ହେବନାହିଁ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ଦିଲ୍ଲୀରୁ ଫେରି ମନମୋହନ ଦେଲେ ସରପ୍ରାଇଜ
ଭୁବନେଶ୍ୱର,୨୭।୭(ସୁନିତ୍ ମିଶ୍ର): ନୂଆଦିଲ୍ଲୀ ଗସ୍ତ ଶେଷକରି ଶନିବାର ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଓଡ଼ିଶା ଫେରିଛନ୍ତି। ରାଜ୍ୟରେ ଏବେ ବିଭିନ୍ନ ସ୍ଥାନରେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ଓ ଅଦଳବଦଳ ହୋଇପାରେ ବୋଲି ଚର୍ଚ୍ଚା ଚାଲିଛି। ମନ୍ତ୍ରିମଣ୍ଡଳର ଏକ ଫେକ୍ ତାଲିକା ପ୍ରସ୍ତୁତ…
ଶଙ୍ଖ ଭବନରେ ବଡ଼ ହଲଚଲ; ଅନସ୍ଥା ପ୍ରସ୍ତାବ ନେଇ ନବୀନ ଦେଲେ ସଙ୍କେତ!
ଭୁବନେଶ୍ୱର,୨୭ା୭(ସୁନିତ୍ ମିଶ୍ର): ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭକ୍ତ ଚରଣ ଦାସଙ୍କ ଦ୍ୱାରା ସରକାର ବିରୋଧରେ ପ୍ରସ୍ତାବିତ ଅନାସ୍ଥା ବିଷୟ ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ବିଜେଡି ଏ ନେଇ କ’ଣ ନିଷ୍ପତ୍ତି ନେବ, ତାହାକୁ ନେଇ ରାଜ୍ୟ ରାଜନୀତି ସରଗରମ।…
ଆଦ୍ୟାଶାଙ୍କୁ ‘ଏକ୍ସଲେନ୍ସ ଇନ୍ ପବ୍ଲିଶିଂ’ ଆଓ୍ବାର୍ଡ
ଭୁବନେଶ୍ୱର,୨୭ା୭ (ସୌମ୍ୟରଞ୍ଜନ ରାଉତ): ଖିମ୍ଜୀ ଜୁଏଲର୍ସ ପକ୍ଷରୁ ଶନିବାର ଓ୍ବେଲ୍କମ୍ ହୋଟେଲ୍ଠାରେ ‘ଫେମିନା ଆଚିଭର୍ସ-୨୦୨୫’ ଆଓ୍ବାର୍ଡ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଏସ୍ଏନ୍ଏମ୍ ଗ୍ରୁପ୍ର ଚେୟାରମ୍ୟାନ୍ ପ୍ରଦୀପ୍ତ ମହାନ୍ତି, ସୋଆର କୁଳପତି…
ବୈତରଣୀ, ଜଳକାରେ ବନ୍ୟା: ବଢୁଛି ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ
ଭଣ୍ଡାରିପୋଖରୀ /ଆନନ୍ଦପୁର /ଯାଜପୁର /ବାଲେଶ୍ୱର / ଭୋଗରାଇ, ୨୭।୭(ରାଜେନ୍ଦ୍ର ଶତପଥୀ / ସୁଶାନ୍ତ କୁମାର ସାହୁ / ହର୍ଷବର୍ଦ୍ଧନ ବେହେରା /ବାଞ୍ଛାନିଧି ଦେ / ପ୍ରଦୀପ ଦାସ): ବୈତରଣୀ ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଶନିବାର ଜଳସ୍ତର ହୁ ହୁ…
ଅନାସ୍ଥା ପ୍ରସ୍ତାବ: ବିଜେଡି ଦେଲା ସଙ୍କେତ, ଏବେ ଭାଙ୍ଗିବ ସରକାର!
ଭୁବନେଶ୍ୱର,୨୬।୭: ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ନେଇ ରାଜନୀତି ସରଗରମ ରହିଛି। କଂଗ୍ରେସ ଓ ବିଜେଡି ମିଶି ଭାଜପା ସରକାରଙ୍କ ବିରୋଧରେ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପିସିସି ସଭାପତି ଭକ୍ତ ଚରଣ ଦାସ ଆହ୍ବନ ଦେଇଛନ୍ତି। ଯାହାକୁ ନେଇ ଏବେ…
ସଫେଇ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ୧୦ ଲକ୍ଷର ଜୀବନବୀମା ସହ ମିଳିବ….
ଭୁବନେଶ୍ୱର,୨୬।୭: ସଫେଇ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି ସଫେଇ କର୍ମଚାରୀ ୧୦ ଲକ୍ଷର ଜୀବନବୀମା ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଲୋକସେବା ଭବନରେ ‘ଗରିମା’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା…
କାର୍ଗିଲ ବିଜୟ ଦିବସରେ ବଳିଦାନ ପ୍ରତି ଶ୍ରଦ୍ଧାଞ୍ଜଳି: ଭୁବନେଶ୍ବରରେ ସେନା ସ୍ମାରକୀ ପାର୍କ ପ୍ରତିଷ୍ଠା ଦାବି
ଭୁବନେଶ୍ୱର,୨୬ା୭: ଭାରତୀୟ ସାମରିକ ଇତିହାସର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧ ବିଜୟ ଭାବେ କାର୍ଗିଲ ବିଜୟ ପରିଗଣିତ। ୧୯୯୯ରେ ଏହି ଯୁଦ୍ଧର ବିଜୟକୁ ସ୍ମରଣୀୟ କରାଇବା ଲାଗି ପ୍ରତିବର୍ଷ ଜୁଲାଇ ୨୬ରେ ପାଳିତ ହେଉଛି କାର୍ଗିଲ ବିଜୟ ଦିବସ। ଏହି ଦିବସଟି ଭାରତୀୟ…
ବନ୍ଧାହେଲେ କୋଟିପତି ଜଙ୍ଗଲବାବୁ: ଘରୁ ମିଳିଥିଲା ୧ କୋଟି ୪୩ ଲକ୍ଷ ଟଙ୍କା, ଦେଢ଼ କେଜି ସୁନା
ଭୁବନେଶ୍ୱର,୨୬।୭: ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ ଶନିବାର ଗିରଫ ହୋଇଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରିଛି। ଗୋଟିଏ ଦିନ ପୂର୍ବରୁ ରାମଚନ୍ଦ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା। ତାଙ୍କ ଘରୁ ନଗଦ…
ଦିଲ୍ଲୀରୁ ଫେରି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣକୁ ନେଇ ବଡ଼ କଥା କହିଦେଲେ ମନମୋହନ ସାମଲ
ଭୁବନେଶ୍ୱର,୨୬।୭: ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଭିତରେ ଦିଲ୍ଲୀ ଗସ୍ତରୁ ଫେରିଛନ୍ତି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ। ଦିଲ୍ଲୀରୁ ଫେରିବା ପରେ ସେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣକୁ ନେଇ ଏକ ବଡ଼ କଥା କହିଦେଇଛନ୍ତି। ସେ କହିଛନ୍ତି, -ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଆଲୋଚନା ହୋଇନି।…
ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା: ରେଡ୍ ଓ୍ବାର୍ନିଂ ଜାରି
ଭୁବନେଶ୍ୱର,୨୬ା୭:ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ଅବପାତରେ ପରିଣତ ହେବା ପରେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଏହା ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ବିଭିନ୍ନ ଜିଲାରେ ଜଳବନ୍ଦୀ ସମସ୍ୟା ଦେଖାଦେଇଥିବାବେଳେ…
ବର୍ଷେ ହେବ ଚାକିରି ପାଇଥିଲେ, ଗ୍ରାସିଲା ଟଙ୍କା ଲୋଭ: ଭିଜିଲାନ୍ସ ଜାଲରେ ଫସିଗଲେ ଜେଆର୍ଏ
ଭୁବନେଶ୍ୱର,୨୬ା୭(ସତ୍ୟଜିତ୍ ରାଉତ):ଭୁବନେଶ୍ୱର ଉପଜିଲାପାଳ ଅଫିସ ସ୍ବତନ୍ତ୍ର ସାର୍ଟିଫିକେଟ୍ ସେକ୍ସନ୍ର କନିଷ୍ଠ ରାଜସ୍ବ ସହାୟକ (ଜେଆର୍ଏ)) ସୌରଭ ତ୍ରିପାଠୀ ଶୁକ୍ରବାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଫସିଛନ୍ତି। ତାଙ୍କଠାରୁ ୩୦ ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏନେଇ ଭୁବନେଶ୍ୱର ଭିଜିଲାନ୍ସ…
୩୧.୫୦ ଲକ୍ଷ ଟଙ୍କାର ଠକେଇ କରି ଫସିଲେ ଅଭିନେତା: ମାଡ଼ିବସିଲା ପୋଲିସ
ଭୁବନେଶ୍ୱର,୨୬ା୭(ସତ୍ୟଜିତ୍ ରାଉତ):ଧାରରେ ନେଇଥିବା ୩୧.୫୦ ଲକ୍ଷ ଠକେଇ ଅଭିଯୋଗରେ ବଡ଼ଗଡ଼ ଥାନା ପୋଲିସ ଜଣେ ଅଭିନେତାଙ୍କୁ ଶୁକ୍ରବାର ଗିରଫ କରିଛି। ସେ ହେଲେ ମଞ୍ଚେଶ୍ୱର ଥାନା ପଳାଶୁଣୀରେ ରହୁଥିବା ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ବଡ଼ମଙ୍ଗଳପୁରର ଉଦୟନ ଅପରାଜିତ୍ (୪୦)।…
Archives


