୭ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର
ଭୁବନେଶ୍ୱର,୫।୧(ବ୍ୟୁରୋ): ଦୁର୍ନୀତି ଓ ଅପାରଗତାକୁ ନେଇ ୭ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର। ସେମାନଙ୍କ ମଧ୍ୟରେ ଜଣେ କମାଣ୍ଡାଣ୍ଟ, ଡିଏସ୍ପି, ଡେପୁଟି କମାଣ୍ଡାଣ୍ଟ, ୨ ଜଣ ଖଣି ଅଧିକାରୀ, ଜଣେ ସିଡିପିଓ ଅଛନ୍ତି। ଜେଲ ଡିଆଇଜି ଗୋପବନ୍ଧୁ ମଲ୍ଲିକଙ୍କ…
କମିବନି ସିଲାବସ୍: ୭୦% ସିଲାବସ୍ରେ ପାଠ ପଢିବେ ଛାତ୍ରୀଛାତ୍ର
ଭୁବନେଶ୍ୱର,୫।୧(ବ୍ୟୁରୋ): ରାଜ୍ୟରେ ଆସନ୍ତା ଜାନୁଆରୀ ୮ ରେ ସ୍କୁଲଗୁଡିକ ଖୋଲିବ। ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ସ୍କୁଲ ଖୋଲିଲେ କେମିତି କେମିତି ପାଠପା ହେବ ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ରଖିଛନ୍ତି।…
ଲଗାତାର ରାଜ୍ୟରେ ୨୦୦ରୁ କମ୍ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ୨ ମୃତ
ଭୁବନେଶ୍ୱର,୫।୧(ବ୍ୟୁରୋ): ଲଗାତାର ୩ ଦିନହେଲା ରାଜ୍ୟରେ ୨୦୦ରୁ କମ୍ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ରାଜ୍ୟରେ ମଙ୍ଗଳବାର ୧୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୫ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ…
ଭୁବନେଶ୍ୱର ବସ୍ତିରୁ ହଟିବ ଅପରାଧୀଙ୍କ ଆଡ୍ଡା
ଭୁବନେଶ୍ୱର,୫।୧ (ବ୍ୟୁରୋ): ବସ୍ତିବହୁଳ ଭୁବନେଶ୍ୱର ଦିନକୁ ଦିନ ଅପରାଧ ପ୍ରବଣ ହୋଇପଡୁଛି। ବିଶେଷକରି ବାହାରୁ ଅପରାଧୀମାନେ ଏଠାକୁ ଆସି ବସ୍ତିରେ ଆଡ୍ଡା ଜମାଇ ଉତ୍ପାତ କରୁଛନ୍ତି। ଏମାନଙ୍କୁ ସାବାଡ଼ କରିବା ସହ ବସ୍ତିରୁ ଅପରାଧୀଙ୍କ ଆଡ୍ଡାକୁ ହଟାଇବାକୁ ଯୋଜନା କରିଛି କମିଶନରେଟ…
କାର୍ଯ୍ୟକାରୀ ହେବ ‘ମୋ ସାଇକେଲ୍’ ଆପ୍
ଭୁବନେଶ୍ୱର, ୫।୧(ବ୍ୟୁରୋ): ମୋ ସାଇକେଲ୍ର ନୂତନ ଦିଗନ୍ତ ଭାବେ ଖୁବ୍ଶୀଘ୍ର ‘ମୋ ସାଇକେଲ୍’ ଆପ୍କୁ କାର୍ଯ୍ୟକାରୀ କରିବା ପାଇଁ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍(ବିଏସ୍ସିଏଲ୍) ଏବଂ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପଦକ୍ଷେପ ନେଇଛନ୍ତି। ସାଇକେଲ ଚଲାଇବାକୁ ଲୋକଙ୍କୁ ଉତ୍ସାହିତ କରିବା ପାଇଁ…
ଉଚ୍ଚଶିକ୍ଷାନୁଷ୍ଠାନ ଖୋଲିବାକୁ କର୍ତ୍ତୃପକ୍ଷଙ୍କୁ ଚିଠି
ଭୁବନେଶ୍ୱର,୫।୧(ବ୍ୟୁରୋ): ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ଆସନ୍ତା ୧୧ ତାରିଖରୁ ଖୋଲିବ। ୟୁଜି ଓ ପିଜିର ଶେଷବର୍ଷ ଛାତ୍ରୀଛାତ୍ରଙ୍କ ପାଇଁ ଉଚ୍ଚଶିକ୍ଷାନୁଷ୍ଠାନ ଖୋଲିବ। ୟୁଜିସିର ନିର୍ଦ୍ଦେଶାବଳୀକୁ ଆଧାର କରି ଖୋଲିବାକୁ ସୋମବାର ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ…
ଦଳ ଛାଡ଼ିବା ପରେ ନିଲମ୍ବନ ହେଲେ ଭଗବାନ
ଭୁବନେଶ୍ୱର,୫।୧(ବ୍ୟୁରୋ) ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଦଳ ବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ ଦର୍ଶାଇ ପୁରୀ ଜିଲା ବ୍ରହ୍ମଗିରି ମଣ୍ଡଳ ସଭାପତି ଭଗବାନ ନାୟକଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯାଇଛି। ଏନେଇ ଦଳର ରାଜ୍ୟ…
ଆଇଏଫ୍ଏଫ୍ଆଇରେ ପ୍ରଦର୍ଶିତ ହେବ ୩ ଓଡ଼ିଆ ଫିଲ୍ମ
ଭୁବନେଶ୍ୱର,୫।୧(ବ୍ୟୁରୋ): ଦେଶର ସର୍ବବୃହତ୍ ଚଳଚ୍ଚିତ୍ର ମହୋତ୍ସବ ‘ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ଅଫ୍ ଇଣ୍ଡିଆ-୨୦୨୦’ ଆଇଏଫ୍ଏଫ୍ଆଇ ଗୋଆରେ ଏଥର ପ୍ରଦର୍ଶିତ ହେବ ୩ ଓଡ଼ିଆ ଚଳଚ୍ଚିତ୍ର। ଏହାସହ ଗତବର୍ଷ ପରଲୋକ ଗମନ କରିଥିବା ଓଡ଼ିଆ ଚଳଚ୍ଚିତ୍ର ଜଗତର ଦୁଇ ବରିଷ୍ଠ ଅଭିନେତା ବିଜୟ…
ଜରିମାନାରୁ ବଞ୍ଚାଉଛି, ଜୀବନ ନେଉଛି
ଭୁବନେଶ୍ୱର,୫।୧(ବ୍ୟୁରୋ): ବାଇକ୍ ଚାଳକଙ୍କ ସୁରକ୍ଷା କବଚ ହେଉଛି ହେଲ୍ମେଟ୍। ଦୁର୍ଘଟଣାଜନିତ ମୃତ୍ୟୁ ରୋକିବାକୁ ହେଲ୍ମେଟ୍ ପିନ୍ଧି ବାଇକ୍ ଚଳାଇବା ବାଧ୍ୟତାମୂଳକ କରାଯାଇଛି। କିଛିଦିନ ତଳେ ପରିବହନ ବିଭାଗ ପକ୍ଷରୁ ଡବଲ୍ ହେଲ୍ମେଟ୍ ନିୟମ କରାଯାଇଥିବାବେଳେ ନୂଆବର୍ଷରୁ ଏହା କାର୍ଯ୍ୟକାରୀ ହୋଇଛି। ଏହାପରଠୁ…
କମୁଛି ଶୀତ ଫେବୃୟାରୀରୁ ବଢ଼ିପାରେ ତାତି
ଭୁବନେଶ୍ୱର,୫।୧(ବ୍ୟୁରୋ): ରାଜ୍ୟରେ ଶୀତ ହ୍ରାସ ପାଇଛି। ଆଗାମୀ ଦିନରେ ଆହୁରି କମିବ। ମଙ୍ଗଳବାରଠାରୁ ଆସନ୍ତା ୯ ତାରିଖଯାଏ ପାରଦ ଉପରକୁ ଉଠିବ। ୧୦ ତାରିଖରୁ ୧ରୁ ୨ ଡିଗ୍ରୀ ତଳକୁ ଖସିବ। ତେବେ ଆଉ ହାଡ଼ଭଙ୍ଗା ଶୀତର ସମ୍ଭାବନା ନାହିଁ। ଚଳିତବର୍ଷ…
‘୩୦ ସୁଦ୍ଧା ଆସିପାରେ ଟିକା’
ଭୁବନେଶ୍ୱର, ୫।୧(ବ୍ୟୁରୋ): ଚଳିତ ମାସରେ ଓଡ଼ିଶାକୁ କରୋନା ଟିକା ଆସିଯାଇପାରେ। ଏନେଇ ସୋମବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ସୋମବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜାନୁୟାରୀ ୩୦ ସୁଦ୍ଧା ଟିକା ଆସିଯିବ ବୋଲି ବିଶ୍ୱାସ କରାଯାଉଛି।…
‘ଅଭିଯୁକ୍ତ ମନ୍ତ୍ରୀଙ୍କୁ ଗିରଫ କର’
ଭୁବନେଶ୍ୱର, (ବ୍ୟୁରୋ)/କଟକ ଅଫିସ୍/ନିଶ୍ଚିନ୍ତକୋଇଲି/ମାହାଙ୍ଗା/ ସାଲେପୁର,୫।୧(ସ୍ବ.ପ୍ର./ଡି.ଏନ୍.ଏ.) କଟକ ଜିଲା ମାହାଙ୍ଗା ବ୍ଲକର ନୃତାଙ୍ଗରେ ଭାଜପା ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଘଟଣାର ୧୩ତମ ଅଭିଯୁକ୍ତ ଆଇନମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ ଜେନା ଓ ଅନ୍ୟ ୧୨ ଅଭିଯୁକ୍ତଙ୍କୁ…
Archives


