ମେଟ୍ରୋ

କରୋନା ଆକ୍ରାନ୍ତଙ୍କୁ ଜେଲ ମନା, ରିମାଣ୍ଡ ଅନୁମତି ଆଣି ବନ୍ଦୀକୁ ପଠାଯିବ କୋଭିଡ୍‌ ହସ୍ପିଟାଲ

ଭୁବନେଶ୍ୱର, ୮।(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ତତ୍ପର ହୋଇଛି ଜେଲ ବିଭାଗ। ତେଣୁ ପ୍ରସ୍ତୁତ କରିଛି ସ୍ବତନ୍ତ୍ର ଗାଇଡ୍‌ଲାଇନ। ପ୍ରସ୍ତୁତ ହୋଇଥିବା ଏହି ଗାଇଡ୍‌ଲାଇନ୍‌କୁ ସବୁ ଜେଲ୍‌ ଅଧୀକ୍ଷଙ୍କୁ ପଠାିଛନ୍ତି ଜେଲ୍‌ ଡିଜି। ଯଦି କେହି ଅନ୍ତେବାସୀ…

ବାହାର ରାଜ୍ୟରୁ ଆସିଲେ ଆର୍‌ଟିପିସିଆର୍‌ ବାଧ୍ୟତାମୂଳକ

ଭୁବନେଶ୍ୱର, ୮।୪(ବ୍ୟୁରୋ): ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଥିବା ଲୋକମାନଙ୍କ ପାଇଁ ଏଣିକି ଆର୍‌ଟିପିସିଆର୍‌ ଟେଷ୍ଟ ବାଧ୍ୟତାମୂଳକ। ଯେଉଁମାନେ ଟେଷ୍ଟ ନ କରିବେ ସେମାନଙ୍କୁ ୭ ଦିନ କ୍ୱାରାଣ୍ଟାଇନରେ ରଖାଯିବ। ରାଜ୍ୟରେ ଦୈନିକ ସଂକ୍ରମଣ ୯ଶହ ମୁହାଁ ହୋଇଥିବା ବେଳେ ଏହାକୁ ରୋକିବା…

ବିନା ଭକ୍ତରେ ଗଡ଼ିବ ରୁକୁଣା ରଥଯାତ୍ରା!

ଭୁବନେଶ୍ୱର,୮।୪(ବ୍ୟୁରୋ): ଚଳିତ ବର୍ଷ ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରାକୁ ନେଇ ଲାଗିରହିଛି ଅନିଶ୍ଚିତତା। ଗୁରୁବାର ବିଡିଏ କାର୍ଯ୍ୟାଳୟରେ ୪ ନିଯୋଗ ଓ ବିଏମ୍‌ସି କମିଶନରଙ୍କୁ ନେଇ ଏକ ଗୁରୁତ୍ୱପୂବର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ଲିଙ୍ଗରାଜ ରୁକୁଣା ରଥଯାତ୍ରା ଆୟୋଜନ…

ଏସ୍‌ବିଆଇ ମେନ୍‌ ବ୍ରାଞ୍ଚ ସିଲ୍‌‌

ଭୁବନେଶ୍ୱର,୮।୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କାୟା ମେଲାଇଛି କରୋନା। କରୋନାର ଦ୍ୱିତୀୟ ଷ୍ଟ୍ରେନ୍‌ ଏବେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହି କ୍ରମରେ ଗୁରୁବାର ଭୁବନେଶ୍ୱର ୟୁନିଟ୍‌-୧ ସ୍ଥିତ ଏସ୍‌ବିଆଇର ମୁଖ୍ୟ କାର୍ଯ୍ୟାଳୟରେ ଆଉ ୨୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ…

ରୁଦ୍ରଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ଭଉଣୀ

ଭୁବନେଶ୍ୱର,୮।୪(ବ୍ୟୁରୋ): ପିପିଲି ଉପନିର୍ବାଚନ ଯେତିକି ପାଖେଇ ଆସୁଛି ନିର୍ବାଚନ ପ୍ରଚାର ସେତିକି ଜମୁଛି। ତିନି ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ପ୍ରାର୍ଥୀ ମଇଦାନକୁ ଓହ୍ଲାଇ ନିଜ ପାଇଁ ଭୋଟ ଭିକ୍ଷା କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଗୁରୁବାର ନିର୍ବାଚନ ମଇଦାନକୁ…

ସ୍ଥିତି ପରଖିଲେ, ସଚେତନ କଲେ ପୋଲିସ କମିଶନର

ଭୁବନେଶ୍ୱର,୮ା୪(ବ୍ୟୁରୋ): ଅମାନିଆଙ୍କ ପାଇଁ ସହରର ସଂକ୍ରମଣ ଭୟଙ୍କର ରୂପ ନେବାରେ ଲାଗିଛି। ଏପରିସ୍ଥିତିରେ କମିଶନରେଟ ପୋଲିସ କଡ଼ା ପଦକ୍ଷେପ ଗ୍ରହଣ କରୁଛନ୍ତି। ବୁଧବାର ନିଜେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସହର ବଜାର ବୁଲି ବାସ୍ତବ ସ୍ଥିତି ପରଖିଛନ୍ତି। ତାଙ୍କ ସହିତ…

ତଥାପି ଚେତୁନାହାନ୍ତି

ଭୁବନେଶ୍ୱର, ୮ା୪(ବ୍ୟୁରୋ): ସଂକ୍ରମଣ ପୂରା ରାଜଧାନୀକୁ ବ୍ୟାପିଯାଇଛି। ଚଢ଼ାଉ, ସିଲ୍‌, ଜରିମାନା ସତ୍ତ୍ୱେ ଚେତୁନାହାନ୍ତି ରାଜଧାନୀବାସୀ। ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ହୋଟେଲ ସମେତ ସରକାରୀ କାର୍ଯ୍ୟାଳୟରେ ବି ଖୁଲମ୍‌ଖୁଲା କୋଭିଡ୍‌ ନିୟମ ଉଲ୍ଲଂଘନ ହେଉଛି। ଫଳରେ ପୁଣି ସହରରେ ପୂର୍ବର ସ୍ଥିତି…

ଅନିଶ୍ଚିତତାରେ ରୁକୁଣା ରଥଯାତ୍ରା

ଭୁବନେଶ୍ୱର,୮ା୪(ବ୍ୟୁରୋ): ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରାକୁ ରହିଲା ଆଉ ୧୨ଦିନ। ସେଥିପାଇଁ ମହାଖଳାରେ ଜୋରସୋରରେ ଚାଲିଛି ରଥ ଚକ ନିର୍ମାଣ। ଗୁରୁବାର ଚକ ସରିବାପରେ ଅଖ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ବିଶ୍ୱକର୍ମା ସେବାୟତମାନେ ପ୍ରଭୁଙ୍କ କାର୍ଯ୍ୟରେ ନିଜକୁ ନିୟୋଜିତ…

ରେକର୍ଡ ଭାଙ୍ଗୁଛି ଦୈନିକ ସଂକ୍ରମଣ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୮।୪(ବ୍ୟୁରୋ): ରାଜ୍ୟରେ ଲଗାତର ଭାବେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୮୭୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୫୧୮ କ୍ୱାରାଣ୍ଟାଇନ୍‌ରୁ ଓ ୩୬୧ ଲୋକାଲ କେସ୍‌ ରହିଥିବା ଜଣାପଡ଼ିଛି। ଏନେଇ ସୂଚନା…

ଆଜିଠୁ ଅନ୍‌ଲାଇନ ପେନ୍‌ସନ ଅଦାଲତ

ଭୁବନେଶ୍ୱର,୮ା୪(ବ୍ୟୁରୋ): ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀମାନଙ୍କ ପେନ୍‌ସନ ସମ୍ବନ୍ଧିତ ଅଭିଯୋଗର ତ୍ୱରିତ ବିଚାର ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ପେନ୍‌ସନ ଅଦାଲତର ବ୍ୟବସ୍ଥା କରିଛନ୍ତି। କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଅଦାଲତ ଅନ୍‌ଲାଇନ ଜରିଆରେ କରାଯିବ। ବୁଧବାର ସାଧାରଣ ପ୍ରଶାସନ…

୨୪ ଘଣ୍ଟାରେ ୨୫ଲକ୍ଷ ଜରିମାନା, ୨୭ ଗିରଫ

ଭୁବନେଶ୍ୱର,୮ା୪(ବ୍ୟୁରୋ): କରୋନା କଟକଣା ଓ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ହେଉଥିବାରୁ ରାଜ୍ୟରେ ସଂକ୍ରମଣ ବଢ଼ୁଛି। ସ୍ଥିତି ବିଗିଡ଼ିବା ପରେ ଏବେ ରାଜ୍ୟ ପୋଲିସ କଟକଣାକୁ କଡାକଡି କରିବାକୁ ଅଣ୍ଟା ଭିଡିଛି। ଅମାନିଆଙ୍କୁ ସାବାଡ୍‌ କରିବା ପାଇଁ ଚଢ଼ାଉ, ଜରିମାନା ଓ ପଦକ୍ଷେପକୁ ଜୋର୍‌ଦାର…

ଭର୍ଚୁଆଲ୍‌ରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୪(ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର। ଭର୍ଚୁଆଲରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲା ପରିଷଦ ଜୋନ୍‌ ଅନୁଯାୟୀ ପ୍ରଚାର କାର୍ଯ୍ୟକ୍ରମ ଚାଲିବ। ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ଭର୍ଚୁଆଲରେ ଭୋଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?