା ନନ୍ଦନକାନନ ନୂଆ ରୂପ ନେବ। ନନ୍ଦନକାନନ ସହ ନୂତନ ଭାବେ ଯୋଡ଼ି ହୋଇଥିବା ପ୍ରାୟ ୮ବର୍ଗ କିମି ଚୂଡ଼ଙ୍ଗଗଡ଼ ଜଙ୍ଗଲରେ ବନ୍ୟଜନ୍ତୁ ସଫାରି ହେବ। ଏଥିସହ ବଟାନିକାଲ ଗାର୍ଡେନରୁ ମୁଖ୍ୟରାସ୍ତାକୁ ସିଧା ବାଟ…
ଆରମ୍ଭ ହେଲା ଅନ୍ଲାଇନ୍ ବିଲ୍ଡିଂ ପ୍ଲାନ୍ ଅନୁମୋଦନ ବ୍ୟବସ୍ଥା
ଭୁବନେଶ୍ୱର,୧୩।୨(ବ୍ୟୁରୋ): ଅନ୍ଲାଇନ ବିଲ୍ଡିଂ ପ୍ଲାନ୍ ଅନୁମୋଦନ ବ୍ୟବସ୍ଥା(ଓବିପିଏଏସ୍)କୁ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଶୁକ୍ରବାର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ସହରାଞ୍ଚଳରେ ବସବାସ କରୁଥିବା ନାଗରିକମାନଙ୍କୁ ଅତ୍ୟାଧୁନିକ ଆଇସିଟି ସୁବିଧା ସେବା ଯୋଗାଇବା ପାଇଁ ଏହି ବ୍ୟବସ୍ଥା ଆରମ୍ଭ…
ବିଧାୟକଙ୍କ ହେବ କରୋନା ଟେଷ୍ଟ
ଭୁବନେଶ୍ୱର, ୧୩।୨(ବ୍ୟୁରୋ): ଆସନ୍ତା ୧୮ରୁ ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। କୋଭିଡ୍ ସ୍ଥିତିରେ ସୁଧାର ଆସିଥିଲେ ହେଁ ଚଳିତଥର ମଧ୍ୟ ଅଧିବେଶନକାଳରେ ସମସ୍ତ ନିୟମାବଳୀକୁ ପାଳନ କରାଯିବ। ପୂର୍ବରୁ ଦୁଇଟି ଅଧିବେଶନ ଭଳି ଚଳିତ ଅଧିବେଶନ ଲାଗି ମଧ୍ୟ…
ଚାଷୀ ଦେଶ ଅର୍ଥନୀତିର ସଞ୍ଜୀବନୀ
ଭୁବନେଶ୍ୱର, ୧୩।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନଫରେନ୍ସ ଜରିଆରେ ୫୩ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ୨ ହଜାର ଟଙ୍କା ଲେଖାଏ କାଳିଆ ଯୋଜନା ବାବଦ ସହାୟତା ପ୍ରଦାନ କରିଛନ୍ତି। ଏ ବାବଦରେ ସମୁଦାୟ ୧୨୭୨ କୋଟିରୁ ଅଧିକ ଟଙ୍କା…
୩୫ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କୁ ମିଳିଲା କାଳିଆ ଟଙ୍କା
ଭୁବନେଶ୍ୱର,୧୨।୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍ଫରେସିଂ ମାଧ୍ୟମରେ ୩୫ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏ କାଳିଆ ଟଙ୍କା ପ୍ରଦାନ କରିଛନ୍ତି। ମୋଟ ୧୨୭୨ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ…
ଆଜି ଭୁବନେଶ୍ୱରରୁ ମାତ୍ର ୨ ଆକ୍ରାନ୍ତ ଚିହ୍ନଟ: ୧୦ ସୁସ୍ଥ
ଭୁବନେଶ୍ୱର,୧୨।୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଶୁକ୍ରବାର ଆଉ ୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଜଣେ ଲୋକାଲ କେସ୍ ଥିବା ବେଳେ ଜଣେ କ୍ୱାରାଣ୍ଟାଇନ୍ରୁ ଥିବା ଜଣାପଡ଼ିଛି। ସହିପରି ଆଜି ଭୁବନେଶ୍ୱରରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ…
ଘୁଞ୍ଚିଲା ସିଭିଲ ସର୍ଭିସ ଫର୍ମ ପୂରଣ ତାରିଖ
ଭୁବନେଶ୍ୱର, ୧୨।୨(ବ୍ୟୁରୋ): ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ଅନ୍ଲାଇନ ଆବେଦନର ଶେଷ ତାରିଖକୁ ବଢ଼ାଇ ଦିଆଯାଇଛି। ୨୦୨୦ ବର୍ଷ ପାଇଁ ହେବାକୁ ଥିବା ପରୀକ୍ଷା ସକାଶେ ଅନ୍ଲାଇନ ରେଜିଷ୍ଟ୍ରେଶନ, ଫି ପୈଠ ଓ ଦରଖାସ୍ତ ଦାଖଲ ଏବେ ମାର୍ଚ୍ଚ ପର୍ଯ୍ୟନ୍ତ…
ଆଜି ରାଜ୍ୟରୁ ୫୮ ପଜିଟିଭ୍ ଚିହ୍ନଟ, ସୁନ୍ଦରଗଡ଼ରୁ ସର୍ବାଧିକ
ଭୁବନେଶ୍ୱର,୧୨।୨(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ରାଜ୍ୟରୁ ୫୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୬,୦୪୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୩୫ ଜଣ…
ଐତିହ୍ୟ ବାଇ-ଲ’ ପ୍ରତ୍ୟାହାର ହେଉ
ଭୁବନେଶ୍ୱର (ବ୍ୟୁରୋ)/ଖୋର୍ଦ୍ଧା ଅଫିସ,୧୨।୨: ଶ୍ରୀମନ୍ଦିର ପରେ ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ଜାତୀୟ ଐତିହ୍ୟ ପ୍ରାଧିକରଣ (ଏନ୍ଏମ୍ଏ)ର ଐତିହ୍ୟ ଉପନିୟମ (ବାଇ-ଲ)କୁ ବିରୋଧ କରାଯାଇଛି। ପ୍ରସ୍ତାବିତ ବାଇ-ଲ’ ଚିଠାକୁ ପ୍ରତ୍ୟାହାର କରିନେବା ଲାଗି ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ତଥା ଖୋର୍ଦ୍ଧା…
ଆଜି ଟୁଇନ୍ ସିଟିରେ ଘନ କୁହୁଡ଼ି, ମୁହଁକୁ ମୁହଁ ଦେଖାଯାଉନି
ଭୁବନେଶ୍ୱର,୧୨।୨(ବ୍ୟୁରୋ): ଶୁକ୍ରବାର ସକାଳେ ଟୁଇନ୍ ସିଟି ଅର୍ଥାତ୍ କଟକ ଭୁବନେଶ୍ୱରରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ସକାଳୁ ଅତି ନିକଟରୁ ମଧ୍ୟ ମୁହଁକୁ ମୁହଁ ଦେଖାଯାଉନି। ଫଳରେ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ସେହିପରି ରାଜ୍ୟର ବିଭିନ୍ନ ଜିଲାରେ ମଧ୍ୟ କୁହୁଡ଼ି…

